ବ୍ୟାଗ୍ରେ ଭର୍ତ୍ତି କରି ନବଜାତ ଶିଶୁକୁ ଫିଙ୍ଗିଦେଲେ, କାନ୍ଦ ଶୁଭିବାରୁ…
ବାଲେଶ୍ୱର,୨୫ା୨(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ଦେଇ ଯାଇଥିବା ୬୦ ନଂ ଜାତୀୟ ରାଜପଥର ରୂପ୍ସା ଥାନା ଅନ୍ତର୍ଗତ ଧାରି ପୋଲ ନିକଟରୁ ମଙ୍ଗଳବାର ଏକ ବ୍ୟାଗ୍ ଭିତରୁ ନବଜାତ ଶିଶୁକୁ ପୋଲିସ ଉଦ୍ଧାର କରିଛି। ରାଜପଥ ପାଶର୍ବରେ ବ୍ୟାଗ ଭିତରୁ ପିଲାଟିର…
ପୃଥକ୍ ଦୁର୍ଘଟଣାରେ ୨ ମୃତ, ଜଣେ ଗୁରୁତର
ପାଟଣା,୨୫ା୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଦେଇ ଯାଇଥିବା କେନ୍ଦୁଝର ତୁରୁମୁଙ୍ଗା ୪୯ ନମ୍ବର ମୁମ୍ବାଇ କୋଲକାତା ଜାତୀୟ ରାଜପଥର ହାତୀବାରି ମଣ୍ଟୁ ଢାବା ନିକଟରେ ମଙ୍ଗଳବାର ଭୋର୍ ସକାଳୁ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।…
ଶୌଚ ହେବାକୁ ଯିବା ସମୟରେ ଦନ୍ତାହାତୀ ହାବୁଡରେ ପଡ଼ିଗଲେ ଶ୍ରମିକ, ଆଉ ତା’ପରେ…
ଭଞ୍ଜନଗର,୨୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଦକ୍ଷିଣ ଘୁମୁସର ବନଖଣ୍ଡ ବୁଗୁଡ଼ା ରେଞ୍ଜ ଅନ୍ତର୍ଗତ କିରାପଲ୍ଲୀ ଗ୍ରାମ ନିକଟରେ ସୋମବାର ରାତିରେ ଏକ ଦନ୍ତାହାତୀ ଆକ୍ରମଣରେ ଜଣେ ଶ୍ରମିକ ଗୁରୁତର ଭାବେ ଆହତ ହୋଇଛନ୍ତି । ସେ ହେଲେ ଆନ୍ଧ୍ର ପ୍ରଦେଶର ମହମ୍ମଦ…
ବିଡିଓଙ୍କ ଅଫିସ ଆଗରେ ଧାରଣାରେ ବସିଲେ ସାମାଜିକ କର୍ମୀ
ସାବରଙ୍ଗ,୨୫।୨(କାଳିପଦ ରାୟ): ଭଦ୍ରକ ଜିଳା ବାସୁଦେବପୁର ବିଡ଼ିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମଙ୍ଗଳବାର ସକାଳେ ସାମାଜିକ କର୍ମୀ ବୈଲୋଚନ ଜେନା ଧାରଣାରେ ବସିଛନ୍ତି। ସୋମବାର କିଛିକାମ ବିଷୟରେ ଆଲୋଚନା କରିବା ପାଇଁ ଜେନା ବିଡ଼ିଓଙ୍କ ନିକଟକୁ ଯାଇଥିଲେ। ଏହି ସମୟରେ ବିଡ଼ିଓ ତନ୍ମିତା…
ଚୋରା କୋଇଲା ବୋଝେଇ ପିକଅପ୍ ଜବତ
ସାବରଙ୍ଗ,୨୫।୨(କାଳିପଦ ରାୟ):ଭଦ୍ରକ ସଦର ବ୍ଲକ ଅଧୀନ ସାବରଙ୍ଗ ପୋଲିସ ଏକ ଚୋରା କୋଇଲା ବୋଝେଇ ପିକଅପ୍କୁ ଜବତ କରିଛି। ଗାଡିଟି ସେରପୁର ଆଡୁ ଆସୁଥିବାବେଳେ ଥାନା ଏଏସଆଇ ରବୀନ୍ଦ୍ର ସିଂ, କନକ ହାଁସଦା, କମଳା ପତି, ହାବିଲଦାର ସୁଶାନ୍ତ ମହାପାତ୍ର, ବିନୋଦ…
ଜିଲାପାଳଙ୍କୁ ଭେଟିବାକୁ ଅନ୍ଧାର ରାତିରେ ୨୫ କିମି ଚାଲିଲେ ଅନ୍ତେବାସୀ
ବାରିପଦା,୨୫ା୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଖୁଣ୍ଟା ବ୍ଲକ ଅଧିନ ବାସିପିଠା ସ୍ଥିତ ସରକାରୀ ଏସ.ଏସ.ଡି ଉଚ୍ଚ ବିଦ୍ୟାଳୟର ଶତାଧିକ ଅନ୍ତେବାସୀ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିବାକୁ ଅନ୍ଧାର ରାତିରେ ବାରିପଦାରେ ପହଞ୍ଚିଛନ୍ତି। ଦୀର୍ଘ ୨୫ କିମି ରାଜ୍ୟ ରାଜପଥରେ ଚାଲି…
ନାମ ବଦଳିଲା, ପୂରଣ ହେଲାନି ପଦବୀ
