ଆମ ଜିଲା ଖବର

ଶୁଖିବାକୁ ଲାଗିଛି ସୁନାମୁହିଁ ଜଳଭଣ୍ଡାର

ଖଣ୍ଡପଡ଼ା,୧୦ା୧୧(ଅଜୟ କୁମାର ମହାରଣା): ରାଜରାଜୁଡ଼ା ଅମଳରୁ ଖଣ୍ଡପଡ଼ା ସହରର ଉପକଣ୍ଠରେ ନିର୍ମାଣ ହୋଇଥିବା ସୁନାମୁହିଁ ଡ୍ୟାମ୍‌ ଏବେ ଶୁଖିବାକୁ ଲାଗିଛି। ଖଣ୍ଡପଡ଼ା କ୍ଷୁଦ୍ର ଜଳସେଚନ ବିଭାଗ ଅଧୀନରେ ଥିବା ଏହି ସୁନାମୁହିଁ ଜଳଭଣ୍ଡାରର ଜଳଧାରଣ କ୍ଷମତା ସମୟାନୁକ୍ରମେ ହ୍ରାସ ପାଇବାରେ ଲାଗିଛି।…

୨ ମାସରେ ହେବ ବୈଷୟିକ ତଦନ୍ତ

ଯାଜପୁର,୧୦ା୧୧(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ସୁକିନ୍ଦା ଅଞ୍ଚଳରେ ବସବାସ କରୁଥିବା ଆଦିବାସୀଙ୍କ ବସତି କଲୋନୀ ନିର୍ମାଣରେ ଜିଲା ଖଣିଜ ପଦାର୍ଥ ପ୍ରତିଷ୍ଠାନ(ଡିଏମଏଫ୍‌)ପାଣ୍ଠିର ଅନିୟମିତତା ଅଭିଯୋଗର ବୈଷୟିକ ତଦନ୍ତ ହେବ। ଭିଜିଲାନ୍ସ ପକ୍ଷରୁ ପ୍ରାଥମିକ ତଦନ୍ତ ରିପୋର୍ଟ ଦାଖଲ ଏବଂ ବୈଷୟିକ ତଦନ୍ତ…

ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ଓ୍ବାର୍ଡସଭ୍ୟଙ୍କ ଜୀବନ

ସଇଁତଳା,୯ା୧୧(ରାଖାଲ ପ୍ରସାଦ ଶତପଥି): ବଲାଙ୍ଗୀର ଜିଲା ସଇଁତଳା ଥାନା ଅଧୀନ ଡୁଙ୍ଗୁରିପାଲି ପଞ୍ଚାୟତ ସଦର ଗଁାରେ ଏକ ଅଘଟଣ ଘଟିଛି। ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ୱାର୍ଡ଼ସଭ୍ୟ ଲାଲୁ ମାଝିଙ୍କ ମୃତ୍ୟୁ ଘଟିଛି। ଗୁରୁବାର ସେ ନିଜ ଘର ଛାତ ଉପରେ…

ନାବାଳିକାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ: ବନ୍ଧା ହେଲେ ଅଭିଯୁକ୍ତ

ଭବାନୀପାଟଣା,୯।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଲମପୁର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କ ଅଶ୍ଳୀଳ ଭିଡିଓ ଏବଂ ଫଟୋ ଭାଇରାଲ ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ଜଣକ ହେଲେ କୋକସରା ଥାନା…

ଭାଜପାରେ ଯୋଗଦେବାକୁ ଯାଇଥିବା ବିଜେଡି କର୍ମୀ କୋରାପୁଟ ଆସି ଭୁଲ୍‌ ମାଗିଲେ

କୋରାପୁଟ,୯।୧୧(ଅମିତାଭ ବେହେରା): କୋରାପୁଟ ବ୍ଲକ ଅଧୀନ କେନ୍ଦାର ପଞ୍ଚାୟତର ଦୁଇ ବିଜେଡି କର୍ମୀ ଭାଜପା ନେତା ରଘୁରାମ ମାଛଙ୍କ ସହ ଭୁବନେଶ୍ୱର ଯାଇଥିଲେ। ଗୁରୁବାର ସେମାନେ କୋରାପୁଟ ଫେରି ଭୁଲ୍‌ ମାଗିଛନ୍ତି। କେନ୍ଦାର ପଞ୍ଚାୟତର ସରପଞ୍ଚଙ୍କ ସ୍ବାମୀ ପୀତବାସ ଜାନୀ ଏବଂ…

ଟ୍ରଲର ଚାପାରେ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

ବଡବିଲ,୯।୧୧(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ରୁଗୁଡ଼ି ଥାନା ଅଧୀନ ତୋପାଡିହି ନିକଟରେ ଗୁରୁବାର ସାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରଲର ଚାପାରେ ଜଣେ ବାଇକ୍‌ ଆରୋହୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ମୃତକ ସୁନ୍ଦରଗଡ଼ ଜିଲାର ଅମିତ୍‌…

