ନୟାଗଡ଼

ପଦାରେ ପଡ଼ିଲା ରାଶନକାର୍ଡ ଅନିୟମିତତା

ନୟାଗଡ଼/ଓଡ଼ଗାଁ,୨ା୧୧(ଲୋକନାଥ ମିଶ୍ର/ଆଦର୍ଶ କୁମାର ପଟ୍ଟନାୟକ): ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକର ଆଦର୍ଶ ପଞ୍ଚାୟତ ଭାବେ ରାଜ୍ୟସ୍ତରରେ ପୁରସ୍କୃତ କୁରାଳ ପଞ୍ଚାୟତରେ ରାଶନ କାର୍ଡ ପ୍ରଦାନରେ ଅନିୟମିତତା ଚର୍ଚ୍ଚାକୁ ଆସିଛି । ଏଠାରେ ସରପଞ୍ଚଙ୍କ ବାପା ପେନଶନଧାରୀ ହୋଇଥିଲେ ହେଁ ରାଶନକାର୍ଡ ହାତେଇ…

ପୋଖରୀରେ ବୁଡ଼ି ଦୁଇ ଭାଇଙ୍କ ଜୀବନ ଗଲା

ନୟାଗଡ଼,୩୦ା୧୦(ଲୋକନାଥ ମିଶ୍ର): ପୋଖରୀରେ ବୁଡ଼ି ଦୁଇ ନାବାଳକ ଭାଇଙ୍କ ଜୀବନ ଯାଇଛି। ନୟାଗଡ଼ ଜିଲା ଇଟାମାଟି ଥାନା ବାଉଁଶିଆପଡ଼ା ପଞ୍ଚାୟତ ଅଭିମାନପୁର ପୋଖରୀରେ ବୁଡ଼ି ସୋମବାର ଦୁଇ ନାବାଳକଙ୍କ ମୃତ୍ୟୁ ହୋଇଛି । ମୃତ ଦୁଇ ନାବାଳକ ଦାଦା ପୁଅ ଓ…

ବଢୁଛି ଶବ୍ଦ ପ୍ରଦୂଷଣ, ଲଗାମ ଢିଲା

ନୟାଗଡ଼, ୩୦ା୧୦ (ଲୋକନାଥ ମିଶ୍ର): ଲଗାମ ନ ଥିବାରୁ ଶବ୍ଦ ପ୍ରଦୂଷଣ ନେଇ ରହିଥିବା କଟକଣା ନୟାଗଡ଼ ଜିଲା ସଦର ମହକୁମା ସମେତ ନୟାଗଡ଼ ପୋଲିସ ଜିଲାରେ ବାଟବଣା ହୋଇଛି । ଶବ୍ଦର କ୍ଷିପ୍ରତା ମାପିବା ପାଇଁ ଯେଉଁ ଯନ୍ତ୍ରର ଆବଶ୍ୟକ…

କ୍ୱାର୍ଟର୍ସ ଦୁଆର ମାଡୁନାହାନ୍ତି ବନରକ୍ଷୀ

ନୂଆଗାଁ,୩୦।୧୦ (ଧନେଶ୍ୱର ସାହୁ): ସରକାରୀ କର୍ମଚାରୀମାନଙ୍କ ପାଇଁ କ୍ୱାର୍ଟର୍ସ ରହିଛି। ନିଜ କାର୍ଯ୍ୟକ୍ଷେତ୍ର ନିକଟରେ ସରକାରୀ କର୍ମଚାରୀଙ୍କ ରହିବାର ବ୍ୟବସ୍ଥା କରାଯାଇଛି। ଏଥିପାଇଁ ସରକାର ଲକ୍ଷାଧିକ ଟଙ୍କା ବ୍ୟୟ କରୁଛନ୍ତି। କିନ୍ତୁ କେତେଜଣ କର୍ମଚାରୀ ଏହାର ଫାଇଦା ନେବା ବଦଳରେ ସେହି…

ପାଣିପାଗ ସୂଚନା ମିଳିବାରେ ବ୍ୟତିକ୍ରମ

ନୂଆଗାଁ,୨୯।୧୦ (ଧନେଶ୍ୱର ସାହୁ)ନୟାଗଡ଼ ଜିଲା ନୂଆଗାଁ ବ୍ଲକର କାପ୍ତାପଲି ଭଳି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ପାଣିପାଗର ପୂର୍ବାନୁମାନ ସୂଚନା ଓ କୃଷି ସୂଚନା ଦେବା ନିମନ୍ତେ ଗ୍ରାମ ବିକାଶ ସଂସ୍ଥା ତରଫରୁ କାପ୍ତାପଲ୍ଲୀ ଗ୍ରାମରେ ସୂଚନା ଫଳକର ବ୍ୟବସ୍ଥା କରାଯାଇଛି ।…

ନୀଳମାଧବ ବିକାଶ ପ୍ରକଳ୍ପ ୨ୟ ପର୍ଯ୍ୟାୟ କାମ ଆରମ୍ଭ ହେବ

ଖଣ୍ଡପଡ଼ା,୨୨ା୧୦(ଅଜୟ କୁମାର ମହାରଣା)ରାଜ୍ୟ ସରକାରଙ୍କ ପକ୍ଷରୁ ଜିଲାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ କଣ୍ଟିଲୋ ନୀଳମାଧବ କ୍ଷେତ୍ର ବିକାଶ ପ୍ରକଳ୍ପ ପାଇଁ ଅର୍ଥ ବ୍ୟୟ ବରାଦ ହୋଇ କାର୍ଯ୍ୟ ଚାଲୁ ରହିଛି। ନିର୍ଦ୍ଧାରିତ ୧୮ ମାସ ମଧ୍ୟରେ କାର୍ଯ୍ୟ ସମ୍ପନ୍ନ ହେବାର ଘୋଷଣା କରାଯାଇଥିବା…

