ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା: ୫ ଜିଲାରୁ ଯିବେ ୧ ହଜାର ତୀର୍ଥଯାତ୍ରୀ
ଛତ୍ରପୁର,୩।୧୦(ସନ୍ତୋଷ ପାଢ଼ୀ,ଦିଲ୍ଲୀପ ସାମଲ): ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ ଓ ନୟାଗଡ଼ ଜିଲାର ବରିଷ୍ଠ ନାଗରିକମାନେ ତୀର୍ଥ କରିବାକୁ ଯିବେ। ଉକ୍ତ ୫ ଜିଲାର ୧ ହଜାର ବରିଷ୍ଠ ନାଗରିକ ବ୍ରହ୍ମପୁର ରେଲୱେ ଷ୍ଟେଶନରୁ ଦେଶର…
ଲଗାଣ ବର୍ଷାରେ ଭୁଶୁଡ଼ିଲା କାନ୍ଥ: ଜଣେ ମୃତ
ବଡ଼ଗାଁ,୩।୧୦(ଅଶୋକ ଷଡ଼ଙ୍ଗୀ): ଲଗାଣ ବର୍ଷା ଯୋଗୁ ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ ଅଧୀନ ଜରଙ୍ଗଲୋଇ ଗ୍ରାମରେ ରହୁଥିବା କୁରୁନାଥ କଣ୍ଟାଙ୍କ ଘର କାନ୍ଥ ଭୁଶୁଡ଼ି ପଡ଼ିଛି। ଫଳରେ କାନ୍ଥ ତଳେ ଚାପି ହୋଇ କୁରୁନାଥଙ୍କ ମୃତ୍ୟୁ ଘଟିଛି। ଅନ୍ୟପକ୍ଷେ ସମ୍ପର୍କୀୟ ଯୁବକ…
୨୩ ଦିନରେ ପହଞ୍ଚିଲା ଆମରଣ ଅନଶନ
ଛତ୍ରପୁର,୩।୧୦(ସନ୍ତୋଷ ପାଢୀ): ଗଞ୍ଜାମ ଜିଲା ଛତ୍ରପୁର ତହସିଲ ଅଧୀନ ଆର୍ଯ୍ୟପଲ୍ଲୀ ରାଜସ୍ବ ଗ୍ରାମବାସୀ ଜମି ପଟ୍ଟା ପ୍ରଦାନ ଦାବିରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଳିଥିବା ଆମରଣ ଅନଶନ ମଙ୍ଗଳବାର ୨୩ ଦିନରେ ପହଞ୍ଚିଛି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ…
ନୀଳଗିରିକୁ ଜିଲା ମାନ୍ୟତା ଦାବିରେ ୧୨ ଘଣ୍ଟିଆ ବନ୍ଦ ଡାକରା
ନୀଳଗିରି,୩।୧୦(ପ୍ରଶାନ୍ତ ବିଶ୍ୱାଳ): ନୀଳଗିରିକୁ ଜିଲା ଦାବିରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଜିଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବନ୍ଦ ଡାକରାରେ ଦୋକାନ ବଜାର ବନ୍ଦ ଓ ଗାଡି ମଟର ଚଳାଚଳ ଠପ ରହିଛି। ନୀଳଗିରିକୁ ସ୍ବତନ୍ତ୍ର ଜିଲା ଘୋଷଣା ଦାବିରେ…
ସୀତା ନଦୀ ପୋଲ ଉପରେ ୪ ଫୁଟ ପାଣି
ପାଟଣା,୩।୧୦(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ-ଘଟଗାଁ ବ୍ଲକ ଢେଙ୍କିକୋଟକୁ ସଂଯୋଗ କରୁଥିବା ରାସ୍ତାର ଚିନାମଳି ପଶି ପଞ୍ଚାୟତ ନୂଆପଡ଼ା ସୀତା ନଦୀ ପୋଲ ଉପରେ ମଙ୍ଗଳବାର ୪ ଫୁଟ ବର୍ଷା ପାଣି ପ୍ରବାହିତ ହେଉଛି। ଫଳରେ ରାସ୍ତାରେ ଯାତାୟାତ…
ବାଘଛାଲ,୨ ଦେଶୀ ବନ୍ଧୁକ ଜବତ: ଜଣେ ଗିରଫ
ମୁନିଗୁଡ଼ା, ୩।୧୦(ରାଧେଶ୍ୟାମ ଅଗ୍ରଓ୍ବାଲ): ରାୟଗଡ଼ା ଜିଲା ମୁନିଗୁଡ଼ା ରେଞ୍ଜ ଅନ୍ତର୍ଗତ ଜଗଦଳପୁର ଫରେଷ୍ଟ ବିଟ୍ ତଥା ଅମ୍ବାଦଳା ଥାନା ଅନ୍ତର୍ଗତ କନ୍ଧମାଳ ସୀମାରେ ଥିବା ବଡ଼ କାନ୍ଦୁଲପଡା ଗ୍ରାମରୁ ପୋଲିସ ଗୋଟିଏ କଲରାପତରିଆ ବାଘଛାଲ, ୨ଦେଶୀ ବନ୍ଧୁକ ଓ କିଛି ବାରୁଦ…
