ବାଲେଶ୍ବର, ଭଦ୍ରକରେ ଶୁଭିଲା ପ୍ରଚଣ୍ଡ ଶବ୍ଦ, ଲୋକେ ଆତଙ୍କିତ
ଭୁବନେଶ୍ୱର,୬।୬: ବାଲେଶ୍ବର ଓ ଭଦ୍ରକ ବାସୁଦେବପୁରରେ ଶୁଭିଲା ପ୍ରଚଣ୍ଡ ଶବ୍ଦ। ୧ ମିନିଟ୍ରେ ୨ରୁ ୩ ଥର ପ୍ରଚଣ୍ଡ ଶବ୍ଦ ଶୁଭିଛି। ଯାହାକୁ ନେଇ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ତେବେ ପ୍ରଚଣ୍ଡ ଶବ୍ଦ କେଉଁଠାରୁ ଶୁଭିଲା ସେନେଇ କୌଣସି ସୂଚନା ମିଳିପାରିନାହିଁ।…
କାଳବୈଶାଖୀ ପ୍ରଭାବରେ ଉଡ଼ିଲା ଛପର, ଉପୁଡ଼ିଲା ଗଛ
ଦାରିଙ୍ଗବାଡ଼ି,୬ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଗୁରୁବାର ଅପରାହ୍ନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ଉକ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ଏକାଧିକ ଲୋକଙ୍କ ଆଜବେଷ୍ଟ ଛପର ଉଡ଼ିବା ସହ ଘର ଭାଙ୍ଗିଥିବା ସୂଚନା ମିଳିଥିବା ମିଳିଛି। ସିମନବାଡ଼ିର ବଜାର…
ଇଲେକ୍ଟ୍ରିଖୁଣ୍ଟରେ ପିଟିହେଲା ବାଇକ୍, ଚାଲିଗଲା ଚାଳକଙ୍କ ଜୀବନ
ବାଲିଗୁଡ଼ା,୬ା୬(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ବାଟାଗୁଡ଼ା ପଞ୍ଚାୟତର ଡାବୁଲକିଆ ଗ୍ରାମରୁ ଗୁରୁବାର ମଧ୍ୟାହ୍ନରେ ଏକ ବାଇକ୍ରେ ତିନି ଜଣ ଯୁବକ ବାଟାଗୁଡ଼ା ଗ୍ରାମକୁ ଘରୋଇ ସାମଗ୍ରୀ କିଣିବାକୁ ଆସିବା ବେଳେ ଗୋପାଳପୁର-ରାୟପୁର ୫୯ ନଂ. ଜାତୀୟ…
ଅନ୍ୟତ୍ର ବିବାହ ଠିକ୍ ହେବାରୁ ଝୁଲିପଡ଼ିଲେ ଯୁବତୀ
ପାଟଣା,୬ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଙ୍କୁରା ଗ୍ରାମ ଝପାସାହିରେ ଗୁରୁବାର ଶୋଇବା ଘରୁ ଜଣେ ୨୦ ବର୍ଷୀୟା ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବତୀ ଜଣକ ହେଉଛନ୍ତି ବାଟି ବୁଲିଉଲିଙ୍କ ଝିଅ ଶକୁନ୍ତଳା। ଘଟଣାସ୍ଥଳରେ ପାଟଣା…
ଉତ୍କେଲାରୁ ରାୟପୁରକୁ ଉଡ଼ିଲା ବିମାନ
କେସିଙ୍ଗା,୬ା୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକସ୍ଥିତ ଉତ୍କେଲା ଏୟାରପୋର୍ଟରୁ ସାବିତ୍ରୀ ଆମାବାସ୍ୟା ଉପଲକ୍ଷେ ରାୟପୁରକୁ ଉଡ଼ିଛି ବିମାନ। ଗୁରୁବାର ଏୟାର ଓ୍ବାନ ଇଣ୍ଡିଆ ପକ୍ଷରୁ ରାୟପୁରକୁ ଏହି ବିମାନ ଯାତ୍ରା କରିଛି। ଉକ୍ତ କାର୍ଯ୍ୟକ୍ରମରେ ଜୁନାଗଡ଼ ବିଧାୟକ ତଥା କ୍ୟାପ୍ଟେନ…
ଗାଧୋଇବା ବେଳେ ନଦୀରେ ବୁଡ଼ିଗଲେ ଭଉଣୀ-ଭାଇ
ନୟାଗଡ଼,୬ା୬(ଲୋକନାଥ ମିଶ୍ର): କୁସୁମୀ ନଦୀରେ ବୁଡ଼ି ଗୁରୁବାର ପୂର୍ବାହ୍ନରେ ଭଉଣୀ ଭାଇଙ୍କ ମୃତ୍ୟୁ ହୋଇଛି। ଏଭଳି ଅଘଟଣ ନୟାଗଡ଼ ଜିଲା ଇଟାମାଟି ଥାନା ବାଉଁଶିଆପଡ଼ା ଗାଁରେ ଘଟିଛି। ବାଉଁଶିଆପଡ଼ା ଗାଁର ଦୁତିକୃଷ୍ଣ ସେଠୀଙ୍କ ଝିଅ ପୁଅ ଅନ୍ୟ ଜଣେ ନାବାଳକ ନିକଟସ୍ଥ…
