ଆମ ଜିଲା ଖବର

ଟ୍ରେନ୍‌ ଟଏଲେଟ୍‌ରେ  ଯୁବକଙ୍କ ମୃତଦେହ ଦେଖି ସଫେଇ କର୍ମଚାରୀ…

ସମ୍ବଲପୁର,୧୦ା୨(ପ୍ରମୋଦ ବହିଦାର): ସମ୍ବଲପୁର ରେଳଷ୍ଟେଶନର ଓ୍ବାଶିଂ ଲାଇନ୍‌ରେ ଟ୍ରେନ୍‌ର ଟଏଲେଟ୍‌ରୁ ଏକ ଯୁବକଙ୍କ ମୃତଦେହକୁ ଜବତ କରିଛି ସମ୍ବଲପୁର ରେଳବାଇ ପୋଲିସ। ମୃତ ଯୁବକ ଜଣକ ସମ୍ବଲପୁର ଜିଲା ବଡ଼ରମାର ପ୍ରସାଦୀ ବାଗ(୩୮) ବୋଲି ପରିଚୟ ମିଳିଛି। ସେ ସିକନ୍ଦରାବାଦରେ କୌଣସି…

ପଥରରେ ଛେଚି ଯୁବକଙ୍କୁ ହତ୍ୟା, ବାଇକ୍‌ ସହ ମୃତଦେହ ଜବତ

ଦିଗପହଣ୍ଡି,୧୦ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଟିଗୁଡ଼ା ପଞ୍ଚାୟତ ଡୋଳବ ଗାଁ ନିକଟ ରାସ୍ତାକଡ ଚାଷଜମିରୁ ଜଣେ ଯୁବକଙ୍କ ମୃତଦେହକୁ ସୋମବାର ସକାଳେ ପାଟପୁର ପୋଲିସ ଜବତ କରିଛି। ମୃତକ ଜଣକ ହେଲେ ପୋଡ଼ାମାରି ଗ୍ରାମ ଢ଼ିମିରା ସାହିର…

ବରଗଡ଼ରୁ ଅଯୋଧ୍ୟା ଗଡ଼ିଲା ବସ୍‌, ଷ୍ଟିଅରିଂ ଧରି ବିଧାୟକ କଲେ ଶୁଭାରମ୍ଭ

ବରଗଡ଼,୧୦ା୨(ପ୍ରେମାନନ୍ଦ ଖମାରୀ): ବରଗଡ଼ରୁ ଅଯୋଧ୍ୟାକୁ ସୋମବାର ସରକାରୀ ବସ୍‌ ସେବା ଆରମ୍ଭ ହୋଇଛି। ଆଜି ସକାଳେ ସ୍ଥାନୀୟ ବିଧାୟକ ଅଶ୍ବିନୀ କୁମାର ଷଡ଼ଙ୍ଗୀ ଏହାର ଶୁଭାରମ୍ଭ କରିଛନ୍ତି। ବରଗଡ଼ରୁ ସକାଳ ୮ଟାରୁ ଏହି ବସ୍‌ ବାହାରି ସମ୍ବଲପୁର, ଝାରସୁଗୁଡ଼ା ସୁନ୍ଦରଗଡ଼, ରାଉରକେଲା,…

ଆଜି ବରଗଡ଼ରୁ ଅଯୋଧ୍ୟାକୁ ଗଡ଼ିବ ବସ୍‌, ଜାଣି ରଖନ୍ତୁ ରୁଟ୍‌ ଚାର୍ଟ…

ବରଗଡ଼,୧୦ା୨(ପ୍ରେମାନନ୍ଦ ଖମାରୀ): ବରଗଡ଼ରୁ ଅଯୋଧ୍ୟାକୁ ଏଣିକି ସରକାରୀ ଯାତ୍ରୀବାହୀ ବସ୍‌ ସେବା ମିଳିବ। ସୋମବାର ଏହାର ଶୁଭାରମ୍ଭ ହେବ। ସୋମବାର ସକାଳ ୭ଟା ୩୦ମିନିଟ୍‌ରେ ଏହାର ଶୁଭାରମ୍ଭ କାର୍ଯ୍ୟକ୍ରମ ରହିଛି। ବରଗଡ଼ ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ ଏହାର ଶୁଭାରମ୍ଭ କରିବେ।…

