ଆମ ଜିଲା ଖବର

ଓଡ଼ିଆରେ ନାମଫଳକ ଲେଖିବା ପାଇଁ ସଚେତନତା ପଦଯାତ୍ରା: ଶ୍ରମିକଙ୍କୁ ମିଠା ବାଣ୍ଟିଲେ ପ୍ରଶାସନିକ ଅଧିକାରୀ

ବରଗଡ,୪।୪(ପ୍ରେମାନନ୍ଦ ଖମାରୀ): ଓଡ଼ିଆ ଆମ ଭାଷା, ଆମ ରାଜ୍ୟ ଭାଷା ଭିତ୍ତିକ ରାଜ୍ୟ, ଓଡ଼ିଆ ଭାଷାକୁ ନେଇ ଆମ ପରିଚୟ । ହେଲେ ସଚେତନତା ଅଭାବ ଓ ନିଜ ଭାଷା ପ୍ରତି ଆଗ୍ରହ ନଥିବାରୁ ଆଜି ବି ଅଧିକାଂଶ ଦୋକାନ ବଜାରରେ…

ଜଳସମ୍ପଦ ବିଭାଗର ୩ କାର୍ଯ୍ୟାଳୟ ଅସବାବପତ୍ର ବ୍ୟାଜାପ୍ତି ନୋହିଲା

ସମ୍ବଲପୁର,୪।୪(ପ୍ରମୋଦ ବହିଦାର): ଠିକା ସଂସ୍ଥାର ବକେୟା ବିଲ ଅର୍ଥ ପଇଠ ନ କରିବାରୁ ସମ୍ବଲପୁର ଜଳସମ୍ପଦ ବିଭାଗର ୩ଟି କାର୍ଯ୍ୟାଳୟର ଆସବାବପତ୍ର ବ୍ୟାଜାପ୍ତ ପାଇଁ ଅଦାଲତଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇପାରି ନାହିଁ। ଫଳରେ କୋର୍ଟ କର୍ମଚାରୀ ଖାଲି ହାତରେ ପହଞ୍ଚିଛନ୍ତି। ବୁର୍ଲାସ୍ଥିତ…

ବିଶ୍ୱଶାନ୍ତି ମହାଯଜ୍ଞରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର,୪।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ମା’ କାଳୀ ତୀର୍ଥ ମଣ୍ଡପରେ ରାଜ୍ୟସ୍ତରୀୟ ସନାତନ ଧର୍ମ ସୁରକ୍ଷା ପରିଷଦ ଆନୁକୂଲ୍ୟରେ ୧୧୪ କୁଣ୍ଡିୟ ତିନିଦିନାତ୍ମକ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେବ। ମହାଯଜ୍ଞ ଏପ୍ରିଲ ୧୦ରୁ ଆରମ୍ଭ ହୋଇ ୧୨ ତାରିଖ ପର୍ଯ୍ୟନ୍ତ ଚାଳିବ…

ଓଡ଼ିଆରେ ନାମଫଳକ ଅଭିଯାନ: ସଚେତନତା ପଦଯାତ୍ରାରେ ସାମିଲ ହେଲେ ଜିଲାପାଳ

ଛତ୍ରପୁର,୪/୪(ଦିଲ୍ଲୀପ ସାମଲ): ଓଡ଼ିଶା ଦିବସ ଏପ୍ରିଲ ୧ଠାରୁ ମହାବିଷୁବ ସଂକ୍ରାନ୍ତି ଏପ୍ରିଲ ୧୪ ପର୍ଯ୍ୟନ୍ତ ଓଡିଆ ପକ୍ଷ ପାଳନ କରିଯାଉଛି। ଏହାସହିତ ଓଡ଼ିଶା ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନ ଆଇନ,୧୯୫୬ ଅନୁଯାୟୀ ସମସ୍ତ ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନ ସମ୍ମୁଖରେ ଓଡିଆ…

କାଦୁଅ ଗଣ୍ଡରେ ଫସିଥିବା ଗାଈ ଉଦ୍ଧାର

ଦିଗପହଣ୍ଡି,୪।୪(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଅଧିନ ଆନନ୍ଦ ନଗର ସାହି ସନ୍ତୋଷୀ ମା’ ମନ୍ଦିର ନିକଟ ଏକ କାଦୁଅ ଗଣ୍ଡରେ ଫସି ରହିଥିବା ଏକ ଗାଈକୁ ୮ ଘଣ୍ଟା ପରେ ଶୁକ୍ରବାର ସକାଳେ ଅଗ୍ନିଶମ…

ବିଦ୍ୟୁତ୍‌ ଖୁଣ୍ଟ ଉଠାଇାବେଳେ ଅଘଟଣ: ଚାଲିଗଲା ଠିକା ଶ୍ରମିକଙ୍କ ଜୀବନ

ତିହିଡ଼ି,୪ା୪(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ଥାନା ମୁକୁନ୍ଦପୁର ପଞ୍ଚାୟତ ଅଧୀନ ଡାଙ୍ଗମାଳ ଗ୍ରାମରେ ଶୁକ୍ରବାର ପୂର୍ବାହ୍ନରେ ବିଦ୍ୟୁତ୍‌ ଖୁଣ୍ଟ ଉଠାଇବା ବେଳେ ଏକ ଅଘଟଣ ଘଟିଛି l ଖୁଣ୍ଟ ଉଠାଇବାରେ ବ୍ୟବହୃତ ଶାବଳ ଆଘାତରେ ଜଣେ ଠିକା ଶ୍ରମିକଙ୍କ ମୃତ୍ୟୁ…

