ଜାତୀୟ ମାଷ୍ଟର ଗେମ୍ସରେ ବିରଳ ରେକର୍ଡ ସୃଷ୍ଟି କଲେ ସନ୍ତୋଷ
ବରଗଡ଼, ୧୦।୩(ପ୍ରେମାନନ୍ଦ ଖମାରୀ) : ସପ୍ତମ ଜାତୀୟ ମାଷ୍ଟର ଗେମ୍ସ ପ୍ରତିଯୋଗିତାରେ ବରଗଡ଼ର ସନ୍ତୋଷ କୁମାର ପ୍ରଧାନ ପୁଣିଥରେ ମାଷ୍ଟର କ୍ରୀଡ଼ାରେ ରେକର୍ଡ ସୃଷ୍ଟି କରିଛନ୍ତ। ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡିୟମରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ନିଜର ବ୍ୟକ୍ତିଗତ ଇଭେଣ୍ଟ ଟ୍ରିପଲ ଜମ୍ପ,…
ପୋଲିସକୁ ବଡ଼ ସଫଳତା: କାଜୁ ଜଙ୍ଗଲରେ ଲୁଚାଇ ରଖାଯାଇଥିବା ୨୫୫୫ କେଜି ଗଞ୍ଜେଇ ଜବତ
ଦାରିଙ୍ଗବାଡି,୧୦।୩ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ପୋଲିସକୁ ପୁଣି ସଫଳତା ମିଳିଛି । ଗଞ୍ଜେଇ ଅମଳ ପରେ ବାହାରକୁ ଚାଲାଣ ପାଇଁ କାଜୁ ଜଙ୍ଗଲରେ ଲୁଚାଇ ରଖାଯାଇଥିବା ୨୫୫୫କେଜି ଗଞ୍ଜେଇକୁ ପୋଲିସ ସୋମବାର ଜବତ କରି…
ଜାତୀୟ ମାଷ୍ଟର ଗେମ୍ସ: ବରଗଡ଼ର ୨ ଭଉଣୀଙ୍କୁ ସ୍ବର୍ଣ୍ଣପଦକ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା
ବରଗଡ଼,୧୦।୩(ପ୍ରେମାନନ୍ଦ ଖମାରୀ) : ସପ୍ତମ ଜାତୀୟ ମାଷ୍ଟର ଗେମ୍ସରେ ବରଗଡ଼ ସହରର ୨ଭଉଣୀ ଅନୁପମା ଘିବିଲା ଏବଂ ଅରୁଣା ଘିବିଲା ସଫଳତା ହାସଲ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି। ରାଉରକେଲା ବିର୍ସାମୁଣ୍ଡା ଆଥେଲିକ ଷ୍ଟାଡିୟମରେ ଜେନେରାଲ ସେକ୍ରାଟାରୀ ମାଷ୍ଟର ଗେମ୍…
ଭୁବନେଶ୍ୱର ଅଭିମୁଖେ ଯାଉଥିଲା ଗଞ୍ଜେଇ ଭର୍ତ୍ତି କାର୍, ଅଧାବାଟରେ ମାଡିବସିଲା ଅବକାରୀ ବିଭାଗ
ଭଞ୍ଜନଗର,୧୦। ୩(ବାବୁଲା ପ୍ରଧାନ): ଚୋରା ଗଞ୍ଜେଇ କାରବାର ଦିନକୁ ଦିନ ବଢ଼ିବାରେ ଲାଗିଛି। କନ୍ଧମାଳ ଜିଲାର ବିଭିନ୍ନ ଅଞ୍ଚଳରୁ ଦୈନନ୍ଦିନ ଭାୟା ଭଞ୍ଜନଗର ଦେଇ ରାଜ୍ୟ ରାଜଧାନୀ ସମେତ ପଶ୍ଚିମବଙ୍ଗ, ଗୁଜରାଟ, ଆନ୍ଦ୍ରପ୍ରଦେଶ, ତେଲଙ୍ଗାନା ସମେତ ଅନ୍ୟାନ୍ୟ ରାଜ୍ୟକୁ ଗଞ୍ଜେଇ ଚାଲାଣ…