ସିଲ୍‌ ହେଲା ନକଲି ଗୁଟ୍‌ଖା କମ୍ପାନୀ: ୨ କର୍ମଚାରୀଙ୍କୁ ଉଠାଇ ନେଲା ଜିଏସ୍‌ଟି ବିଭାଗ

କୁନ୍ଦୁରା,୯ା୨(ସନ୍ତୋଷ ପ୍ରହରାଜ)- କୋରାପୁଟ ଜିଲା କୁନ୍ଦୁରା ବ୍ଲକ୍‌ ମସିଗାଁ ପଞ୍ଚାୟତର ବରଗୁଡା, ତରାପୁଟ ଗାଁ ଓ ଦିଗାପୁର ମୁଖ୍ୟ ରାସ୍ତା ପାର୍ଶ୍ୱରେ ଚାଲିଥିବା ନକଲି ଗୁଟ୍‌ଖା କମ୍ପାନୀ ଉପରେ କେନ୍ଦ୍ର ଏବଂ ଆନ୍ଧ୍ର ଜିଏସ୍‌ଟି ବିଭାଗ ପକ୍ଷରୁ ଶନିବାର ଚଢ଼ାଉ କରି…

ପେପର୍‌ କାର୍ଟୁନ କାରଖାନାରେ ଭୟାବହ ଅଗ୍ନିକାଣ୍ଡ: କୋଟିଏରୁ ଅଧିକ ଟଙ୍କାର ସାମଗ୍ରୀ ପୋଡି ନଷ୍ଟ

ରାୟଗଡ଼ା,୯।୨(ଆଶିଷ ରଞ୍ଜନ ପଣ୍ଡା) – ରାୟଗଡ଼ା ଜିଲା ଚାନ୍ଦିଲି ଥାନା ଅନ୍ତର୍ଗତ ଭାକୁରଗୁଡାଠାରେ ଥିବା ପେପର୍‌ କାର୍ଟୁନ କାରଖାନାରେ ରବିବାର ଭୟାବହ ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷୟକ୍ଷତି ଘଟିଛି। ଖବରପାଇ ରାୟଗଡ଼ା ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଦୀର୍ଘ ୩…

ସାନଭାଇଙ୍କୁ ଗୁଳିକରି ହତ୍ୟା ଘଟଣା: ଅଭିଯୁକ୍ତ ହତ୍ୟାକାରୀ ବଡ଼ଭାଇ କୋର୍ଟ ଚାଲାଣ

ଲାଞ୍ଜିଗଡ଼,୯।୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଶ୍ବନାଥପୁର ଥାନା ଅନ୍ତର୍ଗତ ବେଡ଼ାଗାଁ ପଞ୍ଚାୟତ ଦେହେଡ଼ା ଗାଁରେ ପୂର୍ବ ଶତ୍ରୁତାରୁ ବଡଭାଇ ସାନଭାଇଙ୍କୁ ଶୁକ୍ରବାର ରାତିରେ ଗୁଳିକରି ହତ୍ୟାରେ ସାନଭାଇଙ୍କ ମୃତ୍ଯୁ ଘଟିଥିବା ଘଟଣାରେ ଅଭିଯୁକ୍ତ ବଡଭାଇ କୃଷ୍ଣ ମାଝୀକୁ…

ଲାଞ୍ଜିଗଡରେ କଂଗ୍ରେସର କର୍ମୀଙ୍କ ବିଶାଳ ଶୋଭାଯାତ୍ରା, ଅଞ୍ଚଳର ବିକାଶ ପାଇଁ ରାଜ୍ୟପାଳଙ୍କୁ ଦାବିପତ୍ର

ଲାଞ୍ଜିଗଡ,୯ା୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ଠାରେ ରବିବାର ଜିଲା କଂଗ୍ରେସ କମିଟିର କର୍ମୀ ସମ୍ମିଳନୀ ସହିତ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହେଇଥିବା ବେଳେ ଲାଞ୍ଜିଗଡ଼ର ପାରିପାର୍ଶ୍ବିକ ଅଞ୍ଚଳର ବିକାଶ ପାଇଁ ରାଜ୍ୟପାଳଙ୍କ ଉଦେଶ୍ୟରେ ଏକ ଦାବିପତ୍ର…

