ଆମ ଜିଲା ଖବର

ପାଣି ପାଇଁ ଲୋକେ ହଟହଟା

ଭଞ୍ଜନଗର,୧୩ା୩(ବାବୁଲା ପ୍ରଧାନ):ଭଞ୍ଜନଗର ଗ୍ରାମ୍ୟ ପାଇପ ଜଳ ଯୋଗାଣ ବିଭାଗ ଅଧିକ୍ଷଣ ଯନ୍ତ୍ରୀ କାର୍ଯ୍ୟାଳୟ ଅଧିନରେ ୧୧ଟି ବ୍ଲକ ଆସୁଛି। ଏବେଠୁ ଅନେକ ଗ୍ରାମରେ ପାନୀୟ ଜଳସଙ୍କଟ ଦେଲାଣି। ଆଗକୁ ଏହି ସମସ୍ୟା ଜଟିଳ ହେବା ସମ୍ଭାବନା ରହିଛି। ଏଭଳି ସ୍ଥିତିରେ ଗତ…

‘ବିଜୁଳି ତ ନାହିଁ, ବିଲ୍‌ ଦେବୁ କାହିଁପାଇଁ’

ଲାଞ୍ଜିଗଡ଼,୧୨।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ ଅଞ୍ଚଳରେ ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ ଯୋଗୁ ଗରମ ଓ ଗୁଳୁଗୁଳିରେ ଅତିଷ୍ଟ ହୋଇପଡ଼ିଲେଣି ଲୋକେ। ଗ୍ରୀଷ୍ମଦିନ ଆରମ୍ଭରୁ ଦିନର ୨୪ ଘଣ୍ଟା ମଧ୍ୟରୁ ୧୬ରୁ ୧୭ ଘଣ୍ଟା ବିଦ୍ୟୁତ୍‌…

ଏଟିଏମ୍‌ ଲୁଟ୍‌ର ୨୪ଘଣ୍ଟା ଭିତରେ ଲୁଟେରା ଗିରଫ: ଚୋର କିଏ ଜାଣି ବ୍ୟାଙ୍କ ହେଲା ଆଶ୍ଚର୍ଯ୍ୟ

ସମ୍ବଲପୁର,୧୨ା୩(ପ୍ରମୋଦ ବହିଦାର): ସମ୍ବଲପୁର ଟାଉନ ଥାନା ପୋଲିସ ଜଣେ ଏଟିଏମ୍‌ ଲୁଟେରାଙ୍କୁ ଗିରଫ କରିଛି। ତାଙ୍କଠାରୁ ୧୯ ଲକ୍ଷ ୬୪ ହଜାର ୩୦୦ଟଙ୍କା, ଦୁଇଟି ମୋବାଇଲ ଫୋନ, ଗୋଟିଏ ସ୍କୃଡ୍ରାଇଭର ଜବତ କରାଯାଇଛି। ଲୁଟେରା ଏଟିଏମ୍‌ ପରିଚାଳନା ସଂସ୍ଥାର ବୈଷୟିକ କର୍ମଚାରୀ…

ବିଦ୍ୟୁତ୍‌ ନେଲା ମେଧାବୀ ଛାତ୍ରୀଙ୍କ ଜୀବନ

ଝାରବନ୍ଧ, ୧୨।୩(ଦେବେନ୍ଦ୍ର ସାହୁ) – ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଭୈସାଦର୍ହା ଗ୍ରାମର ଜଣେ ସରଳ ମେଧାବୀ ଝିଅ ବିଦ୍ୟୁତ ଆଘାତରେ ମୃତ୍ୟୁ ବରଣ କରିଥିବା ଘଟଣା ସମଗ୍ର ଅଞ୍ଚଳକୁ ସ୍ତବ୍ଧକରିଦେଇଛି । ମୃତଛାତ୍ରୀ ଜଣକ ହେଲେ ଗ୍ରାମର ଟେଙ୍ଗନୁ ଛତରଙ୍କ…

ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ଅଟୋ, ୬ ଆହତ

ପୁରୁଷୋତ୍ତମପୁର,୧୨।୩(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଝରଣ ଛକ ନିକଟରେ ବୁଧବାର ରାତିରେ ଏକ ଟ୍ରକ ସହ ଅଟୋ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ଅଟୋଟି ରାସ୍ତାପାର୍ଶକୁ ଓଲଟି ପଡିଥିବା ବେଳେ ସେଥିରେ ଥିବା ବଳରାମପୁର ଗ୍ରାମର ଧନୁଗୌଡ(…

ମନ୍ଦିରରୁ ଫେରିବା ବେଳେ ଧକ୍କା ଦେଇ ଚାଲିଗଲା ଅଜଣା ଗାଡ଼ି, ଯୁବକ ମୃତ

ଦିଗପହଣ୍ଡି,୧୨।୩(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ବ୍ଲକ କଇଠଡା ପଞ୍ଚାୟତ ଗୁଣ୍ଠପଡା ଗ୍ରାମ ନିକଟସ୍ଥ ରାସ୍ତାରେ ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଯୁବକ ଗୁରୁତର ହୋଇଛନ୍ତି। ସମସ୍ତଙ୍କ ଘର ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମରେ…

