ଆମ ଜିଲା ଖବର

ଘର ବାରଣ୍ଡାରେ ଖେଳୁଥିବା ବେଳେ ଶିଶୁପୁତ୍ରର ଗୁପ୍ତାଙ୍ଗ କାଟିଦେଲେ ବଡ଼ ମା’, ୩ ବର୍ଷ ପରେ ସାମ୍ନାକୁ ଆସିଲା ସତ

ପାଟଣା,୩୦।୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଚେମେଣା ପଞ୍ଚାୟତ ଭୃଙ୍ଗରାଜପଶି ଗ୍ରାମର ଦେବଶର୍ମା ମୁଣ୍ଡାଙ୍କ ୨ବର୍ଷର ଶିଶୁପୁତ୍ରଙ୍କ ଗୁପ୍ତାଙ୍ଗ କାଟିଦେବା ଘଟଣା ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଥିଲା। ମିଳିଥିବା ସୂଚନାନୁସାରେ, ଶିଶୁପୁତ୍ର ରଞ୍ଜନ ମୁଣ୍ଡା ଗତ ୨୦୨୩ ଜାନୁଆରୀ…

ବାତ୍ୟା ମୋନ୍ଥା ପ୍ରଭାବରେ ହେକ୍ଟର ହେକ୍ଟର ଫସଲ ନଷ୍ଟ , ସ୍ଥିତି ପରଖିଲେ ଜିଲାପାଳ, ଦେଲେ ଏଭଳି ପ୍ରତିଶ୍ରୁତି

ଛତ୍ରପୁର, ୩୦।୧୦( ଦିଲ୍ଲୀପ ସାମଲ): ବାତ୍ୟାରୁ ବର୍ତ୍ତିଗଲା ଗଞ୍ଜାମ ଜିଲା, କିନ୍ତୁ ଚାଷୀଙ୍କୁ ଦେଇଗଲା ଦୁଃଖ। ବାତ୍ୟା ମୋନ୍ଥା ପ୍ରଭାବରେ ଜିଲାରେ ଲଗାଣ ବର୍ଷା ଦେଖିବାକୁ ମିଳିଥିଲା । ଉପରମୁଣ୍ଡରେ ବର୍ଷା ପାଇଁ ନଦୀର ଜଳସ୍ତର ବୃଦ୍ଧି ହେତୁ ଚାଷଜମିରେ ପଶିବା…

ଗାଡି ପଛରେ ସରକାରୀ ଅଫିସର ଲେଖି କରୁଥିଲେ ଗଞ୍ଜେଇ ଚାଲାଣ, ଅବକାରୀ ବିଭାଗ ହାବୁଡରେ ପଡିଗଲେ, ତା’ ପରେ…

ପାଟଣା ,୩୦।୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଦେଇ ଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥର ସାହାରପଡା ଦେଓ ନଦୀ ପୋଲ ଉପରୁ ଏକ ଗଞ୍ଜେଇ ଭର୍ତ୍ତି କାର୍‌ ଜବତ ହୋଇଛି। ଭୁବନେଶ୍ୱର ନାର୍କୋଟିକ କରଞ୍ଜିଆ ଅବକାରୀ ବିଭାଗ…

ଅନାଥ ଗୁରୁବାରୀଙ୍କୁ ସହାୟତାର ହାତ ବଢ଼ାଇଲେ ବିଡିଓ

କୁନ୍ଦୁରା,୩୦।୧୦( ସନ୍ତୋଷ ପ୍ରହରାଜ): କୋରାପୁଟ ଜିଲା କୁନ୍ଦୁରା ବ୍ଲକ ଉପାନ୍ତ ତଥା ଛତିଶଗଡ ସୀମାନ୍ତ କେରିମିଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କେନ୍ଦୁଗୁଡା ଗ୍ରାମର ଅନାଥ ଗୁରୁବାରୀ ଦୁରୁଆ। ସପ୍ତମ ଶ୍ରେଣୀରେ ପଢ଼ୁଥିବା ସମୟରେ ଦେହ ଖରାପ ହେଲା। ଏହାକୁ ନେଇ ସେ…

ମହିଳାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ରଖୁଥିଲେ ଶାରୀରିକ ସମ୍ପର୍କ, ସ୍ବାମୀ ଜାଣିଦେବା ପରେ…

ଦିଗପହଣ୍ଡି, ୩୦।୧୦(ଅଶେଷ ନାଥ ମିଶ୍ର): ସାନଖେମୁଣ୍ଡି ବ୍ଲକ ଅଞ୍ଚଳର ଜଣେ ବିବାହିତାଙ୍କୁ ବଳାତ୍କାର କରିବା ଅଭିଯୋଗରେ ପାଟପୁର ପୋଲିସ ଶୁକ୍ରବାର ଅଭିଯୁକ୍ତ ପପୁ ଦାସଙ୍କୁ ଗିରଫ କରି ସାନଖେମୁଣ୍ଡି ଗ୍ରାମ୍ୟ ନ୍ୟାୟାଳୟକୁ ଚାଲାଣ କରିଛନ୍ତି। ଥାନା ମାମଲା ନଂ.୪୮୧/୨୫ ଅନୁଯାୟୀ ଜାମିନ…

ଜମି କିଣାବିକାକୁ ନେଇ ମନ୍ତ୍ରୀଙ୍କ ବଡ଼ ଘୋଷଣା

ଭୁବନେଶ୍ୱର,୩୦।୧୦: ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଗୁରୁବାର ଏକ ବଡ଼ ସୂଚନା ଦେଇଛନ୍ତି। ଏଣିକି ତହସିଲ ଅଫିସରେ ଜମି କିଣାବିକା ହୋଇପାରିବ ବୋଲି ମନ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି। ନଭେମ୍ବର ୧ ତାରିଖରୁ ତହସିଲ କାର୍ଯ୍ୟାଳୟରେ ଜମି କିଣାବିକା ହେବ। ପ୍ରଥମ ପର୍ଯ୍ୟାୟରେ…

ପାଣିରେ ଭାସୁଛି ପାଚିଲା ଧାନ, କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦେବାକୁ…

ଗଞ୍ଜାମ,୩୦।୧୦(ବିଦ୍ୟାଧର ସାହୁ ): ବାତ୍ୟା ସରିଲା କିନ୍ତୁ ଲୋକଙ୍କ ଦୁର୍ଦ୍ଦଶା ବଢିଲା । ବାତ୍ୟା ପ୍ରଭାବରେ ଏବେ ବି ଗଞ୍ଜାମ ବ୍ଲକ ଅଞ୍ଚଳରେ ବର୍ଷା ଲାଗି ରହିଛି । ବାତ୍ୟା ଯୋଗୁ ହୋଇଥିବା ବର୍ଷା ଓ ପବନ ଯୋଗୁ ବ୍ଲକ ଅଞ୍ଚଳର…

ସାମାଜିକ ବାସନ୍ଦରୁ ମୃତଦେହକୁ ଛୁଇଁଲେନି କେହି! ୮ ଘଣ୍ଟା ପରେ ୩ ଯୁବତୀଙ୍କ କାନ୍ଧରେ ବୁହାହେଲା ଶବ

ଲାଞ୍ଜିଗଡ,୩୦।୧୦(ରମେଶ ଚନ୍ଦ୍ର ନାୟକ): ସାମାଜିକ ବାସନ୍ଦ କାରଣରୁ ମୃତଦେହକୁ ବି ଅନାଇଲେନି। ଏଭଳି ଏକ କରୁଣ ଚିତ୍ର ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ସହରରେ । ମୃତ୍ୟୁର ୮ ଘଣ୍ଟା ପରେ ତିନି ଯୁବତୀଙ୍କ କାନ୍ଧରେ ବୁହାହୋଇ…

