ନୂଆପଡ଼ା

ରାମ ମନ୍ଦିର ପ୍ରତିଷ୍ଠା ଦିନ ମଦ, ମାଂସ ବିକ୍ରି ବନ୍ଦ ହେଉ

ନୂଆପଡ଼ା,୨୦।୧(ମକାରୁ ବେମାଲ): ୨୨ତାରିଖରେ ରାମ ମନ୍ଦିର ପ୍ରତିଷ୍ଠା ହେବ। ଏହି ଦିନ ନୂଆପଡ଼ା ଜିଲାରେ ମଦ, ମାଂସ ବିକ୍ରି ଉପରେ ରୋକ ଲଗାଇବାକୁ ନୂଆପଡା ସଦର ମହକୁମାସ୍ଥିତ ରାମ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଜିଲାପାଳ ହେମକାନ୍ତ ସାଏଙ୍କୁ ସାକ୍ଷାତ କରି…

କପା ଚାଷୀ ଶୋଷଣର ଶିକାର

ଖଡ଼ିଆଳ,୧୫।୧(ସୁଜିତ୍‌ କୁମାର ପ୍ରଧାନ): ନୂଆପଡା ଜିଲା ଖଡ଼ିଆଳ ବ୍ଲକରେ କପା ମଣ୍ଡି ବ୍ୟବସ୍ଥା ନ ଥିବାରୁ ଚାଷୀ ଶୋଷଣର ଶିକାର ହେଉଥିବା ବେଳେ ଦଲାଲ ମାଲାମାଲ ହେଉଛନ୍ତି। ଦଲାଲଙ୍କ ଦୈନିକ ଖଡ଼ିଆଳ ଅଞ୍ଚଳରୁ ୩୦ ରୁ ୪୦ ବେଆଇନ କପା ବୋଝେଇ…

ସରକାରୀ ବସ୍‌-କାର୍‌ ମୁହାଁମୁହିଁ ଧକ୍କା: ୧୦ରୁ ଊର୍ଦ୍ଧ୍ୱ ଗୁରୁତର

ନୂଆପଡ଼ା,୧୪।୧(ମକାରୁ ବେମାଲ): ୩୫୩ ନମ୍ବର ଜାତୀୟ ରାଜପଥ ନୂଆପଡା ଜିଲା କୋମନା ଥାନା ତରବୋଡ ସମ୍ଭବ ମାନିଗୁଡା ଛକ ନିକଟରେ ରବିବାର ଏକ ବସ୍‌-କାର୍‌ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ଦୁର୍ଘଟଣାରେ ୧୦ରୁ ଊର୍ଦ୍ଧ୍ୱ ଗୁରୁତର ଆହତ ହୋଇଛନ୍ତି। ଏଥିରେ ଗୁରୁତର…

ଚାଷୀ ସମସ୍ୟାକୁ ନେଇ ନୂଆପଡ଼ା ବନ୍ଦ

ନୂଆପଡ଼ା,୫।୧(ମକାରୁ ବେମାଲ): ରାଜ୍ୟ ସରକାରଙ୍କ କୃଷିମାରଣ ନୀତି, ଧାନର କଟନି ଛଟନି, କପାର ଅଭାବୀ ବିକ୍ରି, ଅହେତୁକ ବିଦ୍ୟୁତ୍‌ ଦର ବୃଦ୍ଧି, ଚାଷୀ ସମସ୍ୟା ତଥା ଧାନକିଣାରେ ହେଉଥିବା ଦୁର୍ନୀତିର ସିବିଆଇ ତଦନ୍ତ ଦାବିରେ ନୂଆପଡ଼ା ଭାଜପା ପକ୍ଷରୁ ଶୁକ୍ରବାର ବନ୍ଦ…

ନୂଆପଡ଼ା ଜିଲାରେ ବାଘ, ଭାଲୁ ଆତଙ୍କ; ଖାଦ୍ୟ ଅନ୍ବେଷଣରେ ଗାଁ ମୁହାଁ ବନ୍ୟପ୍ରାଣୀ

ନୂଆପଡ଼ା,୪।୧(ମକାରୁ ବେମାଲ): ନୂଆପଡ଼ା ଜିଲାରେ ବାଘ ଓ ଭାଲୁ ଆତଙ୍କ ଲାଗି ରହିଛି। ଫଳରେ ଲୋକଙ୍କ ଜୀବନଯାତ୍ରା ଉପରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି। ପ୍ରାତଃଭ୍ରମଣ କରିବା, ଜମିକୁ ଚାଷ କାମ କରିବାକୁ ଯିବା ଲାଗି ଲୋକେ ଭୟ କରୁଛନ୍ତି। ଏପରିକି…

ଅଭାବକୁ ପୂରା କରିବ ଖରିଫ୍‌ ପିଆଜ

ନୂଆପଡ଼ା,୨୨।୧୨(ମକାରୁ ବେମାଲ): ପିଆଜ ଅଭାବକୁ ପୂରା କରିବ ଖରିଫ ପିଆଜ। ଜିଲାର ଉପାନ୍ତ ଅଞ୍ଚଳରେ ଏବେ ଅମଳ ହେଉଛି ଖରିଫ ପିଆଜ। ବର୍ତ୍ତମାନ ବଜାରରେ ପିଆଜ ଚାହିଦା ଥିବା ବେଳେ ଅଭାବକୁ ପୁରା କରିବା ସହ ଭଲ ଦୁଇ ପଇସା ପାଇବ…

