ଆମ ଜିଲା ଖବର

କର୍କଟ ରୋଗ ନିରାକରଣ ସଚେତନତା 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଗୁରୁବାର କର୍କଟ ରୋଗ ନିରାକରଣ ସଚେତନତା ଏବଂ ରୋଗୀ ଚିହ୍ନଟ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ ପ୍ରତିନିଧି ପଲ୍ଲବୀ ଗୌଡ଼ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କଟକ ସ୍ଥିତ…

ଲାଞ୍ଜିଗଡ଼ ବ୍ଲକର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ବିକାଶ ଅପହଞ୍ଚ: ଅନ୍ଧାରରେ ୭୭ ଗାଁର ୨ ହଜାର ପରିବାର

ଲାଞ୍ଜିଗଡ଼,୨୦ା୨(ରମେଶ ଚନ୍ଦ୍ର ନାୟକ): ସ୍ବାଧୀନତାର ୭୭ବର୍ଷ ପରେ ବି କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ବିକାଶ ଅପହଞ୍ଚ ହୋଇରହିଛି। ବ୍ଲକ ଅଧୀନ ବିଭିନ୍ନ ପଞ୍ଚାୟତର ୭୭ ଗାଁର ୨ ହଜାର ପରିବାର ଅନ୍ଧାରରେ ରହିଛନ୍ତି। ସୂଚନା ଅନୁସାରେ…

ଆସନ୍ତାକାଲି ମାଟ୍ରିକ ପରୀକ୍ଷା: କର୍ଲାମୁଣ୍ଡାର ୬ କେନ୍ଦ୍ରରେ ପରୀକ୍ଷା ଦେବେ ୯୪୬ ପରୀକ୍ଷାର୍ଥୀ

କର୍ଲାମୁଣ୍ଡା,୨୦ା୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ଚଳିତ ମାଟ୍ରିକ ପରୀକ୍ଷାର ଶୁକ୍ରବାର ପ୍ରଥମ ଦିବସରେ ୬ଟି କେନ୍ଦ୍ରରେ ୯୪୬ ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେବାକୁ ଥିବା ସୂଚନା ମିଳିଛି। ସୂଚନା ମତେ ରିଷିଡ଼ା ବାପୁଜୀ ଉଚ୍ଚ ବିଦ୍ୟାଳୟଠାରେ ଗଜବାହାଲ…

KIIT ବିବାଦ ମଧ୍ୟରେ Sambalpur Universityରେ ଲହୁଲୁହାଣ ଛାତ୍ରୀ: ଅଭିଯୁକ୍ତ ଗିରଫ

ସମ୍ବଲପୁର,୨୦।୨: କିଟ୍‌ କ୍ୟାମ୍ପସରେ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ସମ୍ବଲପୁରରୁ ପୁଣି ଆସିଛି ଆଉ ଏକ ବଡ଼ ଖବର। Sambalpur Universityରେ ଅଧ୍ୟୟନରତ ଜଣେ ଛାତ୍ରୀଙ୍କୁ ଭିଆଇପି ରାସ୍ତାର ମେଟାକାନି ମନ୍ଦିର ନିକଟରୁ…

ପୁରୁଷୋତ୍ତମପୁରରେ ନୂତନ ବିଡିଓ ଭାବେ ଯୋଗଦେଲେ ଶରତ ପାତ୍ର

ପୁରୁଷୋତ୍ତମପୁର, ୨୦।୨(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ନୂତନ ବିଡିଓ ଭାବେ ଶରତ କୁମାର ପାତ୍ର ବୁଧବାର କାର୍ଯ୍ୟରେ ଯୋଗଦେଇ ତାଙ୍କର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ, ଲୋକେ ଯେପରି ସମସ୍ତ ସରକାରୀ ଯୋଜନାମାନର ସୁବିଧା…

ଢେଙ୍କାନାଳରେ ଚାଞ୍ଚଲ୍ୟ: ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ମାରି ଫିଙ୍ଗିଦେଲେ

କାମାକ୍ଷାନଗର,୨୦।୨: ଢେଙ୍କାନାଳ ଜିଲା ତୁମୁସିଙ୍ଗା ଥାନା ଗୁନେଇବିଲି ଗାଁରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଗ୍ୟାରେଜ ଘରୁ ଜଣେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ମୃତଦେହ ଠାବ ହୋଇଛି। ହେଲେ ପରିବାର ଲୋକେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରୁ ନ…

ଗାଧୋଇବାବେଳେ ପାଣିରେ ବୁଡ଼ି ଚାଲିଗଲା କିରାଣିଙ୍କ ଜୀବନ

ବାଲିଗୁଡ଼ା,୨୦ା୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ଟିକାବାଲିସ୍ଥିତ ଭୋଇ ସାହିର ଶିବ ପ୍ରସାଦ ଭୋଇ ପାଣିରେ ବୁଡ଼ି ମୃତ୍ୟୁ ଘଟିଛି। ଶିବ ଟିକାବାଲି ବ୍ଲକ ଅଧିନସ୍ଥ ବୁର୍ବୀନାଜୁ ଗ୍ରାମ ପଞ୍ଚାୟତ ରିସୁ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟରେ କିରାଣି…

