ନୂଆଁଖାଇ ପୂର୍ବରୁ ବକେୟା ଦରମା ଦିଅ
ବରଗଡ଼,୨୯।୮(ପ୍ରେମାନନ୍ଦ ଖମାରୀ): ବରଗଡ ପୌର ପରିଷଦ ଅଧୀନରେ କାର୍ଯ୍ୟରତ ସ୍ବଚ୍ଛସାଥୀ, ସୁପରଭାଇଜରଙ୍କୁ ଠିକ୍ଭାବେ ଦରମା ମିଳୁନାହିଁ। ଏଭଳି ଅଭିଯୋଗ କରି ଗୁରୁବାର ସେମାନେ ପୌର ପରିଷଦ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ। ନୂଆଁଖାଇ ପୂର୍ବରୁ ବକେୟା ଦରମା ପ୍ରଦାନ ପାଇଁ ସେମାନେ…
ପୂର୍ବ ଶତ୍ରୁତାରୁ ଠେଙ୍ଗାରେ ପିଟି କରିଥିଲେ ହତ୍ୟା: ଆସିଲା ରାୟ
ବାରିପଦା,୨୯ା୮(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଦୌରା ଜଜ୍ଙ୍କ କୋର୍ଟରେ ଗୁରୁବାର ଏକ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ଜଜ୍ ଅରବିନ୍ଦ ପଟ୍ଟନାୟକ ଏହାର ବିଚାର କରି ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥି ସହିତ ୫ହଜାର ଟଙ୍କା…
ପ୍ରବଳ ବର୍ଷା ସମ୍ଭାବନା: ସ୍କୁଲ, ଅଙ୍ଗନୱାଡି ଛୁଟି ଘୋଷଣା କଲେ ଜିଲାପାଳ
କୋରାପୁଟ,୨୯ା୮: ଶୁକ୍ରବାର ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ସ୍କୁଲ୍ ଏବଂ ଅଙ୍ଗନୱାଡି କେନ୍ଦ୍ର ଛୁଟି ଘୋଷଣା କରିଛନ୍ତି କୋରାପୁଟ ଜିଲାପାଳ ଭି. କର୍ତ୍ତୀଭାସନ। ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ୱର ପକ୍ଷରୁ ଶୁକ୍ରବାର ପାଇଁ କୋରାପୁଟ, ମାଲକାନଗିରି…
କଳାହାଣ୍ଡିରେ ଦାନ ମାଝୀ ରିପିଟ୍: ମହାପ୍ରଣାୟ ଗାଡ଼ି ନମିଳିବାରୁ ଅଟୋ ରିକ୍ସାରେ ବୁହା ହେଲା ଶବ
ଥୁଆମୁଳ/ରାମପୁର,୨୯ା୮(ଦୁର୍ଗା କୀର୍ତ୍ତି): ବଜ୍ରପାତ କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ଥାନା ଅନ୍ତର୍ଗତ ଡୁମେରପଦର ଠାରୁ ଅଡ୍ରି ଗ୍ରାମପଞ୍ଚାୟତକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ଗୁରୁବାର ଭୋର୍ ସକାଳୁ ଗୌରୀ ନାଏକ (୬୮) ନାମକ ଜଣେ ବୃଦ୍ଧା ବଜ୍ରପାତରେ ମୃତ୍ୟୁବରଣ କରିଛନ୍ତି। ଏନେଇ…
ଝାଡ଼ାବାନ୍ତିରେ ମା’-ପୁଅଙ୍କ ଚାଲିଗଲା ଜୀବନ, ୩ ଗୁରୁତର
ବାଲିଗୁଡା:୨୯।୮(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ବ୍ଲକ ଅଧୀନ ସୁତ୍ରା ପଞ୍ଚାୟତ ସିକାଟି ଗ୍ରାମରେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ମା’ପୁଅଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଥିବା ଜଣାପଡିଛି । ସିକାଟି ଗ୍ରାମର ଲୋଚନ ମଳିକଙ୍କ ବୋହୁ…
ପ୍ରବଳ ବର୍ଷାରେ ଭାଙ୍ଗିଲା ଘର: ବାସହରା ହେଲେ ଲୋକେ
କର୍ଲାମୁଣ୍ଡା:୨୯।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ଗାଁରେ ମାଟି ଘରଗୁଡିକ ଭାଙ୍ଗିଯାଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ମୁତାବକ, ବର୍ଷା ଯୋଗୁ ବ୍ଲକର କର୍ଲାମୁଣ୍ଡାର କମଳ ସାହୁ ଓ ନକୁଳ ସାହୁ, ସ.ମାଲପଡା ପଞ୍ଚାୟତ…
