ଭାରତ ବନ୍ଦ ପାଳନ: ଜ଼ିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ବିକ୍ଷୋଭକାରୀ
ଛତ୍ରପୁର,୩୧।୧୨(ଦିଲ୍ଲୀପ ସାମଲ): ଭାରତ ମୁକ୍ତି ମୋର୍ଚ୍ଚା ତତ୍ତ୍ୱାବଧାନରେ ନ୍ୟାୟ ପାଇଁ ରାଷ୍ଟ୍ରୀୟ ପଛୁଆ ବର୍ଗ (ଓବିସି) ମୋର୍ଚ୍ଚା, ଭିଟାମାଟି ସୁରକ୍ଷା ଅଭିଯାନ, ଗଞ୍ଜାମ ଜ଼ିଲା ବାଉରୀ ଖଡାଳ ସମାଜ ବିକାଶ ମଞ୍ଚ, ଦକ୍ଷିଣାଞ୍ଚଳ ମହିଳା ସଂଘ ଏବଂ ଅନ୍ୟାନ୍ୟ ଦଳିତ ସଂଗଠନ…
ପଥରକୁ ଧରି ସାନକୁଣ୍ଡ ଉପରେ ବିପଦ ପୂର୍ଣ୍ଣ ଭାବେ ଝୁଲି ରହିଥିଲେ ନାବାଳକ, ପରେ ଯାହାହେଲା…
ପାଟଣା,୩୧।୧୨(ବୀରକିଶୋର ଦାଶ): କଥାରେ ଅଛି ରଖେ ହରି ତ ମାରେ କିଏ। ଜଣେ ୧୪ରୁ ୧୫ବର୍ଷର ନାବାଳକଙ୍କୁ ମଙ୍ଗଳବାର ସକାଳୁ କେନ୍ଦୁଝର ଜିଲା ପାଟଣା ବ୍ଲକ ପ୍ରାଚୀନ ପର୍ଯ୍ୟଟନସ୍ଥଳୀ ଭିମକୁଣ୍ଡର ସାନକୁଣ୍ଡ ଉପରୁ ଝୁଲନ୍ତା ଅବସ୍ଥାରେ ସ୍ଥାନୀୟ ଯୁବକମାନେ ଉଦ୍ଧାର କରିଛନ୍ତି।…
ଅଜଣା ଗାଡି ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ: ଆଧାର କାର୍ଡରୁ ମିଳିଲା ପରିଚୟ
ତିହିଡି,୩୧।୧୨(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ପୀରହାଟ ଥାନା ଅଧୀନ ପଣ୍ଡାପୋଖରୀ ଛକରୁ ମଙ୍ଗଳବାର ସକାଳେ ପୋଲିସ ଜଣେ ଯୁବକଙ୍କ ମୃତଦେହ ଜବତ କରିଛି l ଯୁବକଙ୍କ ପାଖରେ ପଡ଼ିଥିବା ତାଙ୍କ ବ୍ୟାଗରେ ଥିବା ଆଧାର କାର୍ଡରୁ ମୃତ ଯୁବକଙ୍କ ପରିଚୟ…
ଗାଁରେ ପଶିଲେ ୧୩ଟିକିଆ ହାତୀପଲ
କଣ୍ଟାବାଞ୍ଜି, ୩୧।୧୨: ବଲାଙ୍ଗୀର ଜିଲା ମୁରିବାହାଲ ରେଞ୍ଜ ବାରବନ୍ଧ ଗାଁରେ ଏକ ୧୩ ଟିକିଆ ହାତୀପଲ ପଶି ବ୍ୟାପକ କ୍ଷୟକ୍ଷତି କରିଥିବା ଅଭିଯୋଗ ହୋଇଛି। ହାତୀପଲ ଧାନ ଫସଲ ଦଳି ନଷ୍ଟ କରିଦେବା ସହ ଘର ଭାଙ୍ଗି ଦେଇଥିବା ଗ୍ରାମବାସୀ କହିଛନ୍ତି।…
