ଆମ ଜିଲା ଖବର

ହାରିବା ପରେ ଭିଡିଓ ଜାରି କରି ସାଲେପୁରବାସୀଙ୍କୁ ଏମିତି କହିଲେ ଅରିନ୍ଦମ

ଭୁବନେଶ୍ୱର,୪।୬: ସାଲେପୁର ବିଧାନସଭା ଆସନରେ ଭାଜପା ପ୍ରାର୍ଥୀ ତଥା ଓଲିଉଡ ଅଭିନେତା ଅରିନ୍ଦମ ରାୟଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ଏଠାରେ ବିଜେଡିର ପ୍ରଶାନ୍ତ ବେହେରା ବିଜୟୀ ହୋଇଛନ୍ତି। ଆରମ୍ଭରୁ ପ୍ରଶାନ୍ତ ଆଗୁଆ ରହିଥିଲେ ହେଁ ମଝିରେ କିଛି ରାଉଣ୍ଡରେ ଅରିନ୍ଦମ…

ବିଜୟ ପରେ ପ୍ରତିକ୍ରିୟାରେ ନବୀନଙ୍କୁ ପ୍ରଶଂସା କଲେ ପ୍ରଦୀପ

ଭୁବନେଶ୍ୱର,୫।୬: ବ୍ରହ୍ମପୁରରେ ଭାଜପା ଏମ୍‌ପି ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ବିଜୟ ହୋଇଛନ୍ତି। ବିଜୟ ପରେ ପ୍ରଦୀପ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ମୋତେ ଯୋଗ୍ୟ ମନେକରି ନିର୍ବାଚନରେ ଲଢେବାକୁ ସୁଯୋଗ ଦେଇଥିଲେ। ଏନେଇ ଭାଜପା ନେତୃବୃନ୍ଦଙ୍କ ସହ ପ୍ରଭୁ ଜଗନ୍ନାଥ ଏବଂ ଓଡ଼ିଶାବାସୀଙ୍କ…

କଳାହାଣ୍ଡିର ପ୍ରଥମ ମହିଳା ଏମ୍‌ପି ହେଲେ ମାଳବିକା

ଭବାନୀପାଟଣା,୫ା୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ପ୍ରଥମ ମହିଳା ଏମ୍‌ପି ଭାବେ ଭାଜପାର ମାଳବିକା କେଶରୀ ଦେଓ ବିଜୟୀ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ଲମ୍ବୋଦର ନିଆଲଙ୍କୁ ପରାସ୍ତ କରିଛନ୍ତି। କଳାହାଣ୍ଡି ଲୋକ ସଭାରେ ପ୍ରଥମଥର ପାଇଁ ଭାଜପା…

ଫଳାଫଳ ଆସିବାର ଦିନକ ପରେ ଟୁକୁନି ସାହୁଙ୍କ ପ୍ରତିକ୍ରିୟା, ଟିଟଲାଗଡ଼ବାସୀଙ୍କ ଉଦ୍ଦେଶ୍ୟରେ କହିଲେ…

ଭୁବନେଶ୍ୱର,୫।୬: ୨୦୨୪ ନିର୍ବାଚନରେ ବିଜେଡିର ଟାଣୁଆ ନେତ୍ରୀ ତଥା ପରିବହନ ମନ୍ତ୍ରୀ ଟୁକୁନି ସାହୁ ଟିଟଲାଗଡ଼ ବିଧାନସଭା ଆସନରୁ ପରାଜିତ ହୋଇଛନ୍ତି। ସେଠାରେ ତାଙ୍କୁ ଭାଜପାର ନବୀନ କୁମାର ଜୈନ ହରାଇଛନ୍ତି। ତେବେ ଫଳାଫଳ ଆସିବାର ଦିନକ ପରେ ଟୁକୁନି ନିଜର…

୭ ଡକାୟତି ମାମଲାର ପର୍ଦ୍ଦାଫାଶ: ଧରାପଡ଼ିଲେ ୩ ଅଭିଯୁକ୍ତ

ରାୟଗଡ଼ା,୫।୬(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ଶେଷଖାଲ ଥାନା ପୋଲିସ ୭ଟି ଡକାୟତି ମାମଲାର ପର୍ଦ୍ଦାଫାଶ କରିଛି। ଏହି ମାମଲାରେ ପୋଲିସ ୩ଜଣଙ୍କୁ ଗିରଫ କରିବା ସହିତ ତାଙ୍କଠାରୁ ୨୧୨ ଗ୍ରାମ ସୁନା, ୪ଟି ମୋବାଇଲ ଫୋନ ଏବଂ ଗୋଟିଏ ପଲସର୍‌…

ଫଳାଫଳ ପୂର୍ବରୁ ଚର୍ଚ୍ଚାରେ ଥିଲେ ମୁକେଶ

ଲୋଇସିଂହା,୪।୬(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲାରେ ଦ୍ୱିତୀୟ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ। ମଙ୍ଗଳବାର ଭୋଟ ଗଣତି ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରତିଦ୍ବନ୍ଦୀ ବିଜେଡ଼ି ପ୍ରାର୍ଥୀଙ୍କ ଠାରୁ ଭାଜପା ବିଧାୟକ ପ୍ରାର୍ଥୀ ମୁକେଶ ମହାଲିଙ୍ଗ ୧୯ ହଜାରରୁ ଅଧିକ ବ୍ୟବଧାନ ରେ ବିଜୟୀ ହୋଇଛନ୍ତି।…

