ଅନୁସୂଚିତ ଜାତି-ଜନଜାତି ବିଦ୍ୟାଳୟରେ କେବଳ ଭିତ୍ତିଭୂମି ନୁହେଁ, ଉନ୍ନତମାନର ଶିକ୍ଷା ଦିଆଯିବା ଆବଶ୍ୟକ
ବାଲିଗୁଡା,୧୩।୨:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ୯ଟି ବ୍ଲକରେ ରହିଥିବା ଅନୁସୂଚିତ ଜାତି ଓ ଜନଜାତି ମଙ୍ଗଳ ବିଭାଗ ଦାରା ପରିଚାଳିତ ବିଦ୍ୟାଳୟରେ କେବଳ ଭିତ୍ତିଭୂମି ନୁହେଁ, ଛାତ୍ରୀଛାତ୍ରମାନଙ୍କ ନିମନ୍ତେ ପ୍ରଦାନ କରାଯାଉଥିବା ଖାଦ୍ୟ, ପୋଷାକ ଓ…
ନିଆଁ ଲାଗି ଫସଲ ନଷ୍ଟ: ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚାଷୀ
ଖଜୁରୀପଡ଼ା,୧୩ା୨(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରୀପଡ଼ା ତହସିଲ ଅନ୍ତର୍ଭୁକ୍ତ ବଲସକୁମ୍ପା ପଞ୍ଚାୟତର କେନ୍ଦ୍ରା ସାହିରେ ଚାଷୀ ସଞ୍ଜୟ କହଁର ବସବାସ କରନ୍ତି। ଗରିବ ଆଦିବାସୀ ଶ୍ରେଣୀର ଅଟନ୍ତି ସଞ୍ଜୟ। ସେ ମୂଲ ମଜୁରୀ କାମ ସାଙ୍ଗକୁ ନିଜ ଜମିରେ ଚାଷବାସ କରି…
ଗେଷ୍ଟ୍ ହାଉସ୍ରେ ଚାଲିଥିଲା ସେକ୍ସ ର଼୍ୟାକେଟ୍: ଜଣେ ଯୁବତୀଙ୍କ ସହ ୩ ଗ୍ରାହକଙ୍କୁ ବାନ୍ଧିଲା ପୋଲିସ
ବଲାଙ୍ଗୀର,୧୩ା୨(ସୁନୀଲ ମହାନ୍ତି): ବଲାଙ୍ଗୀର ସହର ଭିତରେ ସେକ୍ସ ର଼୍ୟାକେଟ୍ ଠାବ ହୋଇଛି। ରାଜେନ୍ଦ୍ର ପାର୍କ ନିକଟରେ ଥିବା ତିରୁପତି ଗେଷ୍ଟ ହାଉସ୍ରେ ସେକ୍ସ ର଼୍ୟାକେଟ୍ ଚାଲିଥିବା ନେଇ ଖବର ପାଇଥିଲା ଟାଉନ ଥାନା ପୋଲିସ। ଏକ ସ୍ବତନ୍ତ୍ର ଟିମ୍ ଗେଷ୍ଟ୍ ହାଉସ୍…
କଉଡ଼ିଆ ଗାଁରେ ଲୋକଙ୍କୁ ମିଳୁନି ପାନୀୟ ଜଳ, ପ୍ରତିବାଦରେ ରାସ୍ତା ଅବରୋଧ କଲେ ମହିଳା
ଦିଗପହଣ୍ଡି,୧୩ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଉଡ଼ିଆ ଗ୍ରାମରେ ପାନୀୟ ଜଳ ସଙ୍କଟ ଦେଖାଦେଇଛି। ପାନୀୟ ଜଳ ପାଇଁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ଗ୍ରାମରେ ନିର୍ମାଣ…
