ଯାତ୍ରା ଦେଖିବାକୁ ଯାଇ ଗାଁକୁ ଫେରିବା ବେଳେ ଗଣବଳାତ୍କାରର ଶିକାର ହେଲେ ନାବାଳିକା
କୁଚିଣ୍ଡା,୧ା୧୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ମହୁଲପାଲି ଥାନା ଅଞ୍ଚଳରେ ଜଣେ ୧୪ବର୍ଷର ନାବାଳିକାଙ୍କୁ ଗଣବଳାତ୍କାର ହୋଇଥିବା ପୋଲିସରେ ଅଭିଯୋଗ ହୋଇଛି। ଏନେଇ ପୋଲିସ ଏକ ପୋକ୍ସୋ ଆକ୍ଟରେ ଏକ ମାମଲା ରୁଜୁ କରି ୪ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି। ଶନିବାର…
ଯାତ୍ରୀଙ୍କୁ ନେଇ ଯାଉଥିଲା ଲକ୍ଷ୍ମୀବସ୍, ପଶିଗଲା ଜଙ୍ଗଲ ଭିତରେ…
ନିରାକାରପୁର,୧ା୧୨(ମାନସ ଚନ୍ଦ୍ର ପଟ୍ଟନାୟକ): ସୋମବାର ଗୋଟେ ବଡ଼ ଅଘଟଣରୁ ବର୍ତ୍ତିଯାଇଛି ଓଡ଼ିଶା ସରକାରଙ୍କ ଲକ୍ଷ୍ମୀ ବସ୍। ପ୍ରକାଶ ଯେ, ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲା କାମାଗୁରୁ ପଞ୍ଚାୟତରେ ଥିବା ଏକ କଲେଜ ପାଖରେ ଟାଙ୍କୋଳରୁ କାମାଗୁରୁ ଅଭିମୁଖେ ମହିଳା ପାସେଞ୍ଜରଙ୍କୁ ନେଇ…
ବିଭିନ୍ନ ସମସ୍ୟା ନେଇ ପଞ୍ଚାୟତ ପିଇଓଙ୍କୁ ଘେରିଲେ ଛାତ୍ରୀଛାତ୍ର
ଦାରିଙ୍ଗବାଡ଼ି,୧ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମାଳମାଳ ସମସ୍ୟା ଲାଗିରହିଛି। ଏହାର ସମାଧାନ ଦିଗରେ ନା ପ୍ରଶାସନ, ଶିକ୍ଷା ବିଭାଗ, ଜିଲା ଓ ସ୍ଥାନୀୟ ଅଧିକାରୀ କେହି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ…
ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ, ସୁନାଗହଣା ସହ ଲୁଟିନେଲେ ନଗଦ ଟଙ୍କା
ଛତ୍ରପୁର,୧ା୧୨(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମର ଯୁଗଳନଗର ସାହିରେ ରହୁଥିବା ଚିରଞ୍ଜୀବ ପଣ୍ଡା ଘରେ କେହି ନ ଥିବା ବେଳେ ଶନିବାର ରାତିରେ କେହି ଦୁର୍ବୃତ୍ତ ଘରେ ପଶି ଲକ୍ଷାଧିକ ଟଙ୍କାର ସୁନା ଗହଣା ସହିତ,…
ପିକ୍ଅପ୍ ଧକ୍କାରେ ଚାଲିଗଲା ବାଇକ୍ ଚାଳକଙ୍କ ଜୀବନ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ
ଭବାନୀପାଟଣା,୧ା୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ତୁରକେଲ ବ୍ରିଜ୍ ନିକଟରେ ପିକ୍ଅପ୍ ଧକ୍କାରେ ଜଣେ ବାଇକ୍ ଆରୋହୀ ପୋଲ ତଳୁ ଖସି ମୃତ୍ୟୁବରଣ କରିଛନ୍ତି। ମୃତ ବାଇକ୍ ଆରୋହୀଙ୍କ ନାମ ଦୂତିକୃଷ୍ଣ ପଟେଲ ବୟସ( ୩୭)…
ଦଳି ଚକଟି ବ୍ୟାପକ ଫସଲ ନଷ୍ଟକଲେ ହାତୀପଲ
ଲାଞ୍ଜିଗଡ଼,୧ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ବନାଞ୍ଚଳର ବିଭିନ୍ନ ଅଞ୍ଚଳରେ ଦୀର୍ଘଦିନ ହେଲା ଜଙ୍ଗଲି ହାତୀଙ୍କ ଉପଦ୍ରବ ବୃଦ୍ଧି ପାଇଥିବା ବେଳେ ପୁଣି ଗତ ଶନିବାର ଏବଂ ରବିବାର ବିଳମ୍ବିତ ରାତିରେ ଏକ ୧୦…
ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ଗାତ ଖୋଳି ପୋତୁଥିଲେ ସ୍ବାମୀ, ଆଉ ତା’ ପରେ…
କାମାକ୍ଷାନଗର,୧ା୧୨: ଢେଙ୍କାନାଳ ଜିଲା ମହାବୀରୋଡ୍ ଥାନା ଅନ୍ତର୍ଗତ ମଝିକା ଗାଁରେ ରବିବାର ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଶୋଇଥିବା ଅବସ୍ଥାରେ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ଦେଇଛନ୍ତି ସ୍ବାମୀ। ହତ୍ୟା ପରେ ଗାତ ଖୋଳି ପୋତିବା ବେଳେ ଗ୍ରାମବାସୀ ଧରିଥିଲେ। ଏନେଇ…
ସୁନା ଦୋକାନରେ ଲାଗିଲା ନିଆଁ , ଜଳିଗଲା ବହୁ ସାମଗ୍ରୀ
ସରଣ୍ଡା, ୨।୧୨(ଯୁଧିଷ୍ଠିର ମହାପାତ୍ର ): ବରଗଡ଼ ଜିଲା ଅତାବିରା ହସ୍ପିଟାଲ ସମ୍ମୁଖରେ ଥିବା ମା ସମଲେଶ୍ଵରୀ ଜ୍ଵେଲାର୍ସରେ ସୋମବାର ସକାଳୁ ଦୋକାନ ବନ୍ଦ ଥିବା ସମୟରେ ସର୍ଟ ସର୍କିଟରୁ ନିଆଁ ଲାଗିଯାଇଥିଲା। ଦୋକାନ ଗୃହ ଭିତରୁ ଧୂଆଁ ବାହାରୁ ଥିବା ଦେଖି…
ଚଢ଼ାଦରରେ ଆଳୁ ବିକ୍ରି ନେଇ କଟକ, ଭୁବନେଶ୍ୱରେ ଚଢ଼ାଉ
ଭୁବନେଶ୍ୱର,୨।୧୨: କଟକ ଛତ୍ରବଜାରରେ ଚଢାଉ ସୋମବାର ସକାଳୁ ସକାଳୁ ଯୋଗାଣ ବିଭାଗର ଚଢାଉ ଜାର ରହିଛି । ଉତ୍ତରପ୍ରଦେଶରୁ ଆଳୁ ଗାଡ଼ି ଆସିବା ପରେ ମଧ୍ୟ ଆଳୁ ଦର କାହିଁକି କମିନାହିଁ ସେ ନେଇ ଚଢାଉ ହୋଇଛି। ଚଢ଼ାଦରରେ ବିକ୍ରିକୁ ନେଇ…
ବରଗଡ଼ ଧନୁଯାତ୍ରା: ବଦଳିବେ ଶ୍ରୀକୃଷ୍ଣ-ବଳରାମ-ଶ୍ରୀରାଧା
ବରଗଡ଼,୧ା୧୨(ପ୍ରେମାନନ୍ଦ ଖମାରୀ): ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ୨୦୨୫ ଜାନୁଆରୀ ୩ରୁ ଆରମ୍ଭ ହେବ। ଦୀର୍ଘ ୧୧ଦିନ ବ୍ୟାପୀ ଜାନୁଆରୀ ୧୩ ପର୍ଯ୍ୟନ୍ତ ଏହା ଚାଲିବ। ତେବେ ଏଥର ଧନୁଯାତ୍ରାର କଂସ କଳାକାର ବଦଳିଛନ୍ତି। ରବିବାର ଅନୁଷ୍ଠିତ…
ବ୍ଲକ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ରଘୁପତି ମହାନ୍ତି, କହିଲେ ବିଜେଡିରେ ମୋର…
ବଡ଼ମ୍ବା,୧ା୧୨: ଜଣେ ପରେ ଜଣେ ନେତା ବିଜେଡି ଛାଡୁଛନ୍ତି। ଏବେ କଟକ ଜିଲା ବଡ଼ମ୍ବା ବ୍ଲକ ଅଧ୍ୟକ୍ଷ ରଘୁପତି ମହାନ୍ତି ମଧ୍ୟ ଦଳ ଛାଡ଼ିଛନ୍ତି। ସେ ବିଜେଡିରୁ ଇସ୍ତଫା ଦେଇଥିବାବେଳେ ତାଙ୍କ ଇସ୍ତଫାପତ୍ର ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି।…
ପିଲାଙ୍କୁ ସ୍କୁଲ ନେଉଥିବା ବସ୍କୁ ଧକ୍କା ଦେଲା ଟ୍ରେଲର : ୧୦ର ଊର୍ଦ୍ଧ୍ୱ ଛାତ୍ରୀଛାତ୍ର…
ଢେଙ୍କାନାଳ,୨।୧୨: ଢେଙ୍କାନାଳ ଏକ ଘରୋଇ ସ୍କୁଲ ବସ୍ ସକାଳୁ ପିଲାଙ୍କୁ ନେଇ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି । ସ୍କୁଲ ବସ୍କୁ ଧକ୍କା ଦେଇ ଟ୍ରେଲର ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ । ଏଥିରେ ୧୦ରୁ ଅଧିକ ଛାତ୍ରୀଛାତ୍ର ଆହତ ହୋଇଛନ୍ତି।…

