ବେଆଇନ ବେଧଡ଼କ ପଥର ବ୍ଲାଷ୍ଟିଂ, ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ
ଦାରିଙ୍ଗବାଡି,୪/୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବାଲିଗୁଡା ଥାନା ଅଞ୍ଚଳ ବୁଡ଼ାଗୁଡା ହାଟ ପଦା ନିକଟରେ ବେଆଇନ ପଥର ବ୍ଲାଷ୍ଟିଂରେ ଲକ୍ଷାଧିକ ଟଙ୍କାର ସରକାରୀ ଓ ବେସରକାରୀ ସଂସ୍ଥାର ଧନ ସମ୍ପତ୍ତି ନଷ୍ଟ ହୋଇଛି। ପ୍ରକାଶ ଯେ, ସିମନବାଡି…
ଧରିତ୍ରୀ ଖବରକାଗଜର ୫୦ ବର୍ଷ ପାଳନ ଅବସରରେ ବକୃତା ପ୍ରତିଯୋଗିତା
ଛତ୍ରପୁର,୪।୭(ସନ୍ତୋଷ ପାଢ଼ୀ ): ଧରିତ୍ରୀ ଖବରକାଗଜର ୫୦ ବର୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ବ୍ରହ୍ମପୁରସ୍ଥିତ ଖଲିକୋଟ ଏକକ ବିଶ୍ୱବିଦ୍ୟାଳୟ ପରିସରରେ ଛାତ୍ରୀଛାତ୍ର ମାନଙ୍କ ମଧ୍ୟରେ ବକୃତା ପ୍ରତିଯୋଗିତା ମଙ୍ଗଳବାର ଆୟୋଜନ କରାଯାଇଥିଲା। ଗଣମାଧ୍ୟମ, ଗଣତନ୍ତ୍ର ଓ ଯୁବପିଢୀ ବିଷୟ ଉପରେ…
ପିଲାଙ୍କଠାରେ ବ୍ୟାପୁଛି ଚର୍ମରୋଗ
ଝରିଗାଁ,୪।୭(କିଶୋର ଚନ୍ଦ୍ର ମଣ୍ଡଳ): ସଚେତନତା ସହ ଆନ୍ତରିତା ଅଭାବ ଯୋଗୁ ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟ ସେବା ମିଳି ପାରୁନି। ଯାହାଫଳରେ କୋମଳମତି ଶିଶୁମାନେ ରୋଗାକ୍ରାନ୍ତ ହୋଇଛନ୍ତି। ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ବଡ଼ଟେମରା ପଞ୍ଚାୟତ ଚେପଟିଆମ୍ବା ଗ୍ରାମର ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ଶିଶୁ…
ଆନ୍ଧ୍ର ସିଆର୍ପିଏଫ୍ ଯବାନଙ୍କ ଓଡ଼ିଶାରେ ଡକାୟତି
ନନ୍ଦପୁର, ୪ା୭ (ଶଙ୍କର ପୂଜାରୀ): ନନ୍ଦପୁର ଅଞ୍ଚଳକୁ ବୁଲି ଆସିଥିବା ପର୍ଯ୍ୟଟକଙ୍କୁ ଲୁଟ୍ କରି ଖସି ପଳାଉଥିବା ୨ ଜଣିଆ ଡକାୟତି ଗ୍ୟାଙ୍ଗକୁ ଧରିବାରେ କୋରାପୁଟ ଜିଲା ପାଡୁଆ ପୋଲିସ ସଫଳ ହୋଇଛି। ଧରାପଡି ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ରାଜକୁମାର…
କାର୍ଯ୍ୟକ୍ଷମ ହେଉନି ମାର୍କେଟ କମ୍ପ୍ଲେକ୍ସ
ପାଲଲହଡ଼ା,୪ା୭(ଦିବ୍ୟଜ୍ୟୋତି ଦାଶ): ପାଲଲହଡ଼ା ସଦର ମହକୁମା ମୁଖ୍ୟ ବଜାର ମଧ୍ୟରେ ଚାଲୁଥିବା ଦୈନିକ ପରିବା ବଜାର ପାଇଁ ସୃଷ୍ଟି ହେଉଥିବା ଟ୍ରାଫିକ ଓ ପାର୍କିଂ ସମସ୍ୟାର ସମାଧାନ ନିମନ୍ତେ ବାଟ ବାହାର କରାଯାଇଥିଲା। ଏଥିପାଇଁ ଉପଖଣ୍ଡ ନିୟନ୍ତ୍ରିତ ବଜାର କମିଟି ଏବଂ…
ବଳାତ୍କାର ମାମଲା, ଫେରାର ଅଭିଯୁକ୍ତଙ୍କ ଘରେ ନୋଟିସ
ଗୋପାଳପୁର,୪ା୭(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅନ୍ତର୍ଗତ ନାବାଳିକା ଅପହରଣ ଓ ବଳାତ୍କାର ମାମଲାରେ କୋର୍ଟରୁ ଅଭିଯୁକ୍ତ ଜାମିନରେ ଆସି ଫେରାର ଥିବା ଗୋବିନ୍ଦନଗର ଗ୍ରାମରେ ଦେଉଳ ସାହିର ଦେବରାଜ ସାହୁଙ୍କ ଘର ଅଗରେ ଗୋଳନ୍ଥରା ପୋଲିସ ସୋମବାର ନୋଟିସ ଲଗାଇଛି।…
