ଆମ ଜିଲା ଖବର

ବଦଳିଲେ ପାଟଣା ତହସିଲଦାର, ଆସିଲେ କୌସିକ ପଟ୍ଟନାୟକ

ପାଟଣା,୧୫।୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲଦାର ଲୀଳାବତି ନାୟକଙ୍କ ଶନିବାର ବାଲେଶ୍ୱରକୁ ଡେପୁଟି କଲେକ୍ଟର ଭାବେ ବଦଳି ହୋଇଛି। ସେହିଭଳି ବାଂଶପାଳ ତହସିଲଦାର କୌଶିକ ପଟ୍ଟନାୟକଶଙ୍କର ପାଟଣା ତହସିଲକୁ ତହସିଲଦାର ଭାବେ ବଦଳି ହୋଇଛି। ସୂଚନା ଯେ ପାଟଣା…

ନିଜ ଘରେ ନିଆଁ ଲଗାଇଲେ ମହିଳା, ତା’ପରେ ଯାହା ଘଟିଲା…

ବାଲିଗୁଡ଼ା,୧୫।୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଟାଉନ ସୁନାପାଙ୍ଗାରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ଜଣେ ମାନସିକ ବିକୃତ ମହିଳା ନିଜ ଘରେ ନିଆଁ ଲଗାଇ ଦେଇଛନ୍ତି। ଫଳରେ ଘରେ ଥିବା ସମସ୍ତ ଆସବାବପତ୍ର ପୋଡ଼ି…

ମଜୁରି କରିବାକୁ ଯାଇଥିଲେ: ଆସି ଦେଖିଲା ବେଳକୁ ମୁଣ୍ଡ ଗୁଞ୍ଜିବାକୁ ନ ଥିଲା ଚାଳ

ଜୁନାଗଡ଼,୧୫ା୨(ଅଂଶୁମାନ ଯୋଶୀ)- କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ମୁଣ୍ଡରାଗୁଡା ପଞ୍ଚାୟତ ମହୁଲପଡ଼ାରେ ନିଆଁ ଲାଗି ୩ପରିବାରଙ୍କ ଘର ଜଳିଯାଇଛି। କ୍ଷତିଗ୍ରସ୍ତ ପରିବାର ହେଲେ ଭୋକରଧନ ନାଏକ, ବାଳକୃଷ୍ଣ ଦୁର୍ଗା ଓ ସୁନା ମାଝୀ। ଗରିବ ଶ୍ରେଣୀର ହୋଇଥିବାରୁ ପରିବାର ଲୋକେ ମଜୁରି…

ଶିକ୍ଷକଙ୍କ ଅବସର ବୟସ ୬୨ କରିବାକୁ…..

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଭଞ୍ଜନଗରଠାରେ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ, ଓଷ୍ଟାର ଡାକରାରେ ଓଡିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ ସମିତି, ଭଞ୍ଜନଗର ବ୍ଲକ ତରଫରୁ ଜିଲା ସଭାପତି ସନ୍ତୋଷ ଜେନାଙ୍କ ସଭାପତିତ୍ୱରେ ଏକ ଜରୁରୀ ବୈଠକ ଶନିବାର…

ଅଚାନକ ଆହାର କେନ୍ଦ୍ରରେ ପହଞ୍ଚିଲେ ଏନ୍‌ଏସି ଅଧ୍ୟକ୍ଷ

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଭଞ୍ଜନଗର ଏନ୍‌ଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର ଶନିବାର ଅଚାନକ ସ୍ଥାନୀୟ ଆହାର କେନ୍ଦ୍ର ବୁଲି ଦେଖିଥିଲେ। ସେଠାରେ କିଭଳି ଖାଦ୍ୟ ମିଳୁଛି ସେ ନେଇ ଲୋକଙ୍କୁ ପଚାରିଥିଲେ। ଏଥିସହ ଖାଦ୍ୟର ମାନ ଯାଞ୍ଚ କରିଥିଲେ। ଭଞ୍ଜନଗର ଆହାର କେନ୍ଦ୍ରରେ…

ଗାଲେରି ଅଞ୍ଚଳରେ କାଉ ମଡ଼କ

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗାଲେରି ଅଞ୍ଚଳରେ କିଛି ଦିନ ହେବ କାଉ ମଡକ ଦେଖାଦେଇଛି। ଗତ ୩ରୁ ୪ ଦିନ ମଧ୍ୟରେ ଶତାଧିକ କାଉଙ୍କର ମୃତ୍ୟୁ ହେଲାଣି। ଯାହାକୁ ନେଇ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି। କାଉ ଗୁଡ଼ିକର…

ପୁଣି ବିଜେଡିକୁ ଝଟ୍‌କା: ଭାଜପାରେ ସାମିଲ ହେଲେ ୨ ସମିତିସଭ୍ୟ

ନିଶ୍ଚିନ୍ତକୋଇଲି,୧୫।୨(ଅଶୋକ ମହାପାତ୍ର): ପୁଣି ବିଜେଡିକୁ ଝଟ୍‌କା। ଭାଜପାରେ ମିଶିଲେ ୨ ପଞ୍ଚାୟତର ସମିତିସଭ୍ୟ। କଟକ ଜିଲା ମାହାଙ୍ଗା ଦାଉଦପୁର, ଦାଉଦପୁରର ସମିତିସଭ୍ୟ ଭାଜପାରେ ସାମିଲ ହୋଇଛନ୍ତି। ସୁକରପଡ଼ାର ଅନେକ ବିଜେଡି କର୍ମୀ ମଧ୍ୟ ସାମିଲ ହୋଇଛନ୍ତି। ଭାଜପା ସମର୍ଥିତ ସୱାଧୀନ ବିଧାୟକଙ୍କ…

କୀଟନାଶକ ପିଇ ତୋଟାରେ ଜୀବନ ହାରିଲେ ବ୍ୟକ୍ତି, ପାଖରୁ ପୋଲିସ ଜବତ କଲା…

ହିଞ୍ଜିଳିକାଟୁ,୧୫ା୨(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଖାଜିପଲ୍ଲୀ-ମୋହନାପଲ୍ଲୀ ମଧ୍ୟବର୍ତ୍ତୀ ଏକ ତୋଟାରେ ଶନିବାର ବ୍ୟକ୍ତି କୀଟନାଶକ ସେବନ କରି ଆତ୍ମହତ୍ୟା କରିଛନ୍ତି। ମୃତକ ଜଣଙ୍କ ହେଲେ ହିଞ୍ଜିଳିକାଟୁ ବ୍ଲକ ଦାରୁଭଦ୍ରା ପଞ୍ଚାୟତ ସାପୁଆପଲ୍ଲୀ ଗ୍ରାମର ଗୋବିନ୍ଦ ସେଠୀ (୪୦)। ଖବର…

କୁମ୍ଭମେଳା ଯାଇ ଆସିଲା ବେଳକୁ ଘରେ ଯାହା ଦେଖିଲେ…

ବ୍ରହ୍ମପୁର,୧୫ା୨(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ନିମଖଣ୍ଡି ଥାନା ଅନ୍ତର୍ଗତ ଗୋବିନ୍ଦ ବିହାର ୭ମ ଲାଇନ୍‌ରେ ଜଣେ ଘର ମାଲିକ ଓ ଭଡାଟିଆଙ୍କ ଘରୁ ୯ଲକ୍ଷ ଟଙ୍କାର ଗହଣା ଏବଂ ଟଙ୍କା ଏକ ଲୁଟେରା ଗ୍ୟାଙ୍ଗ ଲୁଟି ନେଇଛନ୍ତି। ଏ ନେଇ…

ଏକା ସାଙ୍ଗରେ ଦଉଡ଼ି ଲଗାଇ ଝୁଲିପଡ଼ିଲେ ବାପ-ଝିଅ-ନାତି

ଢେଙ୍କାନାଳ,୧୫ା୨(ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ଚାଉଳିଆ ଖମାର ଗ୍ରାମରେ ଶନିବାର ଅପରାହ୍ନରେ ଗୋଟିଏ ପରିବାରର ୩ ଜଣ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଛନ୍ତି। ଖବର ପାଇ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ୩ ଜଣଙ୍କ ମୃତଦେହ ଉଦ୍ଧାର…

ଶିକ୍ଷାଦାନର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ: କୃତି ପ୍ରତିଯୋଗୀ ପୁରସ୍କୃତ

ବାଲିଗୁଡା,୧୫।୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ନୁଆସାହିସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (କେଜିବିଭି)ର ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ଛାତ୍ରୀମାନଙ୍କ ଦ୍ୱାରା ସ୍ବାଗତ ସଙ୍ଗୀତ ଆୟୋଜନ ପରେ ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ୍ୱର…

ପୁରୁଷୋତ୍ତମପୁରକୁ ଫେରୁଛନ୍ତି ଦବଙ୍ଗ ଅଧିକାରୀ, ଛାନିଆ ହେଲେଣି ଅପରାଧୀ-ମାଫିଆ

ପୁରୁଷୋତ୍ତମପୁର,୧୫ା୨(ସୀମାଞ୍ଚଳ ମିଶ୍ର): ଭୁବନେଶ୍ୱର ସ୍ପେଶାଲ ବ୍ରାଞ୍ଚ୍‌ରେ ଡିଏସ୍‌ପି ଭାବେ କାର୍ଯ୍ୟ କରୁଥିବା ଡଃ.ଦୀପକ କୁମାର ମିଶ୍ରଙ୍କୁ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏସ୍‌ଡିପିଓ ଭାବେ ବଦଳି ହୋଇଛି। ଏହାକୁ ନେଇ ଶୁକ୍ରବାର ସରକାରଙ୍କ ଗୃହବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପୁରୁଷୋତ୍ତମପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?