ଦ୍ୱିତୀୟ ବିବାହ ପାଇଁ ୨ ନାବାଳକଙ୍କୁ ହତ୍ୟା ଘଟଣା: ବାପା ଓ ଜେଜେମା ହତ୍ୟାକାରୀ

ନୟାଗଡ଼,୧୨।୩(ଲୋକନାଥ ମିଶ୍ର):ନୟାଗଡ଼ ଜିଲା ଫତେଗଡ଼ ଥାନା ଅଧୀନ ଧାନଚେଙ୍ଗେଡ଼ା ଗଁଁାରେ ୨ ନାବାଳକ ଭାଇଙ୍କୁ ବାପା ଓ ଜେଜେମା ହତ୍ୟା କରିଥିବା ପୋଲିସ ତଦନ୍ତରୁ ଜଣାପଡିଛି । ବାପା ହତ୍ୟା କରିଥିବାବେଳେ ଜେଜେମା ଏଥିରେ ସହଯୋଗ କରିଥିଲେ। ହତ୍ୟା ଘଟଣାକୁ ଆମତ୍ହତ୍ୟା…

ଜଗନ୍ନାଥ ମନ୍ଦିର ନିର୍ମାଣରେ ପୂର୍ଣ୍ଣ ସହଯୋଗ କରିବ ବିଜେଡି

ଗଜପତି,୧୨।୩ (ଗିରିଧାରୀ ପରିଛା): ପାରଳାଖେମୁଣ୍ଡି ଜଗନ୍ନାଥ ମନ୍ଦିର ନିର୍ମାଣରେ ପୂର୍ଣ୍ଣ ସହଯୋଗ କରିବା ପାଇଁ ନିଷ୍ପତ୍ତି ନେଇଛି ବିଜେଡି । ଏହି ସମ୍ପର୍କରେ ବୁଧବାର ସ୍ଥାନୀୟ ହାଇଟେକ୍‌ ପ୍ଲାଜାଠାରେ ବରିଷ୍ଠ ନେତା ତିରୁପତି ପାଣିଗ୍ରାହୀଙ୍କ ନେତୃତ୍ୱରେ ବିଜେଡି କର୍ମୀ ଓ ନେତାଙ୍କ…

ଚଢ଼ାଉ ବେଳେ ଅବକାରୀ ଟିମ୍‌ ଉପରେ କୁକୁର ଛାଡ଼ିଲେ ମଦ ମାଫିଆ, ଆକ୍ରମଣ ସହ ଗାଡ଼ି ଭଙ୍ଗାରୁଜା, ୨ କନଷ୍ଟେବଳ ଆହତ

ଛତ୍ରପୁର, ୧୨।୩(ଦିଲୀପ ସାମଲ): ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ଆଠଗଡ ପାଟଣା ଗ୍ରାମରେ ଛତ୍ରପୁର ଅବକାରୀ ଭାମ୍ୟମାଣ ସଂସ୍ଥାର ଏକ ଟିମ୍‌କୁ ଚୋରା ମଦ ବ୍ୟବସାୟୀ ମାଡ଼ ମାରିଛନ୍ତି। ଗ୍ରାମରେ ବେଆଇନ ଭାବେ ମଦ ବ୍ୟବସାୟ ଚାଲିଥିବା ଖବରପାଇ ବୁଧବାର ଏହି…

ବ୍ଳକସ୍ତରୀୟ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଶିବିର ଉଦ୍‌ଯାପିତ

ଦିଗପହଣ୍ଡି,୧୨।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଳକ ବି. ତୁରୁବୁଡି ପଞ୍ଚାୟତ ଝରିପଦର ଗ୍ରାମ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଦୁଇଦିନ ବ୍ୟାପି ଆୟୋଜିତ ହୋଇଥିବା ବ୍ଳକସ୍ତରୀୟ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ ହୋଇଯାଇଛି । ଗଞ୍ଜାମ…

କାଟିଙ୍ଗିଆର ପଣସପଦରରେ ଜଳ ସଙ୍କଟ: ପିଇବା ପାଣି ପାଇଁ ପାହାଡ଼ କାଟିଲେ ଗ୍ରାମବାସୀ, ଭିଡିଓ ଭାଇରାଲ

ଦାରିଙ୍ଗବାଡି, ୧୨।୩ (ଅରୁଣ ସାହୁ )-କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ କାଟିଙ୍ଗିଆ ପଞ୍ଚାୟତ ପଣସପଦରରେ ଜଳ ସଙ୍କଟ ଦେଖାଯାଇଛି। ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଉଥିବା ବେଳେ ଲୋକଙ୍କୁ ପିଇବା ପାଣି ପାଇଁ ଦୈନିକ ସଂଘର୍ଷ କରିବାକୁ ପଡୁଛି। ଗାଁରେ…

ହାତ ପାହାନ୍ତାରେ ମିଳିଲା ସରକାରୀ ସୁବିଧା, ୬୦ରୁ ଊର୍ଦ୍ଧ୍ୱ ଖାଦ୍ୟ ବ୍ୟବସାୟୀଙ୍କ ପଞ୍ଜୀକରଣ କଲା ବିଭାଗ

ଦାରିଙ୍ଗବାଡି, ୧୨।୩ (ଅରୁଣ ସାହୁ )-କନ୍ଧମାଳ ଜିଲାରେ ଖାଦ୍ୟ ନିରାପତ୍ତାକୁ ଅଧିକା ଗୁରୁତ୍ୱ ଦିଆଯାଇଛି। ସମସ୍ତ ଖାଦ୍ୟ ବ୍ୟବସାୟ କରୁଥିବା ବ୍ୟବସାୟୀଙ୍କୁ ଖାଦ୍ୟ ନିରାପତ୍ତାକୁ କିଭଳି ପାଳନ କରିବେ ସେନେଇ ସଚେତନ କରାଯିବା ସହ ସେମାନଙ୍କୁ ଏହି ବ୍ୟବସାୟ କରିବା ପାଇଁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri