ମଣ୍ଡିକୁ ନେବା ପୂର୍ବରୁ ଚୋରି ହୋଇଗଲା ମିନିଟ୍ରକ ସହ ୧୨୦ ପ୍ୟାକେଟ୍ ଧାନ
ପଡିଆବାହାଲ,୫ା୧୨(ରାଧାମୋହନ ଷଡ଼ଙ୍ଗୀ): ସମ୍ବଲପୁର ଜିଲା ବାହାମ ପଞ୍ଚାୟତ ୫୩ ନମ୍ବର ଜାତୀୟ ରାଜପଥ ପଡିଆବାହାଲର ଏକ ପେଟ୍ରୋଲ ପମ୍ପ ନିକଟରେ ମଣ୍ଡିକୁ ନେବାପାଇଁ ରଖାଯାଇଥିବା ଧାନ ବୋଝେଇ ମିନିଟ୍ରକ ଚୋରି ହୋଇଯାଇଛି। ମିନିଟ୍ରକ(ନଂ.ଓଆର-୧୫ସି ୯୬୨୪)ରେ ମହୁଲମୁଣ୍ଡାର ଚାଷୀ ମନୋଜ ମେହେରଙ୍କର ୧୨୦ପ୍ୟାକେଟ…
ପୋଲିସ- ମାଓବାଦୀ ଗୁଳି ବିିନିମୟ: ଡିଆର୍ଜି ପ୍ରଧାନ ଆରକ୍ଷୀ ଶହୀଦ
ମାଲକାନଗିରି,୫ା୧୨(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ନାରାୟଣପୁର ଜିଲାରେ ପୋଲିସ-ମାଓବାଦୀ ଗୁଳି ବିନିମୟରେ ଜଣେ ଡିଆର୍ଜି ପ୍ରଧାନ ଆରକ୍ଷୀ ଶହୀଦ ହୋଇଛନ୍ତି। ମୃତକ ହେଲେ ବୀରେନ୍ଦ୍ର କୁମାର ସୋରୀ । ସୂଚନା ଅନୁଯାୟୀ, ମାଓବାଦୀ ବିରୋଧୀ ଅଭିଯାନ ଅନ୍ତର୍ଗତ ନାରାୟଣପୁର ଜିଲା ଡିଆର୍ଜି ଓ…
ବିଶ୍ରାମ ନେଉଥିଲେ ଯୁବକ: ହଠାତ ପହଞ୍ଚିଗଲା ଚିତାବାଘ, ତା’ପରେ…
ନବରଙ୍ଗପୁର/ରାଇଘର, ୫।୧୨(ସଦାଶିବ ପ୍ରହରାଜ/କିରଣ ପଟ୍ଟନାୟକ): ନବରଙ୍ଗପୁର ଜିଲା ଓଡ଼ିଶା ଛତିଶଗଡ଼ ସୀମାନ୍ତ କାଁକେର ବନଖଣ୍ଡ ଅଧୀନ କୋଦାଗାଁ ଅଞ୍ଚଳରେ ବାଘ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କୋଦାଗାଁ ବଜାରପାରା ନିବାସୀ ଦ୍ୱାରକା ଦେଉରି। ବୁଧବାର ସନ୍ଧ୍ୟା ପ୍ରାୟ…
୧୦୦ ଚାଷୀଙ୍କ ନାଁରେ ମାମଲା
କୋକସରା,୫ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ମେଗାଲିଫ୍ଟ କେନାଲରୁ କଳାହାଣ୍ଡି ଜିଲାର ଜୟପାଟଣା, କୋକସରା ଓ ଧର୍ମଗଡ ବ୍ଲକ୍କୁ ରବି ଚାଷ ପାଇଁ ଜଳସେଚନ ଦାବିରେ ଚାଷୀମାନେ ଆନ୍ଦୋଳନ କରିଥିଲେ। ଗତ ୩ ତାରିଖରେ ସଚେତନ କୃଷକ ମଞ୍ଚ ଆବାହନରେ ୩ ବ୍ଲକ୍ର…
ଗନ୍ଧମାର୍ଦ୍ଦନକୁ ଜାତୀୟ ସମ୍ପତ୍ତି ଘୋଷଣା କରାଯାଉ: ପ୍ରଦୀପ ପୁରୋହିତ
ବରଗଡ଼,୫।୧୨(ପ୍ରେମାନନ୍ଦ ଖମାରୀ): ଲୋକସଭା ଶୀତକାଳୀନ ଅଧିବେଶନରେ ଗୁରୁବାର ୩୭୭ ଧାରା ଅଧିନିୟମ ଅନୁୟାୟୀ ବରଗଡ଼ ଏମ୍ପି ପ୍ରଦୀପ ପୁରୋହିତ ଗନ୍ଧମାର୍ଦ୍ଦନ ପାହାଡକୁ ଜାତୀୟ ସମ୍ପତ୍ତି ଘୋଷଣା ପାଇଁ ଲୋକସଭାରେ କେନ୍ଦ୍ର ସରକାରଙ୍କଠାରେ ପ୍ରସ୍ତାବ ଉଠାଇଛନ୍ତି । ଏକ ପ୍ରେସ ବିବୃତ୍ତିରେ ଏମ୍ପି…
ମାଣ୍ଡିଆ ରାଣୀ ରାଇମତିଙ୍କୁ ଡକ୍ଟରେଟ୍
କୁନ୍ଦୁରା,୫ା୧୨(ସନ୍ତୋଷ ପ୍ରହରାଜ): ଜୈବିକ ପଦ୍ଧତିରେ ମାଣ୍ଡିଆ, ଧାନ ଚାଷ କରି ଜିଲା, ରାଜ୍ୟ ଏବଂ ସର୍ବଭାରତୀୟସ୍ତରରେ ଚର୍ଚ୍ଚାରେ ରହିଥିବା କୋରାପୁଟ ଜିଲା କୁନ୍ଦୁରା ବ୍ଲକ୍ ଲିମା ପଞ୍ଚାୟତ ନୂଆଗୁଡାର ମାଣ୍ଡିଆ ରାଣୀ ରାଇମତି ଘିଉରିଆଙ୍କୁ ଗୁରୁବାର ଭୁବନେଶ୍ୱର କୃଷି ଓ ବୈଷୟିକ…
କୋରାପୁଟର ସଞ୍ଜୟ ହେଲେ ସେନାର ବ୍ରିଗେଡିୟର
କୋରାପୁଟ,୫ା୧୨(ଅମିତାଭ ବେହେରା): କୋରାପୁଟ ମାଟିର ପୁଅ କର୍ଣ୍ଣେଲ ସଞ୍ଜୟ ମହାନ୍ତି ଭାରତୀୟ ସେନାରେ ବ୍ରିଗେଡିୟର ଭାବେ ପଦୋନ୍ନତି ପାଇବା ପରେ ପ୍ରତିରକ୍ଷା ମନ୍ତ୍ରଣାଳୟର ପ୍ରତିରକ୍ଷା ଉତ୍ପାଦନ ବିଭାଗ ହାଇଦ୍ରାବାଦ ମୁଖ୍ୟ ପଦବୀରେ ଅବସ୍ଥାପିତ ହୋଇଛନ୍ତି ଏବଂ ସମସ୍ତ ପ୍ରତିରକ୍ଷା ଉପକରଣ ଏବଂ…
ନୂଆ ଜୁଡିସିଆଲ କମ୍ପ୍ଲେକ୍ସର ଉଦ୍ଘାଟନ କଲେ ରାଷ୍ଟ୍ରପତି
ଭୁବନେଶ୍ୱର,୫।୧୨: ଭୁବନେଶ୍ୱରର ନବ ନିର୍ମିତ ଜୁଡିସିଆଲ କମ୍ପ୍ଲେକ୍ସର ଗୁରୁବାର ଉଦ୍ଘାଟିତ ହୋଇଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥିଭାବେ ଯୋଗଦେଇ ଦେଇ ନୂଆ ଜୁଡିସିଆଲ କମ୍ପ୍ଲେକ୍ସର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ରାଜ୍ୟପାଳ ରଘୁବର ଦାସ, ହାଇକୋର୍ଟ ମୁଖ୍ୟ ବିଚାରପତି ଚକ୍ରଧାରୀ…
ଗ୍ୟାସ୍ ସିଲିଣ୍ଡର ପାଇପ୍ ଫାଟି ୪ ଶ୍ରମିକ ଗୁରୁତର
