ଡ୍ୟୁଟି ସାରି ଘରକୁ ଫେରୁଥିଲେ ମହିଳା ହୋମଗାର୍ଡ଼, ବାଟରେ ଚାପିଦେଲା ଟ୍ରକ୍
କଟକ,୩ା୭(କାର୍ତ୍ତିକ ସାହୁ): କଟକ ଛତ୍ରବଜାରରେ ଜଣେ ମହିଳା ହୋମ୍ଗାର୍ଡଙ୍କୁ ଏକ ଟ୍ରକ୍ ଧକ୍କା ଦେବାରୁ ଗୁରୁବାର ତାଙ୍କର ମୃତ୍ୟୁ ଘଟିଛି। ମୃତ ମହିଳା ହୋମ୍ଗାର୍ଡ ଜଣଙ୍କ ହେଲେ ମନୋରମା ପଣ୍ଡା। ଡ୍ୟୁଟି ସାରି ସାଇକେଲ ଯୋଗେ ଘରକୁ ଫେରୁଥିବା ବେଳେ ତାଙ୍କୁ…
ଛୁଟିରେ ବିଡିଓ-ତହସିଲଦାର: ଖାଲିପଡିଛି ଚୌକି, ପଞ୍ଚାୟତବାସୀ ନିରାଶ
ଦାରିଙ୍ଗବାଡି, ୩।୭ (ଅରୁଣ ସାହୁ): ଭୁବନେଶ୍ୱର ବିଏମସି କାର୍ଯ୍ୟାଳୟର ଉପକମିଶନରଙ୍କୁ ଆକ୍ରମଣ ଘଟଣାକୁ ନେଇ ରାଜ୍ୟର ଓଏଏସ ଏବଂ ଓଆରଏସ ଅଧିକାରୀମାନେ ସମୂହ ଛୁଟିରେ ଯାଇଥିବାବେଳେ ତାର ପ୍ରଭାବ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଘଟଣାକୁ ନେଇ…
ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ, ଏକକାଳୀନ ୬ଟି ସ୍ଥାନରେ ଜାରି ରହିଛି ଚଢ଼ାଉ
ଟିଟିଲାଗଡ଼,୩ା୭(ଶରତ ମିଶ୍ର): ଓଡିଶା ଭିଜିଲାନ୍ସ ପକ୍ଷରୁ ଗୁରୁବାର କଣ୍ଟାବାଞ୍ଜି ଆର୍ ଆଣ୍ଡ୍ ବି ଡିଭିଜନ ଏବଂ ବଲାଙ୍ଗୀର ଜିଲାର ଟିଟିଲାଗଡ଼ ଆର୍ ଆଣ୍ଡ୍ ବି ସବ୍ଡିଭିଜନର ସହକାରୀ ଯନ୍ତ୍ରୀ ଦିଲେଶ୍ୱର ମାଝୀଙ୍କ ଘରେ ଚଢ଼ାଉ ହୋଇଛି। ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ…
ବିଧାୟକଙ୍କ ବଡ଼ ପଦକ୍ଷେପ: ଖୁସିରେ ଅଭିଭାବକ
ଭଞ୍ଜନଗର,୩।୭(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟରେ ଆସନ୍ତା ୨୦୨୬-୨୦୨୭ ଶିକ୍ଷାବର୍ଷରୁ ଯୁକ୍ତ ୨ ଖୋଲିବା ପ୍ରକ୍ରିୟା ଜୋରସୋରରେ ଆରମ୍ଭ ହୋଇଛି। ତେଣୁ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଗୁରୁବାର ଅଚାନକ କେନ୍ଦ୍ରୀୟ ବିଦ୍ୟାଳୟରେ ପହଞ୍ଚି ବିଦ୍ୟାଳୟର ଭିତ୍ତିଭୂମି ବୁଲି…
ଖରାଛୁଟି ପରେ ଆଦିବାସୀ ପିଲାମାନେ ଯାଉନାହାନ୍ତି ସ୍କୁଲ
ମହାକାଳପଡ଼ା,୩ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଗ୍ରାମାଞ୍ଚଳର ଗରିବ, ଖଟିଖିଆ, କୃଷକ, ମୂଲିଆ, ଆଦିବାସୀ ଓ ଦଳିତ ଶ୍ରେଣୀର ପିଲାମାନେ ପାଠ ପଢିବା ପାଇଁ ବିପୁଳ ଅର୍ଥ ବ୍ୟୟ କରୁଛନ୍ତି। ସେଥିପାଇଁ ଆଦିବାସୀ ଆବାସିକ ଆଶ୍ରମ ବିଦ୍ୟାଳୟ…
ଧୋଇଗଲା ଡାଇଭର୍ସନ ରାସ୍ତା, ସ୍କୁଲରୁ ଘରକୁ ଫେରି ପାରିଲେନି ଛାତ୍ରୀ, କହିଲେ କେମିତି କଟାଇଲେ ରାତି…
ଦାରିଙ୍ଗବାଡ଼ି,୩ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ତିଲୋରୀ ପଞ୍ଚାୟତ ଗୁମାଡ଼ି ନଦୀରେ ଡାଇଭର୍ସନ ରାସ୍ତା ଧୋଇବା ଘଟଣାରେ ଅନେକ ଦୁର୍ଭାଗ୍ୟଜନକ ଘଟଣା ଦେଖିବାକୁ ମିଳିଛି। ଏଭଳି ଏକ ଘଟଣା ଜଣେ ଛାତ୍ରୀ କେତେ ଭୟଭୀତରେ ଅଜଣା ଲୋକଙ୍କ ସହାୟତାରେ ରାତିଟି…
କରେଣ୍ଟ ଗଲେ ସିମନବାଡ଼ିରେ ଅଚଳ ହୋଇପଡୁଛି ମୋବାଇଲ ସେବା
ଦାରିଙ୍ଗବାଡ଼ି,୩ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଲଘୁଚାପ ଜନିତ ବର୍ଷା ଜାରି ରହିଛି। ବର୍ଷା ହେଲେ କରେଣ୍ଟ ଯାଉଛି। ଫଳରେ ମୋବାଇଲ ସେବା ବନ୍ଦ ହୋଇଯାଉଛି। ଏହି ସମସ୍ୟା ପାଇଁ ଉକ୍ତ ଫିଡରରେ ୮ ପଞ୍ଚାୟତର ପ୍ରାୟ ହଜାର…
ପୁଣି ଲ୍ୟାଣ୍ଡ ମାଇନ ବିସ୍ଫୋରଣ: ଜଣେ ଯବାନ ଗୁରୁତର
ବଣାଇଁ,୩।୭(ପ୍ରଦୀପ ତ୍ରିପାଠୀ): ସମ୍ପ୍ରତ୍ତି କଡ଼ ଲେଉଟାଇଲାଣି ମାଓ ସଂଗଠନ। ଓଡିଶା – ଝାରଖଣ୍ଡ ସୀମା ସଂଲଗ୍ନ ଅଞ୍ଚଳରେ ଏବେ ପୁରା ସକ୍ରିୟ l ଏଥିନେଇ ଝାରଖଣ୍ଡରେ ମୁତୟନ ଅର୍ଦ୍ଧସାମରିକ ବାହିନୀ ଲଗାତାର ସର୍ଚ୍ଚ ବା କମ୍ବିଂ ଅପରେଶନ ଜାରି ରଖିଥିବାବେଳେ ଆଖିଦୃଶିଆ…
ଲଗାଣ ବର୍ଷାରେ ଘର ଉପରେ ପଡ଼ିଲା ଗଛ
ଥୁଆମୂଳ ରାମପୁର,୩ା୭(ଦୁର୍ଗା କୀର୍ତ୍ତି);କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାସ୍ଥିତ କାଳୀ ମନ୍ଦିର ପଡ଼ାର ପଦୁକିଶୋର ପୂଝାରୀଙ୍କ ଘର ଉପରେ ମଙ୍ଗଳବାର ଏକ ଆମ୍ବଗଛର ବିରାଟକାୟ ଶୁଖିଲା ଡାଳ ଭାଙ୍ଗିପଡ଼ିଛି। ରାତି ସାଢ଼େ ୮ଟାରେ ନିଜ ପରିବାର ସହ ସେ…
ଗୁମାଡ଼ି ଡାଇଭର୍ସନ ଧୋଇଯିବା ଘଟଣା: ଦୁଇଦିନ ବିତିଲା, ମରାମତି ନୋହିଲା
ଦାରିଙ୍ଗବାଡି, ୩।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ତିଲୋରୀ ପଞ୍ଚାୟତର ଗୁମାଡ଼ି ନଦୀର ଡାଇଭର୍ସନ ରାସ୍ତା ଧୋଇଯିବାର ଇତି ମଧ୍ୟରେ ୨ ଦିନ ବିତିଲା। କିନ୍ତୁ ମରାମତି କାର୍ଯ୍ୟ ନୋହିଲା। ଗୁରୁବାର ଉକ୍ତ ଭାସିଯାଇଥିବା ଡାଇଭର୍ସନରେ ୨ଟି ବଳଦ…
ବଡ଼ ପଥର-ମାଟି ଖସି ଜାମ ହେଲା ରାସ୍ତା, ସିର୍ଲାର୧୩ ଗାଁ, ପାରିଗଡ ପଞ୍ଚାୟତକୁ ଯାତାୟତ ଠପ୍
ତୁମୁଡିବନ୍ଧ,୩।୭ (ଦୀପକ କୁମାର ପରାସେଠ): ଲଘୁଚାପଜନିତ ବର୍ଷା ଲାଗି ରହିଛି। ଯାହାକୁ ନେଇ ଜନଜୀବନ ଅସ୍ତବ୍ୟସ୍ତ । କେଉଁଠି ରାସ୍ତାଧୋଇ ହୋଇ ଯାଇଥିବାବେଳେ କେଉଁଠି ବଡ଼ ପଥର ଓ ମାଟି ଅତଡା ଖସି ରାସ୍ତା ଜାମ ହୋଇଛି। କନ୍ଧମାଳ ଜିଲା ତୁମୁଡିବନ୍ଧ…
ଠିଆ ହୋଇଥିବା ଟ୍ରକକୁ ଧକ୍କା ଦେଲା କାର୍, ଦମ୍ପତି ମୃତ
ହରଭଂଗା,୩।୭( ନରେନ୍ଦ୍ର କୁମାର ସାହୁ): ବୌଦ୍ଧ ଜ଼ୀଲା ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥର ରମ୍ଭିକଟା ଟୋଲ ଗେଟ୍ଠାରେ ଘଟିଛି ବଡ଼ ଦୁର୍ଘଟଣା। ଗେଟ୍ଠାରେ ଠିଆ ହୋଇଥିବା ଟ୍ରକକୁ ଏକ କାର ଧକ୍କା ଦେବା ଫଳରେ ୨ଜଣ କର ମୃତ୍ୟୁ ଘଟିଛି। ସୂଚନା…

