ଗାଧୋଇବାକୁ ଯାଇ ପୋଖରୀରେ ବୁଡି ଜଣେ ମୃତ
ଗଞ୍ଜାମ,୨୬ା୨(ବିଦ୍ୟାଧର ସାହୁ): ରମ୍ଭା ଥାନା ଅନ୍ତର୍ଗତ ଗଡ଼ହୁମ୍ମା ଗ୍ରାମର ଜଣେ ବ୍ୟକ୍ତି ପୋଖରୀରେ ବୁଡି ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି l ମୁତକ ଜଣଙ୍କ ହେଲେ ଉକ୍ତ ଗ୍ରାମର ହରିଜନ ସାହିର ରବି ଦାସଙ୍କ ପୁଅ ସୁନିଲ ଦାସ (୫୮)l ପ୍ରାପ୍ତ…
ଜାଗର ପୂର୍ବରୁ ଶିବ ମନ୍ଦିରରୁ ଚୋରି
ଭଞ୍ଜନଗର,୨୬ା୨(ବାବୁଲା ପ୍ରଧାନ): ମହାଶିବରାତ୍ରି ପୂର୍ବରୁ ଏକ ଶିବ ମନ୍ଦିରରୁ ଚୋରି ହୋଇଛି। ଭଞ୍ଜନଗର ଅଞ୍ଚଳର ବିଭିନ୍ନ ମନ୍ଦିରରେ ମଙ୍ଗଳବାର ରାତିରେ ମନ୍ଦିର କର୍ମକର୍ତ୍ତାମାନେ ଜାଗର ପାଇଁ ପ୍ରସ୍ତୁତିରେ ଲାଗିଥିଲେ। ଛେଦାଭୂମି ଶିବମନ୍ଦିର କର୍ମକର୍ତ୍ତା ଓ ପୂଜାରୀମାନେ ମଧ୍ୟ ସମସ୍ତ କାର୍ଯ୍ୟ ସାରି…
ନାବାଳିକା ଛାତ୍ରୀଙ୍କ ନଗ୍ନ ଫଟୋ ଭାଇରାଲ ଘଟଣା: ଜେଲ୍ ଗଲେ ଫେରାର ଅଭିଯୁକ୍ତ
ଦିଗପହଣ୍ଡି,୨୬ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଞ୍ଚଳର ଏକ ହାଇସ୍କୁଲରେ ଜଣେ ୭ମ ଶ୍ରେଣୀରେ ପଢୁଥିବା ନାବାଳିକା ଛାତ୍ରୀଙ୍କୁ ଉଲଗ୍ନ କରି ଭିଡିଓ ଫଟୋ ଉତ୍ତୋଳନ କରି ପରେ ଭାଇରାଲ କରିଥିବା ଘଟଣାରେ ଫେରାର ଥିବା ଏସ. ବିମଳ…
ବିଧାୟକ ପାଣ୍ଠିର ଅପବ୍ୟବହାର: ଜବରଦଖଲ କରିଥିବା ଘର ଉଚ୍ଛେଦ ଦାବି
ପଦ୍ମପୁର,୨୬.୨(ପ୍ରଦୀପ୍ତ ଦାଶ):ବରଗଡ଼ ଜିଲା ପଦ୍ମପୁରରେ ଦୀର୍ଘ ୨୪ ବର୍ଷ ବିଜେଡି ସରକାର ସମୟରେ ବିଜ୍ଞାପିତ ଅଞ୍ଚଳ ପରିଷଦର ନଗର ମଧ୍ୟରେ କ୍ଷମତାର ଅପବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି। ବିଧାୟକ ଓ ବିକାଶ ପରିଷଦ ପାଣ୍ଠିରୁ ଲକ୍ଷ ଲକ୍ଷ ଟଙ୍କା ବିନିମୟରେ ସରକାରୀ…
ଭୂଷଣ୍ଡେଶ୍ୱର-ଚନ୍ଦନେଶ୍ୱରଙ୍କଠାରେ ଜାଗର ଜାଳିଲେ ଲକ୍ଷାଧିକ ଶ୍ରଦ୍ଧାଳୁ
