ନୟାଗଡ଼

ଉଦ୍‌ଯାପିତ ହେଲା ବୋଇତ ବନ୍ଦାଣ ଉତ୍ସବ: ଅଭିନେତ୍ରୀ, କଣ୍ଠଶିଳ୍ପୀ ସାଜିଲେ ଆକର୍ଷଣ

ନୟାଗଡ଼ ଅଫିସ,୧୩।୧୧-ନୟାଗଡ଼ ପୁରୁଣା ସହର ସାଗର ପୁଷ୍କରିଣୀଠାରେ ୮ ତାରିଖଠାରୁ ଚାଲି ଆସୁଥିବା ନୟାଗଡ଼ ବୋଇତ ବନ୍ଦାଣ ଉତ୍ସବ ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି। ୫ ଦିନ ଧରି ଚାଲୁଥିବା ଏହି ଉତ୍ସବରେ ମଙ୍ଗଳବାର ସକାଳେ ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ଏଲିନା...

ମହୋତ୍ସବ ଦ୍ୱିତୀୟ ଦିବସ ଚିଲିକାରେ ଭାସିଲା ସାଧବ ପୁଅଙ୍କ ବୋଇତ

ବାଲୁଗାଁ,୧୩ା୧୧(ଡି.ଏନ.ଏ.): ଚିଲିକାର ଐତିହ୍ୟ ଓ ନୌବାଣିଜ୍ୟ ପରମ୍ପରା ଉଜ୍ଜୀବିତ ଉଦ୍ଦେଶ୍ୟରେ ମଙ୍ଗଳବାର ବାଲୁଗାଁ ଚିଲିକା ତଟଦେଶରେ ପାରମ୍ପରିକ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ା ପ୍ରତ୍ୟୁଷରୁ ଚିଲିକା ବିଧାୟକ ତଥା କମିଟି ସଭାପତି ପ୍ରଶାନ୍ତ କୁମାର ଜଗଦ୍ଦେବ, ପୂର୍ବତନ...

କାର୍ତ୍ତିକ ପୂର୍ଣ୍ଣିମା: କାଞ୍ଚି ଅଭିଯାନ ବେଶରେ ଦର୍ଶନଦେଲେ ଶ୍ରୀରଘୁନାଥ ଜୀଉ

ଓଡ଼ଗାଁ, ୧୨।୧୧(ସ୍ବ. ପ୍ର.): ମଙ୍ଗଳବାର ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଓଡ଼ଗାଁ ଶ୍ରୀରଘୁନାଥ ଜୀଉଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଛି। ଭକ୍ତମାନେ ଓଡ଼ଗାଁରେ ବିଜେ ଶ୍ରୀରଘୁନାଥ ଜୀଉ, ଶ୍ରୀରାଧାକାନ୍ତ, ହେମାମାଳି ଠାକୁରାଣୀ, ସତ୍ୟସାଇ ମନ୍ଦିର, ମହାଦେବ ମନ୍ଦିର ଆଦି...

ନୀଳମାଧବ ଜୀଉଙ୍କ ନୃସିଂହ ବେଶ

ଖଣ୍ଡପଡ଼ା,୧୨ା୧୧(ସ୍ବ.ପ୍ର.): କାର୍ତ୍ତିକ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ଜଗନ୍ନାଥ ସଂସ୍କୃତିର ଆଦି ଦେବତା ଶ୍ରୀନୀଳମାଧବ ଜୀଉଙ୍କ ସୋମବାର ନୃସିଂହ ବେଶ ଅନୁଷ୍ଠିତ ହୋଇଛି। ମନ୍ଦିର ଦ୍ୱାର ଫିଟାଯାଇ ମଙ୍ଗଳ ଆଳତି, ମଇଲମ, ତଡପଲାଗି ଓ ଅବକାଶ ନୀତି ସମ୍ପନ୍ନ ହୋଇ ସନ୍ଧ୍ୟାରେ...