ଅଭିଶପ୍ତ ଜୀବନ ବିତାଉଛନ୍ତି ଜାକମ୍ ଗ୍ରାମବାସୀ
ଭବାନୀପାଟଣା,୬ା୬(ଉତ୍ତମ କୁମାର ଦାଶ)ସରକାର ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ସୁବିଧା ପାଇଁ ଅନେକ ଯୋଜନା କରୁଛନ୍ତି। ହେଲେ କଳାହାଣ୍ଡି ଜିଲାର ଅନେକ ଅଞ୍ଚଳରେ ଲୋକଙ୍କ ପାଇଁ ସରକାରଙ୍କ ଯୋଜନା ପହଞ୍ଚତ୍ ପାରିନାହଁି। ଫଳରେ ସେମାନେ ଅଭିଶପ୍ତ ଜୀବନ ବିତାଉଛନ୍ତି। ଏପରି…
ଘୋଗଡ଼,ପରଶୁଲୁଣ୍ଡା ସଂରକ୍ଷିତ ଶାଗୁଆନ ଜଙ୍ଗଲ ପଦା ହେଉଛି
ଭଞ୍ଜନଗର,୬ା୬ (ବାବୁଲା ପ୍ରଧାନ)ସମଗ୍ର ଦେଶରେ ବୁଧବାର ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ପରିବେଶ ପ୍ରତି ଯେଉଁଭଳି ବିପତ୍ତି ମାଡ଼ି ଆସୁଛି, ତାହାର ମୁକାବିଲା ପାଇଁ ଆଜିର ଦିବସ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ହୋଇପଡ଼ିଛି। ତେଣୁ ଚାରାରୋପଣ ସହ ଜଙ୍ଗଲ ସୁରକ୍ଷା ଉପରେ…
ଢେଙ୍କାନାଳ ଜିଲାରେ କଂଗ୍ରେସର ଶୋଚନୀୟ ପ୍ରଦର୍ଶନ
ଢେଙ୍କାନାଳ,୬ା୬(ରତନ ନାୟାର)ଏକଦା କଂଗ୍ରେସର ଦୁର୍ଗ ଥିଲା ଢେଙ୍କାନାଳ ଜିଲା। ୧୯୭୪, ୧୯୭୭, ୧୯୮୦, ୧୯୮୫ ନିର୍ବାଚନରେ ବରିଷ୍ଠ କଂଗ୍ରେସ ନେତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ଢେଙ୍କାନାଳ ବିଧାନସଭାରୁ ବିଜୟୀ ହେବା ସହିତ ଦଳୀୟ ସଙ୍ଗଠନକୁ ସୁଦୃଢ଼ କରି ରଖିଥିଲେ।…
ରାସେଶ୍ୱରୀଙ୍କ ହସ, ଖୁସି ନା କଟାକ୍ଷ
ସମ୍ବଲପୁର,୬।୬ (ଭବାନୀ ଶଙ୍କର ଭୋଇ)ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ହସ ଭରା ଚେହେରା ଏବେ ସମ୍ବଲପୁରରେ ଚର୍ଚ୍ଚାର ବିଷୟ ପାଲଟିଛି। ଭାଜପା ପ୍ରାର୍ଥୀ ଜୟନାରାୟଣ ମିଶ୍ର ବିଧାୟକଭାବେ ବିଜୟୀ ହେବା ପରେ ମଙ୍ଗଳବାର ନିଜ ପରିବାର ଏବଂ ସମର୍ଥକଙ୍କ ସହ ଡା…
ଓଡ଼ିଶାରୁ ପୁଣି ଏକମାତ୍ର ଭରସା ସପ୍ତଗିରି
ରାୟଗଡ଼ା,୬।୬(ଆଶିଷ ରଞ୍ଜନ ପଣ୍ଡା)ଓଡ଼ିଶାର ୨୧ ଲୋକ ସଭା ଆସନ ମଧ୍ୟରୁ ୨୦ ଆସନରେ ଭାଜପା ବିଜୟୀ ହୋଇଛି। ରାଜ୍ୟ ରାଜନୀତିରେ ବ୍ୟାପକ ପରିବର୍ତ୍ତନ ହୋଇଥିଲେ ମଧ୍ୟ କୋରାପୁଟ ଲୋକ ସଭା ଆସନକୁ ବଜାୟ ରଖି ଦ୍ୱିତୀୟ ଥର ଏମ୍ପି ହୋଇଛନ୍ତି କଂଗ୍ରେସର…
ପରିବର୍ତ୍ତନ ସତ୍ତ୍ୱେ ପଛରେ ପଡ଼ିଲେ ମନମୋହନ
ଭଦ୍ରକ,୬ା୬(ସନାତନ ରାଉତ)ଚଳିତ ନିର୍ବାଚନରେ ଓଡ଼ିଶାରେ ଅଭୂତପୂର୍ବ ପରିବର୍ତ୍ତନ ହୋଇଛି। ଓଡ଼ିଶାବାସୀ ଦୀର୍ଘବର୍ଷର ଶାସନ କ୍ଷମତାରେ ଥିବା ବିଜେଡିିକୁ ଧରାଶାୟୀ କରି ଭାଜପାକୁ ବହୁମତ ଦେଇଛନ୍ତି। ନିର୍ବାଚନ ପୂର୍ବରୁ ଭାଜପା-ବିଜେଡି ମେଣ୍ଟ ନେଇ ବହୁ ଚର୍ଚ୍ଚା ଚାଲିଥିଲା। ଭାଜପା ରାଜ୍ୟ ସଭାପତି ମନମୋହନ…