ସାର ଦୋକାନରେ ଏନ୍ଫୋର୍ସମେଣ୍ଟ କମିଟିର ଚଢାଉ
କର୍ଲାମୁଣ୍ଡା,୨୯।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ସାର, କୀଟନାଶକ ଔଷଧ ଚାଷୀମାନେ ଠିକ ମୂଲ୍ୟରେ ପାଇପାରିବେ, ସେ ନେଇ ବ୍ଲକ ଏନ୍ଫୋର୍ସମେଣ୍ଟ କମିଟି ପକ୍ଷରୁ ବ୍ଲକର ବିଭିନ୍ନ ଗାଁରେ ଚଢାଉ କରି ସାର ଦୋକାନଗୁଡ଼ିକର କାଗଜ ପତ୍ର, ଷ୍ଟକ…
ଯୋଗାଣ ବିଭାଗର ଚଢ଼ାଉ, ୧୩ ଘରୋଇ ଗ୍ୟାସ୍ ସିଲିଣ୍ଡର ଜବତ
ବାଲିଗୁଡ଼ା,୨୯ା୮(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଯୋଗାଣ ବିଭାଗ ପକ୍ଷରୁ କ. ନୂଆଗାଁ ବ୍ଲକର ସାରଙ୍ଗଡ଼ ଓ ବଣ୍ଡଗୁଡ଼ା ଗ୍ରାମର ବିଭିନ୍ନ ଦୋକାନରେ ଅଚାନକ ଚଢ଼ାଉ କରାଯାଇ ୧୩ ଟି ଘରୋଇ ଗ୍ୟାସ୍ ସିଲିଣ୍ଡର ଜବତ କରାଯାଇଛି। ପ୍ରକାଶ ଯେ,…
ବଜ୍ରପାତରେ ଟଳିପଡ଼ିଲେ ଶ୍ରମିକ, ୩ ଆହତ
ନିରାକାରପୁର,୨୯ା୮(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲାର ନିରାକାରପୁର ଅଞ୍ଚଳରେ ଗୁରୁବାର ମଧ୍ୟାହ୍ନରେ ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ମାରିଥିଲା। ଫଳରେ ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣ ଆହତ ହୋଇଛନ୍ତି। ମୃତକ ଜଣଙ୍କ ହେଲେ ଜଟଣୀ…
ଗ୍ରୁପ୍ କିସ୍ତି ଟଙ୍କା ଦେବାକୁ ବାପଘର ଆସିଥିଲେ ମହିଳା, ଆଜି ପୋଖରୀରେ ଭାସୁଥିଲା ମୃତଦେହ
ମୋରଡ଼ା,୨୯ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ଅଞ୍ଚଳରେ ଜଣେ ମହିଳାଙ୍କ ମୃତଦେହ ଜବତ କରିଛି ପୋଲିସ। ସୂଚନାନୁଯାୟୀ, ଉକ୍ତ ଥାନା ଅଧୀନ ସାନମୁଣ୍ଢାବଣି ପଞ୍ଚାୟତର ଉଲୁମୁଣ୍ଡି ଜୁଗୁନି ସାହିର ଏକ ପୋଖରୀରୁ ଜଣେ ମହିଳାଙ୍କ ମୃତଦେହ ଭାସୁଥିବାର ଗ୍ରାମବାସୀ ଦେଖିଥିଲେ।…
ସ୍ତ୍ରୀଙ୍କୁ ଶାବଳ ଭୁସିଦେଲେ ସ୍ବାମୀ, ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଉଦ୍ଧାର
ବ୍ରହ୍ମପୁର, ୨୯।୮(ସୁବାସ ଚନ୍ଦ୍ର ପାଢ଼ୀ): ସଦର ଥାନା ଅନ୍ତର୍ଗତ ରୋହିଗାଁରେ ଜଣେ ମହିଳାଙ୍କୁ ବୁଧବାର ରାତ୍ର ଶାବଳରେ ଭୂସିି ତାଙ୍କ ସ୍ବାମୀ ହତ୍ୟା କରିଛନ୍ତି। ମୃତ ମହିଳା ଜଣଙ୍କ ଝୁନୁ ଜେନା(୪୫)। ହତ୍ୟା କରିବା ପରେ ହତ୍ୟାକାରୀ ରାଜେନ୍ଦ୍ର ଜେନା ଗାଁ’ସରପଞ୍ଚ…
ଡ୍ୟାମ୍ ଅଞ୍ଚଳ ସମସ୍ୟା ନେଇ କର୍ତ୍ତୃପକ୍ଷ ନୀରବ
ତେନ୍ତୁଳିଖୁଣ୍ଟି, ୨୯।୮(ଚିଦାନନ୍ଦ ସାହୁ):ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍ ଖାତିିଗୁଡ଼ା ଇନ୍ଦ୍ରାବତୀ ଡ୍ୟାମ୍ ସର୍କଲର ସହକାରୀ ମୁଖ୍ୟଯନ୍ତ୍ରୀ କାର୍ଯ୍ୟାଳୟ ରହିଛି। ତା’ ଅଧୀନରେ ପୋଡ଼ଗଡ଼ ବନ୍ଧ ବିଭାଗ, ମୁରାନ ବନ୍ଧ ବିଭାଗ ,ଭଣ୍ଡାର ଓ ଯାନ୍ତ୍ରିକ ବିଭାଗ ସମେତ ପୁନର୍ବାସ ଓ ଥଇଥାନ…

