ଆମ ଜିଲା ଖବର

ଚଉଷଠି ଯୋଗିନୀ ମନ୍ଦିର ପାଇଁ ୮୮ କୋଟି ଟଙ୍କା ଘୋଷଣା କଲେ ସରକାର, ସୌନ୍ଦର୍ଯ୍ୟକରଣ ପାଇଁ ଖର୍ଚ୍ଚ ହେବ

ଭୁବନେଶ୍ୱର,୧୧ା୮: ଓଡ଼ିଶାର ବଲାଙ୍ଗିର ଜିଲାର ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ରାଣୀପୁର ଝରିଆଲରେ ଅବସ୍ଥିତ ଐତିହାସିକ ଚଉଷଠି ଯୋଗିନୀ ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ଉନ୍ନତିକରଣ ପାଇଁ ରାଜ୍ୟ ସରକାର ଏକ ବଡ଼ ଘୋଷଣା କରିଛନ୍ତି। ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା…

୧୮ ବର୍ଷ ପରେ ଫେରାର ଅଭିଯୁକ୍ତ ଗିରଫ

ବୁଗୁଡା,୧୧ା୮(କାଳିଚରଣ ଦାଶ): ବୁଗୁଡ଼ା ଥାନା ଅନ୍ତର୍ଗତ ମାଣିତରା ଗ୍ରାମର ଜନୈକ ଫେରାର ଅଭିଯୁକ୍ତଙ୍କୁ ୱାରେଣ୍ଟ ବଳରେ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ କପିଳା ନାଇକ (୫୩)। ଏ ନେଇ ଜିଆର ନଂ ୩୭୬/୨୦୦୭ରେ ଏକ ମାମଲା…

ସମୂହ ଛୁଟିରେ ରହି ଧାରଣାରେ ବସିଲେ

ନୂଆପଡ଼ା,୧୧ା୮ (ମକାରୁ ବେମାଲ): ରାଜସ୍ବ ଅମଲା ସଂଘ ବିଭିନ୍ନ ସମସ୍ୟା ନେଇ ଦୀର୍ଘଦିନରୁ ଦାବି କରିଆସୁଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ନେଉ ନ ଥିବାରୁ ସୋମବାରଠାରୁ ନୂଆପଡ଼ା ଜିଲାର ଅମଲାମାନେ ସମୂହ ଛୁଟିରେ ଯାଇ ଜିଲାପାଳଙ୍କ ଅଫିସ ଆଗରେ ଧାରଣାରେ…

ଘରକୁ ଫେରୁଥିଲେ ରାସ୍ତାରେ ଚାହିଁ ରହିଥିଲା…

ନୂଆପଡ଼ା,୧୧ା୮ (ମକାରୁ ବେମାଲ ): କୋମନା ବ୍ଲକ ଅନ୍ତର୍ଗତ ଲଖନା ଥାନା ଘାଟିପଡ଼ା ସୁବିଧାକେନ୍ଦ୍ର ନିକଟ ଜାତୀୟ ରାଜପଥରେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରୁତର ହୋଇ ନୂଆପଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି…

ସମସ୍ୟାରେ ଥୁଆମୂଳ ରାମପୁର ବ୍ଲକ୍ : ସମାଧାନ ଶୂନ୍ୟ, ପ୍ରହସନ ପାଲଟିଛି ଅଭିଯୋଗ ଶୁଣାଣି

ଆମୂଳ ରାମପୁର,୧୧ା୮ (ଦୁର୍ଗା କୀର୍ତ୍ତି)- ଥୁଆମୂଳ ରାମପୁର ବ୍ଲକରେ ପୂର୍ବରୁ ଅଭିଯୋଗ ଶୁଣାଣି ହୋଇଥିଲେ ମଧ୍ୟ ସମସ୍ୟା ସମାଧାନ ହୋଇପାରି ନ ଥିବାରୁ ଏହା ଏକପ୍ରକାର ପ୍ରହସନରେ ପରିଣତ ହୋଇଛି ବେଲି କେତେ ଜଣ ହିତାଧିକାରୀ ପ୍ରକାଶ କରିଥିଲେ। ପଞ୍ଚାୟତ ସମିତି…

ହତ୍ୟା ଘଟଣାରେ ୨୪ ବର୍ଷ ଧରି ଫେରାର ଥିବା ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଛତ୍ରପୁର,୧୧।୮(ଦିଲ୍ଲୀପ ସାମଲ): ଚମାଖଣ୍ଡି ଥାନା ଅଧୀନ କେରାଣ୍ଡିତୋଳା ଗ୍ରାମରେ ଏକ ହତ୍ୟା ମାମଲାର ଫେରାର ଥିବା ଅଭିଯୁକ୍ତ ଜଣକୁ ଦୀର୍ଘ ୨୪ ବର୍ଷ ପରେ ଚମାଖଣ୍ଡି ପୋଲିସ ଗିରଫ କରିଛି l ୨୦୦୧ରେ ଏକ ଝଗଡାକୁ ନେଇ ପ୍ରଶାନ୍ତ ପ୍ରଧାନକୁ ଟାଙ୍ଗିଆରେ…

ଛାତ୍ର, ବିଦ୍ୟାଳୟ ରାତ୍ର ଜଗୁଆଳିଙ୍କ ହଠାତ୍ ଛାତିରେ ଯନ୍ତ୍ରଣା ହେବାରୁ….

