ନୟାଗଡ଼

ଜାକେଡ଼ା ପମ୍ପ୍‌ ହାଉସ୍‌ରେ ନିମ୍ନମାନର କାମ ଅଭିଯୋଗ

ନୂଆଗାଁ,୨୦।୧୦(ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଜାକେଡା ପଞ୍ଚାୟତ ଜାକେଡାଠାରେ ଥିବା ପମ୍ପ ହାଉସ ମରାମତି ଅତିନିମ୍ନମାନର ହେଉଥିବା ଅଭିଯୋଗ ହେଉଛି । ନୂଆଗାଁ ବ୍ଲକର ବିଭିନ୍ନ ପଞ୍ଚାୟତରେ ପାନୀୟ ଜଳ ଯୋଗାଣରେ ଅବ୍ୟବସ୍ଥା ରହିଥିବା ଅଭିଯୋଗ ହୋଇଆସୁଛି...

ଲୁଚାଛପାରେ ବାଣ ତିଆରି ଚାଲିଛି

ନୟାଗଡ଼ ଅଫିସ,୨୦।୧୦: ନୟାଗଡ଼ ଜିଲାର ବିଭିନ୍ନ ଥାନା ଅଧୀନ ଗାଁ ଗହଳିରେ ବେଆଇନ ଭାବେ ବାଣ ତିଆରି ହେଉଛି । ଜନବସତିରେ ବାଣ ତିଆରି ହେଉଥିଲେ ମଧ୍ୟ ପୋଲିସର କାର୍ଯ୍ୟାନୁଷ୍ଠାନ ନାହିଁ । ଗତ ୧୧ ବର୍ଷ ଭିତରେ ବାଣ...

କ୍ଷୁଦ୍ର ଜଳସେଚନ କାର୍ଯ୍ୟାଳୟ ଘେରିଲେ ଚାଷୀ

ନୟାଗଡ଼/ରଣପୁର,୧୯।୧୦(ଲୋକନାଥ ମିଶ୍ର/ ସୁକାନ୍ତ କିଶୋର ଡାକୁଆ)ବର୍ଷା ନ ଥିବାରୁ ଧାନ ଜମି ଶୁଖିଲା ପଡିଛି। ପାଖରେ ଜଳସେଚନ ସୁବିଧା ଥାଇ ବି ଜମିରେ ପାଣି ମାଡୁନି । ଏଭଳି ସ୍ଥଳେ ବୁଧବାର ଶତାଧିକ ଚାଷୀ ଉତ୍ତେଜିତ ହୋଇ ନୟାଗଡ଼ ଜିଲା...

ନିର୍ବାଚନୀ ସତ୍ୟପାଠରେ ଭୁଲ୍‌ ତଥ୍ୟ

ନୟାଗଡ଼,୧୯।୧୦(ଲୋକନାଥ ମିଶ୍ର)ଗତ ପଞ୍ଚାୟତ ନିର୍ବାଚନ ସମୟରେ ନିର୍ବାଚନୀ ସତ୍ୟ ପାଠରେ ଭୁଲ ତଥ୍ୟ ଦିଆ ଯିବା ନେଇ ଭାପୁର ବ୍ଳକର ୪ ପରାଜିତ ପ୍ରାର୍ଥୀ ନୟାଗଡ଼ ସବ୍‌ଡିଜନସ୍ତରୀୟ ରିଟର୍ଣ୍ଣୀ ଅଫିସର ତଥା ଉପଜିଲାପାଳ, ପଞ୍ଚାୟତ ନିର୍ବାଚନର ରିଟର୍ଣ୍ଣୀ ଅଫିସର ତଥା...

ଶବ୍ଦ ପ୍ରଦୂଷଣ ରୋକିବାକୁ ଗୁରୁତ୍ୱ ଦେଉ ପ୍ରଶାସନ

ଖଣ୍ଡପଡ଼ା,୧୯ା୧୦(ଅଜୟ କୁମାର ମହାରଣା)ଶବ୍ଦ ପ୍ରଦୂଷଣ ରୋକିବା ପାଇଁ କେନ୍ଦ୍ର ତଥା ରାଜ୍ୟ ସରକାର ଆଇନ ପ୍ରଣୟନ କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପର୍ବ ପର୍ବାଣୀରେ ଡ଼ିଜେ ସାଉଣ୍ଡ ଉପରେ କଟକଣା ଜାରି କରାଯାଇଛି। ଡ଼ିଜେ ସାଉଣ୍ଡକୁ ସମ୍ପୂର୍ଣ୍ଣ ବନ୍ଦ...

ଘରେ ଘରେ ଲୋକଙ୍କୁ ଜ୍ୱର

ଖଣ୍ଡପଡା,୧୭ା୧୦(ଅଜୟ କୁମାର ମହାରଣା): ଖଣ୍ଡପଡା ବ୍ଲକ ଅଞ୍ଚଳରେ ଜ୍ୱରରେ ଶତାଧିକ ବ୍ୟକ୍ତି ଆକ୍ରାନ୍ତ ହୋଇଥିବା ଜଣାପଡିଛି। ପ୍ରତ୍ୟେକ ଘରେ ୨ରୁ ୩ଜଣ ବ୍ୟକ୍ତି ଜ୍ୱରରେ ଆକ୍ରାନ୍ତ ହୋଇଥିବାରୁ ଏହାର ସୁଯୋଗ ନେଇ ଗଁା ଗଣ୍ଡାରେ କ୍ୱାକ୍‌ଙ୍କ ପ୍ରାର୍ଦୁଭାବ ବେଳକୁ ବେଳ...

