ଆମ ଜିଲା ଖବର

ସୌମ୍ୟଶ୍ରୀଙ୍କୁ ନିଆଁ ଭିତରକୁ ଠେଲି ଦେଇଥିବା ୨ ଛାତ୍ରଙ୍କୁ ଚାଲିଛି ମାରଥନ ଜେରା: ମିଳିବକି ସାଙ୍ଘାତିକ…

ବାଲେଶ୍ୱର,୧୨।୮: ବାଲେଶ୍ୱର FM କଲେଜ ଘଟଣାରେ ରିମାଣ୍ଡରେ ଥିବା ଦୁଇ ଅଭିଯୁକ୍ତଙ୍କୁ ଜେରା ଚାଲିଛି। ରିମାଣ୍ଡରେ ଥିବା ଜଣେ ଛାତ୍ର ଓ ଅଣଛାତ୍ରଙ୍କୁ ଚାଲିଛି ମାରାଥନ ଜେରା ଚାଲିଛି। ଏସଏଫଏସଏଲ୍ର ଗୋଟିଏ ଟିମ ମଧ୍ୟ ଜେରାରେ ସାମିଲ ଥିବା ସୂଚନା ମିଳତଛି।…

କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ବଡ଼ ସୂଚନା: ଓଡ଼ିଶାରେ ହେବ…

ଭୁବନେଶ୍ୱର,୧୨।୮: କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ମଙ୍ଗଳବାର ଏକ ବଡ଼ ସୂଚନା ଦେଇଛନ୍ତି। ଓଡ଼ିଶାରେ ୨ଟି ସେମିକଣ୍ଡକ୍ଟର ମ୍ୟାନୁଫାକଚରିଂ ୟୁନିଟ୍‌ ପ୍ରତିଷ୍ଠା ହେବା ନେଇ କେନ୍ଦ୍ର କ୍ୟାବିନେଟରେ ଅନୁମୋଦନ ହୋଇଥିବା କେନ୍ଦ୍ର ମନ୍ତ୍ରୀ ବୈଷ୍ଣବ କହିଛନ୍ତି। ଏପରିକି ଦେଶରେ ଆଉ ୪ଟି…

୧୯୯୨ ମ୍ୟାଟ୍ରିକ ବ୍ୟାଚର ବନ୍ଧୁମିଳନ କାର୍ଯ୍ୟକ୍ରମ: ଔଷଧୀୟ ଚାରାରୋପଣ

ଦିଗପହଣ୍ଡି,୧୧।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବୋରିପଦର ଗ୍ରାମ ହାଇସ୍କୁଲ ମ୍ୟାଟ୍ରିକ ୧୯୯୨ ବ୍ୟାଚର ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। କଇଠଖଣ୍ଡି ପଞ୍ଚାୟତର ମଧୁବନ ଗ୍ରାମସ୍ଥିତ ଶ୍ରୀ ଲୋକନାଥେଶର ମନ୍ଦିର ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମନୋରଞ୍ଜନ ପାଣିଗ୍ରାହୀ…

ଜାତୀୟ କୃମି ନାଶକ ଦିବସ: ୩୦ ହଜାରରୁ ଉଦ୍ଧର୍‌ବ ଲୋକ ସେବନ କରିବେ କୃମି ନାଶକ ଔଷଧ

ପାଟଣା,୧୨/୮(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ମଙ୍ଗଳବାର ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ଜାତୀୟ କୃମି ନାଶକ ଦିବସ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପାଟଣା ଗୋଷ୍ଠୀ ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର…

କଲେଜରେ ଯୌନ ଶୋଷଣ ରୋକିବା ପାଇଁ ପୋଲିସ ଅଭିନବ ପ୍ରୟାସ

ପାଟଣା,୧୨।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ପୋଲିସ ପକ୍ଷରୁ ମଙ୍ଗଳବାର ମୁଖ୍ୟାଳୟ ଆଞ୍ଚଳିକ ମହାବିଦ୍ୟାଳୟ ସାମ ପାଟଣା ସଭାଗୃହରେ ପାଟଣା ପୋଲିସ ପକ୍ଷରୁ ମହିଳାଙ୍କ ପ୍ରତି ହେଉଥିବା ଯୌନ ଶୋଷଣ (ସେକ୍ସସୁଆଲ ହାରସ ମେଣ୍ଟ) ଓ ନାବାଳିକା ଙ୍କ ପ୍ରତି…

ମଣ୍ଡିରେ ଚାଷୀ ପଞ୍ଜିକରଣ ପାଇଁ ସମୟସୀମା ବୃଦ୍ଧି ଦାବି

ଦିଗପହଣ୍ଡି,୧୨।୮(ଅଶେଷ ନାଥ ମିଶ୍ର): ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ୭ ଦଫା ଦାବୀ ପୁରଣ ପାଇଁ ମଙ୍ଗଳବାର ଗଞ୍ଜାମ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଦସ୍ତଖତ ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଚାଷୀ ସଙ୍ଗଠନର ସଭ୍ୟ ଓ କର୍ମକର୍ତ୍ତା ବୃନ୍ଦ ଦିଗପହଣ୍ଡି…