ଷ୍ଟେଶନରୁ ସ୍କୁଲ ବ୍ୟାଗରେ ଦିଲ୍ଲୀ ଚାଲାଣ ହେଉଥିଲା ଗଞ୍ଜେଇ, ଅଚାନକ ପହଞ୍ଚିଗଲା…

ରାଉରକେଲା,୩୦।୧୦(ସଂଗୀତା ଜେନା): ଷ୍ଟେଶନ ପାର୍ସଲ ଅଫିସରେ ରେଲୱେ ପୋଲିସ (GRP) ଚଢାଉ କରିଛି। ଦୁଇଟି ବଡ଼ ବ୍ୟାଗରେ ୫୦ ଲକ୍ଷରୁ ଅଧିକ ମୂଲ୍ୟର ଗଞ୍ଜେଇ ଚୋରାଚାଲାଣ ସନ୍ଦେହରେ ମାଜିଷ୍ଟ୍ରେଟ ବିକାଶ କୁମାର ଭୋଇଙ୍କ ଉପସ୍ଥିତିରେ ଖୋଲିଲା ୨ ସନ୍ଦିଗ୍ଧ ବ୍ୟାଗ। ପୋଲିସ…

ବିଚାର ବିଭାଗୀୟ କର୍ମଚାରୀଙ୍କୁ ଶପଥ ପାଠ କରାଇଲେ ମାଜିଷ୍ଟ୍ରେଟ, ଜାଣନ୍ତୁ କାହିଁକି…

ଦିଗପହଣ୍ଡି, ୩୦।୧୦(ଅଶେଷ ନାଥ ମିଶ୍ର): ଦୁର୍ନୀତି ନିବାରଣ ସପ୍ତାହ ପାଳନ ପରିପ୍ରେକ୍ଷୀରେ ଗୁରୁବାର ଦିଗପହଣ୍ଡିସ୍ଥିତ ସିଭିଲ କୋର୍ଟ ସିନିୟର ଡିଭିଜନର ମାଜିଷ୍ଟ୍ରେଟ ମହାଶ୍ୱେତା ପରିଜା ବିଚାର ବିଭାଗୀୟ କର୍ମଚାରୀଙ୍କୁ ସାଧୁତାର ଶପଥ ପାଠ କରାଇଛନ୍ତି। ସିଭିଲ କୋର୍ଟ କମ୍ପ୍ଲେକ୍ସରେ ଆୟୋଜିତ କାର୍ଯ୍ୟକ୍ରମରେ…

ଆକାଶରେ ପଡ଼ିଲା ଇନ୍ଦ୍ରଧନୁ: ଅଟକିଗଲେ ବାଟୋଇ

କୋରାପୁଟ,୩୦।୧୦(ଅମିତାଭ ବେହେରା): ଗୁରୁବାର ଅପରାହ୍ନରେ କୋରାପୁଟ ଆକାଶରେ ଇନ୍ଦ୍ରଧନୁ ଦେଖାଯାଇଛି। ଗୁରୁବାର ଅପରାହ୍ନ ୫ଟା ସମୟରେ କୋରାପୁଟ ଭବାନୀନଗରସ୍ଥିତ ପୂର୍ବ ଆକାଶରେ ଏହା ଦେଖିବାକୁ ମିଳିଛି। ଅପରାହ୍ନରେ ହଠାତ ଝିପିଝିପି ବର୍ଷା ପରେ ଏହା ଦେଖିବାକୁ ମିଳିଛି। ଇନ୍ଦ୍ରଧନୁର ସାତରଙ୍ଗ ଦେଖିବାକୁ…

ଧାନ ବିଲରୁ ଯୁବତୀଙ୍କ ମୃତଦେହ ମିଳିବା ଘଟଣା: ରହସ୍ୟର ପର୍ଦ୍ଦାଫାଶ କଲେ ଏସ୍‌ପି, ଯୁବତୀଙ୍କ ସହ…

ବଲାଙ୍ଗୀର,୩୦।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅନ୍ତର୍ଗତ ଗଏଲପିଟା ଗାଁ କୁମନାଶି ଜଙ୍ଗଲ ନିକଟ ଏକ ଧାନ କିଆରିରୁ ବୁଧବାର ସକାଳେ ଏକ ଯୁବତୀଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। ଆଜି ସମ୍ପୃକ୍ତା ଯୁବତୀଙ୍କ ପରିଚୟ ମିଳିବା ପରେ ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?