ଭବାନୀପାଟଣା,୨୫।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ବିଶ୍ୱ ବିଦ୍ୟାଳୟରୁ ନାମ ପରିବର୍ତ୍ତନ ହୋଇ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ହେଲା। ତଥାପି ପୂରଣ ହେଲାନି ପଦବୀ। ଭବାନୀପାଟଣାସ୍ଥିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଏବେ ଅନେକ ପଦବୀ ଖାଲିପଡିଛି। ଯାହାକୁ ନେଇ ଜିଲାର ଶିକ୍ଷାବିତ୍, ବୁଦ୍ଧିଜୀବୀଙ୍କ…
Odisha 10th Exam: ପରୀକ୍ଷା ଦେଇ ଫେରିବା ପରେ ପ୍ରସବ କଲେ ଦଶମ ଶ୍ରେଣୀ ଛାତ୍ରୀ
ମାଲକାନଗିରି,୨୫ା୨(ଦୁର୍ଯ୍ୟୋଧନ ପାତ୍ର): ଚିତ୍ରକୋଣ୍ଡା ଅନୁସୂଚିତ ଜାତି ଓ ଜନଜାତି ଆବାସିକ ବିଦ୍ୟାଳୟ ପରିସରରେ ଜଣେ ଦଶମ ଶ୍ରେଣୀ ଛାତ୍ରୀ ଏକ ଶିଶୁକୁ ଜନ୍ମ ଦେଇଥିବା ଜଣାପଡ଼ିଛି। ଦଶମ ଶ୍ରେଣୀର ଛାତ୍ରୀ ଜଣକ ସୋମବାର ସକାଳେ ପରୀକ୍ଷା ଦେଇ ସ୍କୁଲ ହଷ୍ଟେଲକୁ ଫେରିଥିଲେ।…
ପାରାଦୀପରେ ଭୂକମ୍ପ, ସମୁଦ୍ରର ଦୃଶ୍ୟ ଦେଖି ଲୋକେ…
ପାରାଦୀପ,୨୫ା୨(ଶରତ ରାଉତ): ଉପକୂଳ ଓଡ଼ିଶାର ପାରାଦୀପ ଓ ଆଖପାଖ ଅଞ୍ଚଳରେ ମଙ୍ଗଳବାର ସକାଳ ୬.୦୯ରେ ମୃଦୁ ଭୂକମ୍ପ ଘଟିଥିବା ଜଣାପଡ଼ିଛି। କେତେକ ଲୋକ ଏହା ଅନୁଭବ କରିଛନ୍ତି ବୋଲି କହିଛନ୍ତି। ରିକ୍ଟର ସ୍କେଲରେ ଏହା ୪.୦୯ପ୍ରତିଶତ ବୋଲି କୁହାଯାଇଛି। ଭୂକମ୍ପ ଘଟଣାରେ…
ପଟ୍ଟାମୁଣ୍ଡାଇରେ ବଢୁଛି ମାନସିକ ବିକାରଗ୍ରସ୍ତଙ୍କ ସଂଖ୍ୟା
ପଟ୍ଟାମୁଣ୍ଡାଇ, ୨୫ା୨(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ସହର ଓ ଏହାର ଆଖପାଖ ଅଞ୍ଚଳରେ ମାନସିକ ବିକାରଗ୍ରସ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ଅସହାୟ ବୃଦ୍ଧାବୃଦ୍ଧ ଓ ଅଚିହ୍ନା ଅଜଣା ରୋଗୀ ଉପେକ୍ଷିତ ହୋଇ ଅଭିଶପ୍ତ ଜୀବନଯାପନ କରୁଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ସ୍ଥାନୀୟ…
ବାଂଲାଦେଶ, ପଶ୍ଚିମବଙ୍ଗ ଢାଞ୍ଚାରେ ବଢୁଛି ବାଲ୍ୟବିବାହ
ମହାକାଳପଡ଼ା, ୨୫ା୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍ ଉପକୂଳ ଅଞ୍ଚଳରେ ଦିନକୁଦିନ ବାଲ୍ୟବିବାହ ବୃଦ୍ଧିପାଉଛି। ଏଥିପ୍ରତି ବିଭାଗ ଲୋକଙ୍କୁ ସଚେତନ କରୁନାହିଁ। ଫଳରେ ସଚେତନା ଅଭାବ, ନିରକ୍ଷର ଓ ଦାରିଦ୍ର୍ୟ ବାଲ୍ୟବିବାହର କାରଣ ସାଜିଛି। ବିଶେଷକରି ଅଞ୍ଚଳର ମଠ,…
୧୨.୭୯ କୋଟି ଟଙ୍କାରେ ହେବ ରଙ୍ଗମହଲ: ଜାଗା ଚିହ୍ନଟ ପ୍ରକ୍ରିୟା ଆରମ୍ଭ
ବରଗଡ଼,୨୫।୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଧନୁଯାତ୍ରା ମହୋତ୍ସବ ପାଇଁ ନୂତନ ରଙ୍ଗ ମହଲ ନିର୍ମାଣ ହେବ। ୧୨.୭୯ କୋଟି ଟଙ୍କା ବ୍ୟୟ ଅଟକଳରେ ହେବାକୁ ଥିବା ଏହି ପ୍ରକଳ୍ପକୁ ସରକାରୀ ଅନୁମୋଦନ ମିଳିସାରିଛି। ସ୍ଥାନୀୟ ନିଶାମଣି ସ୍କୁଲ ପଡ଼ିଆ ପଛପଟ ସରକାରୀ ବସଷ୍ଟାଣ୍ଡ ପରିସରରେ…

