ଆମ ଜିଲା ଖବର

ଗୋ ଚାଲାଣକାରୀଙ୍କୁ ପୋଲିସର ଏନ୍‌କାଉଣ୍ଟର: ୨ ଅପରାଧୀ ଆହତ

ସମ୍ବଲପୁର,୧୧।୩(ପ୍ରମୋଦ ବହିଦାର): ସମ୍ବଲପୁରର ସିଟି ଷ୍ଟେସନ ନିକଟରେ ପୋଲିସ ଓ ଗୋରୁ ଚୋରା ଚାଲାଣକାରୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ଗୋରୁ ଚୋରା ଚାଲାଣକରୀଙ୍କ ମଧ୍ୟରୁ ଦୁଇଜଣ ଆହତ ହୋଇଥିବା ଖବର ମିଳିଛି। ଉଭୟଙ୍କୁ ବୁର୍ଲା ଭିମସାରରେ ଭର୍ତ୍ତି କରାଯାଇଛି।…

ବିବାହ ବନ୍ଧନରେ ଆବଦ୍ଧ ହେବେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ

ଭୁବନେଶ୍ୱର,୧୧।୩: ବିଜେଡି ନେତା ଏବଂ ପୂର୍ବତନ ନବରଙ୍ଗପୁର ସାଂସଦ ପ୍ରଦୀପ କୁମାର ମାଝୀ ମାର୍ଚ୍ଚ ୧୨ରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ସୂତ୍ର ଅନୁସାରେ ମାଝି (୪୮) ମାର୍ଚ୍ଚ ୧୨ରେ ଗୋଆରେ ପରିବାର ଓ ନିକଟତର ସଦସ୍ୟଙ୍କ ଉପସ୍ଥିତିରେ ବିବାହ…

ଦ୍ୱିତୀୟ ବିବାହ ପାଇଁ ୨ ପୁଅଙ୍କୁ ହତ୍ୟା କଲେ ବାପା

ନୟାଗଡ଼,୧୧ା୩(ଲୋକନାଥ ମିଶ୍ର):ସ୍ବାମୀଙ୍କ ନିର୍ଯାତନା ସହି ନ ପାରି ପ୍ରାୟ ୩ ବର୍ଷ ତଳେ ସ୍ତ୍ରୀ ଆମତ୍ହତ୍ୟା କରିଥିଲେ। ସ୍ତ୍ରୀଙ୍କ ମୃତ୍ୟୁ ପରେ ବ୍ୟକ୍ତି ଜଣକ ଅନ୍ୟତ୍ର ବିବାହ କରିବାକୁ ଯୋଜନା ଚଳାଇଥିଲେ। ଏହି ଦ୍ୱିତୀୟ ବିବାହ ପ୍ରସ୍ତାବକୁ ୨ ନାବାଳକ ପୁଅ…

ମହିଳା ସୁରକ୍ଷା ନାଁରେ ସରକାର ଭୁଆଁ ବୁଲାଉଛନ୍ତି ଜିଲାପାଳଙ୍କ ଅଫିସ ଘେରିଲା କଂଗ୍ରେସ

ନୂଆପଡ଼ା,୧୦ା୩ (ମକାରୁ ବେମାଲ): ରାଜ୍ୟରେ ଏସ୍‌ସି,ଏସ୍‌ଟି, ଓବିସି ମହିଳା ଓ ନାବାଳିକାଙ୍କ ଉପରେ ଅପରାଧ ବୃଦ୍ଧି ପାଉଥିଲେ ମଧ୍ୟ ରାଜ୍ୟ ସରକାର ଏହାକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛନ୍ତି। ଏହାକୁ ନେଇ ସୋମବାର ଜିଲା କଂଗ୍ରେସ କମିଟି ରାସ୍ତାକୁ ଓହ୍ଲାଇଛି। ସଭାପତି…

ଜିଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

କୋକସରା,୧୦ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ବ୍ଲକ୍‌ କାର୍ଯ୍ୟାଳୟଠାରେ ସୋମବାର ଜିଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। କୋକସରା ବିଡିଓ ଡ. ହିମାଞ୍ଚଳ ମାଝୀଙ୍କ ଅଧ୍ୟକ୍ଷତାରେ କଳାହାଣ୍ଡି ଜିଲାପାଳ ପାୱାର ସଚିନ ପ୍ରକାଶ, ଜିଲା ଆରକ୍ଷୀ ଅଧୀକ୍ଷକ ନାଗରାଜ ଦେବରକୋଣ୍ଡା,…

ଜଗନ୍ନାଥ, ଅଷ୍ଟଶମ୍ଭୁ ମନ୍ଦିର ପ୍ରତିଷ୍ଠା ମହୋତ୍ସବ

ଗଞ୍ଜାମ,୧୦ା୩(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ୍‌ ବିରୁଳିଗଡ଼ ତାଳୁକା ଅନ୍ତର୍ଗତ ଉମ୍ବୁରି ଧର୍ମଶରଣପୁର ଶାସନ ଗ୍ରାମରେ ନୂତନ ଜଗନ୍ନାଥ, ଅଷ୍ଟଶମ୍ଭୁ, କମଳା, ବିମଳା ମନ୍ଦିର ଓ ନାମ ମଣ୍ଡପ ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ପଣ୍ଡିତ ତୁମ୍ବନାଥ ତ୍ରିପାଠୀଙ୍କ ତତ୍ୱାବଧାନରେ ପ୍ରତିଷ୍ଠା ଉତ୍ସବ…