ଉଦ୍ଧାର ହେଲା ଚୋରି ବାଇକ୍, ୨ ଅଭିଯୁକ୍ତ ଗିରଫ
ଅତାବିରା/ସରଣ୍ଡା,୧୩ା୨(ହୃଷୀକେଶ ଖମାରୀ/ଯୁଧିଷ୍ଠିତ ମହାପାତ୍ର): ବରଗଡ଼ ଜିଲା ଅତାବିରା ଆଇସିଆଇସିଆଇ ବ୍ୟାଙ୍କ ସମ୍ମୁଖରୁ ମଙ୍ଗଳବାର ଚୋରି ହୋଇଥିବା ବାଇକ୍(ନଂ-ଓଡି ୧୭ ଏସ୍ ୧୫୭୯)କୁ ପୋଲିସ ଜବତ କରିଛି। ଏହା ସହିତ ଏହି ଚୋରି ଘଟଣାରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି।…
ଧରିତ୍ରୀ ପ୍ରଭାବ: ଖବର ପ୍ରକାଶ ପରେ ଆରମ୍ଭ ହେଲା କେନାଲ ଘାଇ ମରାମତି କାର୍ଯ୍ୟ
ବରଗଡ଼,୧୩ା୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ବ୍ଲକ ଅନ୍ତର୍ଗତ ଖୁଣ୍ଟପାଲି ଶାଖା କେନାଲର ସ୍ଥାନୀୟ ବ୍ରାହ୍ମଣ ଆମ୍ବବୁରେଇ ନିକଟରେ ସୋମବାର ବିଳମ୍ବିତ ରାତିରେ ଘାଇ ସୃଷ୍ଟି ହୋଇଥିଲା। ଏଥିରେ କେନାଲ ପାର୍ଶ୍ୱବର୍ତ୍ତୀ ଚାଷଜମି ପ୍ରଭାବିତ ହୋଇଥିଲା। ଏ ସମ୍ପର୍କରେ ବୁଧବାର କେବଳ ଧରିତ୍ରୀରେ ଖୁଣ୍ଟପାଲି…
ହାଇସ୍କୁଲରେ ପଶି ଭଙ୍ଗାରୁଜା ସହ ଚୋରି, ଆନ୍ଦୋଳନକୁ ଓହ୍ଲାଇଲେ ଛାତ୍ରୀଛାତ୍ର
ପୁରୁଷୋତ୍ତମପୁର/କବିସୂର୍ଯ୍ୟନଗର,୧୩ା୨(ସୀମାଞ୍ଚଳ ମିଶ୍ର/କୃପାସିନ୍ଧୁ ସ୍ବାଇଁ): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ତଥା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ବଡ଼ଖରିଡ଼ା କାଳେଶ୍ୱର ଉଚ୍ଚ ବିଦ୍ୟାଳୟରୁ ବାରମ୍ବାର ଚୋରି ହେବାରେ ଲାଗିଛି। ଫଳରେ ଏଥିଯୋଗୁ ପିଲାଙ୍କ ପାଠପଢ଼ାରେ ବ୍ୟାହତ ହେଉଥିବା ବେଳେ ଏଥିପ୍ରତି ପୋଲିସ ଗୁରୁତ୍ୱ ଦେଉ…
ପ୍ରୟାଗରାଜ ଯାଉଥିବା ବସ୍ ଦୁର୍ଘଟଣା: ୨୫ ଆହତ, ୩ ଗୁରୁତର
ଭୋଗରାଇ,୧୩ା୨(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଚନ୍ଦନେଶ୍ୱରରୁ ପ୍ରୟାଗରାଜ ମହାକୁମ୍ଭକୁ ବୁଡ଼ ଦେବାଲାଗି ଯାଉଥିବା ଶ୍ରୀରାମଜୀ ବସ୍ ବିହାର ୟୁପି ସୀମାନ୍ତ ମଥାନୀଠାରେ ଗତ ବୁଧବାର ରାତି ୧୨ଟା ୫୦ମିନିଟ୍ ସମୟରେ ଦୁର୍ଘଟଣା ଗ୍ରସ୍ତ ହୋଇଥିବାର ସୂଚନା ମିଳିଛି। ବସ୍ର…