ଖଜୁରିପଡ଼ା,୧୧ା୮( ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ଥାନାରେ ରବିବାର ଓ ସୋମବାର ୨ ଦିନରେ ୨ଟି ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ସୋମବାର ଖଜୁରିପଡ଼ା ବ୍ଲକ ଦୂତିମେଣ୍ଡି ପଞ୍ଚାୟତରେ ଥିବା ଆଦର୍ଶ ବିଦ୍ୟାଳୟର ଜଣେ ରାତ୍ର ଜଗୁଆଳି ଓ ସୋମବାର…

ଗଞ୍ଜାମ ଥାନା ରାଜ୍ୟରେ ୩ ନମ୍ବର, ଆଇଆଇସି ସୁମିତ୍ରା ପାତ୍ରଙ୍କ ସଫଳ ନେତୃତ୍ୱ ଆଣିଲା ଗୌରବ

ଗଞ୍ଜାମ, ୧୧।୮ (ବିଦ୍ୟାଧର ସାହୁ ): ରାଜ୍ୟରେ ଥାନା ୱାରୀ ହୋଇଥିବା ବିଭାଗୀୟ ପଦର୍ଶନୀରେ ଗଞ୍ଜାମ ଜିଲାର ଗଞ୍ଜାମ ଥାନା ତୃତୀୟ ସ୍ଥାନରେ ଥିବା ଜଣାପଡିଛି । ଥାନା ଆଇଆଇସି ସୁମିତ୍ରା ପାତ୍ରଙ୍କ ସଫଳ ନେତୃତ୍ୱ ଓ କାର୍ଯ୍ୟଶୈଳୀ ନିମନ୍ତେ ରାଜ୍ୟ…

ଛାତ୍ରୀନିବାସରୁ ଛାତ୍ରୀଙ୍କ ମୃତଦେହ ଜବତ ଘଟଣା , ସାଙ୍ଘାତିକ ଅଭିଯୋଗ ଆଣିଲେ ବାପା

ଭବାନୀପାଟଣା,୧୧ା୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ ମାଣିକେଶ୍ବରୀ ବିଦ୍ୟାଳୟର ଇନ୍ଦ୍ରାବତୀ ଛାତ୍ରୀନିବାସ ଗାଧୁଆଘରୁ ଗତ ଡିସେମ୍ବର ୧୯ରେ ଯୁକ୍ତ ୨ ଛାତ୍ରୀ ତୋଫାଳି ନାଏକଙ୍କ ମୃତଦେହ ଜବତ ହୋଇଥିଲା। ଟାଉନ ଥାନା ପୋଲିସ ଘଟଣାର ଛାନ୍‌ଭିନ୍‌ କରି ଏହା…

ମାଉଜର ସହ ଦୁଇଟି ଜୀବନ୍ତ ଗୁଳି ଜବତ: ଯୁବକ ଗିରଫ

ଭଞ୍ଜନଗର,୧୧। ୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଶାଲୁଆପଲ୍ଲୀ ଛକରୁ ଜଣେ ଯୁବକଙ୍କୁ ପୋଲିସ ରବିବାର ବିଳମ୍ବିତ ରାତିରେ ଗିରଫ କରିଛି। ସେହେଲେ ଆଶୋକ କୁମାର ଭୂୟାଁ। ତାଙ୍କ ଠାରୁ ଗୋଟିଏ ମାଉଜର ସହ ଦୁଇଟି ଜୀବନ୍ତ ଗୁଳି…

ଜାତୀୟ କବାଡ଼ି ପ୍ରତିଯୋଗିତା: କମାଲ କଲେ ସୁନାବେଡ଼ାର ଅପରାଜିତା

ସୁନାବେଡ଼ା/ଦାମନଯୋଡ଼ି,୧୧ା୮(କୃତ୍ତିବାସ ପ୍ରଧାନ/ନରସିଂହ ବ୍ରହ୍ମା): କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଆୟୋଜିତ ବାଳିକା ବିଭାଗ ଜାତୀୟସ୍ତରୀୟ କବାଡ଼ି ପ୍ରତିଯୋଗିତାରେ ଭୁବନେଶ୍ୱର ସମ୍ଭାଗ ଟିମ୍‌ରେ ଥିବା ସୁନାବେଡ଼ା କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରୀ ଅପରାଜିତା ରଥ ସଫଳତା ହାସଲ କରିଛନ୍ତି। କର୍ନାଟକର ବେଙ୍ଗାଲୁରୁ ଡିଆର୍‌ଡିଓ କେନ୍ଦ୍ରୀୟ ବିଦ୍ୟାଳୟ…

ଯୁବତୀଙ୍କ ସହ ସମ୍ପର୍କ ରଖି ଭଡିଓ ଭାଇରଲ କରିଥିବା ବଳତ୍କାରୀଙ୍କୁ ଗିରଫ କଲା ପୋଲିସ

ବଲାଙ୍ଗୀର,୧୧।୮:( ସୁନିଲ ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅଞ୍ଚଳରେ ଭିଡିଓ ଭାଇରାଲ କରିଥିବା ଜେଲ ଫେରନ୍ତା ବଳତ୍କାରୀ ଯୁବକଙ୍କୁ ଗିରଫ କରାଯାଇଛି। ତାଙ୍କୁ ଗୁଜୁରାଟର ରାକ କୋଟରୁ ଉଠାଇ ଆଣିଲା ଦେଓଗାଁ ପୋଲିସ। ଗିରଫ ଅଭିଯୁକ୍ତ ହେଲେ ଦେଓଗାଁ ଥାନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?