ଝରିଗାଁରେ ଘନକୁହୁଡ଼ି ସହ ଶୀତ ଲହରୀ, ଚା’ର ମଜା ନେଉଛନ୍ତି ଲୋକେ
ଝରିଗାଁ,୧ା୧୨(କିଶୋର ଚନ୍ଦ୍ର ମଣ୍ଡଳ): ଚଳିତବର୍ଷ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ଘନକୁହୁଡ଼ି ସହ ଶୀତର ଲହରୀ ଦେଖାଦେଇଛି। ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଗତ ତିନିଦିନ ହେବ ଘନକୁହୁଡ଼ି ସକାଳ ୯ଟା ପର୍ଯ୍ୟନ୍ତ ପଡୁଥିବାରୁ ଯାତାୟାତ କରୁଥିବା ଯାନବାହନ ଚଳାଚଳରେ ବାଧା…
ଦାଦନ ଖଟିବାକୁ ଯାଇ ସନ୍ଦେହଜନକ ମୃତ୍ୟୁ: ରେଳ ଟ୍ରାକରୁ ମୃତଦେହ ଜବତ
ଦାରିଙ୍ଗବାଡି,୨।୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରୁ ଅନେକ ଲୋକ ଦାଦନ ଖଟିବାକୁ ଯାଇ ମୃତ୍ୟୁର ଶିକାର ହେଉଥିବା ନଜିର ରହିଛି। ଜଣେ ଜନଜାତି ସମ୍ପ୍ରଦାୟର ଯୁବକ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଇଥିଲେ। ମାତ୍ର ଗୋଟିଏ ଦିନ କାମ…
ରୋଗୀଙ୍କୁ ଦିଆଯାଉଛି ଏକ୍ସପାଏରି ରକ୍ତ
ନୀଳଗିରି, ୨।୧୨(ପ୍ରଶାନ୍ତ ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ମେଡ଼ିକାଲରେ ପ୍ରସବ ପରେ ଜଣେ ମହିଳାଙ୍କୁ ଏକ୍ସପାଏରୀ ରକ୍ତ ଦିଆଯାଉଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ନୀଳଗିରି ଏନ୍ଏସି ୮ନଂ. ୱାର୍ଡ଼ର ରବୀନ୍ଦ୍ର କୁଅଁରଙ୍କ ସ୍ତ୍ରୀ ସସ୍ମିତାଙ୍କ ଗତ ସୋମବାର ସିଜରିଂ…
ପରିତ୍ୟକ୍ତ ଅବସ୍ଥାରେ ଶବଦାହ କେନ୍ଦ୍ର
ଆଗରପଡ଼ା,୨।୧୨(ସୁଶାନ୍ତ ଦାଶ): ଭଦ୍ରକ ଜିଲା ଆଗରପଡ଼ା ଥାନା ଅନ୍ତର୍ଗତ ପୁରୁଷଣ୍ଢ ମେଳନ ପଡ଼ିଆ ଶ୍ମଶାନରେ ନିର୍ମାଣ ହୋଇଥିବା ଶବଦାହ କେନ୍ଦ୍ର ଅତ୍ୟନ୍ତ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି। ରକ୍ଷଣାବେକ୍ଷଣ ଅଭାବରୁ କେନ୍ଦ୍ର ମଧ୍ୟରେ କଣ୍ଟା ଗଛ ଲତାରେ ଭରି ରହିଛି। ତା…
ଚର୍ଚ୍ଚାରେ ରାଜ୍ୟ ସଭା ସଦସ୍ୟ ଦେବାଶିଷ ସାମନ୍ତରାୟ: ବିଡିଓଙ୍କୁ ରିପୋର୍ଟ ମାଗିଲା ଡିପିଏମ୍ୟୁ ଅଫିସ
ଭବାନୀପାଟଣା,୨।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ସଭା ଏମ୍ପି ତଥା କଟକ-ବାରବାଟୀର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକର ୨ଟି ପଞ୍ଚାୟତକୁ ୧ କୋଟି ଟଙ୍କା ଆର୍ଥିକ ଅନୁଦାନ ଦେଉଥିବା ଘଟଣା ଏବେ ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି।…
ତୈଳଭଣ୍ଡାର ବନାମ କଳାପଥର ଖାଦାନ
ଯାଜପୁର,୨।୧୨(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ତହସିଲ ଡଙ୍କାରୀ ପାହାଡ଼ ପାଦଦେଶରେ ଦେଶର ୪ର୍ଥ ବୃହତ୍ ଚଣ୍ଡିଖୋଲ ଭୂତଳ ତୈଳ ସଂରକ୍ଷଣ ଭଣ୍ଡାର ପ୍ରତିଷ୍ଠା ପାଇଁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ମିଳିଥିଲା। ହେଲେ ଏହି ପ୍ରକଳ୍ପ ନିର୍ମାଣ ଦ୍ୱାରା ପ୍ରାୟ ୧୬ଟି…