ଜାତୀୟ ରାଜପଥରେ ଦୁର୍ଘଟଣା ଜନିତ ସେବା ଠିକା ସୁରକ୍ଷା କର୍ମଚାରୀଙ୍କ ବିଭିନ୍ନ ଦାବି ନେଇ ଧାରଣା, ସେବା ଠପ୍
ପାଟଣା,୧୩।୨:(ବୀରକିଶୋର ଦାଶ) କେନ୍ଦୁଝର ଜିଲା ପାଟଣା ବ୍ଲକ କେନ୍ଦୁଝର ତୁରୁମୁଙ୍ଗା ଦେଇ ଯାଇଥିବା ମୁମ୍ବାଇ କୋଲକାତା ୪୯ ନମ୍ବର ଜାତୀୟ ରାଜପଥ ର ଖଇରେଇଟାଙ୍ଗିରି ଟୋଲ ଗେଟ ଅଫିସ ନିକଟରେ ଦୁର୍ଘଟଣା ଜନିତ ଜରୁରୀ କାଳୀନ ସେବା ଯୋଗାଉ ଥିବା ଏନ…
VIMSARରେ ଅବ୍ୟବସ୍ଥା: କରେଣ୍ଟ ଚାଲିଯିବାରୁ ମୋବାଇଲ ଲାଇଟ୍ ଜଳାଇ ଡାକ୍ତର କଲେ ଚିକିତ୍ସା
ସମ୍ବଲପୁର,୧୩।୨: ବୁର୍ଲାରେ ଥିବା ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ୍ ରିସର୍ଚ୍ଚ (VIMSAR)ରେ କେମୋଥେରାପି ନେଉଥିବା ରୋଗୀମାନେ ଭୟଙ୍କର ଅବ୍ୟବସ୍ଥାର ଶିକାର ହୋଇଛନ୍ତି। ବୁଧବାର ବିଦ୍ୟୁତ୍ କାଟ ହେବାରୁ ସେମାନଙ୍କୁ ତିନି ଘଣ୍ଟା ଅନ୍ଧାରରେ ରହିବାକୁ ପଡିଛି।…
ଏଡିଇଓଙ୍କ ଘରେ ଭିଜଲାନ୍ସ ରେଡ
କୋଟପାଡ଼,୧୩।୨: (ରାଜଶେଖର/ଅମିତାଭ ବେହେରା)କୋରାପୁଟ ଜିଲା କୋଟପାଡ଼ ବ୍ଲକ ଅନ୍ତର୍ଗତ ବତାଶନା ପଞ୍ଚାୟତର କାର୍ଯ୍ୟରତ ଏଡିଇଓ ପାର୍ଥସାରଥୀ ବିଶୋଇଙ୍କ ଘରେ ଭିଜିଲାନ୍ସ ଚଡାଉ କରିଛି। ଗୁରୁବାର ସକାଳେ ତାଙ୍କର ବୋରିଗୁମ୍ମା ବ୍ଲକ ଚମ୍ପିଆରେ ଥିବା ପୈତୃକ ଘର ସହ ୭ଟି ସ୍ଥାନରେ ଜୟପୁର…
ବିଧାୟକଙ୍କ ଗାଡ଼ିକୁ ଢେଲା, ଅଣ୍ଡାମାଡ଼
ତିଗିରିଆ, ୧୩ା୨( ଜାଫର ଖଁା ): କଟକ ଜିଲା ତିଗିରିଆ ପଞ୍ଚାୟତ ସମିତିର ସାଧାରଣ ବୈଠକ ବୁଧବାର ଶେଷ କରି ଫେରିଲା ବେଳେ ଶତାଧିକ ଭାଜପା କର୍ମୀ ପୋଲିସ ଉପସ୍ଥିତିରେ ଆଠଗଡ଼ ବିଧାୟକଙ୍କ ଗାଡ଼ିକୁ ଢେଲା ଓ ଅଣ୍ଡାମାଡ଼ କରିଛନ୍ତି। ସେହିପରି…

