ବରଗଡ଼ରେ ୫୯୫ ବୋତଲ କଫ ସିରଫ ଜବତ, ୨ ଗିରଫ
ବରଗଡ଼, ୧୧।୩(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲା ଅମ୍ବାଭୋନା ଥାନା ଅଧୀନରେ ଥିବା ଭୁକ୍ତା ତଲିପଡାସ୍ଥିତ ବିନୋଦ ଡୁଙ୍ଗୁରିଙ୍କ ପୁରୁଣା ଘରେ ବିପୁଳ ପରିମାଣର ବେଆଇନ କଫ ସିରଫ ଗଚ୍ଛିତ ରଖିଥିବା ଅଭିଯୋଗରେ ପୋଲିସ ୨ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ…
ପାରିବାରିକ ଶତ୍ରୁତାରୁ ହତ୍ୟା ଉଦ୍ୟମ ଘଟଣା: କାତି-ଠେଙ୍ଗା ଜବତ, ଜେଲ ଗଲେ ଅଭିଯୁକ୍ତ
ଦିଗପହଣ୍ଡି,୧୧|୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସାହାଣୀ ସାହିର ସୁଶାନ୍ତ ଦାସଙ୍କୁ ତଦନ୍ତକାରୀ ଅଧିକାରୀ ଥାନା ଏସ.ଆଇ ଜ୍ୟୋତି ରଞ୍ଜନ ବେହେରା ଏକ ହତ୍ୟା ଉଦ୍ୟମ ଘଟଣାରେ ଗିରଫ କରି ମଙ୍ଗଳବାର ଅପରାହ୍ନରେ କୋର୍ଟ ଚାଲାଣ କରିଛନ୍ତି। ଥାନା ମାମଲା…
ଦୋଳଯାତ୍ରା ଦେଖିବାକୁ ୧୭୦ କିମି ରିକ୍ସାରେ ଆସିଲେ
ଗଞ୍ଜାମ,୧୧।୩(ବିଦ୍ୟାଧର ସହି ): ଗଞ୍ଜାମ ସହରରେ ସୋମବାର ଠାରୁ ଆରମ୍ଭ ହୋଇଛି ଐତିହାସିକ ଦୋଳ ଯାତ୍ରା। ଏଠାରେ ଏହି ଯାତ୍ରା ପାଞ୍ଚ ଦିନ ଧରି ଚାଲୁରହିବ। ଏହି ଦୋଳ ଯାତ୍ରା ଦେଖିବା ଲାଗି ଜଣେ ଉତ୍ସାହି ଯୁବକ ପୁରୀରୁ ୧୭୦ କିମି…
ବିଦ୍ୟୁତ୍ ବିଭାଗ ଏସ୍ଡିଓଙ୍କ କାର୍ଯ୍ୟାଳୟ ଘେରିଲେ ବରଗଡ଼ ଚାଷୀ
ବରଗଡ଼,୧୧।୩(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲା ଭଟଲି ବ୍ଲକର ବିଭିନ୍ନ ଗ୍ରାମରୁ ଶତାଧିକ ଚାଷୀ ଲୋ’ ଭୋଲଟେଜ୍ ଓ ପାୱାର୍ କଟ ସମସ୍ୟା ନେଇ ମଙ୍ଗଳବାର ଭଟଲିସ୍ଥିତ ବିଦ୍ୟୁତ୍ ଏସ୍ଡିଓଙ୍କ କାର୍ଯ୍ୟାଳୟ ଘେରାଉ କରି ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି।…
ବିଧାନସଭାରେ ହାତାହାତି: ମନ୍ତ୍ରୀ, ବିଧାୟକଙ୍କ ବିରୋଧରେ ଆକ୍ସନ ନେବାକୁ ବାଚସ୍ପତିଙ୍କୁ କଂଗ୍ରେସର ଚିଠି
ଭୁବନେଶ୍ୱର,୧୧।୩: କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ମଙ୍ଗଳବାର ବାଚସ୍ପତିଙ୍କୁ ଏକ ଚିଠି ଲଖିଛନ୍ତି। ଚିଠିରେ ମନ୍ତ୍ରୀ, ଭାଜପା ବିଧାୟକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ମଙ୍ଗଳବାର ଗୃହରେ ହଟ୍ଟଗୋଳ ସମୟର ଭିଡିଓ ଯାଞ୍ଚ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ…
ଅବକାରୀ ଓଆଇସିଙ୍କ ମହାନତା, ରାସ୍ତା କଡ଼ରୁ ଗୋଟାଇଥିବା ମନି ପର୍ସ ଫେରାଇଲେ
ଭଞ୍ଜନଗର,୧୧।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅବକାରୀ ଓଆଇସି ଅଲିଭା ମାଝୀ ମଙ୍ଗଳବାର ଅପରାହ୍ନରେ କାର୍ଯ୍ୟାଳୟ ସମ୍ମୁଖରେ ପଡ଼ିଥିବା ଏକ ମନି ପର୍ସ ଗୋଟାଇଥିଲେ। ଏହାପରେ ପର୍ସରେ ଥିବା ଆଧାର କାର୍ଡ ଠିକଣାକୁ ଆଧାର କରି ବିରିକୋଟର ରଞ୍ଜନ କୁମାର ପ୍ରଧାନଙ୍କୁ…