ହାତୀ ଆକ୍ରମଣରେ ଜଣେ ବନ କର୍ମଚାରୀ ମୃତ, ୨ ଗୁରୁତର
ବଲାଙ୍ଗୀର, ୧ା୧୨ (ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ରେଞ୍ଜ ଅନ୍ତର୍ଗତ ଢୋଲମାନ୍ଦଲ ସେକ୍ସନର ବାନ୍ଧନପାଲି ଗାଁ ନିକଟରେ ରବିବାର ଏକ ଦନ୍ତାହାତୀ ଆକ୍ରମଣରେ ଜଣେ ବନ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଦୁଇ ବନ କର୍ମଚାରୀ ଗୁରୁତର ଆହତ…
ଖାତା ଲେଖିବାକୁ ବାଧ୍ୟ କରୁଛନ୍ତି ସିନିୟର, ନ ଲେଖିଲେ ଧମକ…
ବ୍ରହ୍ମପୁର,୧ା୧୨(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ପୁଣି ରାଗିଂ ଅଭିଯୋଗ ଆସିଛି। କେତେଜଣ ସିନିୟର ଛାତ୍ରୀ ପ୍ରଥମ ବର୍ଷ ଏମ୍ବିବିଏସ୍ ହଷ୍ଟେଲକୁ ଆସି ଜୁନିୟର ଛାତ୍ରୀଙ୍କୁ ନିଜ ଖାତା ଲେଖିଦେବାକୁ ବାଧ୍ୟ କରୁଛନ୍ତି। ନ ଲେଖିଲେ…
ବର୍ଷାରେ ଭିଜିଲା ଧାନ: ସରକାର କିଣିବେ କି ନାହିଁ ଚିନ୍ତାରେ ଚାଷୀ
ପଦ୍ମପୁର,୧।୧୨(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡରେ ଅଦିନିଆ ବର୍ଷା ଚାଷୀମାନଙ୍କ ମନୋବଳକୁ ଭାଙ୍ଗି ଦେଇଛି। ଅଧିକାଂଶ ଚାଷୀ ଧାନ ଅମଳ କରିସାରିଥିବା ବେଳେ କେତେକ ଚାଷୀଙ୍କ ଧାନ କଟା ସରି ନାହିଁ। ବର୍ଷା ଯୋଗୁ କ୍ଷେତରେ ଥିବା ଧାନ ଅମଳ…
ହାତୀ ଘଉଡ଼ାଇବା ବେଳେ ଅଘଟଣ: ଆକ୍ରମଣରେ ୩ ଗୁରୁତର
କଣ୍ଟାବାଞ୍ଜି,୧।୧୨: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ରେଞ୍ଜ ବାନ୍ଧନପାଲୀ ଗାଁରେ ରବିବାର ଏକ ଅଘଟଣ ଘଟିଛି। ହାତୀଙ୍କୁ ଘଉଡ଼ାଇବା ବେଳେ ଆକ୍ରମଣରେ ୩ଜଣ ଗୁରୁତର ହୋଇଛନ୍ତି। ଗ୍ରାମବାସୀ ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ…
ମଞ୍ଚରେ ଜିଅନ୍ତା ଘୁଷୁରି ଅନ୍ତବୁଜୁଳା ଖାଇଲେ କଳାକାର: ଭାଇରାଲ ପରେ ତେଜିଲା ବିବାଦ
ହିଞ୍ଜିଳିକାଟୁ,୧।୧୨(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ରାଳବ ଗାଁ କାଞ୍ଜିଅଁଳା ଯାତ୍ରା ମଞ୍ଚରେ କଳାକାର ଜିଅନ୍ତା ଘୁଷୁରି ମାରି ଖାଇବା ଓ ସାପ ଖେଳକୁ ନେଇ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ…
ଶିକୁଳା ଗାଁର ପିଛା ଛାଡୁନି ହିଂସାକାଣ୍ଡ, ଦୁଇ ଦୋକାନ ଜାଳିଦେଲେ ଦୁର୍ବୃତ୍ତ
ପୁରୁଷୋତ୍ତମପୁର,୧ା୧(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ହିଂସାକାଣ୍ଡ ପିଛା ଛାଡୁନି। ଗାଁରେ ଗୋଟିଏ ପରେ ଗୋଟିଏ ହିଂସାକାଣ୍ଡ ଘଟିବାରେ ଲାଗିଛି। ଏହି ହିଂସାକାଣ୍ଡ ଘଟଣାମାନ ପୋଲିସ ଲାଗି ଏକପ୍ରକାର ଚ୍ୟାଲେଞ୍ଜ ପାଲଟିଛି। ଗତ ମାର୍ଚ୍ଚ ମାସରେ…