ଦେଓମାଳି ଶୁଟିଂ ସେଟରେ ପ୍ରିୟଙ୍କା, ଆକ୍ସନ ସିନ୍ ଶୁଟ୍ କଲେ ମହେଶ ବାବୁ, ଦେଖିବାକୁ ଲୋକଙ୍କ ଭିଡ଼
କୋରାପୁଟ,୧୦।୩(ଅମିତାଭ ବେହେରା): ବଲିଉଡ ଦେଶୀ ଗର୍ଲ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା କୋରାପୁଟ ଜିଲାରେ ପହଞ୍ଚିଛନ୍ତି। ଜଣାଶୁଣା ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ଏସ୍ଏସ୍ ରାଜାମୌଲିଙ୍କ ଆଗାମୀ ଫିଲ୍ମ ଶୁଟିଂ କୋରାପୁଟରେ ଚାଲିଛି। କୋରାପୁଟର ତାଲାମାଳିରେ ତେଲୁଗୁ ସୁପରଷ୍ଟାର ମହେଶ ବାବୁଙ୍କ ଶୁଟିଂ…
ରାମକୃଷ୍ଣଙ୍କୁ ମିଳିଲା ବଡ଼ ଦାୟିତ୍ୱ
ଉମରକୋଟ,୧୦।୩(ସନ୍ତୋଷ ଶତପଥୀ): ବରିଷ୍ଠ ଆଇନଜୀବୀ ତଥା ଭାଜପା ବରିଷ୍ଠ ନେତା ରାମକୃଷ୍ଣ ନାୟକଙ୍କୁ ନବରଙ୍ଗପୁର ଏମ୍ପି ବଳଭଦ୍ର ମାଝିଙ୍କ ଉମରକୋଟ ପୌର ପରିଷଦ ପ୍ରତିନିଧିଭାବେ ମନୋନୀତ କରାଯାଇଛି। ଏମ୍ପି ବଳଭଦ୍ର ମାଝି ଉମରକୋଟ ପୌର ନିର୍ବାହୀ ଅଧିକାରୀଙ୍କୁ ଏ ନେଇ ଚିଠି…
ଖେମୁଣ୍ଡି ଓକିଲ ସଂଘ ନିର୍ବାଚନ: ସଭାପତି ପଦବୀ ପାଇଁ ସବୁ ନାମାଙ୍କନ ରଦ୍ଦ କଲେ ନିର୍ବାଚନ ଅଧିକାରୀ
ଦିଗପହଣ୍ଡି,୧୦।୩(ଅଶେଷ ନାଥ ମିଶ୍ର): ମାର୍ଚ୍ଚ ୨୯ ତାରିଖ ଦିନ ହେବାକୁ ଥିବା ଆଇନଜୀବୀଙ୍କ ନିର୍ବାଚନକୁ ନେଇ ସମଗ୍ର ଓଡ଼ିଶାରେ ଉଷ୍ମତା ଲାଗିରହିଛି। ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର ସଭାପତି ପଦବୀ ପାଇଁ ୩ ଆଶାୟୀଙ୍କ ନାମାଙ୍କନକୁ ନିର୍ବାଚନ ଅଧିକାରୀ ଚନ୍ଦ୍ରଧଜ ସିଂ…
ଗୋଲାପ ଚାଷ ଦେଖିଲେ କେନ୍ଦ୍ରୀୟ ଟିମ୍
ରାମନାଗୁଡ଼ା,୧୦।୩ (ସଞ୍ଜୟ ପ୍ରଧାନ): କେନ୍ଦ୍ର ସରକାରଙ୍କ ଜଳ ଶକ୍ତି ଅଭିଯାନର ଏକ ଟିମ୍ ସୋମବାର ରାୟଗଡ଼ା ଜଲା ରାମନାଗୁଡ଼ା ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେମାନେ ପ୍ରଥମେ ରାମନାଗୁଡା ବ୍ଲକ୍ ଅନ୍ତର୍ଗତ ପାରୀକ୍ଷିତି ପଞ୍ଚାୟତ ଅଧୀନରେ ଥିବା…
