ନୂଆ ଆଇଆଇସିଙ୍କୁ ଭେଟିଲେ ଭାଜପା କର୍ମକର୍ତ୍ତା, ଦଙ୍ଗା ଗୁଜବକୁ ନେଇ କଲେ ନିବେଦନ
ଦାରିଙ୍ଗବାଡ଼ି,୨୧ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନାରେ ସୋମବାର ନୂଆ ଆଇଆଇଆସି ରମେଶ ପ୍ରଧାନ ଯୋଗଦେଇଛନ୍ତି। ବୁଧବାର ଦାରିଙ୍ଗବାଡ଼ି ଭାଜପାର କର୍ମକର୍ତ୍ତା ତଥା ପୂର୍ବତନ ମଣ୍ଡଳୀ ସଭାପତି ଓ ଜିଲା କାର୍ଯ୍ୟକାରିଣୀ ସଦସ୍ୟ ଅରୁଣ କୁମାର ପ୍ରଧାନ, ପ୍ରଭାକର ସାହୁ, ଭାଲୁ…
୨୫ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ସହାୟକ ରାଜସ୍ୱ ଅଧିକାରୀଙ୍କୁ ମାଡ଼ିବସିଲା ଭିଜିଲାନ୍ସ
ବୌଦ୍ଧ,୨୧।୮( ଅଜିତ ବାରିକ): ଜିଲା ସଂଗ୍ରହାଳୟରେ ଏକ ଆକ୍ୱାରିୟମ୍ ପ୍ରୋଜେକ୍ଟର ବକେୟା ବିଲ୍ ପାସ କରାଇ ଦେବା ପାଇଁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜଳରେ ପଡିଛନ୍ତି ସହାୟକ ରାଜସ୍ୱ ଅଧିକାରୀ ଚୌଧୁରୀ ପୁପୁନ ଦାଶ। ୨୦୨୧-୨୨ ରୁ ଏହି କାର୍ଯ୍ୟ…
କୋକସରାରେ ଭାରତ ବନ୍ଦର ପ୍ରଭାବ, ଜନଜୀବନ ପ୍ରଭାବିତ
କୋକସରା,୨୧ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଉଚ୍ଚତମ ନ୍ୟାୟାଳୟଙ୍କ ଦ୍ୱାରା ଏସ୍ଟି ଏସ୍ସିମାନଙ୍କ ଉପବର୍ଗୀକରଣ ଓ କ୍ରିମିଲେୟାର ସମ୍ବନ୍ଧୀୟ ରାୟକୁ ପ୍ରତିବାଦ କରି ଆଜି ଏସ୍ଟି, ଏସ୍ସି ଅଧିକାର ସୁରକ୍ଷା ମହାସଂଘ କଳାହାଣ୍ଡି ଜିଲା ପକ୍ଷରୁ ଜିଲାର ବିଭିନ୍ନ ସ୍ଥାନରେ ଭାରତ ବନ୍ଦ ପାଳନ…
ଔଷଧୀୟ ବୃକ୍ଷ ଚାଷ ପାଇଁ ବଢୁଛି ଆଗ୍ରହ: ଏକାଧିକ ରୋଗକୁ ଆରୋଗ୍ୟ କରେ ଏହି ବୃକ୍ଷ
ଦାରିଙ୍ଗବାଡି, ୨୧।୮ (ଅରୁଣ ସାହୁ): ଗ୍ରାମାଞ୍ଚଳରେ ଔଷଧୀୟ ଚାଷକୁ ସରକାର ଗୁରୁତ୍ୱ ଦେଉଛନ୍ତି। ଦୁର୍ଗମ ଗାଁ ଓ ଉଜୁଡିଯାଇଥିବା ଜଙ୍ଗଲରେ ଏହି ଔଷଧୀୟ ବୃକ୍ଷ ଚାଷ କରାଯାଉଛି ଏଥିପାଇଁ ସରକାରୀ ହେଉ କି ବେସରକାରୀ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ଗାଁ ରେ…
ଭାରତ ବନ୍ଦର ମହାପ୍ରଭାବ: ରାସ୍ତାଘାଟ ଶୂନଶାନ, ଦୋକାନବଜାର ବନ୍ଦ
କର୍ଲାମୁଣ୍ଡା :୨୦/୮(ପ୍ରଦୀପ କୁମାର ସାହୁ): ଏସ.ସି ଓ ଏସ.ଟି ସଂରକ୍ଷଣ ଉପରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ଏସଟି/ଏସସି କର୍ଲାମୁଣ୍ଡା ବ୍ଲକ ଅଧିକାର ସୁରକ୍ଷା ମହାସଂଘ ବିରୋଧ କରିଛି। ଏହି ପରିପ୍ରେକ୍ଷୀରେ ଦିଆଯାଇଥିବା ଭାରତ ବନ୍ଦର ପ୍ରଭାବ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ…
ଯାତାୟତ ଠପ୍: ଯାତ୍ରୀ ହଇରାଣ
ତୁମୁଡିବନ୍ଧ,୨୧।୮(ଦୀପକ କୁମାର ପରାସେଠ): ସଂରକ୍ଷଣ ବଚାଓ ସଂଘର୍ଷ ସମିତିର ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରାରେ ଆଜି ବୁଧବାର କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଳକ ଅଞ୍ଚଳରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ନିକଟରେ ଅନୁସୂଚିତ ଜାତି ଓ ଜନ ଜାତି ସଂରକ୍ଷଣକୁ…