ଶୁଦ୍ଧକ୍ରିୟାରେ ଯୋଗଦେବାକୁ ଆସିଥିଲେ: ଦୁର୍ଘଟଣାରେ ଚାଲିଗଲା ଜୀବନ
ପାଟଣା,୩।୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ୪୯ ନମ୍ବର ମୁମ୍ବାଇ-କୋଲକାତା ଜାତୀୟ ରାଜପଥ ତୁରୁମୁଙ୍ଗା ଥାନା ନିକଟରେ ସୋମବାର ବିଳମ୍ବିତ ରାତ୍ରିରେ ଏକ ବାଇକ୍ ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଛି l ମୃତକ ହେଲେ ସଦର ଥାନା…
ଅବହେଳିତ ସ୍ବାଧୀନତା ସଂଗ୍ରାମୀ ଗାଁ କୁଶିବିଡ଼ା
ନୂଆଗାଁ,୩।୧୦ (ଧନେଶ୍ୱର ସାହୁ): ନୟାଗଡ ଜିଲା ନୂଆଗାଁ ବ୍ଲକ ଜାକେଡା ପଞ୍ଚାୟତର ସ୍ବାଧୀନତା ସଂଗ୍ରାମୀଙ୍କ ଗାଁ କୁଶିବିଡା ଅବହେଳିତ ହୋଇ ରହିଛି। ସ୍ବାଧୀନତା ସଂଗ୍ରାମୀଙ୍କ ଉତ୍ତରାଧିକାରୀମାନେ ଅବ୍ୟବସ୍ଥା ତଥା ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି। ଏହା ଉପଲବ୍ଧି କରି ରାଜନେତାମାନେ ଅବହେଳିତ…
ବିସ୍କୁଟ ଗୋଦାମରେ ଅଗ୍ନିକାଣ୍ଡ
କନ୍ଧମାଳ,୩।୧୦: ବିସ୍କୁଟ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ। ନିଆଁରେ ଲକ୍ଷାଧିକ ଟଙ୍କାର ଚକ୍ଲେଟ ଓ ବିସ୍କୁଟ ଜଳିଯାଇଛି। ଏପରି ଘଟଣା ଘଟିଛି କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ପାଟ୍ଟଖଣ୍ଡା ସାହିରେ। ପାଟ୍ଟଖଣ୍ଡା ସାହିରେ ଥିବା ବିସ୍କୁଟ ଗୋଦାମରେ ଆଜି ଭୋର ସମୟରେ…
ଡେରାବିଶର ପ୍ରସିଦ୍ଧ ଭାଲୁକୁଣୀ ମେଳଣ
ଡେରାବିଶ,୩ା୧୦ (ବେବର୍ତ୍ତା ଅଜୟ ଦାସ): ଉତ୍କଳୀୟମାନଙ୍କ ପାଇଁ ତଅପୋଇ କାହାଣୀ ଏକ ଇତିହାସର ସ୍ମୃତି ସ୍ତମ୍ଭ ପାଲଟିଛି। ଏଥିସହ ଯୋଡ଼ିହୋଇ ରହିଛି ଅତୀତର ସାଧବ ପୁଅଙ୍କ ନୌବାଣିଜ୍ୟ ଯାତ୍ରା। ଏହି ନୌବାଣିଜ୍ୟ ଯାତ୍ରା ପରମ୍ପରା ସହ ଉପକୂଳବର୍ତ୍ତୀ କେନ୍ଦ୍ରାପଡ଼ା ଜିଲାର ସମ୍ପର୍କ…
ଲୋକେ ପିଉଛନ୍ତି ଖୋଳା ନଦୀ ଅପମିଶ୍ରିତ ଜଳ
ମହାକାଳପଡ଼ା,୩ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନଦୀ ନାଳ ଘେରା ଉପାନ୍ତ ବତିଘର ପଞ୍ଚାୟତ ଦକ୍ଷିଣ ଖୋଳା ନଦୀକୂଳ ବାସିନ୍ଦାଙ୍କ ପାଇଁ ପାନୀୟ ଜଳ ସମସ୍ୟା ଉପୁଜିଛି। ଏହି ଅଞ୍ଚଳରେ ସ୍ଥାପନ ହୋଇଥିବା ସୋଲାର ପାନୀୟ ଜଳ ପ୍ରକଳ୍ପ…
କେଏନ୍ଡିଏ: ସ୍ବପ୍ନ ହୋଇଛି ଉନ୍ନୟନ କାର୍ଯ୍ୟ
ଯାଜପୁର,୩ା୧୦(ହର୍ଷବର୍ଦ୍ଧନ ବେହେରା) : ବଡ଼ ବଡ଼ ସ୍ବପ୍ନ ଦେଖିବା ଭଲ, ହେଲେ ତାହାକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରୟାସ କଲେ ସଫଳତା ମିଳେ। ହେଲେ ଏଠି ଖାଲି ସ୍ବପ୍ନ ଦେଖାଯାଉଛି, କ’ଣ ନା କଳିଙ୍ଗନଗର ଉନ୍ନୟନ ପରିଷଦ(କେଏନ୍ଡିଏ) ଭାବେ ଯାଜପୁର ରୋଡ…

