ଆମ ଜିଲା ଖବର

ମୁରବୀ ହୀନ ହୋଇଛି ୩ କାର୍ଯ୍ୟାଳୟ, ଖାଲି ପଡ଼ିଛି ଗୁରୁତ୍ୱପୂର୍ଣ୍ଣ ପଦବୀ

ପୁରୁଷୋତ୍ତମପୁର,୧୪ା୨(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରଟି କବିସୂର୍ଯ୍ୟନଗର ଓ ଖଲ୍ଲିକୋଟ ଦୁଇଟି ବିଧାନସଭା ନିର୍ବାଚନ ମଣ୍ଡଳୀର ପରିସରରେ ରହିଛି। ଏଠାରେ ଦୁଇ ଦୁଇଜଣ ବିଧାୟକ ରହିଥିବା ସତ୍ତ୍ୱେ ମୁରବୀ ହୀନ ହୋଇପଡ଼ିଛି କାର୍ଯ୍ୟାଳୟ। ଯାହାଦ୍ବାରା ଲୋକେ ସେମାନଙ୍କ ନିଜ ନିଜର କାର୍ଯ୍ୟ…

ସୁନା ଦୋକାନୀଙ୍କୁ ଛୁରାମାଡ଼: ସୁନା-ରୁପା, ଟଙ୍କା ଲୁଟିନେଲେ

ଚାନ୍ଦବାଲି,୧୪।୨(ଅଶୋକ ପଣ୍ଡା): ଦିନକୁ ଦିନ ଭଦ୍ରକ ଜିଲା ଘଣ୍ଟେଶ୍ୱର ଅଞ୍ଚଳ ଅଶାନ୍ତ ହେବାରେ ଲାଗିଛି। ପୋଲିସ ଆଖିରେ ଧୂଳିଦେଇ ଦୁର୍ବୃତ୍ତମାନେ ଚୋରି ସାଙ୍ଗକୁ ମରଣାନ୍ତକ ଆକ୍ରମଣ ମଧ୍ୟ କରୁଛନ୍ତି। ସୂଚନା ମୁତାବକ, ଗତକାଲି ରାତି ୮ଟା ସମୟରେ ବାଂଶଡା ଥାନା ଅଧୀନସ୍ଥ…

ପାହାଡ଼ ଉପରେ ଚାଲିଛି ଇ-କେୱାଇସି ଅପ୍‌ଡେଟ୍‌

ଭବାନୀପାଟଣା,୧୪ା୨(ଉତ୍ତମ କୁମାର ଦାଶ):ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ଇ-କେୱାଇସି ଅପ୍‌ଡେଟ୍‌ ଶେଷ ତାରିଖ ଆସନ୍ତା ୧୫ ତାରିଖ ଶନିବାର ବୋଲି ଗତ ଜାନୁୟାରୀ ଶେଷରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଥିଲେ। ଏହି କ୍ରମରେ କଳାହାଣ୍ଡି ଜିଲାରେ ୧୪ ଲକ୍ଷ…

୨ ଶିଶୁ ଜୀବନ୍ତ ଦଗ୍ଧ ଘଟଣା: ପରିବାରକୁ ସାମାଜିକ କର୍ମୀଙ୍କ ସହାୟତା

ଲାଞ୍ଜିଗଡ଼,୧୪ା୨(ରମେଶ ଚନ୍ଦ୍ର ନାୟକ):କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ୍‌ ଲାଖବାହାଲି ପଞ୍ଚାୟତ ତାଳବୋରା ଗାଁରେ ଗତ ମଙ୍ଗଳବାର ପାଳ କୁଡ଼ିଆ ଜଳି ୨ ଶିଶୁ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ଏ ନେଇ ବିଭିନ୍ନ ଗଣାମାଧ୍ୟମରେ ଖବର ପ୍ରସାରଣ ପରେ ମୃତ ଶିଶୁଙ୍କ ମା’ବାପାଙ୍କୁ…

ମହରଗିଙ୍କ ପରିବାରକୁ ମିଳିଲା ପିଡିଏସ୍‌ ଚାଉଳ: ଖୁବଶୀଘ୍ର ମିଳିବ ଭତ୍ତା, ଘର

ଲୋଇସିଂହା,୧୪।୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ବେନ୍ଦ୍ରା ପଞ୍ଚାୟତ ବେନ୍ଦ୍ରା ସଦର ଗ୍ରାମର ମହରଗି ଭୂଏ(୬୦)। ଦୀର୍ଘବର୍ଷ ହେଲା ତାଙ୍କ ସ୍ବାମୀ ଆରପାରିକୁ ଚାଲି ଯାଇଥିବା ବେଳେ ଅର୍ଥ ଅଭାବରୁ ଠିକ ସମୟରେ ଚିକିତ୍ସା କରି ନ ପାରି ଦୁଇପୁଅଙ୍କୁ ହରାଇଛନ୍ତି।…

ମିଳୁନି ମୂଲ, ଟମାଟୋ ଚାଷକରି ଚାଷୀ ହତାଶ

ବରଗଡ଼,୧୪।୨(ପ୍ରେମାନନ୍ଦ ଖମାରୀ):କୃଷିକ୍ଷେତ୍ରରେ ବରଗଡ଼ ଜିଲାର ଏକ ଭିନ୍ନ ପରିଚୟ ରହିଛି। ଚାଷୀବହୁଳ ଏହି ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ସେହିପରି ଏଠାରେ ପନିପରିବା ଚାଷ ମଧ୍ୟ ପଛରେ ପଡ଼ିନାହିଁ। ଜିଲାର ଉଭୟ ହୀରାକୁଦ ଜଳସେଚିତ…