ଭାରତ ବନ୍ଦ ଡାକରା: ଗାଡ଼ି ଚଳାଚଳ ବନ୍ଦ
ବଲାଙ୍ଗୀର, ୨୧।୮(ସୁନିଲ କୁମାର ମହାନ୍ତି): ଅନୁସୂଚିତ ଜାତି ଏବଂ ଜନଜାତି ସଂରକ୍ଷଣ ଉପରେ ସୁପ୍ରିମକୋର୍ଟଙ୍କ ରାୟର ପୁନର୍ବିଚାର ଦାବି କରି ଦିଆଯାଇଥିବା ଭାରତ ବନ୍ଦ ପରିପ୍ରେକ୍ଷୀରେ ଆଜି ବଲାଙ୍ଗୀର ବନ୍ଦ କରାଯାଇଛି । ବଲାଙ୍ଗୀର ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି…
ଭାରତ ବନ୍ଦ ବେଳେ ଆନ୍ଦୋଳନକାରୀ ମୁହାଁମୁହିଁ
ଲୋଇସିଂହା,୨୧।୮(ସୁଶାନ୍ତ ବାରିକ): ଉପବର୍ଗୀ କରଣ ଓ ସ୍ବଚ୍ଛଳ ବର୍ଗ ନୀତି ଲାଗୁ କରା ନ ଯିବା ପ୍ରତିବାଦ ବୁଧବାର ଭାରତ ବନ୍ଦ ଡାକରା ଦେଇଛି ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ମିଳିତ କ୍ରିୟାନୁଷ୍ଠାନ କମିଟି । ଏହି କ୍ରମରେ ବଲାଙ୍ଗୀର…
ଯୁବକଙ୍କୁ ମରଣାନ୍ତକ ଆକ୍ରମଣ
ନୀଳଗିରି,୨୧।୮(ପ୍ରଶାନ୍ତ କୁମାର ବିଶ୍ବାଳ): ଫ୍ୟାକ୍ଟ୍ରିରୁ କାମ କରିବାକୁ ଯାଉଥିବା ବେଳେ ଜଣେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ। ଏଭଳି ଅଭାବନୀୟ ଘଟଣା ଘଟିଛି ନୀଳଗିରି ଥାନା ମିତ୍ରପୁର ନିକଟ ଚଣ୍ଡୀପୁର ରାସ୍ତାରେ। ନୀଳଗିରି ଥାନା ଧୋବସିଳା ପଞ୍ଚାୟତ ସାରୁପାଳ ଅଞ୍ଚଳର…
ଛତ୍ରପୁରରେ ଭାରତ ବନ୍ଦ ଆନ୍ଦୋଳନ, ଜାତୀୟ ରାଜପଥ ଅବରୋଧ
ଛତ୍ରପୁର,୨୧।୮ (ଦିଲୀପ ସାମଲ): ସୁପ୍ରିମକୋର୍ଟ ରାୟ ବିରୋଧରେ ବୁଧବାର ବିଭିନ୍ନ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ଓଡ଼ିଶାରେ ଏହାକୁ ସଫଳ କରିବା ପାଇଁ ଅନୂସୂଚିତ ଜାତି,ଜନଜାତି,ପଛୁଆ ବର୍ଗ ଓ ସଂଖ୍ୟାଲଘୁ ମିଳିତ କାର୍ଯ୍ୟାନୁଷ୍ଠାନ କମିଟି ଆହ୍ବାନ କ୍ରମେ ଗଞ୍ଜାମ…
ସଂରକ୍ଷଣ ରାୟକୁ ବିରୋଧ କରି ପଟ୍ଟାଙ୍ଗି ଓ ସୁଙ୍କିରେ ଭାରତ ବନ୍ଦ ପାଳନ
ପଟ୍ଟାଙ୍ଗି୨୧।୮(ଶରତ ଧଳ): ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ସ୍ଥାନ ସଂରକ୍ଷଣ ସଂକ୍ରାନ୍ତରେ ସୁପ୍ରିମକୋର୍ଟଙ୍କ ରାୟକୁ ବିରୋଧ କରି ଅନୁସୂଚିତ ଜାତି ଜନଜାତି , ପଛୁଆବର୍ଗ , ସଂଖାଲଘୁ ମିଳିତ କ୍ରିୟାନୁଷ୍ଠାନ କମିଟିର ଆହ୍ବାନ କ୍ରମେ ହୋଇଥିବା ଭାରତ ବନ୍ଦ ଡାକରା୍ର…
କୋରାପୁଟ ସହରରେ ଭାରତ ବନ୍ଦର ପ୍ରଭାବ: ଗାଡି ଚଳାଚଳ ଠପ୍, ଦୋକାନ ବଜାର ବନ୍ଦ
କୋରାପୁଟ,୨୧।୮(ଅମିତାଭ ବେହେରା): କୋରାପୁଟ ସହରରେ ସମସ୍ତ ଦୋକାନ ବଜାର ବନ୍ଦ ରହିଥିବାବେଳେ ବସ ଚଳାଚଳ ବନ୍ଦ ରହିଥିବାରୁ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଜଣାପଡ଼ିଛି। ସହରର ଟ୍ରାଫିକ ଛକ, ମହିଳା ମହାବିଦ୍ୟାଳୟ ଛକ, ବାଟମଙ୍ଗଳା ଛକ ସମେତ…

