ମରାମତି ପାଇଁ ପୋଖରୀ ପରିଦର୍ଶନ କଲେ ବିଡ଼ିଓ, ମାସିକ ବୈଠକରେ ସର୍ବସମ୍ମତି କ୍ରମେ ଅର୍ଥ ମଞ୍ଜୁର, ଖର୍ଚ୍ଚ ହେବ…
କେସିଙ୍ଗା.୧୭।୩(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ସିରୋଲ ଗ୍ରାମ ପଞ୍ଚାୟତର ଚଟାଣ ସାଗରର ମରାମତି ଓ ପଙ୍କ ଉଠାଇବା ପାଇଁ ବିଡ଼ିଓ, ବ୍ଲକ ଅଧ୍ୟକ୍ଷଙ୍କ ସମେତ ବ୍ଲକ ପ୍ରଶାସନିକ ସୋମବାର ଶିରୋଲ ଗ୍ରାମକୁ ପରିଦର୍ଶନ କରିଛନ୍ତି। ଶିରୋଲ ଗ୍ରାମ ପଞ୍ଚାୟତ…
ଆନ୍ତଃରାଜ୍ୟ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ ଉଦଯାପିତ: ଚନ୍ଦ୍ରକାନ୍ତ-ବିଘ୍ନେଶ ଯୋଡି ଚାମ୍ପିୟନ
ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲ ଖେଳ ପଡିଆ ପରିସରରେ ଥିବା ବିଜୁ ପଟ୍ଟନାୟକ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ଆନ୍ତଃରାଜ୍ୟ ଖେମୁଣ୍ଡି ଓପନ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି। ଏଥିରେ ହାଇଦ୍ରାବାଦର ଚନ୍ଦ୍ରକାନ୍ତ ଓ ବିଘ୍ନେଶ ଯୋଡି ଚାମ୍ପିୟନ…
ଜୁଆ ଆଡ୍ଡା ଉପରେ ଚଢ଼ାଉ କଲା ପୋଲିସ, ୨ ଜୁଆଡିଙ୍କ ପାଖରୁ ଜବତ ହେଲା…
ହିଞ୍ଜିଳିକାଟୁ,୧୭।୩(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଥାନା ତଥା ଆଡପଡା ଫାଣ୍ଡି ମୋହିଗୁଡା ଘୋଡାହାଡ ନଦୀ କୂଳରେ ରବିବାର ବିଳମ୍ବିତ ରାତିରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ହିଞ୍ଜିଳି ପୋଲିସ ଚଢ଼ାଉ କରିଛି। ଚଢ଼ାଉରେ ୨ ଜଣ ଜୁଆଡିଙ୍କୁ ପୋଲିସ ଗିରଫ କରିବାରେ…
ଯୁବତୀଙ୍କ ଆତ୍ମହତ୍ୟା: ମୃତଦେହ ଜବତ
ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁରୁଣା ବସଷ୍ଟାଣ୍ଡ ଗଜାନନ ଗଳିରେ ପରିବାର ସହ ରହୁଥିବା ଜଣେ ୨୦ ବର୍ଷୀୟା ଯୁବତୀ ମନିଷା ବେହେରା କୌଣସି କାରଣରୁ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଛନ୍ତି। ସୋମବାର ସକାଳେ ଘରେ କେହି…
୩ ବର୍ଷର ଶିଶୁର ଅସାଧାରଣ ପ୍ରତିଭା:ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ ଦେବ୍ୟାଂଶ
ପାଟଣା,୧୭୩(ବୀରକିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗାସ୍ଥିତ ଶ୍ରୀ ବିଦ୍ୟା ବାଟିକାରେ ଅଧ୍ୟୟନ କରୁଥିବା ତୁରୁମୁଙ୍ଗା ଗ୍ରାମର ଦେବେଶ ସାହୁ ଏବଂ ରୋଜାଲିନ ବେହେରାଙ୍କ ୩ ବର୍ଷର ପୁତ୍ର ଦେବ୍ୟାଂଶ ସାହୁ (ରେହାନ) ଇଣ୍ଡିଆ ବୁକ ଅଫ ରେକର୍ଡସରେ ସ୍ଥାନ ପାଇଛନ୍ତି।…
ପ୍ରତିଶ୍ରୁତି ଦେଲେ ନୂଆ ବିଡ଼ିଓ: ସଶକ୍ତ ହେବେ ମହିଳା, ବ୍ଲକ ସଦରରେ ହେବ…
ଚନ୍ଦାହାଣ୍ଡି,୧୭।୩(ଦିଲୀପ ଦାସ ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ପ୍ରେସ କ୍ଲବ ସଭାପତି ଦିଲୀପ କୁମାର ଦାସଙ୍କ ନେତୃତ୍ୱରେ ପ୍ରେସ କ୍ଳବର ସମସ୍ତ ସଦସ୍ୟ ଏବଂ କାର୍ଯ୍ୟକର୍ତ୍ତାମାନେ ନୂତନ ବିଡ଼ିଓଙ୍କୁ ସ୍ବାଗତ ଜଣାଇଛନ୍ତି। ଚନ୍ଦାହାଣ୍ଡି ବ୍ଲକରେ ନୂତନ ବିଡ଼ିଓ ଭାବରେ ଯୋଗଦାନ…