ଭାରତ ବନ୍ଦ ଡାକରା ପ୍ରଭାବ: ପର୍ଯ୍ୟଟକ ହଟହଟା
ଦାରିଙ୍ଗବାଡି, ୩୧।୧୨ (ଅରୁଣ ସାହୁ ): ବିଭିନ୍ନ ସଂଗଠନ ପକ୍ଷରୁ ମଙ୍ଗଳବାର ଭାରତ ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବ କନ୍ଧମାଳ ଜିଲା ଦାରିଙ୍ଗବାଡିରେ ଦେଖିବାକୁ ମିଳିଛି। ପ୍ରକାଶ ଯେ, ଦେଶରେ ନିର୍ବାଚନରେ ଅନିୟମିତତା ହେଉଛି ତେଣୁ ଇଭିଏମରେ ନିର୍ବାଚନକୁ ତୁରନ୍ତ…
ଗଞ୍ଜେଇ ଚାଲାଣ କରୁଥିଲେ,ଗଛରେ ପିଟିହୋଇ ଚାଲିଗଲା ଜୀବନ
ସୋନପୁର,୩୧।୧୨(ମୃତ୍ୟୁଞ୍ଜୟ ଶତପଥୀ):ସୁବର୍ଣ୍ଣପୁର ସହର କଲେଜ ରାସ୍ତାରେ ଏକ ଗଛକୁ ଧକ୍କା ଦେଇ ଜଣେ ବାଇକ ଆରୋହୀଙ୍କ ମଙ୍ଗଳବାର ସକାଳେ ମୃତ୍ୟୁ ହେଇଛି l ମୃତ ଯୁବକଙ୍କ ପ୍ରକୃତ ପରିଚୟ ମିଳିପାରିନି l ତାଙ୍କ ଘର ଛତିଶଗଡ ଅଞ୍ଚଳରେ l ସେ ବୌଦ୍ଧ…
ପୋଲ ଉପରେ ସ୍କୁଟି ରଖି ବୈତରଣୀକୁ ଡେଇଁପଡିଲେ ଦୋକାନୀ
କେନ୍ଦୁଝର,୩୧।୧୨: କେନ୍ଦୁଝର ଜିଲା ଚମ୍ପୁଆ ଅଞ୍ଚଳରୁ ସୋମବାର ଏକ ଅଭାବାନୀୟ ଘଟଣା ସାମ୍ନାକୁ ଆସିଛି। ପୋଲ ଉପରେ ସ୍କୁଟି ରଖି ଜଣେ ଦୋକାନୀ ବୈତରଣୀ ନଦୀକୁ ଡେଇଁ ପଡିଛନ୍ତି। କେଉଁ ପରିସ୍ଥିତିରେ ଦୋକାନୀ ଜଣକ ଆତ୍ମହତ୍ୟା କରିଛନ୍ତି ତାହା ସ୍ପଷ୍ଟ ଜଣାପଡି…
ଅସହ୍ୟ କଲା ଫସଲ ହାନି, ଜୀବନ ହାରିଲେ ଯୁବ ଚାଷୀ
ବାଲିକୁଦା,୩୧।୧୨(ତାପସ ସ୍ବାଇଁ):ଫସଲଜନିତ କ୍ଷୟକ୍ଷତି ସହି ନ ପାରି ବେକରେ ରଶି ଲଗାଇ ଝୁଲିପଡ଼ିଲେ ଯୁବ ଚାଷୀ। ଏପରି ଦୁଃଖଦ ଘଟଣା ଜଗତ୍ସିଂହପୁର ଜିଲା ବାଲିକୁଦା ବ୍ଲକ ତଣ୍ଡିକୂଳ ପଞ୍ଚାୟତ ଅନ୍ତର୍ଗତ ସାରଣା ଗାଁରେ ଘଟିଛି। ସେ ହେଲେ ଉକ୍ତ ଗାଁର ଉତ୍ତମ…
କୁହୁଡି ଚାଦର ତଳେ ଦାରିଙ୍ଗବାଡିର ଏକାଧିକ ସ୍ଥାନ: ଯାତାୟତ ବାଧାପ୍ରାପ୍ତ
