ଆମ ଜିଲା ଖବର

ନନ୍ଦନକାନନକୁ ଆସିଲେ ୪ ଓଟପକ୍ଷୀ

ବାରଙ୍ଗ,୨୨।୯(ଲିଙ୍ଗରାଜ ରାଉତ): ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଗୁରୁବାର ଅପରାହ୍ନରେ ହାଇଦ୍ରାବାଦରୁ ଗୋଟିଏ ଅଣ୍ଡିରା ଓ ୩ଟି ମାଈ ଓଟପକ୍ଷୀ ଅଣାଯାଇଛି। ଫଳରେ ଏହି ପ୍ରଜାତିର ଓଟପକ୍ଷୀ ସଂଖ୍ୟା ନନ୍ଦନକାନନରେ ବୃଦ୍ଧି ପାଇଛି। ବେଗମ୍‌ପେଟସ୍ଥିତ ଏକ ସଂସ୍ଥାରୁ ଉପହାର ସ୍ବରୂପ ଏହି ନୂଆ…

ଗଡ଼ଗଡ଼ିଆଘାଟ ପାହାଚ ଭୁଶୁଡ଼ି ବିରାଟ ଗର୍ତ୍ତ

କଟକ,୨୨ା୯(ସୁପ୍ରିୟା ପ୍ରିୟଦର୍ଶିନୀ): ମହାନଦୀ କୂଳରେ ଗଡ଼ଗଡ଼ିଆ ଘାଟରେ ନିର୍ମାଣ ହୋଇଥିବା କେତେକ ପାହାଚ ଧସିଯାଇଥିବା ଦେଖିବାକୁ ମିଳିଛି। ମାଟି ଧସିବା ଯୋଗୁ ସିମେଣ୍ଟ ନିର୍ମିତ ପାହାଚ ଭୁଶୁଡ଼ି ସେଠାରେ ଏକ ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି। ନିମ୍ନମାନର କାମ ନଚେତ ବର୍ଷା…

କାର୍ଯ୍ୟକ୍ଷମ ହୋଇପାରିନି ଅର୍ବାନ ହାଟ

କଟକ,୨୨ା୯(ସୁପ୍ରିୟା ପ୍ରିୟଦର୍ଶିନୀ): ଏପ୍ରିଲ ପୂରି ସେପ୍ଟେମ୍ବର ସରିବାକୁ ବସିଲାଣି। ହେଲେ କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ ଛତ୍ରବଜାର ଅର୍ବାନ ହାଟ। ଏପରିକି ଚଳିତ ମାସ ୧୬ ତାରିଖରେ ଏହାକୁ ଉଦ୍‌ଘାଟନ କରାଯାଇଥିଲା। ଲୋକାର୍ପଣ ହେବାର ୫ ଦିନ ପରେ ବି ଅର୍ବାନ ହାଟ…

ଖାଦ୍ୟ, ପିଇବା ପାଣି ପାଇଁ ଡହଳବିକଳ

ଖୋର୍ଦ୍ଧା,୨୨ା୯(ପ୍ରଭାତ ପାଣିଗ୍ରାହୀ): ହୀରାକୁଦର ୨୪ଟି ଗେଟ୍‌ ଖୋଲିବା ପରେ ମହାନଦୀ ଫୁଲୁଛି। ଏହାର ଶାଖା ନଦୀ ରାଜୁଆର ପଛୁଆଜଳ ଖୋର୍ଦ୍ଧା ବ୍ଲକ ଓରବରସିଂ ପଞ୍ଚାୟତରେ ପ୍ରବେଶ କରିବାରୁ ୧୦ଟି ଗ୍ରାମର ଚାଷଜମି ଜଳମଗ୍ନ ହୋଇଛି। ହିରିମୂଳ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ…

ବିପଦ ସଙ୍କୁଳ ବ୍ରିଜ ମରାମତି ଦାବି

ଦଶପଲ୍ଲା,୨୨ା୯(ପ୍ରକାଶ କୁମାର ପାଣି): ଦଶପଲ୍ଲା ଦୁର୍ଗା ବଜାରସ୍ଥିତ କୁଆଁରିଆ ନଦୀ ଉପରେ ଥିବା ବ୍ରିଜଟି ବିପଦସଙ୍କୁଳ ଅବସ୍ଥାରେ ରହିଛି। ବ୍ରିଜର ବିଭିନ୍ନ ସ୍ଥାନରେ ଏକାଧିକ ଖାଲ ସୃଷ୍ଟି ହୋଇଛି। ଫଳରେ ଯାତାୟତରେ ବାଧା ସୃଷ୍ଟି ହେଉଛି। ଯାତାୟତ ବେଳେ ଉକ୍ତ ଖାଲରେ…

ମୋବାଇଲ ଟାଓ୍ବାର କାମ ଅଧାପନ୍ତରିଆ

ନୟାଗଡ଼,୨୨।୯(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ନୂଆଗାଁ ବ୍ଲକର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳବାସୀଙ୍କ ପାଇଁ ନିର୍ମାଣ କରାଯାଉଥିବା ମୋବାଇଲ ଟାଓ୍ବାର କାମ ଦୀର୍ଘ ମାସ ହେଲା ଅଧାପନ୍ତରିଆ ଭାବେ ପଡିରହିଛି। ଏ ସଂକ୍ରାନ୍ତରେ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କରାଗଲେ ମଧ୍ୟ…