ମହିଳା ଫୁଟବଲ ଖେଳାଳିଙ୍କୁ ବାଜା ବଜାଇ ସ୍ବାଗତ

କୁଆଁରମୁଣ୍ଡା,୯।୧୧(ମହେନ୍ଦ୍ର କୁମାର ସାହୁ): ଅନ୍ତର୍ଜାତୀୟ ମହିଳା ଫୁଟବଲ ଖେଳାଳି ପ୍ୟାରୀ ଖାଖା, ଜୁଲି କିଷାନଙ୍କ ସମେତ ଜାତୀୟ ମହିଳା ଫୁଟବଲ ଖେଳାଳି ସୋନିଆ ଏକ୍କା, ମୋନିକା ମିଞ୍ଜ, ପ୍ରଜ୍ଞା କିଷାନଙ୍କୁ ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡାରେ ଗୁରୁବାର ଭବ୍ୟ ସ୍ବାଗତ କରାଯାଇଛି। ୫…

ଛାତ୍ରଙ୍କୁ ମାଡ଼ ମାରି ନିଲମ୍ବିତ ହେଲେ ଶିକ୍ଷକ

ବାରିପଦା,୯ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ଥାନା ବଡ଼ଭାଲିଆ ପଞ୍ଚାୟତ କୁଲାଦହଣୀ ପ୍ରାଥମିକ ବିଦ୍ୟାଳୟର ଜଣେ ଛାତ୍ରଙ୍କୁ ବିଦ୍ୟାଳୟର ଶିକ୍ଷକ ସୁଦିବ୍ୟଶକ୍ତି ଦାସ ମାଡ଼ମାରି ଗୁରୁତର କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ପ୍ରଶାସନ ପକ୍ଷରୁ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ…

ଯାଜପୁର: ବାଇକ ଓ ଟ୍ୟାଙ୍କର ଧକ୍କାରେ ୨ ମୃତ, ଗର୍ଭବତୀ ଗୁରୁତର

ଯାଜପୁର,୯।୧୧: ଯାଜପୁର ସଦର ଥାନା ବରୁହାଁ ଛକ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବାଇକ ଓ ଟ୍ୟାଙ୍କର ଧକ୍କାରେ ୨ ମୃତ୍ୟୁ ବରଣ କରିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଗର୍ଭବତୀଙ୍କୁ ବାଇକରେ ମେଡିକାଲ ନେଇ ଯାଉଥିବା ବେଳେ…

ବର୍ଷେ ଧରି ନାବାଳକଙ୍କ ଛାତ୍ରଙ୍କୁ ଯୌନ ଶୋଷଣ କରିଆସୁଥିଲେ ହଷ୍ଟେଲ ରୋଷେୟା, ବାନ୍ଧିଲା ପୋଲିସ

ମୋରଡ଼ା,୯ା୧୧(ସ୍ମାରକ ମାଜୀ): ନାବାଳକ ଛାତ୍ରଙ୍କୁ ହଷ୍ଟେଲର ଜଣେ ରୋଷେୟା ଦୀର୍ଘ ୧ ବର୍ଷ ଧରି ଯୌନ ଶୋଷଣ କରିବା ଅଭିଯୋଗରେ ବନ୍ଧା ହେବା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ସୂଚନାନୁଯାୟୀ, ମୟୂରଭଞ୍ଜ ଜିଲା ଶୁଳିଆପଦା ଥାନା ଅଧୀନ ଧାତିକା ସରକାରୀ ପ୍ରାଥମିକ…

ମୟୂରଭଞ୍ଜ ଜିଲାର ଅମର୍ଦ୍ଧା ଏୟାରଷ୍ଟ୍ରିପ୍‌‌କୁ ବ୍ୟବସାୟିକ ବିମାନ ବନ୍ଦର ଭାବେ ବିକଶିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି

ନୂଆଦିଲ୍ଲୀ,୯।୧୧: ମୟୂରଭଞ୍ଜ ଜିଲାର ଅମର୍ଦ୍ଧା ଏୟାରଷ୍ଟ୍ରିପ୍‌‌କୁ ଏକ ବ୍ୟବସାୟିକ ବିମାନ ବନ୍ଦର ଭାବେ ବିକଶିତ କରିବା ପାଇଁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ୪୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ…

୩୦ ବର୍ଷ ହେଲା ପଚାରୁନାହାନ୍ତି ପୁଅ, ଜିଲା ପ୍ରଶାସନର ଦ୍ୱାରସ୍ଥ ହେଲେ ବୃଦ୍ଧ ଦମ୍ପତି

ଛତ୍ରପୁର,୯ା୧୧(ଦିଲ୍ଲୀପ ସାମଲ): ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସରକାର ବିଭିନ୍ନ ଯୋଜନା କରିଛନ୍ତି। ବୃଦ୍ଧା କାଳକୁ ଚଳିବା ପାଇଁ ବାର୍ଦ୍ଧକ୍ୟ ଭତ୍ତା ବି ପ୍ରଦାନ କରୁଛନ୍ତି। ହେଲେ ସେ ସମସ୍ତ ଯୋଜନା ସଠିକ୍‌ ଭାବେ ହିତାଧିକାରୀମାନଙ୍କ ନିକଟରେ ପହଞ୍ଚି ପାରୁନି। ପରିଣତ ବୟସରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?