ଦାରିଙ୍ଗବାଡି, ୩୧।୧୨ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳର ପ୍ଳିହେରି, ସିମନବାଡି, କିରିକୁଟି, ବାଡାବାଙ୍ଗା, ସୁଲୁମାହା, ଡାବୁଲୁମାହା ଆଦି ଅଞ୍ଚଳରେ ଘନ କୁହୁଡି ଯୋଗୁ ଗାଡି ମୋଟର ଯାତାୟତରେ ବାଧା ସୃଷ୍ଟି ହୋଇଛି। ବିଶେଷ କରି ଜାତୀୟ ରାଜପଥ ଉପରେ…
ମଣ୍ଡିରୁ ଉଠୁନି ଧାନ,ତାତିଲେ ଚାଷୀ
ବରଗଡ଼,୩୧।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଧାନବିକ୍ରି ସମସ୍ୟା ଅସମାହିତ ହୋଇ ରହିଛି। ଚାଷୀମାନେ ମଣ୍ଡିକୁ ଧାନ ଆଣୁଥିଲେ ମଧ୍ୟ ବିଭିନ୍ନ ଆଳ ଦେଖାଇ ଚାଷୀଙ୍କ ଧାନ ଉଠାଯାଉନାହିଁ। କେତେବେଳେ ଟୋକନ କଟକଣା ତ ଆଉ କେବେ ଧାନର ଗୁଣମାନ ଆଳ କରାଯାଉଛି। ଅନ୍ୟପଟେ…
ନିମନ୍ତ୍ରିତ ଅତିଥି ହୋଇ ଆସିଛ ନୀରବରେ ବସ…ବିଧାୟିକା ଉପାସନାଙ୍କୁ ମୁହଁତୋଡ ଜବାବ ଦେଲେ ସରପଞ୍ଚ
ବ୍ରହ୍ମଗିରି,୩୧ା୧୨(ସ୍ବାଧୀନ ଚମ୍ପତ୍ତିରାୟ):ବ୍ରହ୍ମଗିରି ବ୍ଲକ୍ରେ ସୋମବାର ଏକ ଅପ୍ରୀତିକର ପରିସ୍ଥିତ ଦେଖିବାକୁ ମିଳିଛି, ଯାହା ବ୍ରହ୍ମଗିରିରେ ପ୍ରଥମ ଘଟଣା। ପଞ୍ଚାୟତ ସମିତି ବୈଠକରେ ଜନ ପ୍ରତିନିଧିମାନେ ୨ ଗୋଷ୍ଠୀ ପରସ୍ପର ଆକ୍ଷେପ ପ୍ରତିଆକ୍ଷେପ ଯୋଗୁ ଆରମ୍ଭରୁ ଶେଷ ଯାଏ ହୋହଲ୍ଲା ହୋଇଥିଲା। ପ୍ରକାଶଥାଉକି,…
କ୍ଲବ୍, ହୋଟେଲରେ ଜମିବ ମେଲୋଡି
ବ୍ରହ୍ମପୁର,୩୧ା୧୨(ସ୍ମୃତି ରଞ୍ଜନ ମହାଲିକ): ୨୦୨୪କୁ ବିଦାୟ ଦେଇ ମଙ୍ଗଳବାର ରାତି ୧୨ଟାରେ ନୂତନ ବର୍ଷ ୨୦୨୫କୁ ସ୍ବାଗତ ଜଣାଇବା ପାଇଁ ଉତ୍କଣ୍ଠା ବଢ଼ିଛି। ବ୍ରହ୍ମପୁର ମହାନଗରବାସୀ ନୂତନ ବର୍ଷକୁ ସ୍ବାଗତ କରିବା ପାଇଁ ବେିଭିନ୍ନ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସହରରେ ଜିରୋ…
Archives