ଭୋଗରାଇ,୨୬ା୨(ପ୍ରଦୀପ ଦାସ): ମହାଶିବରାତ୍ରିରେ ସମସ୍ତ ଶୈବପୀଠ ହୋଇଛି ଭକ୍ତମୟ। ସବୁଠି ଓଁ ନମଃ ଶିବାୟରେ ପ୍ରକମ୍ପିତ ହେଉଛି ମହାଦେବ ମନ୍ଦିର। ଏଭଳି ସ୍ଥିତିରେ ପୂର୍ବ ଭାରତର ପ୍ରସିଦ୍ଧ ଶୈବପୀଠ ଚନ୍ଦନେଶ୍ୱର ଓ ଏସିଆର ସର୍ବବୃହତ ଶିବଲିଙ୍ଗ ଭୂଷଣ୍ଡେଶ୍ୱର ମନ୍ଦିର ସମେତ ବାଲେଶ୍ୱର…
ସୌନ୍ଦର୍ଯ୍ୟକରଣ ହେଲା ଖୋଲାସ୍ଥାନ
ଭଞ୍ଜନଗର,୨୬ା୨(ବାବୁଲା ପ୍ରଧାନ): ପବିତ୍ର ମହା ଶିବରାତ୍ରି ଅବସରରେ ଭଞ୍ଜନଗର ଅଞ୍ଚଳର ବିଭିନ୍ନ ଶୈବ ପୀଠରେ ମହାଦେବଙ୍କ ଦର୍ଶନ ପାଇଁ ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ ଲାଗି ରହିଥିଲା। ରାଜ୍ୟର ସର୍ବୋଚ୍ଚ ଶିବ ବିଗ୍ରହ ହୋଇଥିବା ବେଲେଶ୍ୱର ପୀଠରେ ମଧ୍ୟ ଶ୍ରଦ୍ଧାଳୁଙ୍କ ଗହଳି ହୋଇଥିଲା।…
ଥୁଆମୂଳ ରାମପୁରର ସମସ୍ତ ଶୈବପୀଠରେ ଭକ୍ତଙ୍କ ଭିଡ଼, ଓମ୍ ନମଃ ଶିବାୟ ଧ୍ୱନିରେ ପ୍ରକମ୍ପିତ
ଥୁଆମୂଳ ରାମପୁର,୨୬ା୨(ଦୁର୍ଗା କୀର୍ତ୍ତି): ପବିତ୍ର ମହାଶିବରାତ୍ରି ପାଇଁ ଉତ୍ସବମୁଖର ହୋଉଠିଛି ଗାଁଠୁ ସହର। ହରହର ମହାଦେବ, ଓମ ନମଃ ଶିବାୟ , ଜୟ ଶିବ ଶମ୍ଭୁ ଧ୍ୱନିରେ ପ୍ରକମ୍ପିତ ହେଉଛି ସାରା ଅଞ୍ଚଳ। ଜିଲାର ସମସ୍ତ ଶୈବପୀଠରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ…
ବାବା ଆଖଣ୍ଡଳମଣିଙ୍କ ପୀଠରେ ଅସମ୍ଭବ ଭିଡ
ଧୂଷୁରୀ, ୨୬।୨, (ଦୀପ୍ତି ରଞ୍ଜନ ନାୟକ ) : ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡିରେ ମହା ଶିବରାତ୍ରୀ ପାଇଁ ଭକ୍ତଙ୍କର ସୁଅ ଛୁଟିଛି । ବାବା ଆଖଣ୍ଡଳମଣିଙ୍କୁ ଦର୍ଶନ କରିବା ପାଇଁ ହଜାର ହଜାର ଭକ୍ତ ପୀଠରେ ରୁଣ୍ଡ ହୋଇଛନ୍ତି…
ପଟ୍ଟନାୟକ ବନ୍ଧର ପୁନରୁଦ୍ଧାର ହେବ: ବିଧାୟକ