ଅଗଷ୍ଟ ୧୧ରୁ ସମୂହ ଛୁଟିରେ ଯିବେ ରାଜସ୍ବ ଅମଲା

ବଲାଙ୍ଗିର ୧୧।୮(ସୁଶାନ୍ତ ବାରିକ) : ବହୁ ପ୍ରତୀକ୍ଷିତ ଦଶ ଦଫା ଦାବି ପୁରଣ କରିବାରେ ରାଜ୍ୟ ସରକାରଙ୍କ ସହ ଆଲୋଚନା ବିଫଳ ହେବା ପରେ ସଂଘର ପୂର୍ବନିର୍ଦ୍ଧାରିତ ନିଷ୍ପତ୍ତି ଅନୁଯାୟୀ,୧୧ ଅଗଷ୍ଟରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ରାଜସ୍ବ ଅମଲାମାନେ…

କ୍ଲିନ ଦାରିଙ୍ଗବାଡି, ଗ୍ରୀନ ଦାରିଙ୍ଗବାଡି ପାଇଁ ବିଡ଼ିଓଙ୍କ ବଡ଼ ପଦକ୍ଷେପ, ପ୍ରଥମଥର ପାଇଁ…

ଦାରିଙ୍ଗବାଡି, ୧୨।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକକୁ ଅନେକ ଥର ବିଜ୍ଞାପିତ ପରିଷଦ ଅଞ୍ଚଳ କରାଯିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି । ଦାରିଙ୍ଗବାଡିର ବିକାଶ ପାଇଁ ବିଜ୍ଞାପିତ ପରିଷଦ ଅଞ୍ଚଳ ହେବା ଜରୁରୀ ବୋଲି ଅଞ୍ଚଳବାସୀ କହୁଥିବା ବେଳେ…

ଗୁରୁତ୍ୱପୂର୍ଣ୍ଣ ସଚିବସ୍ତରୀୟ ବୈଠକ: ସବୁ ଅଫିସ୍‌ରେ ଲାଗିବ AI କ୍ୟାମେରା

ଭୁବନେଶ୍ୱର,୧୨।୮: ମଙ୍ଗଳବାର ସଚିବସ୍ତରୀୟ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ୧୦ଟି ଦିଗ ଉପରେ ଫୋକସ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏପରିକି CMଙ୍କ ଅଫିସରୁ ଆସୁଥିବା UI ନୋଟ୍‌ରେ ତୁରନ୍ତ ଉତ୍ତର ସହ ଆବଶ୍ୟକ ପଦକ୍ଷେପ ନେବାକୁ ବୈଠକରେ କୁହାଯାଇଛି।…

ପରୀକ୍ଷା ଦେବାକୁ ଯାଇଥିଲେ ଛାତ୍ରୀ: ଅନ୍ୟଗାଁ ଛକରୁ ମିଳିଲା ସାଇକେଲ, ହେଲେ ଛାତ୍ରୀ

ଦିଗପହଣ୍ଡି,୧୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଡିଗ୍ରୀ କଲେଜରେ ଯୁକ୍ତ ୩ କଳା ଦ୍ବିତୀୟ ବର୍ଷରେ ପଢୁଥିବା ଜଣେ ଛାତ୍ରୀ ୫ ଦିନ ହେଲା ନିଖୋଜ ଥିବା ଜଣାପଡିଛି। ଛାତ୍ରୀଙ୍କ ବାପା ଏନେଇ ଦିଗପହଣ୍ଡି ଥାନାରେ…

ବାଥ୍‌ରୁମରୁ ଯୁକ୍ତ-୩ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ତଦନ୍ତ ଜାରି

ଭଦ୍ରକ,୧୨।୮: ଭଦ୍ରକ ସ୍ବୟଂ ଶାସିତ ମହାବିଦ୍ୟାଳୟର ଯୁକ୍ତ-୩ ପ୍ରଥମ ବର୍ଷରେ ପଢୁଥିବା ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ମଙ୍ଗଳବାର ଏକ ଘରୋଇ ମେସ୍‌ର ବାଥ୍‌ରୁମରୁ ଉଦ୍ଧାର ହୋଇଛି। ବାସୁଦେବପୁର ଅଞ୍ଚଳର ଏହି ଛାତ୍ରୀ ରାକ୍ଷୀ ପାଇଁ ଘରକୁ ଯାଇ ଗତକାଲି ଭଦ୍ରକ…

ନିଜ ଦେହରେ ନିଆଁ ଲଗାଇ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଭର୍ତ୍ତି

ଭୁବନ,୧୨।୮( ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଏନଏସି ୨ ନମ୍ବର ଓାର୍ଡର ଅଜୟ କୁମାର େହେରାଙ୍କ ପତ୍ନୀ ପ୍ରେମଲତା ନାଏକ (୩୬) ସୋମବାର ରାତିରେ ନିଜ ଦେହରେ କିରୋସିନି ଢ଼ାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଗୁରୁତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?