ଛାତ୍ରୀ ଅପହରଣ, ବଳାତ୍କାର ମାମଲା: ଯୁବକଙ୍କୁ ୨୦ବର୍ଷ କାରାଦଣ୍ଡ

ବ୍ରହ୍ମପୁର,୨୦ା୨(ସୁବାସ ଚନ୍ଦ୍ର ପାଢ଼ୀ) : ସ୍ବତନ୍ତ୍ର ପୋକ୍‌ସୋ କୋର୍ଟ ଜଜ୍‌ ପ୍ରଣତି ପଟ୍ଟନାୟକ ଗୁରୁବାର ଏକ ନାବାଳିକା ଛାତ୍ରୀ ଅପହରଣ ଓ ବଳାତ୍କାର ମାମଲାର ଶୁଣାଣି କରି ଅଭିଯୁକ୍ତ ଯୁବକଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଦୋଷୀ ଜଣଙ୍କ ହେଲେ ଛତ୍ରପୁର ପୋଡ଼ାପଦରର…

ମନରେଗାରେ ମିଳୁନି ପାଉଣା, ସମସ୍ୟା ସମାଧାନ ଦାବିରେ ରାଜରାସ୍ତାକୁ ଓହ୍ଲାଇଲେ ଶ୍ରମିକ

ଛତ୍ରପୁର,୨୦ା୨(ଦିଲ୍ଲୀପ ସାମଲ/ସନ୍ତୋଷ ପାଢ଼ୀ): ଶ୍ରମିକଙ୍କୁ କାମ ଯୋଗାଇ ଦେବାରେ ଡବଲ ଇଞ୍ଜିନ ସରକାର ବିଫଳ ହୋଇଛନ୍ତି। ମନରେଗା ମହାଦୁର୍ନୀତି କେବେ ବନ୍ଦ ହେବ ଏହାର ଜବାବ ଦିଅ ବୋଲି ନାରାବାଜି ସହ ୧୫ ଦଫା ଦାବିନେଇ ରାଜରାସ୍ତାକୁ ଓହ୍ଲାଇଛି ଓଡିଶା ମନରେଗା…

୩ ମାସ ଧରି ଦରମା ନପାଇ ଅସହାୟ ଶିକ୍ଷକ: ମଜୁରୀ ଲାଗିବାକୁ ମାଗିଲେ ଛୁଟି

ବଲାଙ୍ଗୀର,୨୦।୨: ଏକ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣାରେ, ଓଡ଼ିଶାର ବଲାଙ୍ଗୀର ଜିଲାର ଏକ ସରକାରୀ ସ୍କୁଲର ଜଣେ ଶିକ୍ଷକ ଗତ ତିନି ମାସ ଧରି ଦରମା ନପାଇବାରୁ ଶ୍ରମିକ ଭାବରେ କାମ କରିବା ପାଇଁ ଗୋଟିଏ ଦିନ ପାଇଁ ଛୁଟି ମାଗିଥିବା ଜଣାପଡ଼ିଛି।…

ବନ୍ଧୁକ ମୁନରେ ଲୁଟିନେଲେ ୨୭ ଲକ୍ଷ ଟଙ୍କା, କର୍ମଚାରୀ ଆହତ

ମୟୂରଭଞ୍ଜ ,୨୦ା୨: ଶୁକ୍ରବାର ଓଡ଼ିଶାର ମୟୂରଭଞ୍ଜ ଜିଲାରେ ଥିବା SBIର ବହଲଦା ଶାଖାରୁ ସଶସ୍ତ୍ର ଦୁର୍ବୃତ୍ତମାନେ ପ୍ରାୟ ୨୭ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ରିପୋର୍ଟ ଅନୁଯାୟୀ, ସକାଳ ପ୍ରାୟ ୧୦.୧୫ ସମୟରେ ଦୁଇଟି ମୋଟରସାଇକେଲରେ ପାଞ୍ଚ ଜଣ…

ମାର୍ଚ୍ଚ ନ ହେଉଣୁ ଦାରିଙ୍ଗବାଡ଼ିରେ ପାଣି-ଗଛପତ୍ର ସବୁ ଶୁଖିଲା, ପର୍ଯ୍ୟଟକ ନିରାଶ

ଦାରିଙ୍ଗବାଡ଼ି,୨୦ା୨(ଅରୁଣ ସାହୁ): ଯେଉଁ ଭଳି ଭାବରେ ଦିନକୁ ଦିନ ଖରାର ପ୍ରଭାବ ବୃଦ୍ଧି ପାଉଛି ସେହି ପରିମାଣଠାରୁ ଆହୁରି ଦ୍ରୁତଗତିରେ ଜଳସ୍ତର କମିବାରେ ଲାଗିଛି। ପିଇବା ପାଣିର ଅଭାବ ବୃଦ୍ଧି ପାଉଥିବା ଚିନ୍ତାଜନକ ପରିସ୍ଥିତି ହୋଇଥିବାବେଳେ ପର୍ଯ୍ୟଟକଙ୍କୁ ନିରାଶ କରୁଛି ପର୍ଯ୍ୟଟନକ୍ଷେତ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?