ଗାଁରେ ବିକ୍ରି ହେଉଛି ଜଙ୍ଗଲୀ ପ୍ରାଣୀଙ୍କ ମାଂସ

ନୟାଗଡ଼,୧୭।୧୦(ଲୋକନାଥ ମିଶ୍ର): ସଙ୍କଟରେ ବନ୍ୟପ୍ରାଣୀ। ନୟାଗଡ଼ ବନଖଣ୍ଡର ବିଭିନ୍ନ ଜଙ୍ଗଲ, ଖୋର୍ଦ୍ଧା ବନଖଣ୍ଡର ରଣପୁର ରେଞ୍ଜ ଓ ନୟାଗଡ଼ ବନଖଣ୍ଡ, ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଓ ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳରେ ଥିବା ବିଭିନ୍ନ ଜଙ୍ଗଲରେ ବନ୍ୟପ୍ରାଣୀ ସୁରକ୍ଷିତ ନୁହନ୍ତି।...

ଓଡ଼ଗାଁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ସବ୍‌ଡିଭିଜନ ମାନ୍ୟତା

ଓଡ଼ଗାଁ,୧୬ା୧୦(ଆଦର୍ଶ କୁମାର ପଟ୍ଟନାୟକ): ସାରା ରାଜ୍ୟରେ ଓଡ଼ଗାଁ ସମେତ ୧୪୪ ବ୍ଲକରେ ଗ୍ରାମ୍ୟ ଉନ୍ନୟନ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଖୋଲିବା ନିମନ୍ତେ ରାଜ୍ୟପାଳଙ୍କ ଅନୁମୋଦନ ମିଳିସାରିଛି। ଏନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ୧୧ ତାରିଖରେ ଜାରି କରାଯାଇଥିବା ଏକ...

ରାସ୍ତା ସମ୍ପ୍ରସାରଣ ପାଇଁ କଟା ହେବ ୧ ହଜାର ଗଛ

ଖଣ୍ଡପଡ଼ା,୧୫ା୧୦(ଅଜୟ କୁମାର ମହାରଣା)ଖଣ୍ଡପଡ଼ାରୁ -ଭାପୁର- ଫତେଗଡ଼କୁ ସଂଯୋଗ କରୁଥିବା ପ୍ରାୟ ୧୮ କିମି ମୁଖ୍ୟ ପୂର୍ତ୍ତ ବିଭାଗ ରାସ୍ତାର ସମ୍ପ୍ରସାରଣ ପାଇଁ ୨୧ କୋଟି ଟଙ୍କା ମଞ୍ଜୁର ହୋଇଛି। ମାତ୍ର ରାସ୍ତା ସମ୍ପ୍ରସାରଣ ପାଇଁ ପ୍ରାୟ ୧ହଜାର ଗଛ କଟାଯିବ...

କନକଦୁର୍ଗା ପୀଠର ଭିନ୍ନ ପରମ୍ପରା

ନୟାଗଡ଼,୧୫।୧୦(ଲୋକନାଥ ମିଶ୍ର)ନୟାଗଡ଼ ପୁରୁଣା ସହର ପୁରୁଣା ରାଜବାଟୀ ସମ୍ମୁଖରେ ରହିଛି ମା’କନକ ଦୁର୍ଗାଙ୍କ ପୀଠ। ରାଜରାଜୁଡା ଶାସନ ହଟିବା ପରେ ଠାକୁରାଣୀଙ୍କ ରୀତିନୀତି, ଭୋଗ ନୟାଗଡ଼ ଦେବୋତ୍ତର ବିଭାଗ ବୁଝୁଛି । ମା’କନକଦୁର୍ଗା ଦଶହରା ପର୍ବ ଅବସରରେ ପଶ୍ଚିମାମୁଖୀ ବଦଳରେ...

ଦୀପିକା ଦୀପୁ ଇନ୍ଦିରା ଠାକୁର ନାଁରେ ବୁଲାଇଲେ କଳାକନା

ନୟାଗଡ଼,୧୫।୧୦(ଲୋକନାଥ ମିଶ୍ର)ଏପିଏମ୍‌ ଆପ୍‌ ଠକେଇ ଘଟଣାରେ ନୟାଗଡ଼ ଜିଲାରେ ୧୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ ହୋଇଥିବା ପ୍ରାଥମିକ ଭାବେ ଜଣାପଡିଛି। ତେବେ ଇନ୍ଦିରା ଠାକୁର ନାଁରେ ଦୀପିକା ଦିପୁ ନାମ୍ନୀ ଜଣେ ମହିଳା ଜମାକାରୀଙ୍କ ଜମା ଟଙ୍କାକୁ କଳାକନା...

ସ୍ମୃତି ପାଇଁ ଆଶାର କିରଣ ସାଜିଲେ ମା’ଙ୍କ ସହପାଠୀ

ଖଣ୍ଡପଡ଼ା,୧୨ା୧୦(ଅଜୟ କୁମାର ମହାରଣା)ସମାଜରେ ବିଶ୍ୱନୀୟତା, ବନ୍ଧୁତା ଏବଂ ଆତ୍ମିୟତା କ୍ରମଶଃ ଦୂରେଇ ଯାଉଛି। ପ୍ରତି ମଣିଷ ନିଜର ବ୍ୟସ୍ତବହୁଳ ଜୀବନରେ ଅନ୍ୟର ଦୁଃଖ, ସୁଖ ପ୍ରତି ଦୃଷ୍ଟି ଦେବାକୁ ସମୟ ପାଉ ନାହାନ୍ତି। ହେଲେ ଖଣ୍ଡପଡ଼ା ବ୍ଳକ ଅଧୀନ କଣ୍ଟିଲୋ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri