ଆମ ଜିଲା ଖବର

ଦାରିଙ୍ଗବାଡିରେ ଭାରତ ବନ୍ଦ ପ୍ରଭାବ : ଚାରିଛକରେ ବିକ୍ଷୋଭ

ଦାରିଙ୍ଗବାଡି,୨୧।୮(ଅରୁଣ ସାହୁ): ସୁପ୍ରିମକୋର୍ଟ ରାୟ ବିରୋଧରେ ବୁଧବାର ଭାରତ ବନ୍ଦ ଡାକରାରେ ଦାରିଙ୍ଗବାଡି ପ୍ରଭାବିତ ହୋଇଛି। ଦୋକାନ ବଜାର ବନ୍ଦ ରହିଥିବା ସହ ଗାଡିମୋଟର ଚଳାଚକ ସମ୍ପୂର୍ଣ୍ଣ ବନ୍ଦ ରହିଛି । ଭାରତ ବନ୍ଦ ଡାକରାରେ ସ୍ଥାନୀୟ ରାଷ୍ଟ୍ରୀୟ ଆଦିବାସୀ ଏକତା…

ବିଷାକ୍ତ ମଦ ପିଇ ୨୩ ଗୁରୁତର ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ: କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଚିକିଟି,୨୧।୮(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲାରେ ମଦ ବିଭୀଷିକା ଦେଖିବାକୁ ମିଳିଛି। ଚିକିଟି ଏନଏସି କେ ନୂଆଗାଁ ଥାନା ମାଉନ୍ଦ ପୁର ଗ୍ରାମରେ ଦେଶୀ ମଦ ପିଇ ୨୩ ଜଣ ଗୁରୁତର ହୋଇଥିଲେ। ମଙ୍ଗଳବାର ବିଳମ୍ବିତ ରାତିରେ ଜଣେ ଗୁରୁତରଙ୍କ ମୃତ…

ଭଦ୍ରକରେ ଭାରତ ବନ୍ଦ ପ୍ରଭାବ: ଗାଡି ଚଳାଚଳ ବନ୍ଦ

ଭଦ୍ରକ, ୨୧।୮(ସନାତନ ରାଉତ): ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ସ୍ଥାନ ସଂରକ୍ଷଣ ସଂକ୍ରାନ୍ତରେ ସୁପ୍ରିମକୋର୍ଟଙ୍କ ରାୟକୁ ବିରୋଧ କରି ବୁଧବାର ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି l ଭଦ୍ରକ ସହର ବନ୍ତ ଛକଠାରେ ଦଳିତ ସଂଗଠନ ପକ୍ଷରୁ ପ୍ରତିବାଦ…

ଏଆର୍‌ସିଏସ୍‌ଙ୍କୁ ଭେଟିଲେ ଚାଷୀ

ରାଜକନିକା,୨୧।୮(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ରାଜକନିକା ବ୍ଲକରେ ଥିବା କଟକ ସେଣ୍ଟ୍ରାଲ କ୍ରେଡିଟ୍‌ କୋ-ଅପରେଟିଭ୍‌ ବ୍ୟାଙ୍କ ଲିଃ ଶାଖା ଅଧୀନରେ ୧୬ଟି ପ୍ରାଥମିକ କୃଷି ସମବାୟ ସମିତି ଲିଃ (ପାକ୍ସ) ଅବସ୍ଥାପିତ। ସମସ୍ତ ସମବାୟ ସମିତିରେ ଚାଷୀଙ୍କ ଟଙ୍କା ହେର୍‌ଫେର…

ସମ୍ବଲପୁରରେ ଭାରତ ବନ୍ଦର ପ୍ରଭାବ: ଘଣ୍ଟାଏ ଅଟକିଲା ଇଣ୍ଟରସିଟି ଏକ୍ସପ୍ରେସ

ସମ୍ବଲପୁର,୨୧।୮(ପ୍ରମୋଦ ବହିଦାର): ଏସସି-ଏସଟି ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ବିରୋଧରେ ଅଖିଳ ଭାରତୀୟ ଏସସି-ଏସଟି ମିଳିତ ସମନ୍ବୟ ସମିତି ଆହ୍ବାନରେ ସଂରକ୍ଷଣ ବଚାଓ ସଂଘର୍ଷ କମିଟି, ଭୀମ ଆର୍ମି ସମେତ ବିଭିନ୍ନ ଦଳିତ ସଂଗଠନ ବୁଧବାର ୧୨ ଘଣ୍ଟା ଭାରତ ବନ୍ଦ…

ଗଞ୍ଜାମରେ ପଡିଲାନି ଭାରତ ବନ୍ଦ ପ୍ରଭାବ

ଗଞ୍ଜାମ,୨୧।୮(ବିଦ୍ୟାଧର ସାହୁ): ତଫସିଲଭୁକ୍ତ ଜାତି(ଏସ୍‌ସି) ଏବଂ ଜନଜାତି(ଏସ୍‌ଟି)ଙ୍କ ମଧ୍ୟରେ ଉପବର୍ଗୀକରଣ ତଥା ସଂରକ୍ଷଣଙ୍କୁ ନେଇ ଅଗଷ୍ଟ ୨୧ ଅର୍ଥାତ୍‌ ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି। ଏନେଇ ଗଞ୍ଜାମ ସହରରେ ଭାରତ ବନ୍ଦର ପ୍ରଭାବ ପଡି ନ ଥିବା ପରିଲକ୍ଷିତ ହୋଇଛି…