କାଠ ବୋଝେଇ ମହିନ୍ଦ୍ରା ଜବତ
ପଦ୍ମପୁର,୧୭୩ (ପ୍ରଦୀପ୍ତ ଦାଶ)-ପଦ୍ମପୁର ବ୍ଲକ ବୋଡ଼େନ ଥାନା ଅନ୍ତର୍ଗତ ଧଉଁଲିବାହାଲ ଗ୍ରାମଠାରେ ବିଜା ଗଣ୍ଡି ଚୋରି କରି ନେଉଥିବା ମହିନ୍ଦ୍ରା ମ୍ୟାକ୍ସ ପିକପ (ଓଆର ୦୩ ଡି ୧୮୩୨)ଗାଡ଼ିକୁ ବନ ବିଭାଗ ଜବତ କରିଛି। ଜବତ କାଠ ୪୦ ସିଏଫ୍ଟି ହୋଇଥିବା…
ବଦଳିବ ରାଜନୀତି ଚିତ୍ର: ଅନାସ୍ଥା ପୂର୍ବରୁ ଇସ୍ତଫା, ଭୋଟରେ ହାରିଲେ NAC ଅଧ୍ୟକ୍ଷା
କବିସୂର୍ଯ୍ୟନଗର,୧୭।୩(କୃପାସିନ୍ଧୁ ସ୍ବାଇଁ): ଅନାସ୍ଥା ପୂର୍ବରୁ ଇସ୍ତଫା ଦେଲେ ଅଧ୍ୟକ୍ଷା। ଇସ୍ତଫା ଗୃହୀତ ହୋଇ ନ ଥିବାରୁ ଜିଲାପାଳଙ୍କ ଆଦେଶରେ ହେଲା ଅନାସ୍ଥା ଭୋଟ। ହାରିଗଲେ ଅଧ୍ୟକ୍ଷା। କବିସୂର୍ଯ୍ୟନଗର NAC ଅଧ୍ୟକ୍ଷା ଏସ୍ ଲକ୍ଷ୍ମୀ ସେଠୀଙ୍କ ବିରୋଧରେରେ ଗତ ୨୪ ତାରିଖରେ ୧୬…
ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଅଟୋ, ଭିତରେ ଥିଲେ ଯାତ୍ରୀ
ଖଜୁରୀପଡ଼ା ୧୭।୩( ବିଦୁର ବେହେରା): ଖଜୁରୀପଡ଼ା ଥାନା ଅନ୍ତର୍ଗତ ସମ୍ବେପଦର ଛକ ନିକଟରେ ଏକ ଅଟୋ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଫଳରେ ଭିତରେ ଥିବା ୬ ଜଣ ଯାତ୍ରୀ ସମେତ ଅଟୋ ଚାଳକ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।…
ବେଆଇନ ଜଙ୍ଗଲ କାଟିବା ଅଭିଯୋଗରେ ୬ ଜଣଙ୍କୁ କୋର୍ଟ ଚାଲାଣ କଲା ବନବିଭାଗ
ଲାଞ୍ଜିଗଡ଼,୧୭।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଦକ୍ଷିଣ ବନାଞ୍ଚଳ ବିଜେପୁର ସେକ୍ସସନରେ ବେଆଇନ ଜଙ୍ଗଲ କାଟିବା ଅଭିଯୋଗରେ ୬ ଜଣଙ୍କୁ କୋର୍ଟ ଚାଲାଣ କରିଛି ବିଜେପୁର ବନବିଭାଗ I ପୂର୍ବରୁ ଗଣମାଧ୍ୟମରେ ଖବର ପ୍ରକାଶ ପରେ ବନବିଭାଗ…
ପୁଅ ଶୋଇଥିବା ବେଳେ ବାହାର ପଟୁ କବାଟ ବନ୍ଦ କରି ନିଆଁ ଲଗାଇଦେଲେ ବାପା, ସାବତ ମା’
ବଣାଇ,୧୭।୩(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ଥାନା ଅନ୍ତର୍ଗତ ତାଳ ବହାଳୀ ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଘରେ ପୁଅ (ଦଶରଥ ଭୂମିଜ) ଶୋଇଥିବା ବେଳେ ବିଳମ୍ବିତ ରାତିରେ ବାପା ସମରା ଭୂମିଜ ଓ ସାବତ ମାଆ ରମାଦେଇ ଭୁମିଜ…
କଳାବ୍ୟାଜ ପିନ୍ଧି କାର୍ଯ୍ୟ କରୁଛନ୍ତି ଆଉଟସୋର୍ସିଂ କର୍ମଚାରୀ
ପଟ୍ଟାଙ୍ଗି,୧୭।୩(ଶରତ କୁମାର ଧଳ): କୋରାପୁଟ ଜିଲାରେ ବିଭିନ୍ନ ସରକାରୀ ବିଭାଗରେ କାର୍ଯ୍ୟରତ ଆଉଟସୋର୍ସିଂ କର୍ମଚାରୀ ନିଜର ତିନି ଦଫା ଦାବି ଉଠାଇ କଳାବ୍ୟାଜ ପିନ୍ଧି ନିଜର କାର୍ଯ୍ୟ ଜାରି ରଖିଛନ୍ତି । ଏହିପରି ଦୃଶ୍ୟ ଦେଖିବାକୁ ମିଳିଛି ପଟ୍ଟାଙ୍ଗି ବ୍ଲକ କାର୍ଯ୍ୟାଳୟରେ…
Archives