ପିଜୁଳି ଖାଉଥିବା ବେଳେ କୂଅରେ ଖସି ପଡ଼ିଲା ଭାଲୁ

ନୂଆପଡ଼ା,୨୧।୧୨(ମକାରୁ ବେମାଲ): ନୂଆପଡ଼ା ସଦର ମହକୁମା ୱାର୍ଡ଼ ନଂ. ୧୩ ମହୁଲଭଟା ଗାଁର ଏକ କୂଅରୁ ଗୁରୁବାର ଏକ ଭାଲୁର ମୃତଦେହ ଜବତ କରାଯାଇଛି। ସୂଚନା ମୁତାବଳ ମହୁଲଭଟା ଗ୍ରାମର ମୋହନ ରଣାଙ୍କ ବିଲରେ ଥିବା କୂଅ ଭିତରେ ଭାଲୁ ମରିପଡିଥିବା…

୯୦ ଥର ରକ୍ତଦାନ କରି ଚର୍ଚ୍ଚାରେ କିଶୋର

ନୂଆପଡ଼ା,୧୮।୧୨(ମକାରୁ ବେମାଲ): ନୂଆପଡା ସଦର ବ୍ଲକ ମାଗୁରପାଣି ଛୋଟିଆ ଗାଁର କିଶୋର କୁମାର ପରିଡା (୪୯)। ୪୯ ବର୍ଷ ବୟସରେ ୯୦ ଥର ରକ୍ତଦାନ କରି ଜିଲା ତଥା ଜିଲା ବାହାରେ ପ୍ରସଂଶିତ ହୋଇ ଅଞ୍ଚଳ ତଥା ଜିଲା ପାଇଁ ଗୌରବ…

ଟ୍ରେନ୍‌ଲାଇନ୍‌ରେ କଟି ସିଗ୍‌ନାଲ୍‌ ଯନ୍ତ୍ରୀଙ୍କ ଜୀବନ ଗଲା

ନୂଆପଡ଼ା,୮ା୧୨: ନୂଆପଡ଼ା ରେଳଷ୍ଟେଶନର ସିଗ୍‌ନାଲ୍‌ରେ ଯାନ୍ତ୍ରିକ ତ୍ରୁଟି ଥିବାରୁ ମରାମତି ପାଇଁ ସିଗ୍‌ନାଲ୍‌ ଯନ୍ତ୍ରୀ ଅନୁପ ରୟ(୨୮) ଗୁରୁବାର ରାତିରେ ଷ୍ଟେଶନରେ ପହଞ୍ଚିଥିଲେ। ମରାମତି କାର୍ଯ୍ୟ ସାରି ଲଖନା ଫେରୁଥିବା ବେଳେ ରେଳ ଲାଇନ୍‌ର ଗୋଡ଼ ଫସି ଯାଇଥିଲା। ଏହି ସମୟରେ…

ଟ୍ରକ୍‌-ବାଇକ୍‌ ମୁହାଁମୁହିଁ ଧକ୍କା: ଚାଲିଗଲା ଦମ୍ପତିଙ୍କ ଜୀବନ

ନୂଆପଡ଼ା,୩।୧୨(ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ଥାନା ମାନିଗୁଡ଼ା ଛକ ୩୫୩ ନମ୍ବର ଜାତୀୟ ରାଜପଥରେ ରବିବାର ଟ୍ରକ୍‌-ବାଇକ୍‌ ମୁହାଁମୁହିଁ ଧକ୍କାରେ ଦମ୍ପତିଙ୍କ ମୃତ୍ୟୁ ଘଟିଛି। ମୃତ ଦମ୍ପତି ହେଲେ ଜୋଙ୍କ ଥାନା ଅଇଲାଯୁବା ଗାଁର ଜୟରାମ ମାଝି (୫୨) ଓ…

ନୂଆପଡ଼ାରେ ପୁଣି ବାଘ ଆତଙ୍କ

ନୂଆପଡ଼ା,୩୦।୧୧(ମକାରୁ ବେମାଲ): ନୂଆପଡା ଜିଲାରେ କିଛି ଦିନ ବ୍ୟବଧାନରେ ପୁଣି ଗୁରୁବାର କୁକୁରାତାଳ ଗାଁରେ ପୁଣି ବାଘ ଆତଙ୍କ ଦେଖାଦେଇଛି। ଜିଲାର ସୁନାବେଡା ଅଭୟାରଣ୍ୟ ନିକଟ ମୁସରଙ୍ଗୀ ସଂରକ୍ଷିତ ଜଙ୍ଗଲ ହୁର୍ରାବାଡା ଡଙ୍ଗର ପଥର ଚଟାଣ ଉପରେ ବାଘ ବସିଥିବା ଗାଁ…

ପୁଣି ମାତିଲା ଆଉ ଏକ ବାଘ, ଆଲର୍ଟରେ ବନ ବିଭାଗ

ନୂଆପଡା,୫।୧୧: ପୁଣି ମାତିଛି ମଣିଷଖିଆ ବାଘ। ଶନିବାର ରାତିରେ ବନବିଭାଗ ଏକ କଲରାପତିରିଆ ବାଘକୁ କାବୁ କରିଥିବାବେଳେ ରବିବାର ଆଉ ଏକ ବାଘ ପୁଣି ଆତଙ୍କ ଖେଳାଇଛି। ବାଘଟି ଧରମବନ୍ଧା ଥାନା କୋଦୋପାଲି ଗ୍ରାମ ନିକଟରେ ବୁଲୁଥିବାର ଦେଖିବାକୁ ପାଇଛନ୍ତି ଗ୍ରାମବାସୀ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?