ଚିଲିକା ବୋଇତ ବନ୍ଦାଣ ମହୋତ୍ସବ ଉଦ୍‌ଘାଟିତ

ବାଲୁଗଁ। ,୧୨ା୧୧(ଡି.ଏନ.ଏ.): ଚିଲିକାର ଏ୍ୟତିହ୍ୟ ନୌବାଣିଜ୍ୟ ପରମ୍ପରା ଓ ସଂସ୍କୃତିକୁ ଉଜ୍ଜୀବିତ ଉଦ୍ଦେଶ୍ୟରେ ବାଲୁଗାଁର ଚିଲିକା ତଟଦେଶରେ ସୋମବାର ସନ୍ଧ୍ୟାରେ ଚିଲିକା ବୋଇତ ବନ୍ଦାଣ ମହୋତ୍ସବ -୨୦୧୯ ଉଦ୍‌ଘାଟିତ ହୋଇଯାଇଛି। ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି...

ପାଚିକା ସୁକାନ୍ତି ମୃତ୍ୟୁ ଘଟଣା : ଜେଲ ଗଲେ ୩ ଅଭିଯୁକ୍ତ, ୪ ଫେରାର

ନୂଆଗାଁ,୧୨ା୧୧ (ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ଥାନା ଉଦୟପୁର ପଞ୍ଚାୟତ ଶିଖରଗୋଛା ଗ୍ରାମର ବାସିନ୍ଦା ତଥା ଉଦୟପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପାଚିକା ଥିବା ସୁକାନ୍ତି ପରିଡାଙ୍କ ମୃତ୍ୟୁ ଘଟଣାରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି ସୋମବାର...

ଜିଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି : ଗ୍ରାମାଞ୍ଚଳ ପ୍ରତିଭାର ବିକାଶ ପାଇଁ ପ୍ରକୃଷ୍ଟ ମଞ୍ଚ

ନୟାଗଡ଼ ଅଫିସ,୧୨।୧୧-ବିଦ୍ୟାଳୟସ୍ତରରେ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭା ଓ ଜ୍ଞାନର ବିକାଶ ପାଇଁ ଉଦ୍ଦିଷ୍ଟ ଜିଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ସୋମବାର ନୟାଗଡ଼ ବ୍ରଜେନ୍ଦ୍ର ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି ା ଜିଲା ଶିକ୍ଷା ଅଧିକାରୀ ଶିବଶଙ୍କର...

ଜିଲା ମହୋତ୍ସବ ପ୍ରସ୍ତୁତି ବୈଠକ ପ୍ଲାଷ୍ଟିକ୍‌ମୁକ୍ତ ହେବ ମହୋତ୍ସବ

ନୟାଗଡ଼ ଅଫିସ,୧୨।୧୧- ନୟାଗଡ଼ ଜିଲା ମହୋତ୍ସବ ଓ ପଲ୍ଲିଶ୍ରୀମେଳା-୨୦୧୯ ପାଇଁ ପ୍ରସ୍ତୁତି ବୈଠକ ସୋମବାର ଜିଲା ଗ୍ରାମ୍ୟ ଉନ୍ନୟନ ସମ୍ମିଳନୀ କକ୍ଷ ସୃଜନରେ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ପ୍ରସ୍ତୁତି ବୈଠକରେ ସ୍ଥାନୀୟ...

କାର୍ତ୍ତିକ ଶେଷ ସୋମବାର : ଦୂତିକେଶ୍ୱର ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଓଡ଼ଗାଁ,୧୧।୧୧(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ନିକଟସ୍ଥ ବାବା ଦୂତିକେଶ୍ୱର ମହାଦେବଙ୍କ ପୀଠରେ କାର୍ତ୍ତିକ ଶେଷ ସୋମବାରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ଭୋର୍‌ରୁ ଭକ୍ତମାନେ ଧାଡ଼ିରେ ଠିଆ ହୋଇ ବାବାଙ୍କ ଦର୍ଶନ କରିଛନ୍ତି। ମନ୍ଦିର ଟ୍ରଷ୍ଟି ପକ୍ଷରୁ ଲୋକଙ୍କ...