ଛାତ୍ରୀଛାତ୍ରଙ୍କୁ ପର୍ଯ୍ୟଟନକ୍ଷେତ୍ର ବୁଲାଇବା ନାମରେ ଚଞ୍ଚକତା ଚର୍ଚ୍ଚା: ୩ ଶହ ଜଣଙ୍କୁ ୪ ବସ୍
ଦାରିଙ୍ଗବାଡି,୧୧।୩ (ଅରୁଣ ସାହୁ): ଛାତ୍ରୀଛାତ୍ରଙ୍କୁ ଶିକ୍ଷାଦାନ ସମେତ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯାଉଛି। ଏହି କ୍ରମରେ ଦାରିଙ୍ଗବାଡି ବ୍ଲକର ୨୫୪ ବିଦ୍ୟାଳୟରୁ ବିଦ୍ୟାଳୟ ପିଛା ଗୋଟିଏ ଲେଖାଏଁ ଛାତ୍ରୀଛାତ୍ରଙ୍କୁ ପର୍ଯ୍ୟଟନକ୍ଷେତ୍ର ବୁଲିବା ପାଇଁ ରାଜ୍ୟ ସରକାର ଦାରିଙ୍ଗବାଡି…
ଆତ୍ମସମର୍ପଣ କରିଥିବା ଦମ୍ପତିଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲା ମାଓବାଦୀ ସଙ୍ଗଠନ
ମାଲକାନଗିରି,୧୦ା୩(ନୃସିଂହ ଚରଣ ମହାନ୍ତି)-ଛତିଶଗଡ ବିଜାପୁରରେ ଗତ କିଛିଦିନ ତଳେ ଏକ ମାଓବାଦୀ ଦମ୍ପତି ଆତ୍ମସମର୍ପଣ କରିଥିଲେ। ସେମାନଙ୍କ ନାମରେ ଅର୍ଥ ଲୁଟ ଭଳି ସଙ୍ଗୀନ ଅଭିଯୋଗ ଆଣି ଏକ ପ୍ରେସ୍ ବିବୃତ୍ତି ଜାରି କରିଛି ମାଓବାଦୀ ସଙ୍ଗଠନ। ମିଳିଥିବା ସୂଚନା ଅନୁଯାୟୀ,…
ଚୋରା ଚାଲାଣ ବେଳେ ଧରାପଡିଥିଲା ୩ ଟ୍ରାକ୍ଟର
ଦିଗପହଣ୍ଡି,୧୦|୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ସୋମବାର ୩ ଜଣ ଗାଡ଼ି ଚାଳକ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।ଗିରଫ ଅଭିଯୁକ୍ତ ମାନେ ହେଲେ ଦିଗପହଣ୍ଡି ଥାନା ଚୁଡୁଙ୍ଗପୁର ଗ୍ରାମର ଲିଟୁ ବାଡ଼ତ୍ୟା, ଏ. କାଳିଆ ପାତ୍ର…
ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ସମର୍ଥନ: ଜଣାଇଲା କୋସଲ ମିଳିତ କ୍ରିୟାନୁଷ୍ଠାନ କମିଟି
ବଲାଙ୍ଗୀର,୧୦।୧୩ : ବଲାଙ୍ଗୀର ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ସାରେ କୋସଲ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ସମର୍ଥନ ଜଣାଇ କୋସଲ ମିଳିତ କ୍ରିୟାନୁଷ୍ଠାନ କମିଟି ତୀବ୍ର ପ୍ରତିକ୍ରିୟା ପ୍ରକାଶ…

