ରେଲଓ୍ବେ ଅଧିକାରୀଙ୍କୁ ଠକି ଥିଲେ: ଝାଡ଼ଖଣ୍ଡରୁ ପଡ଼ିଲେ ଧରା
କୋରାପୁଟ,୧୦ା୨(ଅମିତାଭ ବେହେରା): କୋରାପୁଟ ରେଲଓ୍ବେର ଜଣେ ଅଧିକାରୀ ସାଇବର ଠକେଇର ଶିକାର ହୋଇଛନ୍ତି। ଟେଲିଗ୍ରାମ୍ ଆପ୍ ଜରିଆରେ ଆପ୍ଲେ ଭେକେସନ କମ୍ପାନୀରେ ପାର୍ଟଟାଇମ ଜବ୍ କଲେ ଆକର୍ଷଣୀୟ କମିଶନି ମିଳିବା ଲୋଭ ଦେଖାଇ ତାଙ୍କଠାରୁ ପର୍ଯାୟକ୍ରମେ ୬ ଲକ୍ଷ ୯୦ ହଜାର…
ଜେଏସଡବ୍ଲ୍ୟୁ, ଆଦାନୀ ବିରୋଧରେ ରଣହୁଙ୍କାର:ଜେଏସଡବ୍ଲ୍ୟୁ ଖଣିରେ ଧସି ପସିଲେ ବିକ୍ଷୋଭକାରୀ
ଟେନସା,୧୦ା୨(ସମୀର କୁମାର ପାଢ଼ୀ):କୋଇଡା ଖଣି ମଣ୍ଡଳ ଓଡ଼ିଶା ଖଣି ନିଗମ ପରିଚାଳିତ କୁର୍ମିତର ଖଣ୍ଡାଧାର ଲୌହ ଖଣି କାର୍ଯ୍ୟାଳୟଠାରେ ଗତ ୮ତାରିଖରେ ବଣାଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ନେତୃତ୍ୱରେ ହଜାର ହଜାର କର୍ମୀ ବ୍ୟାନର ପୋଷ୍ଟର, ପତାକା ଧରି ଗଣଧାରଣା ସହ…
ବିକଳାଙ୍ଗ କୁଷ୍ଠ ରୋଗୀଙ୍କ ସଫଳତାର ସହ ଅସ୍ତ୍ରୋପଚାର: ୧୩,୫୦୦ ପ୍ରୋତ୍ସାହନ ରାଶି ପ୍ରଦାନ
କୋରାପୁଟ,୧୦।୨(ଅମିତାଭ ବେହେରା): କୋରାପୁଟ ସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ସଫଳତାର ସହ ଚାରି ଜଣ ବିକଳାଙ୍ଗ କୁଷ୍ଠ ରୋଗୀଙ୍କ ଅସ୍ତ୍ରୋପଚାର ହୋଇଛି। ରାଜ୍ୟ ତରଫରୁ ଶଲ୍ୟ ବିଶେଷଜ୍ଞ ଡାକ୍ତର ଲକ୍ଷ୍ମୀକାନ୍ତ କର୍ମୀ ଏବଂ ଫିଜିଓଥେରାପିଷ୍ଟ କେ.…
‘ସାଧୁସନ୍ଥଙ୍କ ଦର୍ଶନ ପାଇ ନିଜକୁ ଧନ୍ୟ ମନେ କରୁଛି’
ନୂଆପଡ଼ା,୧୦ା୨ (ମକାରୁ ବେମାଲ): ନୂଆପଡ଼ା ସଦର ବ୍ଲକ ଆମସେନାଠାରେ ଥିବା ଗୁରୁକୁଳ ଆଶ୍ରମର ୫୮ ତମ ବାର୍ଷିକ ମହୋତ୍ସବ, ୨୦୧ କୁଣ୍ଡିୟ ବୈଦିକ ମହାଯଜ୍ଞ ଓ ଆର୍ଯ୍ୟ ସମ୍ମିଳନୀ ସୋମବାର ଉଦ୍ଯାପିତ ହୋଇଯାଇଛି। ଓଡ଼ିଶା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଦିନିକିଆ…
ପ୍ରେମିକାଙ୍କୁ ବାହାହେବାକୁ ଜିଦ୍ ଧରି ବସିଥିଲେ, ମନା କରିବାରୁ ବାପାଙ୍କ ସହ କଲେ ଏମିତି…
ଯୋଡ଼ା,୧୦ା୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ାସ୍ଥିତ ବାଂଶପାଣି ନିକଟ ଟୋଲ ଗେଟ୍ ବସ୍ତିରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳହରୁ ପୁଅର କାଠଫାଳିଆ ମାଡ଼ରେ ବାପାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଗ୍ରାମର ଅଜୟ ସେଠୀ (୫୦)। ଖବର ପାଇ…
ପ୍ରଧାନ ଶିକ୍ଷକ ଅର୍ଥ ହେରଫେର ମାମଲା: ତଦନ୍ତ ନିର୍ଦ୍ଦେଶ ପାଳନ କରୁନି ଶିକ୍ଷା ବିଭାଗ
ନୂଆପଡ଼ା,୧୦ା୨ (ମକାରୁ ବେମାଲ): ସ୍ଥାନୀୟ ନ୍ୟାଶନାଲ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଅର୍ଥ ହେରଫେର ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି। ଏ ନେଇ ବିଦ୍ୟାଳୟ ପରିଚାଳନା କମିଟି ପୂର୍ବତନ ସଭାପତି ଦିନନାଥ ସତନାମୀ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ଦୃଷ୍ଟି ଆକର୍ଷଣ…
