ସେବାଶ୍ରମରେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କୁ ନିର୍ଯାତନା ଘଟଣା: ପ୍ରଧାନଶିକ୍ଷକ ନିଲମ୍ବିତ
ଖଡ଼ିଆଳ,୧୯।୯(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ସିନାପାଲି ବ୍ଲକ ଅନ୍ତର୍ଗତ ଟିମନପୁର୍ ସେବାଶ୍ରମରେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କୁ ନିର୍ଯାତନା ଘଟଣାରେ ନୂଆପଡ଼ା ଜିଲାପାଳ ମଧୁସୂଦନ ଦାସ ତୁରନ୍ତ ପଦକ୍ଷେପ ନେଇଛନ୍ତି। ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷକଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଜିଲାପାଳଙ୍କ…
ସ୍ତ୍ରୀ ହରାଇଲେ ଦୃଷ୍ଟିଶକ୍ତି, ହାତ ଛାଡ଼ିଦେଲେ ସ୍ବାମୀ: ଦୁର୍ଘଟଣା ପରେ ସମ୍ପର୍କ ତୁଟିଲା
ବାରିପଦା, ୧୯ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା ଅଧୀନ ଭୋଳାଗଡ଼ିଆ ଗ୍ରାମର ଜଣେ ମହିଳା ଏବେ ବେସାହାରା ହୋଇପଡ଼ିଛନ୍ତି। ସଡ଼କ ଦୁର୍ଘଟଣାରେ ତାଙ୍କ ଦୃଷ୍ଟିଶକ୍ତି ଚାଲିଯିବା ପରେ ସାତଜନ୍ମର ସାଥୀ ହୋଇ ଜୀବନ ବିତାଇବାକୁ ଶପଥ ନେଇଥିବା ସିଆର୍ପିଏଫ୍ ଯବାନ…
ନୂଆ ପଞ୍ଚାୟତ ସମିତି ଗଠନ ଦାବି ଜୋର୍ ଧରିଲା
ମଦନପୁର,୧୯ା୯(ଜଗଦୀଶ ପ୍ରସାଦ ରଣା): କଳାହାଣ୍ଡି ଜିଲା ମ. ରାମପୁର ବ୍ଲକ ମଦନପୁର ଧବଳେଶ୍ବର ପୀଠ ନିକଟସ୍ଥ କଲ୍ୟାଣମଣ୍ଡପଠାରେ ମଦନପୁର ପଞ୍ଚାୟତ ସମିତି ସଂଗ୍ରାମ କମିଟିର ସଂଯୋଜକ ସୁଦର୍ଶନ ପାଢ଼ୀଙ୍କ ସଭାପତିତ୍ୱରେ କର୍ଲାମୁଣ୍ଡା ବ୍ଲକର ୨ଟି ଏବଂ ମ. ରାମପୁର ବ୍ଲକର ୯ଟି…
ପୁଣି ଲଜ୍ଜା: ବିଶ୍ୱକର୍ମା ପୂଜା ଦେଖି ଫେରୁଥିବାବେଳେ ନାବାଳିକାଙ୍କୁ ଜଙ୍ଗଲକୁ ଟେକି ନେଲେ ୨ ଯୁବକ
ବଣାଇ,୧୯।୯(ପ୍ରଦୀପ ତ୍ରିପାଠୀ): ଆପରାଧିକ ମାମଲା ଥମିବାର ନାଁ ଧରୁନି। ପୁଣି ଲଜ୍ଜା, ବିଶ୍ୱକର୍ମା ପୂଜା ଦେଖି ଫେରୁଥିବାବେଳେ ଗଣବଳାତ୍କାରର ଶିକାର ହୋଇଛନ୍ତି ଜଣେ ନାବାଳିକା। ଘଟଣାରୁ ପ୍ରକାଶ ଯେ, କେ ବଲାଙ୍ଗ ଅଞ୍ଚଳରୁ ବରସୁଆଁକୁ ବିଶ୍ୱକର୍ମା ପୂଜା ଦେଖିବାକୁ ଯାଇ ଫେରୁଥିବା…
କର୍ପୋରେଟରଙ୍କ ଘର ଉପରକୁ ବୋମାମାଡ଼
ବ୍ରହ୍ମପୁର,୧୯ା୯(ସୁବାସ ଚନ୍ଦ୍ର ପାଢ଼ୀ): ବଡ଼ବଜାର ଥାନା ଅନ୍ତର୍ଗତ ଲକ୍ଷ୍ମୀନୃସିଂହ ସାହିରେ ରହୁଥିବା ବିଇଏମ୍ସିର ୯ ନଂ ଓ୍ବାର୍ଡର କର୍ପୋରେଟର ସନ୍ତୋଷ କୁମାର ସେଠୀଙ୍କ ଘର ଉପରକୁ ବୋମାମାଡ଼ ହୋଇଛି। ଏଥିରେ ସେ ଓ ତାଙ୍କ ପରିବାର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ବୋମାମାଡ଼ର…
ଶୋଇଥିଲେ ସ୍ତ୍ରୀ, ଗଣ୍ଡି-ମୁଣ୍ଡ ଅଲଗା କରିଦେଲେ ସ୍ବାମୀ: ତା’ପରେ ଥାନାକୁ ଯାଇ..