୩୦ ସୁଦ୍ଧା ବନ୍ଧୁକ ଫେରାଅ, ନ ହେଲେ କାର୍ଯ୍ୟାନୁଷ୍ଠାନ
ବାରିପଦା(ନୀଳାଦ୍ରି ବିହାରୀ ଦଣ୍ଡପାଟ)/ଠାକୁରମୁଣ୍ଡା(ତାରାକାନ୍ତ ପଟ୍ଟନାୟକ)୪ା୭: ଶିମିଳିପାଳ ଅଭୟାରଣ୍ୟରେ ଶିକାରୀ ଗୁଳିରେ ଦୁଇ ବନ କର୍ମଚାରୀ ନିହତ ହେବା ଘଟଣାରେ ମୟୂରଭଞ୍ଜ ଜିଲା ପୋଲିସ ପକ୍ଷରୁ ପ୍ରତିଦିନ ସର୍ଚ୍ଚ ଓ କୋମ୍ବିଂ ଅପରେଶନ ଜାରି ରହିଛି। ବନ କର୍ମଚାରୀ ଓ ପୋଲିସକୁ ନେଇ…
ବିପଦକୁ ଡାକୁଛି ସ୍କୁଲ ସମ୍ମୁଖ ଗର୍ତ୍ତ
କଟକ,୪ା୭(ସୁପ୍ରିୟା ପ୍ରିୟଦର୍ଶିନୀ): ଖାନ୍ନଗର ସରକାରୀ ଉଚ୍ଚ ବିଦ୍ୟାଳୟ ସମ୍ମୁଖ ରାସ୍ତା ଶୋଚନୀୟ ହୋଇପଡ଼ିଛି। ରାସ୍ତାରେ ଏକ ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି। ଛାତ୍ରୀଛାତ୍ରଙ୍କଠାରୁ ଆରମ୍ଭକରି ଜନସାଧାରଣ ଏହି ରାସ୍ତା ଦେଇ ଯାତାୟତ କରୁଛନ୍ତି। ତେବେ ଗ୍ୟାସ୍ ପାଇପ ଲାଇନ ପାଇଁ ଖୋଳାଯାଇଥିବା…
୨୩ ଜିଲାରେ ୫୦ ପେପରଲେସ୍ କୋର୍ଟ ଆରମ୍ଭ
କଟକ,୪ା୭(କାର୍ତ୍ତିକ ସାହୁ): ରାଜ୍ୟର ୨୩ଟି ଜିଲାରେ ସୋମବାରଠାରୁ ୫୦ଟି ପେପରଲେସ୍ କୋର୍ଟ କାର୍ଯ୍ୟକ୍ଷମ ହୋଇଛି। ହାଇକୋର୍ଟ ମୁଖ୍ୟ ବିଚାରପତି ଡ. ଏସ୍. ମୁରଲୀଧର ଭର୍ଚୁଆଲ ମାଧ୍ୟମରେ ପେପରଲେସ୍ କୋର୍ଟଗୁଡ଼ିକୁ ଉଦ୍ଘାଟନ କରି କହିଲେ, ଦ୍ୱିତୀୟ ପର୍ଯ୍ୟାୟରେ ୫୦ଟି ପେପରଲେସ୍ କୋର୍ଟ ଆରମ୍ଭ…
ବଢୁଛି ପରିବା ଦର, ଚିନ୍ତାରେ ଖାଉଟି
ଖୋର୍ଦ୍ଧା,୪ା୭(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ବଜାରରେ ପରିବା ଦର ବଢିଚାଲିଛି। ଆଳୁ, ପିଆଜକୁ ଛାଡି ଦେଲେ ଅନ୍ୟ ପରିବା ଦର ୫୦ଟଙ୍କା ତଳକୁ ନାହିଁ। ଫଳରେ ଗ୍ରାହକ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଟମାଟୋ ଦର ଶହେ ତଳକୁ ଖସୁନି।…
ଅଦା ଦର ହୁ ହୁ ହୋଇ ବଢ଼ିଚାଲିଛି
କେନ୍ଦ୍ରାପଡ଼ା, ୪ା୭(ଜଗନ୍ନାଥ ଧଳ): ଖାଦ୍ୟ ପ୍ରସ୍ତୁତିରେ ପ୍ରମୁଖ ମସଲା ଭାବେ ବ୍ୟବହାର କରାଯାଉଥିବା ଅଦାର ବଜାର ଦର ହୁ ହୁ ହୋଇ ବଢ଼ିଚାଲିଛି। ଏହି କ୍ରମରେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇରେ ମଧ୍ୟ ଏହାର ପ୍ରଭାବ ଅନୁଭୂତ ହେଉଛି। ବର୍ତ୍ତମାନ ପଟ୍ଟାମୁଣ୍ଡାଇ ବଜାରରେ…
ବୁଣା ଧାନ ଗଜାମରୁଡ଼ି ଆଶଙ୍କାରେ ଚାଷୀ
କେନ୍ଦ୍ରାପଡ଼ା, ୪ା୭ (ଜଗନ୍ନାଥ ଧଳ): ଓଡ଼ିଶାକୁ ମୌସୁମୀ ବର୍ଷା ଆସିଥିବା ପାଣିପାଗ ବିଶେଷଜ୍ଞ ସୂଚନା ଦେଇଛନ୍ତି। ମାତ୍ର ଉପକୂଳବର୍ତ୍ତୀ କେନ୍ଦ୍ରାପଡ଼ା ଜିଲାରେ ଏହାର ପ୍ରଭାବ ଆଦୌ ଜଣାପଡ଼ିନାହିଁ। ଗତ ମେ ଓ ଜୁନ୍ ମାସରେ ହୋଇଥିବା ସାମାନ୍ୟ ବର୍ଷାରେ ଚାଷୀ ଖରିଫ…
Archives