ବିଇଓ ଅଫିସ ଘେରିଲେ ଅଭିଭାବକ
ଗଞ୍ଜାମ,୧୦ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଖଟୁଆକୁଦା ଗ୍ରାମ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଦିବ୍ୟସିଂହ ପଲାଇଙ୍କ ବଦଳି ପ୍ରତ୍ୟାହାର ଦାବି ଜୋର ଧରିଛି। ଶିକ୍ଷକଙ୍କ ବଦଳିକୁ ବିରୋଧ କରି ପ୍ରଥମେ ଛାତ୍ରୀଛାତ୍ର ଓ ଅଭିଭାବକ…
ଛେଲିକୁ ବି ଛାଡ଼ିନେଲେ ଚୋର, ବାକ୍ସ ସହ ନେଇଗଲେ
ବଡ଼ଗାଁ,୧୦ା୨(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଆଦର୍ଶ ଥାନା ପୋଲିସକୁ ଚୋରମାନେ ବାରମ୍ବାର ଚାଲେଞ୍ଜ ଦେଇଆସୁଥିବା ସତ୍ତ୍ୱେ ପୋଲିସ ଚୋରଙ୍କୁ ଧରିବାରେ ବିଫଳ ହୋଇଛି। ପ୍ରାୟ ବର୍ଷେ ହେଲା ବଡ଼ଗାଁ ଥାନା ଅଞ୍ଚଳରେ ଚୋରି ଏକ ସାଧାରଣ ଘଟଣାରେ ପରିଣତ ହୋଇଛି।…
ଆର୍ଡିସି କ୍ୟାଡେଟଙ୍କୁ ସମ୍ବର୍ଦ୍ଧନା
ଭଞ୍ଜନଗର,୧୦ା୨(ବାବୁଲା ପ୍ରଧାନ)-ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଏନ୍ସିସି ଆର୍ମି ୱିଙ୍ଗର କ୍ୟାଡେଟ ନିବେଦିତା ବିଷୋୟୀ ଏବଂ ଫକୀର ମୋହନ ରାଉତ ଦିଲ୍ଲୀରେ ଅନୁଷ୍ଠିତ ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ଅଂଶ ଗ୍ରହଣ କରିଥିଲେ। ଏହାପରେ ସେମାନେ ଗତ ୨୮ ତାରିଖରେ…
ତାତି ନ ଆସୁଣୁ ଜଳୁଛି ଜଙ୍ଗଲ
ପାଟଣା,୧୦।୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଖିରେଇଟାଙ୍ଗିରି ସେକ୍ସନ ଯମୁନା ପଶି ବିଟ୍ ଅନ୍ତର୍ଗତ କଣ୍ଟିଆପଡା ସରଧାପୁର ରାସ୍ତା କଡ କଣ୍ଟିଆପଡା ଗ୍ରାମ୍ୟ ଜଙ୍ଗଲରେ କେହି ଦୁର୍ବୃତ୍ତ ସୋମବାର ପୂର୍ବାହ୍ନରେ ନିଆଁ ଲଗାଇ ଦେଇଥିଲେ। ଫଳରେ ୧ହେକ୍ଟର ପରିମିତ ଜଙ୍ଗଲରେ…
ଦାରିଙ୍ଗବାଡିକୁ ସ୍ବତନ୍ତ୍ର ପରିଚୟ ଦେଇଛି କଫି, ୧୪ ମେଟ୍ରିକ ଟନ୍ କଫି ମଞ୍ଜି ନିଆଗଲା କୋରାପୁଟ
ଦାରିଙ୍ଗବାଡି, ୧୦।୨ (ଅରୁଣ ସାହୁ ): ପ୍ରତିବର୍ଷ ଭଳି ଏଥର ମଧ୍ୟ ଦାରିଙ୍ଗବାଡି କଫିକୁ ପ୍ରାଥମିକ ପ୍ରସ୍ତୁତି କରାଯାଇ ମଞ୍ଜି ପ୍ରସ୍ତୁତ କରାଯାଇଛି। ଚଳିତ ବର୍ଷ ୧୪ ମେଟ୍ରିକ ଟନ୍ କଫି ମଞ୍ଜି ସଂଗ୍ରହ ଓ ପ୍ରସ୍ତୁତି କାର୍ଯ୍ୟ ପରେ ସୋମବାର…
କାମ ସାରି ଘରକୁ ଫେରୁଥିଲେ: ବାଟରେ ଘଟିଲା ଏମିତି…
ନିରାକାରପୁର,୧୦।୨(ମାନସ ଚନ୍ଦ୍ର ପଟ୍ଟନାୟକ): କାମ ସାରି ଫେରୁଥିବା ବେଳେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଅଧୀନ ରାମେଶ୍ୱର ପଞ୍ଚାୟତ ଖଜୁରୀପଡା ମୁସଲମାନ ସାହିର ସେକ୍ ଅତାଉଲ୍ଲା ଓରଫ…