ଜଳେଶ୍ୱର,୧୯।୯(ନବୀନ ସାହୁ): ରାଇବଣିଆରେ ବିଭତ୍ସ ହତ୍ୟା। ରାତିରେ ଶୋଇଥିବାବେଳେ ସ୍ତ୍ରୀଙ୍କ ବେକକୁ ହାଣି ଶରୀରରୁ ଅଲଗା କରିଦେଲେ ସ୍ବାମୀ। ହତ୍ୟା ପରେ ରାଇବଣିଆ ଥାନାରେ ଆତ୍ମସମର୍ପଣ କରିନ୍ତେି ଅଭିଯୁକ୍ତ ଚନ୍ଦ୍ର ମୋହନ ପାତ୍ର। ସୂଚନା ଅନୁସାରେ, ଜଳେଶ୍ୱର ବ୍ଲକ ରାଇବଣିଆ ଥାନା…
ବିଳମ୍ବିତ ରାତିରେ ୩ ଘରୁ କଳାକନା ବୁଲାଇଲେ ଦୁର୍ବୃତ୍ତ, ନେଇଗଲେ ୧୦ଭରିରୁ ଅଧିକ ସୁନା
ଆନନ୍ଦପୁର ୧୯।୯(ସୁଶାନ୍ତ କୁମାର ସାହୁ): ବିଳମ୍ବିତ ରାତିରେ ବଡ଼ ଧରଣର ଚୋରି। ଘଟଣାରେ ଜଣେ ଅଟକ ସହ ବାଇକ ଜବତ କରାଯାଇଛି। ଆନନ୍ଦପୁର ଥାନା କଣ୍ଟିପାଳ ପଞ୍ଚାୟତ ମଠସାହିରେ ବିଳମ୍ବିତ ରାତି ୧୨.୩୦ ରୁ ୧ ଟା ମଧ୍ୟରେ ୩ ଟି…
ରେଞ୍ଜରଙ୍କ ପୈତୃକ ଘରେ ଭିଜିଲାନ୍ସ: ୯ଟି ସ୍ଥାନରେ ଚାଲିଛି ମାରାଥନ ଚଢ଼ାଉ
ଦାରିଙ୍ଗବାଡି,୧୯।୯(ଅରୁଣ ସାହୁ):ରାୟଗଡା ଜିଲା କାଶୀପୁର ବନାଞ୍ଚଳର ବନାଞ୍ଚଳ ଅଧିକାରୀ ଅନ୍ତର୍ଯ୍ୟାମୀ ସାହୁଙ୍କ ପୈତୃକ ଘରେ ଭିଜିଲାନ୍ସ ଟିମ ଚଢ଼ାଉ କରୁଛନ୍ତି। ଏହି ଟିମରେ କୋରାପୁଟ ଜିଲା ଜୟପୁର, ନବରଙ୍ଗପୁର ଓ କଳାହାଣ୍ଡିର ସରକାରୀ ସାକ୍ଷୀ ସମେତ ୬ ଜଣିଆ ଭିଜିଲାନ୍ସ କର୍ମଚାରୀ…
ସ୍ତ୍ରୀଙ୍କୁ ନିଛାଟିଆ ସ୍ଥାନକୁ ଡାକିନେଲେ ସ୍ବାମୀ, ଆଉ ତା’ପରେ ଘଟଣାଇଲେ ଏମିତି କାଣ୍ଡ
ବାଲେଶ୍ୱର, ୧୯।୯(ବାଞ୍ଛାନିଧି ଦେ): ବାଲେଶ୍ୱର ଟାଉନ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀଙ୍କ ବେକକୁ ଛୁରୀରେ କାଟି ହତ୍ୟା ଉଦ୍ୟମ କରିଛନ୍ତି ସ୍ବାମୀ। ଗାଁ ଲୋକେ ସ୍ବାମୀଙ୍କୁ କାବୁ କରି ପୋଲିସ ଜିମା ଦେଇଛନ୍ତି। ପୋଲିସ ଅଭିଯୁକ୍ତ ସ୍ବାମୀ…