୨ ଲକ୍ଷର ଗଞ୍ଜେଇ ଜବତ: ଜଣେ ଗିରଫ

ନୟାଗଡ଼ ଅଫିସ,୧୧ା୧୧: ନୟାଗଡ଼ ବ୍ଲକ ଇଟାମାଟି ବସ୍‌ଷ୍ଟାଣ୍ଡରେ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ସୋମବାର ଚଢ଼ାଉକରି ୨୧ କେଜି ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ସମ୍ପୃକ୍ତ ଜଣଙ୍କୁ ଗିରଫ କରାଯାଇଛି। ସେ ହେଲେ ଇଟାମାଟି ପାଇକସାହିର ଗାଣ୍ଡୁ ସାହୁ।...

ପ୍ରଶାସନର ଦୃଷ୍ଟି ଆଢୁଆଳରେ ଶୈବପୀଠ : ଯେଉଁଠି କଳା ପଥର ପାଲଟେ ଧଳା

ନୟାଗଡ଼ ଅଫିସ,୧୧ା୧୧: ନୟାଗଡ଼ ଜିଲା ସଦର ବ୍ଲକ ବିରୁଡ଼ା ପଞ୍ଚାୟତ ବାଘେରା ଗ୍ରାମସ୍ଥିତ ଶ୍ରୀଶ୍ରୀ ଧବଳେଶ୍ୱର ମହାଦେବ ବିଜେ ମନ୍ଦିର ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହିଛି। ରାଜାରାଜୁଡ଼ା ଅମଳରୁ ପ୍ରତିଷ୍ଠିତ ମନ୍ଦିରର ଯେଉଁଭଳି ଉନ୍ନତି ହେବା କଥା ତାହା ହୋଇନାହିଁ।...

ଦୁଇଟି ବେଶରେ ଦର୍ଶନ ଦେଲେ ନୀଳମାଧବ ଜୀଉ

ଖଣ୍ଡପଡ଼ା,୧୦ା୧୧(ସ୍ବ.ପ୍ର.): କାର୍ତ୍ତିକ ଏକାଦଶୀଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ୫ ଦିନରେ ଶ୍ରୀନୀଳମାଧବ ଜୀଉ ବିଭିନ୍ନ ବେଶରେ ସଜ୍ଜିତ ହୋଇ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବାର ପରମ୍ପରା ରହିଛି । ତେବେ ଶନିବାର ଶ୍ରୀ ଜୀଉଙ୍କୁ ସକାଳ ଓ ସନ୍ଧ୍ୟାରେ ୨ଟି ବେଶରେ ସଜ୍ଜିତ...

କ୍ରଶର ଯୋଗୁ ନଷ୍ଟ ହଉଛି ଜମି

ନୟାଗଡ଼ ଅଫିସ,୧୦ା୧୧- ନୟାଗଡ଼ ଜିଲା ଗଣିଆ ତହସିଲ ଅନ୍ତର୍ଗତ ଖଲିସିରା ଗ୍ରାମର ନୂଆତଇଲାଠାରେ ଏକ ବେଆଇନ କ୍ରଶର ଯୋଗୁ ଜଣେ ବ୍ୟକ୍ତିଙ୍କ ଜମି ନଷ୍ଟ ହେଉଛି। ଏ ନେଇ ବ୍ୟକ୍ତି ଜଣଙ୍କ ତହସିଲଦାରଙ୍କଠାରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ...

ସାତକୋଶିଆରେ ପହଞ୍ଚିଲେ ଇଣ୍ଡିଆନ ସ୍କିମର

ଗଣିଆ,୧୦ା୧୧(ଡି.ଏନ.ଏ.): ପ୍ରାକୃତିକ ପର୍ଯ୍ୟଟନସ୍ଥଳୀ ସାତକୋଶିଆ ସ୍ୟାଣ୍ଡ ରିସୋର୍ଟର ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରୁଥିବା ବିଦେଶୀ ପକ୍ଷୀ ଇଣ୍ଡିଆନ ସ୍କିମର ପ୍ରତିବର୍ଷ ଭଳି ଚଳିତବର୍ଷ ମହାନଦୀର ବଡମୂଳଠାରେ ଶୁକ୍ରବାର ଦୃଶ୍ୟ ହୋଇଛନ୍ତି। ଶୀତଋତୁ ଆସିଲେ ବିଶେଷ କରି ନଭେମ୍ବର ଆରମ୍ଭରୁ ଫେବୃୟାରୀ ପର୍ଯ୍ୟନ୍ତ...