ବଲାଙ୍ଗୀର,୫ା୧୨(ସୁନୀଲ କୁମାର ମହାନ୍ତି): ଗ୍ୟାସ୍ ସିଲିଣ୍ଡର ଫାଟି ୪ ଶ୍ରମିକ ଗୁରୁତର ହୋଇଛନ୍ତି। ଟିଟିଲାଗଡ଼ ସହର ନିକଟସ୍ଥ ପିପଲ ପଦରଠାରେ ଥିବା ଶୁଭ ମଙ୍ଗଳମ ମ୍ୟାରେଜ ପ୍ୟାଲେସ୍ଠାରେ ଏକ ବିବାହ ଉତ୍ସବ ଚାଲିଥିବାବେଳେ ସେଠାରେ ବାହାର ରାଜ୍ୟ ମଧ୍ୟପ୍ରଦେଶ, ବିହାର, ଛତିଶଗଡ଼,…
ଡ୍ୟାମ୍ ପାଣିରେ ଭାସୁଛି କଲରାପତରିଆ ବାଘର ମୃତଦେହ
ଦେବଗଡ଼,୫ା୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ନୂଆଡିହି ଫରେଷ୍ଟ ସେକ୍ସନ ରେଙ୍ଗାଲି ରିଜର୍ଭରେ ଏକ କଲରାପତରିଆ ବାଘର ମୃତଦେହ ଭାସୁଛି। ତେବେ ବାଘର କିପରି କାହିଁକି ମୃତ୍ୟୁ ଘଟିଲା ସେ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ। ଘଟଣାସ୍ଥଳରେ…
ଧାନମଣ୍ଡି ବୁଲିଲେ ଜିଲାପାଳ, ଭିତ୍ତିଭୂମି ନେଇ କହିଲେ…
କର୍ଲାମୁଣ୍ଡା:୫।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲାପାଳ ସଚିନ ପାୱାର ଗୁରୁବାର କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ଧାନମଣ୍ଡି ପରିଦର୍ଶନ କରିଛନ୍ତି। ଏହି ଅବସରରେ ଜିଲାପାଳଙ୍କ ସହ ଭବାନୀପାଟଣା ଉପଜିଲାପାଳ ପ୍ରଭାତ କୁମାର ପରିଡ଼ା, କର୍ଲାମୁଣ୍ଡା ବିଡିଓ ମଣ୍ଟୁ ଖମାରୀ, ତହସିଲଦାର ଅରୁଣ ବର୍ଗେ…
ବାଲ୍ୟ ବିବାହ, କନ୍ୟାଭ୍ରୁଣ ହତ୍ୟା ବନ୍ଦ ନେଇ ସଚେତନ
ପୁରୁଷୋତ୍ତମପୁର,୫ା୧୨(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍ଏସି ୨ ନଂ ଓ୍ବାର୍ଡର ଅଙ୍ଗନଓ୍ବାଡ଼ି କେନ୍ଦ୍ର ପରିସରରେ କିଶୋରୀ ବାଳିକାମାନଙ୍କୁ ନେଇ ବାଲ୍ୟ ବିବାହ ଓ ଲିଙ୍ଗ ଭିତ୍ତିକ ସଚେତନତା ସୃଷ୍ଟି କରାଯାଇଛି। ଅଙ୍ଗନଓ୍ବାଡ଼ି କର୍ମୀ ଇ. ଅନିତାଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ…