ଆଇନଜୀବୀ ତଥା ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ପଙ୍କଜ ବାରିକଙ୍କ ଅକାଳ ବିୟୋଗ, ନାଟ୍ୟ ଅଭ୍ୟାସ ସାରି ଫେରିବା ପରେ…
ଗଞ୍ଜାମ,୧୯।୯(ବିଦ୍ୟାଧର ସାହୁ): ଗଞ୍ଜାମ ଏନଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମର ଆଇନଜୀବୀ ତଥା ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ପଙ୍କଜ କୁମାର ବାରିକ (ମିଟୁ ସାର )ଙ୍କ ଗୁରୁବାର ବିଳମ୍ବିତ ରାତିରେ ହୃଦଘାତରେ ବିୟୋଗ ଘଟିଛି । ଗତକାଲି ମଲାଡ଼ ଗ୍ରାମରେ ନାଟକର ନାଟ୍ୟ…
ପଶ୍ଚିମବଙ୍ଗକୁ ଚାଲାଣ ହେଉଛି କଇଁଛ: ଟ୍ରେନ୍ରୁ ୧୭ କଇଁଛ ଜବତ, ୨ ଗିରଫ
ବାଲେଶ୍ୱର,୧୯।୯(ବାଞ୍ଛାନିଧି ଦେ): ଦକ୍ଷିଣ-ପୂର୍ବ ରେଳପଥ ଖଡଗପୁର ଡିଭିଜନ୍ର ଆର୍ପିଏଫ୍ ସିଆଇବି (କ୍ରାଇମ୍ ଇଣ୍ଟେଲିଜେନ୍ସ ବ୍ରାଞ୍ଚ) ପକ୍ଷରୁ ଗୁରୁବାର ଏକ ଟ୍ରେନ୍ରେ ଚଢାଉ କରାଯାଇଥିଲା। ଭଦ୍ରକ-ଖଡଗପୁର ଡାଉନ ପାସେଞ୍ଜର ଟ୍ରେନ୍ରେ କଇଁଛ ଚୋରା ଚାଲାଣ ହେଉଥିବା ବେଳେ ସିଆଇବିର ୩ଜଣିଆ ଟିମ୍ ବାଲେଶ୍ୱରେ…
୧୨ ଘଣ୍ଟିଆ କଣ୍ଟାମାଳ ବନ୍ଦ: ଚକ-ଅଖ ସବୁ ଠପ୍
କଣ୍ଟାମାଳ,୧୯।୯(ଅଜିତ କୁମାର ବାରିକ): ବୌଦ୍ଧ ଜିଲା କଣ୍ଟାମାଳକୁ ସବ୍ଡିଭିଜନ, ଏନ୍ଏସି ମାନ୍ୟତା ସହ ଏକ ସବ୍ଜେଲ ପ୍ରତିଷ୍ଠା ଦାବିରେ କଣ୍ଟାମାଳ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଶୁକ୍ରବାର ୧୨ ଘଣ୍ଟିଆ କଣ୍ଟାମାଳ ବନ୍ଦ ଡାକରା ଦିଆଯାଇଛି। ଫଳରେ ଦୋକାନ ବଜାର, ଗାଡ଼ି…