ଭାରତ ବନ୍ଦକୁ ବରଗଡ଼ରେ ସମର୍ଥନ: ଯାନବାହାନ ଚଳାଚଳ ଠପ୍‌

ବରଗଡ, ୨୧।୮(ପ୍ରେମାନନ୍ଦ ଖମାରୀ): ଏସ.ସି ଓ ଏସ.ଟି ସଂରକ୍ଷଣ ଉପରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ଏସ.ସି, ଏସ.ଟି ମିଳିତ ମଞ୍ଚ ବିରୋଧ କରିଛି। ସଂରକ୍ଷଣ ତାଳିକାରେ କ୍ରିମି ଲେୟର ଓ ବର୍ଗୀକରଣ କରି ଆରକ୍ଷଣ ବ୍ୟବସ୍ଥାକୁ ସମାପ୍ତ କରିବାକୁ ଏହା ଏକ…

ଚାରିପୋଖରିଆ ଗାଁରେ ଝାଡ଼ାବାନ୍ତି ସ୍ଥିତି ବିଗୁଡୁଛି

ରାଜନଗର, ୨୧।୮(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକର ଭିତରଗଡ଼ ପଞ୍ଚାୟତ ଚାରିପୋଖରିଆ ଗାଁରେ ଶନିବାରଠାରୁ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି। ଗାଁରେ ୨ଶହ ପରିବାର ଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦୦ରୁ ଊର୍ଦ୍ଧ୍ୱ ପରିବାର ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସି ଚିକିତ୍ସା…

୬ ମାସ ହୋଇନି ଦବିଗଲା ରାସ୍ତା

ଭଞ୍ଜନଗର,୨୧।୮(ବାବୁଲା ପ୍ରଧାନ): ଭଞ୍ଜନଗର ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କମାଳବାରି -ରାଇପଲ୍ଲୀ ରାସ୍ତାର ବଡ ନଦୀ ଉପରେ ପ୍ରାୟ ୧୧ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟରେ ଏକ ହାଇଲେଭଲ ସେତୁ ନିର୍ମାଣ ହୋଇଥିଲା। ଗତ ସାଧାରଣ ନିର୍ବାଚନ…

ଚଣ୍ଡିଖୋଲ ଛକରୁ ଅସ୍ଥାୟୀ ଦୋକାନ ଉଠିଲା

ଚଣ୍ଡିଖୋଲ/ବଡ଼ଚଣା,୨୧।୮(ପ୍ରଦୀପ୍ତ କୁମାର ପୃଷ୍ଟି/ଦିଲୀପ କୁମାର ମହାନ୍ତି):ଯାଜପୁର ଜିଲାର ପ୍ରମୁଖ ଛକ ହେଉଛି ଚଣ୍ଡିଖୋଲ। ଏଠାରେ ୨ ଜାତୀୟ ରାଜପଥ ୧୬ ଓ ୫୩ନଂର ମିଶ୍ରଣ ହୋଇଛି। ଏହି ଜାତୀୟ ରାଜପଥ ମଧ୍ୟରୁ ଚଣ୍ଡିଖୋଲ-ପାରାଦୀପ ୧୬ନଂକୁ ୮ ଲେନ ବିଶିଷ୍ଟ କରାଯାଉଛି। ସେହିପରି…

ଖରସ୍ରୋତାରେ ନିର୍ମାଣ ହେବ ବିଜୁ ସେତୁ

ରସୁଲପୁର,୨୧।୮(ରଂଜିତ ରାଉତ):ରସୁଲପୁର ଓ କୋରେଇ ବ୍ଲକର ୧୦ରୁ ଊର୍ଦ୍ଧ୍ୱ ପଞ୍ଚାୟତକୁ ସଂଯୋଗୀକରଣ ନିମନ୍ତେ ଖରସ୍ରୋତା ନଦୀରେ ଏକ ବିଜୁ ସେତୁ ନିର୍ମାଣ ପାଇଁ ଦୀର୍ଘଦିନରୁ ଦାବି ହୋଇଆସୁଛି। ଉକ୍ତ ଦାବି ମୁତାବକ ରାଜ୍ୟ ସରକାରଙ୍କ ପକ୍ଷରୁ ବରେଇ-ତଣ୍ଡରା ସହ ଭୋଟକା ପଞ୍ଚାୟତକୁ…

ଭାଇକୁ ବାଡେଇ ପକାଇଲେ ମେଡିକାଲରେ, ଆଉ ଏବେ ଭଉଣୀଙ୍କୁ ଦଉଛନ୍ତି…

ପାଣିକୋଇଲି,୨୧।୮(ବିକାଶ ମଲ୍ଲିକ):ଏକ ମରଣାନ୍ତକ ଆକ୍ରମଣ ମାମଲାରେ ମଙ୍ଗଳପୁର ଥାନା ପୋଲିସ ଚୁପ୍‌ ବିରୋଧରେ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ପୀଡ଼ିତଙ୍କ ଭଉଣୀ। ଅଭିଯୋଗ ମୁତାବକ, ଈଶ୍ୱରପୁର ଗ୍ରାମର ନାରାୟଣ ଚନ୍ଦ୍ର ଦାସଙ୍କ ଚାଷଜମିରେ ବାଡ଼ ବୁଜାଯାଇଥିଲା। ଗ୍ରାମର ପ୍ରଫୁଲ୍ଲ ବେହେରା ଓ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?