ସମ୍ପତ୍ତି ପାଇଁ ବିବାଦ: ମୃତ୍ୟୁର ୧୪ ଘଣ୍ଟା ପରେ କରାଗଲା ଅନ୍ତିମ ସଂସ୍କାର                   

ଦିଗପହଣ୍ଡି, ୯ା୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବି.ତୁରୁବୁଡି ଗ୍ରାମରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ସମ୍ପତ୍ତି ପାଇଁ ବିବାଦ କାରଣରୁ ଗ୍ରାମର ନିଃ ସନ୍ତାନ ମହିଳା ଏସ. ସାକିଲି ରେଡ୍ଡୀ ମୃତ୍ୟୁବରଣ କରିବା ପରେ ମରଶରୀରକୁ ସଂସ୍କାର କରାନଯାଇ…

କଳାହାଣ୍ଡିର ଏହି ଜଳପ୍ରପାତରେ ଘଟିଲା ଅଘଟଣ: ସେଲ୍‌ଫି ନେବାବେଳେ ଗୋଡ଼ ଖସି ଯୁବକ ନିଖୋଜ

କୋକସରା,୯।୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା ପର୍ଯ୍ୟଟନସ୍ଥଳୀ ଗୁଡ଼ହାଣ୍ଡି ଡୋକାରିଚଞ୍ଚରା ଜଳପ୍ରପାତରେ ରବିବାର ଏକ ଅଘଟଣ ଘଟିଛି। ସେଲ୍‌ଫି ନେବାବେଳେ ଜଳପ୍ରପାତରେ ପଡି ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ଯୁବକ ଜଣକ ହେଲେ ନବରଙ୍ଗପୁର ଜିଲା କୋଡ଼ିଙ୍ଗା ଥାନା ଅନ୍ତର୍ଗତ ଡୁମରମୁଣ୍ଡା…

ଛାତ୍ରୀଛାତ୍ର ଶିଖିଲେ, ଦେଖିଲେ ଆଉ ବୁଝିଲେ: ଜଳବାୟୁ ପରିବର୍ତ୍ତନ, ଜଙ୍ଗଲ ଓ ପାଣିର ସୁରକ୍ଷା ନେଇ ସଚେତନ ହେଲେ

ଦାରିଙ୍ଗବାଡି, ୯ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବୁଡଗୁଡା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଛାତ୍ରୀଛାତ୍ର ମାନଙ୍କୁ ଜଳବାୟୁ ପରିବର୍ତ୍ତନ ଆଉ ଜଙ୍ଗଲ ଓ ପାଣିର ସୁରକ୍ଷା ନେଇ ସଚେତନ କରାଯାଉଛି। ଏଥିପାଇଁ ଛାତ୍ରୀଛାତ୍ର ମାନଙ୍କୁ ବିଦ୍ୟାଳୟ ପକ୍ଷରୁ ରବିବାର…

ତାମିଲନାଡୁ ଦାଦନ ଖଟିବାକୁ ଯାଇ ବାପା ଓ ପୁଅ ମୃତ: ହତ୍ୟା ଅଭିଯୋଗ ଆଣିଲେ ପରିବାର

ଭୁବନେଶ୍ୱର, ୯ା୨: ଏକ ଦୁଃଖଦ ଘଟଣା ଯାହା ଓଡିଶାର ପ୍ରବାସୀ ଶ୍ରମିକଙ୍କ ଦୁର୍ବଳତାକୁ ପୁନର୍ବାର ଉନ୍ମୋଚନ କରିଛି। ବଲାଙ୍ଗିରର ଜଣେ ବ୍ୟକ୍ତି ଏବଂ ତାଙ୍କ ପୁଅ ତାମିଲନାଡୁରେ ସନ୍ଦେହଜନକ ପରିସ୍ଥିତିରେ ମୃତ ଅବସ୍ଥାରେ ମିଳିଛନ୍ତି। ମୃତକଙ୍କ ନାମ ଅଭିରାମ କଟା ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?