ଗାଡ଼ି ଚକରେ ଲାଗିଗଲା ଶାଢ଼ି: ଆଖି ବୁଜିଲେ ଆଶାକର୍ମୀ

ପୁରୁଷୋତ୍ତମପୁର,୧୦।୯(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହର ଧୋବାସାହି ଛକ ନିକଟରେ ସୋମବାର ସନ୍ଧ୍ୟାରେ ଏକ ମୋପେଡ୍‌ ଗାଡିରୁ ଖସିପଡି ଆଛୁଲି ଗ୍ରାମର ଆଶାକର୍ମୀ ପ୍ରମିଳା ପଣ୍ଡା(୫୫)ଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ, ଆଶାକର୍ମୀ ପ୍ରମିଳା ଜଣେ ଗର୍ଭବତୀ ମହିଳାଙ୍କୁ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ବୁଗୁଡା,୧୦ା୩(କାଳିଚରଣ ଦାଶ): ବୁଗୁଡା ଥାନା ଅନ୍ତର୍ଗତ ପଙ୍କଳସାହି ଗାଁର ଗୌରହରି ଦଳରା(୨୧)କିଛି ଦୁର୍ବୃତ୍ତଙ୍କ ଆକ୍ରମଣରେ ଆହତ ହୋଇଥିବା ନେଇ ଥାନାରେ ଅଭିଯୋଗ ପରେ ପୋଲିସ ପକ୍ଷରୁ କେଶ୍‌ ନଂ.୧୩୪/୨୫ରେ ମାମଲା ରୁଜୁ ହୋଇଛି। କିଛିଦିନ ତଳେ ଗୌରହରି ଓ ତାଙ୍କ ଗ୍ରାମର…

ବଢୁଛି ନାରୀ ନିର୍ଯାତନା: ଜିଲାପାଳଙ୍କ ଅଫିସ ଆଗରେ କଂଗ୍ରେସର ପ୍ରତିବାଦ

ବରଗଡ଼,୧୦।୩(ପ୍ରେମାନନ୍ଦ ଖମାରୀ): ରାଜ୍ୟରେ ମହିଳାମାନେ ଅସୁରକ୍ଷିତ ଅଛନ୍ତି। ନାରୀ ନିର୍ଯାତନା ନିତିଦିନିଆ ଘଟଣାରେ ପରିଣତ ହୋଇଛି। ବେଟି ବଞ୍ଚାଅ, ବେଟି ପଡ଼ାଅ ସ୍ଲୋଗାନ ଦେଉଥିବା ଡବଲ ଇଞ୍ଜିନ ସରକାରଙ୍କ ୮ ମାସର ଶାସନକାଳ ଲଜ୍ଜାରେ ଭରି ରହିଛି । ଗତ ୮…

ଜୟନାରାୟଣଙ୍କ ବୟାନ ପରେ ବଢୁଛି କୋଶଲ ତାତି: ବନ୍ଦେ ଉତ୍କଳ ଜନନୀକୁ ବିରୋଧ

ବରଗଡ଼,୧୦।୩(ପ୍ରେମାନନ୍ଦ ଖମାରୀ): କୋଶଲ ପ୍ରସଙ୍ଗରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଶନିବାର ବୟାନ ଦେବା ପରେ କୋଶଲ ଆନ୍ଦୋଳନ ତେଜି ଉଠିଛି। ସୋମବାରସନ୍ଧ୍ୟାରେ କୋଶଲ ସେନାର ସଂଗ୍ରାମୀମାନେ ବରଗଡ଼ ଗାନ୍ଧୀଛକରେ ସମବେତ ହୋଇଥିଲେ। ଜୟନାରାୟଣଙ୍କ ବୟାନକୁ ସେମାନେ ସମର୍ଥନ କରିଥିଲେ। ଏହା…

ଜାତୀୟ ମାଷ୍ଟର ଗେମ୍ସରେ ବିରଳ ରେକର୍ଡ ସୃଷ୍ଟି କଲେ ସନ୍ତୋଷ

ବରଗଡ଼, ୧୦।୩(ପ୍ରେମାନନ୍ଦ ଖମାରୀ) : ସପ୍ତମ ଜାତୀୟ ମାଷ୍ଟର ଗେମ୍ସ ପ୍ରତିଯୋଗିତାରେ ବରଗଡ଼ର ସନ୍ତୋଷ କୁମାର ପ୍ରଧାନ ପୁଣିଥରେ ମାଷ୍ଟର କ୍ରୀଡ଼ାରେ ରେକର୍ଡ ସୃଷ୍ଟି କରିଛନ୍ତ। ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡିୟମରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ନିଜର ବ୍ୟକ୍ତିଗତ ଇଭେଣ୍ଟ ଟ୍ରିପଲ ଜମ୍ପ,…

ପୋଲିସକୁ ବଡ଼ ସଫଳତା: କାଜୁ ଜଙ୍ଗଲରେ ଲୁଚାଇ ରଖାଯାଇଥିବା ୨୫୫୫ କେଜି ଗଞ୍ଜେଇ ଜବତ

ଦାରିଙ୍ଗବାଡି,୧୦।୩ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ପୋଲିସକୁ ପୁଣି ସଫଳତା ମିଳିଛି । ଗଞ୍ଜେଇ ଅମଳ ପରେ ବାହାରକୁ ଚାଲାଣ ପାଇଁ କାଜୁ ଜଙ୍ଗଲରେ ଲୁଚାଇ ରଖାଯାଇଥିବା ୨୫୫୫କେଜି ଗଞ୍ଜେଇକୁ ପୋଲିସ ସୋମବାର ଜବତ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?