ଶିକ୍ଷା ମନ୍ତ୍ରୀଙ୍କ ବଡ଼ ସୂଚନା: ରାଜ୍ୟରେ ଲାଗୁ ହେବ ନୂଆ ଶିକ୍ଷା ନୀତି
ଭୁବନେଶ୍ୱର,୧୧।୩: ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମଙ୍ଗଳବାର ଏକ ବଡ଼ ସୂଚନା ଦେଇଛନ୍ତି। ଖୁବ ଶୀଘ୍ର ରାଜ୍ୟରେ ଜାତୀୟ ଶିକ୍ଷା ନୀତି ଲାଗୁ ହେବ ବୋଲି ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି। ଏନେଇ…
ନାବାଳିକା ବଳାତ୍କାରୀଙ୍କୁ ୧୦ ବର୍ଷ ଜେଲ
ଫୁଲବାଣୀ,୧୧ା୩(ରାକେଶ କୁମାର ରାଉତ): ନାବାଳିକା ବଳାତ୍କାର ମାମଲାର ବିଚାର କରି ମଙ୍ଗଳବାର ଫୁଲବାଣୀ ସ୍ବତନ୍ତ୍ର ପୋସ୍କୋ କୋର୍ଟ ଅଭିଯୁକ୍ତଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି । ଏଥିସହ ୧୧ ହଜାର ଟଙ୍କା ଜରିମାନା ଅନାଦେୟ ଅଧିକ ୫ ମାସ ଜେଲ…
ସ୍ବାମୀଙ୍କ ତଣ୍ଟି କାଟି ଫେରାର ଥିବା ସ୍ତ୍ରୀଙ୍କୁ ଧରିଲା ପୋଲିସ
ଗଜପତି,୧୧।୩(ଗିରିଧାରୀ ପରିଛା): ସ୍ବାମୀଙ୍କ ତଣ୍ଟି କାଟି ଫେରାର ଥିବା ହତ୍ୟାକରୀ ସ୍ତ୍ରୀଙ୍କୁ ମଙ୍ଗଳବାର ପାରଳାଖେମୁଣ୍ଡି ପୋଲିସ ଗିରଫ କରିଛି। ଗିରଫ ମହିଳା ଜଣକ ହେଲେ ମୃତ ଜଗଦୀଶ ମେଲେକାଙ୍କ ସ୍ତ୍ରୀ ହାରି ରଇତ। ପୋଲିସ ଅଭିଯୁକ୍ତଙ୍କୁ ଧରି ଘଟଣାସ୍ଥଳରେ ପହଞ୍ଚି ସିନ୍…
ଜାତୀୟ ରାଜପଥରେ ଜଳିଗଲା ଟ୍ରକ
ତେଲକୋଇ,୧୧।୩: କେନ୍ଦୁଝର ଜିଲା ୪୯ ନମ୍ବର ଜାତୀୟ ରାଜପଥ ବିଛାଖଣି ନିକଟରେ ମଙ୍ଗଳବାର ଏକ ଚଳନ୍ତା ୧୪ ଚକିଆ ଟ୍ରକରେ ନିଆଁ ଲାଗିଯାଇଥିଲା। ଅଗ୍ନିକାଣ୍ଡରେ ଟ୍ରକ୍ଟି ସମ୍ପୂର୍ଣ୍ଣ ପୋଡି ଯାଇଛି। ଶଟ୍ସର୍କିଟ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି। ମିଳିଥିବା ସୂଚନା…
ଔଷଧ ଦୋକାନୀଙ୍କୁ ବୋମା ମାଡ଼ ଘଟଣା: ଫେରାର ୨ ଅଭିଯୁକ୍ତ ଗଲେ ଜେଲ
ଦିଗପହଣ୍ଡି,୧୧।୩(ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗ୍ରାମ ମୁଖ୍ୟରାସ୍ତା କଡରେ ଥିବା ପ୍ରହଲ୍ଲାଦ ଡାକୁଆଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ତାଙ୍କୁ ଲକ୍ଷ୍ୟକରି ତାଙ୍କ ଔଷଧ ଦୋକାନ ଉପରକୁ ରବିବାର ସାରେ ବୋମା ମାଡ଼…
ଚାଷୀଙ୍କ ପରେ ଦିବ୍ୟାଙ୍ଗଙ୍କ ଆନ୍ଦୋଳନକୁ ଭଣ୍ଡୁର କଲା ପୋଲିସ୍ : ଆନ୍ଦୋଳନ ପୂର୍ବରୁ ଦିବ୍ୟାଙ୍ଗକୁ ଉଠାଇ ନେଲା ଥାନାକୁ
ବରଗଡ଼,୧୧।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ଭିନ୍ନକ୍ଷମମାନଙ୍କୁ ନେଇ ଗଠିତ ପେରେଣ୍ଟସ୍ ଆସୋସିଏଶନ ସେମାନଙ୍କ ୮ଦଫା ଉପରେ ପ୍ରଶାସନ କୌଣସି ପଦକ୍ଷେପ ନେଇ ନଥିବା ଅଭିଯୋଗ କରି ଏହାର ପ୍ରତିବାଦରେ ମଙ୍ଗଳବାର ସକାଳ ପ୍ରାୟ ସାଢେ ୯ଟାରେ ରାସ୍ତା ଅବରୋଧ ପାଇଁ ବରଗଡ଼…