ରାସ୍ତାରେ ଗୋରୁ ବୁଲିଲେ ମାଲିକ ଦେବେ ଜରିମାନା

ନୟାଗଡ଼,୨୧ା୧୦(ଲୋକନାଥ ମିଶ୍ର): ବିପର୍ଯ୍ୟସ୍ତ ଟ୍ରାଫିକ୍‌ ସମସ୍ୟାକୁ ସୁଧାରିବାକୁ ନୟାଗଡ଼ ମ୍ୟୁନିସିପାଲିଟି ଉଦ୍ୟମ କରିଛି। ରାସ୍ତାରେ ଗୋରୁ ବୁଲିଲେ ସେମାନଙ୍କୁ ଉଦ୍ଧାର କରି ଗୋଶାଳାରେ ରଖାଯିବ। ଗୋ ମାଲିକ ଜରିମାନା ଦେଲେ ଛଡା ଯିବ। କେହି ଦାବିଦାର ନ ଥିଲେ ବିକ୍ରି ବି…

ଜାକେଡ଼ା ପମ୍ପ୍‌ ହାଉସ୍‌ରେ ନିମ୍ନମାନର କାମ ଅଭିଯୋଗ

ନୂଆଗାଁ,୨୦।୧୦(ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଜାକେଡା ପଞ୍ଚାୟତ ଜାକେଡାଠାରେ ଥିବା ପମ୍ପ ହାଉସ ମରାମତି ଅତିନିମ୍ନମାନର ହେଉଥିବା ଅଭିଯୋଗ ହେଉଛି । ନୂଆଗାଁ ବ୍ଲକର ବିଭିନ୍ନ ପଞ୍ଚାୟତରେ ପାନୀୟ ଜଳ ଯୋଗାଣରେ ଅବ୍ୟବସ୍ଥା ରହିଥିବା ଅଭିଯୋଗ ହୋଇଆସୁଛି ।…

ଲୁଚାଛପାରେ ବାଣ ତିଆରି ଚାଲିଛି

ନୟାଗଡ଼ ଅଫିସ,୨୦।୧୦: ନୟାଗଡ଼ ଜିଲାର ବିଭିନ୍ନ ଥାନା ଅଧୀନ ଗାଁ ଗହଳିରେ ବେଆଇନ ଭାବେ ବାଣ ତିଆରି ହେଉଛି । ଜନବସତିରେ ବାଣ ତିଆରି ହେଉଥିଲେ ମଧ୍ୟ ପୋଲିସର କାର୍ଯ୍ୟାନୁଷ୍ଠାନ ନାହିଁ । ଗତ ୧୧ ବର୍ଷ ଭିତରେ ବାଣ ବିସ୍ଫୋରଣରେ…

କ୍ଷୁଦ୍ର ଜଳସେଚନ କାର୍ଯ୍ୟାଳୟ ଘେରିଲେ ଚାଷୀ

ନୟାଗଡ଼/ରଣପୁର,୧୯।୧୦(ଲୋକନାଥ ମିଶ୍ର/ ସୁକାନ୍ତ କିଶୋର ଡାକୁଆ)ବର୍ଷା ନ ଥିବାରୁ ଧାନ ଜମି ଶୁଖିଲା ପଡିଛି। ପାଖରେ ଜଳସେଚନ ସୁବିଧା ଥାଇ ବି ଜମିରେ ପାଣି ମାଡୁନି । ଏଭଳି ସ୍ଥଳେ ବୁଧବାର ଶତାଧିକ ଚାଷୀ ଉତ୍ତେଜିତ ହୋଇ ନୟାଗଡ଼ ଜିଲା ରଣପୁର…

ନିର୍ବାଚନୀ ସତ୍ୟପାଠରେ ଭୁଲ୍‌ ତଥ୍ୟ

ନୟାଗଡ଼,୧୯।୧୦(ଲୋକନାଥ ମିଶ୍ର)ଗତ ପଞ୍ଚାୟତ ନିର୍ବାଚନ ସମୟରେ ନିର୍ବାଚନୀ ସତ୍ୟ ପାଠରେ ଭୁଲ ତଥ୍ୟ ଦିଆ ଯିବା ନେଇ ଭାପୁର ବ୍ଳକର ୪ ପରାଜିତ ପ୍ରାର୍ଥୀ ନୟାଗଡ଼ ସବ୍‌ଡିଜନସ୍ତରୀୟ ରିଟର୍ଣ୍ଣୀ ଅଫିସର ତଥା ଉପଜିଲାପାଳ, ପଞ୍ଚାୟତ ନିର୍ବାଚନର ରିଟର୍ଣ୍ଣୀ ଅଫିସର ତଥା ଜିଲାପାଳ,…

ଶବ୍ଦ ପ୍ରଦୂଷଣ ରୋକିବାକୁ ଗୁରୁତ୍ୱ ଦେଉ ପ୍ରଶାସନ

ଖଣ୍ଡପଡ଼ା,୧୯ା୧୦(ଅଜୟ କୁମାର ମହାରଣା)ଶବ୍ଦ ପ୍ରଦୂଷଣ ରୋକିବା ପାଇଁ କେନ୍ଦ୍ର ତଥା ରାଜ୍ୟ ସରକାର ଆଇନ ପ୍ରଣୟନ କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପର୍ବ ପର୍ବାଣୀରେ ଡ଼ିଜେ ସାଉଣ୍ଡ ଉପରେ କଟକଣା ଜାରି କରାଯାଇଛି। ଡ଼ିଜେ ସାଉଣ୍ଡକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବାକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri