ଆମ ଜିଲା ଖବର

KIIT ଛାତ୍ରୀ ମୃତ୍ୟୁ ମାମଲା: ବିଚାର ବିଭାଗୀୟ ତଦନ୍ତ ଦାବି କଲା ସିପିଆଇ(ଏମ୍‌)

କେନ୍ଦ୍ରାପଡ଼ା, ୨୧ା୨ (ଜଗନ୍ନାଥ ଧଳ): ସିପିଆଇ(ଏମ୍‌) କେନ୍ଦ୍ରାପଡ଼ା ଜିଲା ଶାଖା କମିଟି ପକ୍ଷରୁ KIITଛାତ୍ରୀ ମୃତ୍ୟୁ ମାମଲାରେ ବିଚାର ବିଭାଗୀୟ ତଦନ୍ତ ଦାବି କରାଯାଇଛି। ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଜିଲା ପ୍ରଶାସନକୁ ପ୍ରଦାନ କରାଯାଇଛି। ଏହି ସମ୍ପର୍କରେ…

ଆନ୍ତର୍ଜାତିକ ମାତୃଭାଷା ଦିବସ : କୃତି ପ୍ରତିଯୋଗୀଙ୍କୁ ପୁରସ୍କାର

ଦିଗପହଣ୍ଡି,୨୧।୨(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଶୁକ୍ରବାର ଆନ୍ତର୍ଜାତିକ ମାତୃଭାଷା ଦିବସ ପାଳିତ ହୋଇଯାଇଛି। ଆଚାର୍ଯ୍ୟ ସନ୍ତୋଷ କୁମାର ପାତ୍ରଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଖେମୁଣ୍ଡି ଓକିଲ ସଂଘର ସଭାପତି ହରପ୍ରସାଦ ରଥ ମୁଖ୍ୟଅତିଥି ଭାବେ…

ଭିନ୍ନ ବ୍ରାଣ୍ଡର ୧୦୬ ବୋତଲ ମଦ ଜବତ: ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,୨୧।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମର କେ.ସନ୍ତୋଷ ପାତ୍ରଙ୍କ ଦୋକାନରୁ ପୋଲିସ ବିଭିନ୍ନ ବ୍ରାଣ୍ଡର ୧୦୬ ଟି ବିଦେଶୀ ମଦ ବୋତଲ ଜବତ କରିଥିବା ଜଣାପଡିଛି। ଥାନା ମାମଲା ନଂ.୭୮/୨୫ ଅନୁଯାୟୀ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା…

କୁଶଳୀ କାରିଗର ଭିତ୍ତିରେ ଦରମା ପ୍ରଦାନ: ନଚେତ ଅନିର୍ଦ୍ଦିଷ୍ଟ କାଳ ଧାରଣା ସହ ବିକ୍ଷୋଭ ଚେତାବନୀ

ଲାଞ୍ଜିଗଡ଼,୨୧ା୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ଗ୍ରାମୀଣ ଜଳଯୋଗାଣ ସଂଘ ତରଫରୁ ୧୦ଦଫା ସମ୍ବଳିତ ଦାବିପତ୍ର ବିଡିଓ ଶଶାଙ୍କ ପାତ୍ରଙ୍କୁ ପ୍ରଦାନ କରାଯାଇଛି। ପ୍ରମୁଖ ଦାବି ମଧ୍ୟରେ କୁଶଳୀ କାରିଗର ଭିତ୍ତିରେ ଦରମା ପ୍ରଦାନ, ନଳକୂପ କାରିଗର ଓ…

ସିଦ୍ଧାର୍ଥଙ୍କ ଉପରେ ଆସ୍ଥାପ୍ରକଟ କଲେ ଏମ୍‌ପି: ମିଳିଲା ନୂଆ ଦାୟିତ୍ୱ

ଗୋବିନ୍ଦପାଲି,୨୧।୨ (କାର୍ତ୍ତକ ରଥ): ନବରଙ୍ଗପୁର ଏମ୍‌ପି ବଳଭଦ୍ର ମାଝୀ ମାଲକାନଗିରି ଜିଲା ଖଇରପୁଟ ବ୍ଲକ ନିମନ୍ତେ ତାଙ୍କର ପ୍ରତିନିଧି ଭାବେ ସିଦ୍ଧାର୍ଥ ରଥଙ୍କୁ ଚୟନ କରିଛନ୍ତି। ସିଦ୍ଧାର୍ଥ ଗୋବିନ୍ଦପାଲି ଗ୍ରାମର ଭାଜପା ଯୁବ କର୍ମୀ ତଥା ବିଶ୍ୱ ହିନ୍ଦୁ ପରିଷଦ ଓ…

ଲାଞ୍ଜିଗଡ଼ ବ୍ଲକ: ମାଟ୍ରିକ ପରୀକ୍ଷା ଦେଲେ ୧୦୮୬ ପରୀକ୍ଷାର୍ଥୀ

ଲାଞ୍ଜିଗଡ଼, ୨୧ା୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ୮ କେନ୍ଦ୍ରରେ ଶୁକ୍ରବାର ୧୦୮୬ ଛାତ୍ରୀଛାତ୍ର ମାଟ୍ରିକ ପରୀକ୍ଷା ଦେଇଥିବାବେଳେ ୧୫ଜଣ ଅନୁପସ୍ଥିତ ଥିଲେ। ବିଶ୍ୱନାଥପୁର ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ କେନ୍ଦ୍ରରେ ୧୩୮ ଛାତ୍ରୀଛାତ୍ର, ଲାଞ୍ଜିଗଡ ଉଚ୍ଚ ବିଦ୍ୟାଳୟରେ ୧୪୯,…