ପୂର୍ଣ୍ଣଚନ୍ଦ୍ରଙ୍କୁ ମନ୍ତ୍ରୀ ପଦ ଦେବାକୁ ଉଠିଲା ଦାବି

ପୁରୁଷୋତ୍ତମପୁର,୫।୬( ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାରେ ଏକଦା ବିଜେଡିର ଦୂର୍ଗ କୁହାଯାଉଥିବା ଖଲ୍ଲିକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡିର ଦୁର୍ଗକୁ ଭାଙ୍ଗି ଇତିହାସ ରଚିଛି ଭାଜପା। ବିଧାୟକ ଭାବେ ନିର୍ବାଚିତ ହୋଇଥିବା ପୂର୍ଣଚନ୍ଦ୍ର ସେଠୀଙ୍କୁ ମନ୍ତ୍ରୀ ପଦ ଦେବା ପାଇଁ କର୍ମୀମାନେ…

ମୁଖ୍ୟମନ୍ତ୍ରୀଙ୍କୁ ପରାଜିତ କରିବା ପରେ ଭାଜପା ବିଜୟୀ ପ୍ରାର୍ଥୀ ଲକ୍ଷ୍ମଣଙ୍କ ଆସିଲା ପ୍ରତିକ୍ରିୟା

ଭୁବନେଶ୍ୱର/କଣ୍ଟାବାଞ୍ଜି,୫।୬: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରୁ ହାରି ଯାଇଛନ୍ତି। ଭାଜପା ପ୍ରାର୍ଥୀ ଲକ୍ଷ୍ମଣ ବାଗ ତାଙ୍କୁ ପରାସ୍ତ କରିଛନ୍ତି। ଚଳିତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ହିଞ୍ଜିଳି ସମେତ କଣ୍ଟାବାଞ୍ଜିରୁ ପ୍ରାର୍ଥୀ ହୋଇଥିଲେ। ଉଭୟ ଆସନରେ ବିଜୟୀ ହେବେ ବୋଲି ଆଶା…

ନନ୍ଦନକାନନରେ ମୁତୟନ ହେବେ ଓଆଇଏସ୍‌ଏଫ୍‌ ଯବାନ

ବାରଙ୍ଗ,୫।୬(ଲିଙ୍ଗରାଜ ରାଉତ):ପ୍ରାଣୀଉଦ୍ୟାନ ନନ୍ଦନକାନନ ସୋମବାର ବନ୍ଦ ଥିବାବେଳେ ଜଣେ ଯୁବକ ବେଆଇନ ଭାବେ ତା’ ମଧ୍ୟକୁ ପଶିବା ଓ ଜଣେ ସୁରକ୍ଷା କର୍ମଚାରୀଙ୍କୁ ଆକ୍ରମଣ ଓ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ଘଟଣାରେ ନନ୍ଦନକାନନ ପ୍ରାଣୀଉଦ୍ୟାନ ନିଜ ଆଡୁ ମଙ୍ଗଳବାର ଏକ…

ଓମ୍‌ପ୍ରକାଶଙ୍କ ବିଜୟ ପାଇଁ ଅଧିଆ ପଡ଼ିଲେ ସମିତି ସଭ୍ୟା

ସାକ୍ଷୀଗୋପାଳ, ୫ା୬(ପ୍ରଶାନ୍ତ କୁମାର ବାରିକ/କିଶୋର ମହାପାତ୍ର):ଭାଜପା ପ୍ରାର୍ଥୀ ଓମ୍‌ ପ୍ରକାଶ ମିଶ୍ରଙ୍କ ବିଜୟ ପାଇଁ ମାନସିକ ରଖି କଣାସ ବ୍ଲକ ଅଣ୍ଡାଳସିଂ ପଞ୍ଚାୟତର ସମିତି ସଭ୍ୟା ତଥା ରୁଢୁପୁର ଗ୍ରାମର ଲିଜା ଛୋଟରାୟ ମଙ୍ଗଳବାର ମନ୍ଦିର ସମ୍ମୁଖରେ ଅଧିଆ ପଡ଼ିଥିଲେ। ସକାଳ…

ଓଲଟିଲା ଚିପ୍ସ ବୋଝେଇ ଡମ୍ପର: ଚାଲିଗଲା ୨ ଜୀବନ

ଜଳେଶ୍ୱର,୫।୬: ଜଳେଶ୍ୱର ବ୍ଲକ ଅଧିନ ଆମ୍ବଳିଅଠା ନିକଟ ସୋଲପଟା ରାସ୍ତା କଡରେ ଥିବା ଏକ ଘର ଉପରେ ମେଟାଲ ବୋଝେଇ ଡମ୍ପର ଓଲଟି ଯାଇଥିଲା। ଘର ଭିତରେ ଶୋଇଥିବା ସୁଧୀର ଜେନା (୫୬) ଓ ସ୍ତ୍ରୀ ଗୀତାରାଣୀ ଜେନା(୫୩) ମେଟାଲ ତଳେ…

ରାଜନୀତିରେ ବଡ଼ ଧରଣର ପରିବର୍ତ୍ତନ: ହାରିଗଲେ ସ୍ତ୍ରୀ,ସ୍ବାମୀ

ବାରିପଦା, ୫ା୬(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ରାଜନୀତିରେ ବଡ଼ ଧରଣର ପରିବର୍ତ୍ତନ ହୋଇଛି। ଏମ୍‌ପି ଆସନ ସମେତ ସମସ୍ତ ୯ଟି ବିଧାନସଭା କ୍ଷେତ୍ରରେ ବିଜେଡି ପ୍ରାର୍ଥୀଙ୍କୁ ହରାଇ ଭାଜପା ପ୍ରାର୍ଥୀମାନେ ବିଜୟୀ ହୋଇଛନ୍ତି। ଏମ୍‌ପି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବିଜେଡି ପ୍ରାର୍ଥୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?