ହାତୀ-ମଣିଷ ଲଢ଼େଇ: ସାଢ଼େ ୪ ମାସରେ ଗଲାଣି ୪୫ ଲୋକଙ୍କ ଜୀବନ
ଭୁବନେଶ୍ୱର,୨୩।୯: ବିଧାନସଭାର ମୌସୁମୀ ଅଧିବେଶନର ମଙ୍ଗଳବାର ଗୃହରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଷ ରାମ ସିଂ ଖୁଣ୍ଡିଆ ରାଜ୍ୟବାସୀଙ୍କ ଆଗରେ ଏକ ବଡ଼ ତଥ୍ୟ ରଖିଛନ୍ତି। ହାତୀ-ମଣିଷ ଲଢ଼େଇ ମଧ୍ୟରେ ଗତ ସାଢ଼େ ୪ ମାସରେ ୪୫…
କେନ୍ଦୁପତ୍ର ଚାଲାଣ ଘଟଣା: ଫରେଷ୍ଟର ନିଲମ୍ବିତ
ବଲାଙ୍ଗିର,୨୩।୯(ସୁନିଲ କୁମାର ମହାନ୍ତି): ବେଆଇନ କେନ୍ଦୁପତ୍ର ଚାଲାଣ ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏହି ଘଟଣାରେ ସମ୍ପୃକ୍ତ ଫରେଷ୍ଟର ଅରକ୍ଷିତ ଦଳେଇଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି ଡିଏଫଓ। ବିନା କାଗଜପତ୍ରରେ ଦେଓଗାଁ ଡିଭିଜନରୁ ୨୬ ବସ୍ତା କେନ୍ଦୁପତ୍ର ଚାଲାଣ ହେଉଥିଲା।
ଆୟୁର୍ବେଦୀୟ ଖାଦ୍ୟଦ୍ରବ୍ୟକୁ ନେଇ ଖାଦ୍ୟମେଳା, ଉପକାରିତା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇଲେ ଛାତ୍ରୀଛାତ୍ର
ବଲାଙ୍ଗୀର, ୨୩/୯ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ଦଶମ ଆୟୁର୍ବେଦ ଦିବସ ବୁଧବାର ପାଳିତ ହୋଇଯାଇଛି । କେନ୍ଦ୍ର ଆୟୁଷ ମନ୍ତ୍ରାଳୟ ଓ ରାଜ୍ୟ ଆୟୁଷ ଆୟୁଷ ନିର୍ଦେଶାଳୟ ସହ ଯୋଗରେ ମହାବିଦ୍ୟାଳୟ ପକ୍ଷରୁ…
ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିଲେ ସିଆରପି,ଏମବିକେ ସଂଘ
କର୍ଲାମୁଣ୍ଡା,୨୩।୯(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସିଆରପି,ଏମବିକେ ସଂଘ ପକ୍ଷରୁ ମଙ୍ଗଳବାରଠାରୁ ବ୍ଲକ କାର୍ଯ୍ୟାଳୟ ପରିସରରେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ସରକାର ସିଆରପି,ଏମବିକେ ମାନଙ୍କୁ ମାସିକ ଦରମା ପ୍ରଦାନ ପରିବର୍ତ୍ତେ ଇନସେନଟିଭ ଆକାରରେ ପ୍ରୋତ୍ସାହନ ରାଶୀ ଦେବାକୁ…
କଳିଙ୍ଗା ଘାଟିର ଗୋଟିଏ ସ୍ଥାନରେ ଦ୍ୱିତୀୟଥର ଭୂସ୍ଖଳନ: ଘଟଣାସ୍ଥଳରେ ଜିଲାପାଳ
ଜି.ଉଦୟଗିରି, ୨୩।୯(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଦେଇ ଯାଇଥିବା ବିଜୟୱାଡା-ରାଞ୍ଚି ୧୫୭ ନମ୍ବର ଜାତୀୟ ରାଜପଥ କଳିଙ୍ଗା ଘାଟି ଠାରେ ଗତ ୧୬ ତାରିଖରେ ଲଗାଣ ବର୍ଷା ଯୋଗୁଁ କଳିଙ୍ଗା ଘାଟି ରେ ଭୂସ୍ଖଳନ ଯୋଗୁଁ ରାସ୍ତା ଟି ଭାସିଯାଇ…
ବିଧାୟକଙ୍କ ଘର ପାଇଁ କଟିଲା ୭୨୧ ଗଛ: ଚାଞ୍ଚଲ୍ୟକର ବୟାନ ଦେଲେ ପରିବେଶ ମନ୍ତ୍ରୀ
ଭୁବନେଶ୍ୱର,୨୩।୯: ବିଧାନସଭାର ମୌସୁମୀ ଅଧିବେଶନର ମଙ୍ଗଳବାର ଗୃହରେ ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଷ ରାମ ସିଂ ଖୁଣ୍ଡିଆ ଏକ ବଡ଼ ସୂଚନା ଦେଇଛନ୍ତି। ବିଧାୟକଙ୍କ ନୂଆ ସରକାରୀ ବାସଭବନ ପାଇଁ ୭୨୧ ଗଛ ବଳି ପଡ଼ିଛି ବୋଲି ବିଧାନସଭାରେ…
ଧରିତ୍ରୀ ପୋର୍ଟାଲ ପ୍ରଭାବ: ପହଞ୍ଚିଲେ ପିଏଚଡ଼ି କର୍ମଚାରୀ, ମରାମତି ହେଲା ଫାଟିଲା ପାଇପ୍
