KIIT ଘଟଣା: ପୋଲିସ କମିଶନରଙ୍କୁ ଭେଟିଲେ CPIM ନେତା
ଭୁବନେଶ୍ୱର,୨୪।୨: KIIT ଘଟଣାରେ ସୋମବାର ପୋଲିସ କମିଶନରଙ୍କୁ ଭେଟିଛନ୍ତି CPIM ନେତା। CPIM ସାଧାରଣ ସମ୍ପାଦକ ଦନାର୍ଦ୍ଦନ ପତିଙ୍କ ସହ ଏକ ପ୍ରତିନିଧି ଦଳ ପୋଲିସ କମିଶନରଙ୍କୁ ଭେଟି KIIT କର୍ତ୍ତୃପକ୍ଷଙ୍କ ଉପରେ ପୋଲିସ ସଠିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ…
ସରକାରୀ ବସକୁ ଭାୟା କେସିଙ୍ଗା-ଅମାଠ ଛକ-ମ.ରାମପୁର ଦେଇ ଚଳାଇବାକୁ ମନ୍ତ୍ରୀଙ୍କ ନିକଟରେ ଦାବି
କେସିଙ୍ଗା, ୨୪ା୨(ତୁମେଶ୍ଵର ସାହୁ): କଳାହାଣ୍ଡି ଗଞ୍ଜାମ ଜିଲା ସହିତ ଏକ ବ୍ୟବସାୟିକ ସଂପର୍କ ରହିଆସିଛି। ବ୍ୟବସାୟ ବାଣିଜ୍ୟ ସହିତ ପାଠପଢା ଓ ଅନ୍ୟାନ୍ୟ କାର୍ଯ୍ୟରେ ପ୍ରାୟ ପ୍ରତ୍ୟହ ଅନେକ ଯାତ୍ରୀ, ଛାତ୍ରଛାତ୍ରୀ ବ୍ରହ୍ମପୁରକୁ ଯିବାଆସିବା କରିଥାନ୍ତି । ଏହି ପରିପ୍ରେକ୍ଷୀରେ କଳାହାଣ୍ଡି…
ଏନଏସି ଅଧ୍ୟକ୍ଷାଙ୍କ ଉପରେ ଅନାସ୍ଥା ପ୍ରସ୍ତାବ: ଜିଲାପାଳଙ୍କୁ ଭେଟିଲେ ୧୫ କାଉନସିଲର
ଛତ୍ରପୁର,୨୪।୨(ସନ୍ତୋଷ ପାଢ଼ୀ/ ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଅନ୍ତର୍ଗତ କବିସୂର୍ଯ୍ୟନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଏସ. ଲକ୍ଷ୍ମୀ ସେଠୀଙ୍କ ମନମୁଖୀ କାର୍ଯ୍ୟ, ଦୁର୍ନୀତି, ଭ୍ରଷ୍ଟାଚାର ଓ ଦୁବ୍ୟବହାର କରୁଥିବା ଯୋଗୁ ଅନାସ୍ଥା ପ୍ରସ୍ତାବ ଗ୍ରହଣ ନିମନ୍ତେ ୧୫ ଜଣ କାଉନସିଲରମାନେ…
ଧାନମଣ୍ଡିରେ ଅବ୍ୟବସ୍ଥା: ତାତିଲେ ଚାଷୀ
ପାରଳାଖେମୁଣ୍ଡି/ସାଲେପୁରର,୨୪।୨: ପୁଣି ଧାନମଣ୍ଡି ଅବ୍ୟବସ୍ଥାକୁ ନେଇ ତାତିଲେ ଚାଷୀ। ଗଜପତି ଜିଲା ପାରଳାଖେମୁଣ୍ଡି କାଶୀନଗରରେ ଧାନମଣ୍ଡି ଅବ୍ୟବସ୍ଥାକୁ ନେଇ ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଚାଷୀମାନେ କାଶୀନଗର ବ୍ଲକ NAC କାର୍ଯ୍ୟାଳୟ ବନ୍ଦ କରିବା ସହ ରାସ୍ତା ଅବରୋଧ କରିଛନ୍ତି। ଫଳରେ ସମ୍ପୃକ୍ତ…
