ଆନ୍ଧ୍ରପ୍ରଦେଶ ପଥର ଖଦାନରେ ବିସ୍ଫୋରଣ: ଗାଁରେ ପହଞ୍ଚିଲା ଶ୍ରମିକଙ୍କ ମୃତଦେହ, ସମବେଦନା ଜଣାଇଲେ ମନ୍ତ୍ରୀ
ଧରାକୋଟ,୪।୮: ଦାଦନ ଦୁଃଖରେ ପୁଣି ପେଶି ହୋଇଛନ୍ତି ଧରାକୋଟ ବ୍ଲକର ଢଉଗାଁ ପଞ୍ଚାୟତ ବାହାଡାଗୁଡା ଗାଁର ମୁସା ଜେନା ଏବଂ ଓଳମ୍ବା ପଞ୍ଚାୟତ କସେଇ ଗାଁର ସନ୍ତୋଷ ଗୌଡ଼ଙ୍କ ପରିବାର । କାମ କରିବାକୁ ଯାଇ ଆନ୍ଧ୍ରପ୍ରଦେଶର ବାଲିକୁରଭା ମଣ୍ଡଳର ମଲାୟାପୁଲମ…
ବ୍ଲକସ୍ଥରୀୟ ସ୍ବାଧିନତାଦିବସ ପାଳନ ଲାଗି…
ପୁରୁଷୋତ୍ତମପୁର,୪।୮ (ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବ୍ଲକସ୍ଥରୀୟ ସ୍ବାଧିନତାଦିବସ ପାଳନ ଲାଗି ଏକ ପ୍ରସ୍ତୁତ ି ବୈଠକ ବରିଷ୍ଠ ନାଗରିକ ସଂଘର ସମ୍ପାଦକ ପ୍ରଫୁଲ୍ଲ କୁମାର ରଥଙ୍କ ଆବାହକରେ ଅନୁଷ୍ଠିତ ହୋଇଯାଇଛି। ଚଳିତବର୍ଷ ଏଠାରେ ପ୍ରଥମକରି ବ୍ଲକସ୍ଥରୀୟ ଭାବରେ ପାଳନ…
ଜମିରେ କାମ କରୁଥିଲେ, ମାରିଲା ଘଡ଼ଘଡ଼ି…
ଦିଗପହଣ୍ଡି,୪।୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଛୋଟରାୟପୁର-ବାସୁଦେବପୁର ଗ୍ରାମ ନିକଟ ଚାଷ ଜମିରେ କାମ କରୁଥିବା ବେଳେ ସୋମବାର ଅପରାହ୍ନରେ ବଜ୍ରପାତ ଯୋଗୁ ଗୋକର୍ଣ୍ଣପୁର ଗ୍ରାମ ବସଷ୍ଟାଣ୍ଡ ସାହିର ଚିନ୍ନାରି. ଏରାମା ପାତ୍ର (୫୫) ନାମ୍ନୀ ମହିଳା ମୃତ୍ୟୁ…
ଆସିଲା ରାଷ୍ଟ୍ରପତି ଭବନରୁ ନିମନ୍ତ୍ରଣ: ଦିଲ୍ଲୀ ଯିବେ ଲକ୍ଷପତି ଦିଦି ଏସ ଜ୍ୟୋତି, ଚାରିଆଡୁ ଛୁଟୁଛି ଶୁଭେଚ୍ଛା
ଛତ୍ରପୁର,୪।୮ (ଦିଲ୍ଲୀପ ସାମଲ): ଅଗଷ୍ଟ ୧୫ ତଥା ସ୍ବାଧିନତା ଦିବସରେ ଦିଲ୍ଲୀରେ ଆୟୋଜିତ ସ୍ବତନ୍ତ୍ରକାର୍ଯ୍ୟକ୍ରମରେ ଯୋଗଦେବେ ଗଞ୍ଜାମ ଜିଲାର ଲକ୍ଷପତି ଦିଦି ତଥା ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତ କାଳିଆବାଲି ଗ୍ରାମର ଏସ. ଜ୍ୟୋତି ରେଡ୍ଡୀ । ଏଥିଲାଗି ତାଙ୍କୁ ରାଷ୍ଟ୍ରପତି ଭବନରୁ ନିମନ୍ତ୍ରଣ…
ଟଙ୍କା ଜମା କରିବାକୁ ଯାଇଥିଲେ: ବାଟରୁ ଝାମ୍ପିନେଲେ ୨ ଲକ୍ଷ ଟଙ୍କା
ଜଳେଶ୍ୱର,୪।୮: ବାଲେଶ୍ୱର ଜିଲା କମର୍ଦ୍ଦା ଥାନା ଅଧୀନ ଦୁଡ଼ପଳ ଗାଁ ନିକଟରେ ଏକ ବଡ଼ ଧରଣର ଲୁଟ୍ ହୋଇଛି। ଏକ କଳା ବାଇକ୍ରେ ୨ଜଣ ଦୁବୃର୍ତ୍ତ ଆସି ୨ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ମୁତାବକ, ଯୁବକ…
କେନ୍ଦୁ କାଠ ବୋଝେଇ ପିକଅପ ଗାଡ଼ିକୁ ମାଡିବସିଲା ବନବିଭାଗ, କାଠର ମୂଲ୍ୟ ହେବ…
ପଦ୍ମପୁର,୪।୮(ପ୍ରଦୀପ୍ତ ଦାଶ): ପଦ୍ମପୁର ବନ ବିଭାଗ ଦ୍ୱାରା ରବିବାର ରାତିରେ ପଦ୍ମପୁର ପାଟନାଗଡ ରାସ୍ତା ଦହିତାଠାରେ ଏକ କେନ୍ଦୁ କାଠ ବୋଝେଇ ପିକଅପ ଗାଡି (ଓଆର ୦୫ଏଇ ୮୩୨୫)କୁ ବନ ବିଭାଗ ଜବତ କରିଛି । ଜବତ କାଠର ମୂଲ୍ୟ ୧…
ଅନ୍ୟତ୍ର ବିବାହ ପାଇଁ ପ୍ରେମିକାର ତଣ୍ଟି ଚିପି ହତ୍ୟା: ଯୁବତୀ ଶୌଚ ପାଇଁ ଜିତିବା ବେଳେ…
ନବରଙ୍ଗପୁର,୪।୮: ନବରଙ୍ଗପୁର ଜିଲାର କୋଷାଗୁମୁଡ଼ା ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କ ବିଭତ୍ସ ହତ୍ୟା ଘଟଣାର ରହସ୍ୟ ଉନ୍ମୋଚନ କରିଛି ପୋଲିସ। ଅତିରିକ୍ତ ଏସ୍ପିଙ୍କ ସୂଚନା ଅନୁଯାୟୀ, ଯୁବତୀଙ୍କୁ ତାଙ୍କ ପୁରୁଷ ବନ୍ଧୁ ତଣ୍ଟି ଚିପି ହତ୍ୟା କରିଥିଲେ ଏବଂ ପ୍ରମାଣ ନଷ୍ଟ…
ଆନ୍ଧ୍ର ପଥର ଖଣି ବିସ୍ଫୋରଣ ଘଟଣା : ଗାଁ ରେ ପହଞ୍ଚିଲା ଜଣଙ୍କ ପରେ ଜଣଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟିପଡ଼ୁଛି…
ଦିଗପହଣ୍ଡି,୪।୮(ଅଶେଷ ନାଥ ମିଶ୍ର) : ଆନ୍ଧ୍ରପ୍ରଦେଶ ବାପତଲା ଜିଲା ବାଲି କୁରାଭା ନିକଟରେ ଥିବା ଏକ ଘରୋଇ ଗ୍ରାନାଇଟ ଖଣିରେ ରବିବାର ପଥର ବିସ୍ଫୋରଣ ଘଟିଥିଲା। ଏଥିରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା ପଞ୍ଚାୟତ ବାଙ୍ଗରଡ଼ା ଗ୍ରାମର ବନମାଳୀ ବେହେରା(୩୦),…
ପାର୍କିଂରେ ଠିଆ ହୋଇଥିଲା କାର୍: ହଠାତ୍ ଲାଗିଗଲା ନିଆଁ
ସମ୍ବଲପୁର,୪।୮: ସମ୍ବଲପୁର ଚର୍ଚ୍ଚ ଛକରେ ସୋମବାର ଏକ ଅଘଟଣ ସାମ୍ନାକୁ ଆସିଛି। ପାର୍କିଂରେ ଠିଆ ହୋଇଥିବା ବେଳେ ଏକ କାର୍ରେ ହଠାତ୍ ନିଆଁ ଲାଗି ଯାଇଥିଲା। ନିଆଁ ଏତେ ଜୋର ଥିଲା ଯେ, କାର୍ଟି ହୁତୁ ହୁତୁ ହୋଇ ସମ୍ପୂର୍ଣ୍ଣ ଜଳି…
ବାଲିଗୁଡା ଅଭିମୁଖେ ଯାଉଥିବା କାଠ ବୋଝେଇ ମିନିଟ୍ରକକୁ ମାଡି ବସିଲେ ବନ ଅଧିକାରୀ
ଦାରିଙ୍ଗବାଡି, ୪।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବନାଞ୍ଚଳରେ ମିନି ଟ୍ରକ ସହ ୭୦ଖଣ୍ଡ ପିଆଶାଳ କାଠ ପଟା ଜବତ ହୋଇଛି। ଯାହାର ଆନୁମାନିକ ମୁଲ୍ୟ ଦେଢ଼ ଲକ୍ଷ ଟଙ୍କା ହେବ ବୋଲି ବନାଞ୍ଚକ ଅଧିକାରୀ ମାଧବ ଚନ୍ଦ୍ର ବେହେରା…
ପୋଲିସକୁ ଧମକ ଦେଇ ଯୁବକ ଗିରଫ, ମାଉଜର ଜବତ
ଭଞ୍ଜନଗର,୪।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଏସଆଇ ସମୀର ସେଠୀ ଏବଂ ଅନ୍ୟମାନେ ରବିବାର ରାତିରେ ତୁଳସୀପଲ୍ଲୀ ଅଞ୍ଚଳରେ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ସୌମ୍ୟ ରଞ୍ଜନ ବେହେରା ନାମକ ଜଣେ ଯୁବକ ସଂପୃକ୍ତ ଅଞ୍ଚଳରେ ସନ୍ଦେହଜନକ ଅବସ୍ଥାରେ ବୁଲୁଥିଲେ।…
ବିଶ୍ବ ଅଭିବୃଦ୍ଧି ପାଇଁ ବାଣିଜ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ
ଭଞ୍ଜନଗର,୪।୮(ବାବୁଲା ପ୍ରଧାନ): ପ୍ରତିବର୍ଷ ଅଗଷ୍ଟ ମାସ ପ୍ରଥମ ସୋମବାର ବିଶ୍ବ ବାଣିଜ୍ୟ ଦିବସ ପାଳିତ ହେଉଛି। ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଲା ଆର୍ଥିକ ଅଭିବୃଦ୍ଧି, ସାଂସ୍କୃତିକ ବିନିମୟ ଏବଂ ବିଶ୍ୱ ସହଯୋଗରେ ଅନ୍ତର୍ଜାତୀୟ ବାଣିଜ୍ୟ ବୃଦ୍ଧି ଏବଂ ବାଣିଜ୍ୟ…
Archives