ହୁମ୍ମା ସାପ୍ତାହିକ ହାଟ ମତ୍ସ୍ୟ ବିଭାଗକୁ ହସ୍ତାନ୍ତର: ଜିଲାପାଳଙ୍କୁ ଭେଟିଲେ ପଞ୍ଚାୟତବାସୀ

ଛତ୍ରପୁର,୪ା୪: ଛତ୍ରପୁର ଉପକଣ୍ଠ ହୁମ୍ମାଠାରେ ରହିଥିବା ସାପ୍ତାହିକ ହାଟ ଏବେ ମତ୍ସ୍ୟ ବିଭାଗକୁ ହସ୍ତାନ୍ତର କରାଯାଇଛି। ଏହାକୁ ନେଇ ହୁମ୍ମା ପଞ୍ଚାୟତ ବାସିନ୍ଦାଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେଇଛି। ହାଟ ପୂର୍ବାବସ୍ଥା ବଜୟୀ ରଖିବା ଦାବି ନେଇ ଶୁକ୍ରବାର ହୁମା ପଞ୍ଚାୟତବାସୀ…

ଦମ୍ପତିଙ୍କୁ ହାଣି ଲୁଟିନେଲେ

କୋଣାର୍କ,୪।୪: ପୁରୀ ଜିଲା ବଳଙ୍ଗା ଥାନା କମବରି ଗାଁରେ ଏକ ବଡ଼ ଧରଣର ଲୁଟ ହୋଇଛି। ଦୁର୍ବୃତ୍ତମାନେ ଘରେ ପଶି ଦମ୍ପତିଙ୍କୁ ହାଣି ୧ ଲକ୍ଷ ଟଙ୍କା ସହ ସୁନା ଅଳଙ୍କାର ଲୁଟି ନେଇଛନ୍ତି। ଏନେଇ ବଳଙ୍ଗା ଥାନାରେ ଏକ ଅଭିଯୋଗ…

BMCର ବଡ଼ ନିଷ୍ପତ୍ତି: ଏଣିକି ୬ ମାସ ବଦଳରେ ୩ ମାସରେ ଆସିବ ଖିଲାପକାରୀଙ୍କ ତାଲିକା

ଭୁବନେଶ୍ୱର,୪।୪: ଟିକସଦାତାଙ୍କୁ ସାବାଡ଼ କରିବା ପାଇଁ ବିଏମ୍‌ପି ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଏଣିକି ୬ ମାସ ବଦଳରେ ୩ ମାସରେ ଖିଲାପକାରୀ ତାଲିକା ପ୍ରକାଶ କରିବାକୁ ବିଏମ୍‌ପି ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି। ୬ ମାସରେ ଥରେ ଲିଷ୍ଟ…

ଭାଙ୍ଗିଲା ମେଘନାଦ ପାଚେରିରେ ଥିବା ମଗରମୁଣ୍ଡ

ପୁରୀ,୪ା୪(ଅଜିତ୍‌ କୁମାର ମହାନ୍ତି): ଶ୍ରୀମନ୍ଦିରକୁ ନେଇ ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ଏକ ଭାବାବେଗ ଜଡ଼ିତ ରହିଛି। ମେଘନାଦ ପାଚେରିରେ ଥିବା ଏକ ମଗରମୁଣ୍ଡକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଭାଙ୍ଗି ଦିଆଯାଇଛି। ଏହାକୁ ନେଇ ଭକ୍ତ ଓ ସେବାୟତ ଏପରି କି ଏଏସ୍‌ଆଇ ପକ୍ଷରୁ…

ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ

ତିହିଡ଼ି,୪ା୪(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ଥାନା ମୁକୁନ୍ଦପୁର ପଞ୍ଚାୟତ ଅଧୀନ ଝିଙ୍କିରିଆ ଗ୍ରାମର ଜଣେ ଯୁବକଙ୍କ ମୃତଦେହକୁ ଏକ ପୋଖରୀରୁ ଗୁରୁବାର ରାତିରେ ଉଦ୍ଧାର କରାଯାଇଛି। ମୃତ ଯୁବକଙ୍କ ନାଁ ଗଦାଧର ମହାଳିକ (୩୨) ବୋଲି ଜଣାଯାଇଛି। ଗଦାଧର ଗୁରୁବାର…

ଜଳିଗଲା ୭ ଏକର ଜଙ୍ଗଲ ଜମି

ନିରାକାରପୁର,୪ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗୀ ବନାଞ୍ଚଳ ଅଧିନସ୍ଥ ରାମେଶ୍ୱରଠାରେ ଥିବା ଜଙ୍ଗଲ ଜମିରେ ଅଗ୍ନିକାଣ୍ଡ ଘଟି ପ୍ରାୟ ୭ ଏକର ଜମି ଜଳି ପୋଡ଼ି ପାଉଁଶ ହୋଇଥିବା ଜଣାଯାଇଛି। ଏହି ଅଗ୍ନିକାଣ୍ଡରେ ସାପ, ଠେକୁଆ ଆଦି କିଛି ଜଙ୍ଗଲୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?