ଠେଙ୍ଗାପାଳିରେ ସୁରକ୍ଷା ଜଙ୍ଗଲକୁ ବିପଦ

ନୟାଗଡ଼,୨୨।୯(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକ କୁଲୁରୁକୁମ୍ପା ପଞ୍ଚାୟତ ଦୁଡୁକିପାଜୁ ଗାଁର ଆଦିବାସୀମାନେ ଠେଙ୍ଗାପାଳିରେ କରିଥିବା ଜଙ୍ଗଲ ସୁରକ୍ଷାକୁ ବିପଦ ମାଡି ଆସିଛି। ଦୁଡୁକିପାଜୁର ଗ୍ରାମ୍ୟ ଜଙ୍ଗଲ ପାଦଦେଶରେ ହୋଇଥିବା ଫଳଗଛକୁ ଉପାଡି ଦେଇ ଜଣେ ଲୋକ କୋର୍ଟରେ ମାମଲା…

ଆଶ୍ରମ ସ୍କୁଲରେ ଅବ୍ୟବସ୍ଥା

ନୂଆଗାଁ,୨୨।୯(ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ବ୍ଲକରେ ଥିବା ଆଶ୍ରମ ବିଦ୍ୟାଳୟଗୁଡ଼ିକ ନାନା ଅନିୟମିତତାରେ ଚାଲିଛି। ଏ ନେଇ ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳରେ ସମ୍ପୃକ୍ତ କର୍ମଚାରୀଙ୍କୁ ଅଧିକାରୀ ସୁରକ୍ଷା ଦେଉଥିବା ଅଭିଯୋଗ ହେଉଛି।…

ଚିଙ୍ଗୁଡ଼ିଘେରି ପାଇଁ ଜଳ, ସ୍ଥଳ ପ୍ରଭାବିତ

କେନ୍ଦ୍ରାପଡ଼ା,୨୨ା୯ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାରେ ଚିଙ୍ଗୁଡ଼ି ଘେରି ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ୨୦ ହଜାରରୁ ଊର୍ଦ୍ଧ୍ୱ ଏକରରେ ହେଉଥିବା ଚାଷ ଜଳ ଓ ସ୍ଥଳଭାଗକୁ ପ୍ରଭାବିତ କରୁଛି। ଜାତୀୟଉଦ୍ୟାନ ଭିତରକନିକା ଜୈବ ବିବିଧତାକୁ ନଷ୍ଟ କରୁଛି।…

ଲଘୁଚାପଜନିତ ବର୍ଷାରେ ବିଭିନ୍ନ ଅଞ୍ଚଳ ଜଳାର୍ଣ୍ଣବ

ରାଜକନିକା,୨୨ା୯ (ସଞ୍ଜୟ କୁମାର ଦାଶ): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ରାଜକନିକା ପୂର୍ବ କନିକା ଆୟତନସ୍ଥିତ କମଳା ମଡେଲ ବାଳିକା ଉଚ୍ଚ ବିଦ୍ୟାଳୟ, କନିକା ଉଚ୍ଚ ବିଦ୍ୟାଳୟ, ଆୟତନ ପ୍ରାଥମିକ ବିଦ୍ୟାଳୟ ସମେତ ସ୍ଥାନୀୟ ବଜାର ଜଳାର୍ଣ୍ଣବ ହୋଇଛି। ବର୍ଷା…

ବିଦ୍ୟାଳୟରେ ଜମିରହିଛି ବର୍ଷାପାଣି

ରାହାମା,୨୨ା୯ (ଶ୍ରୀକାନ୍ତ ଦାସ): କୋମଳମତି ପିଲାମାନଙ୍କ ପଢ଼ିବା ଲାଗି ଶୈକ୍ଷିକ ବାତାବରଣ ମୁଖ୍ୟତଃ ପରିଷ୍କାର ପରିଚ୍ଛନ୍ନ ରହିବା କଥା। କିନ୍ତୁ ଏହି ପରିବେଶ ଯଦି ବିଗିଡ଼ିଯିବ ପିଲାମାନେ ବିଦ୍ୟାଳୟକୁ ଆସିବାକୁ ନାକ ଟେକିବେ। ବେସରକାରୀ ସ୍କୁଲର ପରିଷ୍କାର ପରିଚ୍ଛନ୍ନତାକୁ ଲକ୍ଷ୍ୟ କରି…

ଅଙ୍ଗନୱାଡି ଛତୁଆ ପ୍ୟାକେଟରେ ମଲା ବେଙ୍ଗ

ତିର୍ତ୍ତୋଲ,୨୨ା୯( ଗୌରାଙ୍ଗ ଚରଣ ସ୍ବାଇଁ): ପ୍ରସୂତି ମହିଳା ଓ ୬ମାସରୁ ୩ ବର୍ଷର ପିଲାଙ୍କୁ ପୁଷ୍ଟିକର ଖାଦ୍ୟ ଲାଗି ରାଜ୍ୟ ସରକାର ଅଙ୍ଗନଓ୍ବାଡି କେନ୍ଦ୍ର ଜରିଆରେ ଛତୁଆ ବାଣ୍ଟୁଛନ୍ତି। ହେଲେ ଏହି ଛତୁଆ ପ୍ରସ୍ତୁତ ସମୟରେ ପ୍ରସ୍ତୁତକାରୀ ଯତ୍ନବାନ ହେଉ ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?