ଶିକ୍ଷୟତ୍ରୀଶିକ୍ଷକ ପ୍ରସ୍ତୁତ କଲେ ଶିକ୍ଷଣ ସାମଗ୍ରୀ: ପୁରସ୍କୃତ କଲେ …

ନୂଆପଡ଼ା,୨୧ା୨ (ମକାରୁ ବେମାଲ): ନୂଆପଡ଼ା ସଦର ବ୍ଲକ କୁଲିଆବନ୍ଧା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ମଶାନକୁଣ୍ଡା କ୍ଲଷ୍ଟରସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି ଓ ପ୍ରଦର୍ଶନୀ ମେଳା ଅନୁଷ୍ଠିତ ହୋଇଯାଇଛି। ସାଧନ କେନ୍ଦ୍ର ସଂଯୋଜକ ମନୋଜ କୁମାର ବରିହାଙ୍କ ଅଧ୍ୟକ୍ଷତାରେ ପରିବେଶ ପ୍ରେମୀ…

୨ ଯୁବକଙ୍କ ସହ ବାଇକ୍‌ରେ ଘରକୁ ଫେରୁଥିଲେ ରାସ୍ତାରେ…

ଝାରସୁଗୁଡ଼ା,୨୧।୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସଦର ବ୍ଲକ ଅନ୍ତର୍ଗତ ମରକୁଟାରେ ବାଇକ୍‌ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୨ଜଣ ଯୁବକ ଆହତ ହୋଇଥିବା ଜଣାପଡ଼ିଛି। ମୃତକ ହେଲେ ସଲେଟିକ୍ରା ଗାଁର ଝସକେତନ ନାଏକ(୨୮)। ସୂଚନା ମତେ ସଲେଟିକ୍ରା ଗାଁର…

ବଡ଼ ବଡ଼ ଅଧିକାରୀଙ୍କ ୟୁଜର ଆଇଡି, ପାସଓ୍ବାର୍ଡ ହ୍ୟାକ କରି ହଡପ କରୁଥିଲେ ଟଙ୍କା: ଏବେ ଧରାପଡିବାରୁ…

କୋରାପୁଟ,୨୧ା୨(ଅମିତାଭ ବେହେରା): କୋରାପୁଟ ତହସିଲଦାରଙ୍କ ୟୁଜର ଆଇଡି ଓ ପାସୱାର୍ଡକୁ ହ୍ୟାକ କରି ଜାଲ ପ୍ରମାଣପତ୍ର ଦେଇ ବିଭିନ୍ନ ବ୍ୟକ୍ତିଙ୍କଠାରୁ ଟଙ୍କା ହଡପ ଘଟଣାରେ ଜଣେ ଅଭିଯୁକ୍ତଙ୍କୁ କୋରାପୁଟ ସାଇବର ପୋଲିସ ଗିରଫ କରିଛି। ଅଭିଯୁକ୍ତ ହେଲେ ଖୋର୍ଦ୍ଧା ଜିଲା ଟାଙ୍ଗି…

ମାଟ୍ରିକ୍‌ ପରୀକ୍ଷା ଆରମ୍ଭ: ଆସିକା ବ୍ଲକରେ ୨୨ ପରୀକ୍ଷାର୍ଥୀ ଅନୁପସ୍ଥିତ

ଆସିକା,୨୧ା୨(ସୁରେନ୍ଦ୍ର ନାଥ ସାହୁ):ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଚଳିତବର୍ଷର ମାଟ୍ରିକ୍‌ ପରୀକ୍ଷା ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ପ୍ରଥମ ଦିନ ମାତୃଭାଷା ଓଡିଆ ପରୀକ୍ଷା ହୋଇଛି l ଆସିକା ବ୍ଲକରେ ୧୦ଟି ପରୀକ୍ଷା କେନ୍ଦ୍ର ହୋଇଛି। ଆସିକା, ଧରାକୋଟ…

ବିଦ୍ୟୁତ୍‌ ଟାୱାରରେ ଚଢ଼ିଗଲେ ଯୁବକ, ଆଉ ତା’ପରେ…

କେନ୍ଦୁଝର,୨୧।୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବ୍ଲକ ଅଧୀନ ପର୍ଜନପୁର ପଞ୍ଚାୟତ କଲଣ୍ଡା ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଯୁବକ ଜଣକ ଏକ ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ୍‌ ଟାୱାରରେ ଚଢିଯିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ…

ବସ୍‌-ବୋଲେରୋ ମୁହାଁମୁହିଁ ଧକ୍କା: ୬ ଗୁରୁତର

ଉଦଳା,୨୧।୨(ସନ୍ତୋଷ କୁମାର ବାଛିନି): ମୟୂରଭଞ୍ଜ ଜିଲା ଶରତ ଥାନା ହଦଗୁଠ ଛକ ନିକଟରେ ଶୁକ୍ରବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବସ୍‌-ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ୬ଜଣ ଗୁରୁତର ହୋଇଛନ୍ତି। ଗୁରୁତରମାନଙ୍କୁ ଶରତ ଏବଂ ଉଦଳା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?