ବରଗଡ଼,୨୩।୯(ପ୍ରେମାନନ୍ଦ ଖମାରୀ)- ବରଗଡ଼ ମ୍ୟୁନିସିପାଲଟି ଅଧିନ ଶକ୍ତି ନଗରସ୍ଥିତ ନେହେରୁ ଆସୋସିଏସନ ସମ୍ମଖରେ ଜନସ୍ବାସ୍ଥ୍ୟ ବିଭାଗ (ପିଏଚଡ଼ି) ପକ୍ଷରୁ ଯୋଗାଇ ଦିଆଯାଉଥିବା ପାନୀୟଜଳ ପାଇଁ ଉଦ୍ଦିଷ୍ଟ ପାଣି ପାଇପ ଫାଟି ଯାଇଥିଲା। ଫଳରେ ପାନୀୟଜଳ ଦୂଷିତ ହେଉଥିବାବେଳେ ନିକଟସ୍ଥ ସମଲେଶ୍ୱରୀ ନର୍ସରୀ…
୩୦ ଯାଏ କଳିଙ୍ଗା ଘାଟି ରାସ୍ତା ବନ୍ଧ: ଜିଲାପାଳ କହିଲେ…
ଦାରିଙ୍ଗବାଡ/ଭଞ୍ଜନଗର,୨୩।୯(ଅରୁଣ ସାହୁ/ବାବୁଲା ପ୍ରଧାନ): ଆସନ୍ତା ୩୦ ତାରିଖ ଯାଏଁ ବନ୍ଦ ରହିବ କଳିଙ୍ଗା ଘାଟି ରାସ୍ତା। ସୋମବାର ଦ୍ବିତୀୟ ଭୂସ୍ଖଳନ ପରେ କନ୍ଧମାଳ ଜଲାପାଳଙ୍କ ଏହି ନିଷ୍ପତ୍ତି ନେଇଛନ୍ତି। ଘାଟିରେ ସ୍ଥିତି ଅନୁଧ୍ୟାନ ପରେ ଜିଲାପାଳ ଏହି ନିର୍ଣ୍ଣୟ ନେଇଥିବା ଜଣପଡ଼ିଛି।…
ଛିଡା ହୋଇଥିଲା ପୋଲିସ: ସମବାୟ ସମ୍ପାଦକଙ୍କୁ ଘେରି ସାର ବସ୍ତା ବୋହିନେଲେ ଲୋକେ
ଦିଗପହଣ୍ଡି,୨୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଉପସ୍ଥିତିରେ ସାର ବସ୍ତା ବୋହିନେଲେ ଚାଷୀ। ମଉଳାଭଣଜା ସେବା ସମବାୟ ସମିତିରୁ ସାର ବସ୍ତା ବୋହିନେଇଥିବା ଦେଖିବାକୁ ମିଳିଛି। ସମବାୟ ସଂପାଦକଙ୍କୁ ଘେରି ସାର ବସ୍ତା ବୋହିନେଇଥିବା କୁହାଯାଉଛି। ପ୍ରଥମେ ସାର…
ପିତୃପକ୍ଷ ଭୋଜନ ସେବା ସମାପ୍ତ: ସହଯୋଗ ଫାଉଣ୍ଡେସନର କାର୍ଯ୍ୟ ପାଇଁ ପ୍ରଶଂସା କଲେ ସହରବାସୀ
ବଲାଙ୍ଗୀର,୨୩,୯(ସୁନିଲ ମହାନ୍ତି): ବଲାଙ୍ଗୀର ସେପ୍ଟେମ୍ବର ୨୦୨୫ ବଲାଙ୍ଗୀର ଜିଲାର ପ୍ରମୁଖ ସାମାଜିକ ସଂଗଠନ ସହଯୋଗ ଫାଉଣ୍ଡେସନ ଦ୍ୱାରା ପିତୃପକ୍ଷ ଭୋଜନ ସେବାର କାର୍ଯ୍ୟକ୍ରମ ସମାପ୍ତ ହୋଇଛି । ଏହି କାର୍ଯ୍ୟକ୍ରମ ସେପ୍ଟେମ୍ବର ମାସ ୭ରୁ ଆରମ୍ଭ ହୋଇଥିଲା । ପିତୃପକ୍ଷ ଭୋଜନ…
ପୋଲିସ ଜୁଲୁମକୁ ବିରୋଧ: ଜିନ୍ଦଲ-ପୋସ୍କୋ ପ୍ରତିରୋଧ ମଞ୍ଚର ଚେତାବନୀ
ପାଟଣା,୨୩।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅଞ୍ଚଳରେ ପ୍ରସ୍ତାବିତ ମେଗା ଷ୍ଟିଲ ନିର୍ମାଣ ପ୍ରତିଷ୍ଠାକୁ ନେଇ ପ୍ଲାଣ୍ଟ ବିରୋଧୀ ଓ ସପକ୍ଷବାଦୀଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଇବା ସହ ସର୍ବଦା ଉତ୍ତେଜନାମୂଳକ ପରିସ୍ଥିତି ଦେଖିବାକୁ ମିଳୁଛି। ରବିବାର ସକାଳେ ଅଚାନକ…
ଚାଲିଛି ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ସ୍ଥାନାନ୍ତର: ଶ୍ରୀମନ୍ଦିର ଭିତରକୁ ଗଲେ…
ପୁରୀ,୨୩।୯: ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି। ରତ୍ନ ଅଳଙ୍କାର ସ୍ଥାନାନ୍ତର ପାଇଁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିଛି। ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ ଶ୍ରୀମନ୍ଦିର ଭିତରକୁ ଯାଇଛନ୍ତି। ରତ୍ନ ଅଳଙ୍କାର ସ୍ଥାନନ୍ତର ପରେ…