ପାରଳାଖେମୁଣ୍ଡି,୨୬ା୨(ଗିରିଧାରୀ ପରିଛା): ପାରଳାଖେମୁଣ୍ଡି ସହରର ୧୧ନଂ. ୱାର୍ଡର ସର୍ବ ପୁରାତନ ପୋଖରୀ ପଟ୍ଟନାୟକ ବନ୍ଧର ପୁନରୁଦ୍ଧାର ହେବ। ଅତୀତରେ ସହରର ବହୁ ଲୋକ ସେମାନଙ୍କ ନିତ୍ୟ ବ୍ୟବହାର ତଥା ଜିଲାର ମତ୍ସ୍ୟଜୀବୀ ମାଛ ଚାଷ ପାଇଁ ଏହି ପୋଖରୀ ଉପରେ ନିର୍ଭର…
ହର ହର ମହାଦେବ ନାଦରେ କମ୍ପୁଛି ପ୍ରସିଦ୍ଧ ଜଳେଶ୍ବର ଶୈବପୀଠ
ତୁମୁଡିବନ୍ଧ, ୨୬।୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲ୍ଲାର ତୁମୁଡିବନ୍ଧ ଅଞ୍ଚଳର ରହିଥିବା ବିଭିନ୍ନ ଶୈବ ପୀଠରେ ମାନସିକଧାରୀ ,ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ରବିଥିବା ବେଳେ ବିଶେଷ କରି ତୁମୁଡିବନ୍ଧ ଜଳେଶପଟାସ୍ଥିତ ଜଳେଶ୍ବର ଶୈବପୀଠ ଓ ବେଲଘର ଶୈବ ପୀଠ ରେ…
ଘରୋଇ ଶିକ୍ଷାନୁଷ୍ଠାନରେ ପ୍ରଥମ ଶ୍ରେଣୀ ଛାତ୍ରୀଙ୍କୁ ମାଡ଼ ନେଇ ଥାନାରେ ମାମଲା ସମାଧାନ
କେନ୍ଦୁଝର,୨୬ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ପଣ୍ଡାପଡ଼ା ଥାନା ଅନ୍ତର୍ଗତ ମସିଣାଯୋଡ଼ିସ୍ଥିତ ଏକ ଆବାସିକ ବିଦ୍ୟାଳୟରେ ଜଣେ ଜୁଆଙ୍ଗ ପ୍ରଥମ ଶ୍ରେଣୀ ଛାତ୍ରୀଙ୍କୁ ମାଡ଼ ମରାଯିବା ଘଟଣାକୁ ନେଇ ଗ୍ରାମରେ ଅସନ୍ତୋଷ ପ୍ରକାଶ ପାଇଛି। ଅଖିଳ ଜୁଆଙ୍ଗଙ୍କ ପ୍ରଥମ ଶ୍ରେଣୀରେ ପଢୁଥିବା ଛାତ୍ରୀଙ୍କୁ ବିଦ୍ୟାଳୟର…
ହତ୍ୟା ମାମଲା, ଦମ୍ପତି ନିର୍ଦ୍ଦୋଷ ସାବ୍ୟସ୍ତ
ଭଞ୍ଜନଗର,୨୬ା୨(ବାବୁଲା ପ୍ରଧାନ): ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ସୁଗୁମ ଗ୍ରାମର ମାଧବ ନାୟକ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ଭଞ୍ଜନଗର ଏଡିଜେ ଦେବଦତ୍ତ ପଟ୍ଟନାୟକ ୧୮ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ପ୍ରମାଣ ମିଳି ନ ଥିବାରୁ ଅଭିଯୁକ୍ତ ସ୍ବାମୀ, ସ୍ତ୍ରୀଙ୍କୁ…