ଶୁଦ୍ଧପୂତ ଜୀବନଚର୍ଯ୍ୟା କାର୍ତ୍ତିକ ବ୍ରତର ପ୍ରେରଣା

ଖଣ୍ଡପଡ଼ା,୯ା୧୧(ସ୍ବ.ପ୍ର.): ପବିତ୍ର କାର୍ତ୍ତିକ ବ୍ରତ ତଥା ମାସର ମାହାମତ୍‌ୟ ଅବର୍ଣ୍ଣନୀୟ । ହିନ୍ଦୁ ଶାସ୍ତ୍ରରେ ଏହାର ଯଥେଷ୍ଟ ପ୍ରମାଣ ରହିଛି । ବର୍ଷକର ପୁଣ୍ୟ ଏହି ଗୋଟିଏ ମାସରେ ମିଳେ ବୋଲି ବିଶ୍ୱାସ ରହିଛି । ଶୁଦ୍ଧପୂତ ଜୀବନଚର୍ଯ୍ୟା ପାଇଁ...

ଡିଜିଟାଲ ଶ୍ରେଣୀଗୃହ ଓ ବିଜ୍ଞାନଗାର ଉଦ୍‌ଘାଟିତ

ନୟାଗଡ଼ ଅଫିସ,୯।୧୧: ନୟାଗଡ଼ ଜିଲା ନୂଆଗାଁ ବ୍ଳକ ଜନଶକ୍ତି ନୋଡ଼ାଲ ଉଚ୍ଚ ବିଦ୍ୟାଳୟ ପରିସରରେ ମୋ ସ୍କୁଲ ଅଭିଯାନ ଆନୁକୂଲ୍ୟରେ ହୋଇଥିବା ବିଜ୍ଞାନାଗାର ଓ ଡିଜିଟାଲ ଶ୍ରେଣୀଗୃହକୁ ଶୁକ୍ରବାର ଜିଲାପାଳ ଡ. ପୋମା ଟୁଡୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ...

ଡକାୟତି ଅଭିଯୋଗରେ ୪ ଗିରଫ

ଦଶପଲ୍ଲା,୮।୧୧(ଡି.ଏନ.ଏ.): ଦଶପଲ୍ଲା ସହ ନୟାଗଡ଼ ଜିଲାର ବିଭିନ୍ନ ସ୍ଥାନରୁ ଡକାୟତି ଅଭିଯୋଗରେ ସମ୍ପୃକ୍ତ ଥିବା ୩ଜଣ ଏବଂ ଚୋରି ସାମଗ୍ରୀ ରଖିବା ଅଭିଯୋଗରେ ଜଣେ ଏପରି ମୋଟ ୪ ଅଭିଯୁକ୍ତଙ୍କୁ ଦଶପଲ୍ଲା ପୋଲିସ ଶୁକ୍ରବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ...

ବିଭିନ୍ନ ଦ୍ରବ୍ୟର ନକଲି କାରବାର

ନୟାଗଡ଼ ଅଫିସ,୯।୧୧: ନୟାଗଡ଼ ସହରରେ ଦୁଇଜଣ ବ୍ୟବସାୟୀ ନକଲି ଜର୍ଦ୍ଦା ବିକ୍ରି କରୁଥିବା ଅଭିଯୋଗରେ ଟାଉନ ପୋଲିସ ଗୁରୁବାର ସେମାନଙ୍କୁ ଗିରଫ କରିଥିଲା। ସେମାନେ ହେଲେ ପୁରୁଣା ସହର ଦଣ୍ଡାସାହିର ସନ୍ତୋଷ କୁମାର ସାହୁ ଓ ଦଶପଲ୍ଲା ଥାନା ବାଘୁଆଫାସି...