ଭାଜପାକୁ ଶକ୍ତ ଧକ୍କା: ବିଜେଡିର ମମତା ବେଲଗୁଣ୍ଠା ବ୍ଲକ ଅଧ୍ୟକ୍ଷା ନିର୍ବାଚିତ
ଭଞ୍ଜନଗର,୨୪।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଫଳାଫଳ ସୋମବାର ଘୋଷଣା ହୋଇଛି। ଏଥିରେ ବିଜେଡିର ବଡବୋରସିଙ୍ଗି ସମିତିସଭ୍ୟା ମମତା ଭୋଳ ନିର୍ବାଚିତ ହୋଇଛନ୍ତି। ସେ ଭାଜପାର ଗୀତାଞ୍ଜଳି ବିଶୋଇଙ୍କୁ ପରାସ୍ତ କରିଛନ୍ତି। ଫଳାଫଳ ଘୋଷଣା ପରେ ବିଜେଡି…
ପିଏମ୍ କିଷାନରେ ଓଡ଼ିଶାରୁ ୩୪ ଲକ୍ଷ ୯୫ ହଜାର ୧୪୭ ଚାଷୀ ସାମିଲ: ସଚିବ
ଭୁବନେଶ୍ୱର,୨୪।୨: କୃଷି ସଚିବ ଅରବିନ୍ଦ ପାଢ଼ୀ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ପିଏମ୍ କିଷାନ ଯୋଜନାରେ ଓଡ଼ିଶାରୁ ୩୪ ଲକ୍ଷ ୯୫ ହଜାର ୧୪୭ ଚାଷୀଙ୍କୁ ସାମିଲ କରାଯାଇଥିବା କୃଷି ସଚିବ ପାଢ଼ୀ କହିଛନ୍ତି। ସ୍ବତନ୍ତ୍ର ଡ୍ରାଇଭ ମାଧ୍ୟମରେ କୃଷି…
ପ୍ରୋସେଶନ ବେଳେ ବରଙ୍କୁ ଆକ୍ରମଣ ଉଦ୍ୟମ, ସୁପାରି କିଲରଙ୍କୁ ନିର୍ଧୂମ ଛେଚି ପୋଲିସ ଜିମାଦେଲେ ଗାଁ ଲୋକେ
ବଲାଙ୍ଗୀର,୨୪ା୨(ସୁନୀଲ ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବାବେଜୁରୀ ଗାଁରେ ବାହାଘର ହେବାର ଥିଲା। ଗାଈବାହାଲ ଗାଁର ରାଜକୁମାର ପ୍ରଧାନ ବର ସାଜି ବାବେଜୁରୀ ଗାଁକୁ ବରଯାତ୍ରୀରେ ଯାଇଥିଲେ। ଏହି ସମୟରେ ୧୦ ଜଣ ଯୁବକ ନିଶାସକ୍ତ ଅବସ୍ଥାରେ ମରଣାସ୍ତ୍ର ଧରି…
ଏକତରଫା ପ୍ରେମରେ ବିଫଳ ପିଶାଚ ପ୍ରେମିକର ବର୍ବର କାଣ୍ଡ
ସୋର, ୨୪ା୨(ଜନ୍ମେଜୟ ମିଶ୍ର): ଏକତରଫା ପ୍ରେମରୁ ବୀଭତ୍ସ ହତ୍ୟା। ସୋର ଥାନା ଲିଙ୍ଗାପଡ଼ା ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି।ଯୁବତୀ ଜଣଙ୍କ ନାମ ହେଉଛି ଜ୍ୟୋତିର୍ମୟୀ ରଣା (୨୫)। ଜ୍ୟୋତିର୍ମୟୀ ଭୁବନେଶ୍ୱରରେ ଏକ ଘରୋଇ ସଂସ୍ଥାରେ କାମ କରୁଥିବା ବେଳେ ଦୁଇମାସ ତଳେ…
ସ୍ବାସ୍ଥ୍ୟକେନ୍ଦ୍ର ସୁପରିଟେଣ୍ଡେଣ୍ଟଙ୍କୁ ସେବାରତ୍ନ ସମ୍ମାନ
ଛତ୍ରପୁର,୨୪ା୨(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅଧୀନ ମୁନିସିପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ସୁପରିଟେଣ୍ଡେଣ୍ଟ ଡାକ୍ତର ସ୍ବାଧୀନ ରଥଙ୍କୁ ସେବାରତ୍ନ ସମ୍ମାନ ମିଳିଛି। ବ୍ରହ୍ମପୁରରେ ଆୟୋଜିତ ଦ୍ୱିତୀୟ ଗଞ୍ଜାମ ଜିଲା ସ୍ବାସ୍ଥ୍ୟ ମହୋତ୍ସବରେ ଏହି ଆଓ୍ବାର୍ଡ ରାଜ୍ୟ ବାଣିଜ୍ୟ ପରିବହନ, ଇସ୍ପାତ…
ବଜ୍ରପାତ ନେଇ ସତର୍କ କଲା ପାଣିପାଗ ବିଭାଗ: ଏହି ୩ ଜିଲାକୁ ଅରେଞ୍ଜ ଆଲର୍ଟ
ଭୁବନେଶ୍ୱର,୨୪।୨: ରାଜ୍ୟରେ କିଛିଦିନ ହେଲା ବର୍ଷା ସାଙ୍ଗକୁ ବିଜୁଳି, ଘଡ଼ଘଡ଼ି ସହ ବଜ୍ରପାତ ହେଉଛି। ତେବେ ଆସନ୍ତା ୨ଦିନ ଜିଲାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଥିବା ବେଳେ ଘଡ଼ଘଡ଼ି ଓ ବିଜୁଳି ପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ…
ମହିଳାଙ୍କ ଉପରେ ଚଢ଼ିଗଲା ଟ୍ରକ୍; ସ୍ତ୍ରୀ ମୃତ, ସ୍ବାମୀ, ପୁଅ ଆହତ
କେନ୍ଦ୍ରାପଡା,୨୪ା୨ (ଜଗନ୍ନାଥ ଧଳ): କଟକ ଚାନ୍ଦବାଲି ରାଜ୍ୟ ରାଜପଥ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ତିନିମୁହାଣୀ ନିକଟସୁ ଚଟିପୋଲ ଠାରେ ସୋମବାର ଏକ ସଡକ ଦୁର୍ଘଟଣା ହୋଇଛି। ସ୍କୁଟିରେ ଯାଉଥିବା ଜଣେ ମହିଳାଙ୍କ ଉପରେ ହାଇୱା ଚଢ଼ିଯିବା ପରେ ଘଟଣାସ୍ଥଳରେ ତାଙ୍କର…
Olive Ridley : ୮ ଦିନରେ ୬.୯୮ ଲକ୍ଷ ଅଲିଭ୍ରିଡ୍ଲେ ଅଣ୍ଡାଦେଲେ
ବ୍ରହ୍ମପୁର,୨୪ା୨(ଅଶୋକ କୁମାର ସାହୁ): ପ୍ରତିବର୍ଷ ଋଷିକୁଲ୍ୟା ମୁହାଣ ସଂଲଗ୍ନ ବେଳାଭୂମିକୁ ବିରଳ ଅଲିଭରିଡ୍ଲେ କଇଁଛମାନେ ଅଣ୍ଡା ଦେବାକୁ ଆସନ୍ତି। ଗତବର୍ଷ ଅସନ୍ତୁଳିତ ଜଳବାୟୁ ଯୋଗୁ ଗଣଅଣ୍ଡାଦାନ ସେଭଳି ହୋଇ ନ ଥିଲା। ଚଳିତବର୍ଷ ଜଳବାୟୁ ଅନୁକୂଳ ଥିବାରୁ ରେକର୍ଡ ସଂଖ୍ୟକ କଇଁଛ…