ନାବାଳିକାଙ୍କ ସହ ଶାରୀରିକ ସମ୍ପର୍କ ରଖି ଜେଲ ଗଲେ ଯୁବକ

ଜି.ଉଦୟଗିରି,୧୩ା୨(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ନାବାଳିକା (୧୩)ଙ୍କ ସହ ଶାରୀରିକ ସମ୍ପର୍କ ରଖି ଧରାପଡିବା ପରେ ଜଣେ ଯୁବକ ଜେଲ୍‌ ଯାଇଛନ୍ତି। ଖବରରୁ ଜଣାପଡିଛି, ଯୁବକ ଜଣକ ସମ୍ପୃକ୍ତା…

କଲେଜରେ ଛୁରାମାଡ଼, ଅଭିଯୁକ୍ତ ଛାତ୍ର ଗିରଫ

ଖଲ୍ଲିକୋଟ,୧୩ା୨(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟସ୍ଥିତ ରାମଚନ୍ଦ୍ର ମର୍ଦ୍ଦରାଜ (ଆର୍‌ସିଏମ୍‌) କଲେଜରେ ଛୁରାମାଡ଼ କରିଥିବା ଛାତ୍ର ମେଘନାଦ ପାହାନ (୨୨)ଙ୍କୁ ପୋଲିସ ଗୁରୁବାର ଗିରଫ କରିଛି। ଖଲ୍ଲିକୋଟ ଥାନା ଅନ୍ତର୍ଗତ ତୁଳସୀପୁର ଗ୍ରାମର ମେଘନାଦ ଆର୍‌ସିଏମ୍‌ କଲେଜରେ ଯୁକ୍ତ ୩…

ହଷ୍ଟେଲରେ ଛାତ୍ରୀଛାତ୍ରଙ୍କୁ ନିର୍ଯାତନା ମାମଲା: ସୁପରିଟେଣ୍ଡେଣ୍ଟ ନିଲମ୍ବିତ

ପାରଳାଖେମୁଣ୍ଡି,୧୩ା୨(ଗିରିଧାରୀ ପରିଛା): ଗଜପତି ଜିଲାରେ ଥିବା ଅନ୍ବେଷା ହଷ୍ଟେଲର ଛାତ୍ରୀଛାତ୍ରଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗର ତଦନ୍ତ ପରେ ସୁପରିଟେଣ୍ଡେଣ୍ଟ ରାଜେନ୍ଦ୍ର ସାହୁଙ୍କୁ ନିଲମ୍ବିତ କରାଯାଇଛି। ଜିଲାପାଳ ବିଜୟ କୁମାର ସାହୁ ତାଙ୍କ ଚିଠି ନଂ. ୫୬୨/୨୫ରେ ତାଙ୍କୁ ବୁଧବାର ନିଲମ୍ବନ କରିଥିବା…

ସୁନ୍ଦରଗଡ଼ରେ ଚାଞ୍ଚଲ୍ୟ: ଯୁବତୀଙ୍କୁ ଅପହରଣ କରି ବଳାତ୍କାର

ରାଉରକେଲା,୧୩।୨(ସଙ୍ଗୀତା ଜେନା): ସୁନ୍ଦରଗଡ଼ ଜିଲା ବିଶ୍ରା ଥାନା ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବତୀ ବଜାର କରି ଘରକୁ ଫେରୁଥିବା ବେଳେ ଜଣେ ଯୁବକ ତାଙ୍କୁ ଅପହରଣ କରି ଏକ ନିକାଞ୍ଚନ ସ୍ଥାନରେ ବଳାତ୍କାର କରିଥିବା ଅଭିଯୋଗ…

ବାଇକ୍‌-ଟାଟା ଏସିଇ ମୁହାଁମୁହିଁ ଧକ୍କା, ଚାଲିଗଲା ଜଣଙ୍କ ଜୀବନ

ରାଉରକେଲା,୧୩।୨(ସଙ୍ଗୀତା ଜେନା): ସୁନ୍ଦରଗଡ଼ ଜିଲା ବିଶ୍ରା ଥାନା ଅଧୀନ ମହୀପାଣି ଅଞ୍ଚଳରେ ଗୁରୁବାର ସନ୍ଧ୍ୟା ଏକ ବାଇକ୍‌ ଓ ଟାଟା ଏସିଇ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଟାଟା ଏସିଇ ଚାଳକ ଆହତ ହୋଇଛନ୍ତି।…

ଫେଲ ମାରିଛି ବସୁଧା ଯୋଜନା:ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟାନୁଷ୍ଠାନ ଶୂନ

ଥୁଆମୁଳ ରାମପୁର,୧୩।୨(ଦୁର୍ଗା କୀର୍ତ୍ତି): ସରକାରଙ୍କ ପକ୍ଷରୁ ଲୋକମାନଙ୍କୁ ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ବିଭିନ୍ନ ଯୋଜନା ହାତକୁ ନେଇଛନ୍ତି। ସେଥିପାଇଁ କଳାହାଣ୍ତି ଜିଲା ଆଦିବାସୀ ଅଧ୍ୟ୍ୟୁଷିତ ଥୁଆମୁଳ ରାମପୁର ବ୍ଳକର ୨୪ ଟି ପଞ୍ଚାୟତର ଗ୍ରାମଗୁଡିକରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?