ଯୌନ ଶୋଷଣ ଅଭିଯୋଗ ମାମଲା: ଝରିଗାଁ ବିଧାୟକଙ୍କୁ ଗିରଫ ଦାବି ତେଜୁଛି
ଉମରକୋଟ,୯ା୫(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଝରିଗାଁ ବିଧାୟକ ପ୍ରକାଶ ମାଝିଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆସିବା ପରେ ତାଙ୍କୁ ଗିରଫ ଦାବି ତେଜୁଛି। ନବରଙ୍ଗପୁର ଜିଲାର ବିଭିନ୍ନ ଅଞ୍ଚଳରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଏବଂ ଥାନା ଘେରାଉ ଜାରି ରହିଛି।…
ଥାନା ଘେରାଉ ବେଳେ କଂଗ୍ରେସ କର୍ମୀ-ପୋଲିସ ଧସ୍ତାଧସ୍ତି
ଉମରକୋଟ,୮ା୫(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଝରିଗାଁ ବିଧାୟକ ପ୍ରକାଶ ମାଝିଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆସିବା ପରେ ତାଙ୍କୁ ଗିରଫ ଦାବି ତେଜୁଛି। ନବରଙ୍ଗପୁର ଜିଲାର ବିଭିନ୍ନ ଅଞ୍ଚଳରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଏବଂ ଥାନା ଘେରାଉ ଜାରି ରହିଛି।…
ମା’ପରି କିଏ ହେବ
ଜଣେ ମହିଳାଙ୍କ ପ୍ରେରଣା ପ୍ରତ୍ୟେକ ବ୍ୟକ୍ତିଙ୍କୁ ସଫଳତା ଆଣି ଦେଇଥାଏ। ମାତ୍ର ଜଣେ ମାଆ ପାଇଁ ଏହି ପ୍ରେରଣା ନିଜ ପିଲାଙ୍କ କ୍ଷେତ୍ରରେ ବହୁଗୁଣିତ ହୋଇଥାଏ। ମାଆ ସବୁ ବେଳେ ସବୁ କ୍ଷେତ୍ରରେ ପିଲାଙ୍କ ସଫଳତା କାମନା କରିଥାଏ। ରବିବାର ବିଶ୍ୱ…
‘ବାଘ ଇଲାକାରେ ଭାଲୁ ଦାଦାଗିରିକୁ ବରଦାସ୍ତ କରାଯିବ ନାହିଁ’
ପାପଡ଼ାହାଣ୍ଡି, ୭ା୫(ଡି.ଏନ୍.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବିଡିଓଙ୍କୁ କୋରାପୁଟ ଜିଲା ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଦୁର୍ବ୍ୟବହାର କରିଥିବା ନେଇ ବିଜେଡି ଅଭିଯୋଗ କରିଛି। ଏଥିନେଇ ନବରଙ୍ଗପୁର ଜିଲା ବିଜେଡି ପକ୍ଷରୁ ଶୁକ୍ରବାର ଏକ ପ୍ରତିବାଦ ସଭା କରାଯାଇଛି। ଶତାଧିକ…
ଧାରଣା ସ୍ଥଳରେ ବିଡିଓ-ବିଧାୟକ ବାହିନୀପତି କଥା କଟାକଟି
ପାପଡ଼ାହାଣ୍ଡି,୫।୫(ଡି.ଏନ୍.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ କାର୍ଯ୍ୟାଳୟ ଆଗରେ ୧୬ଦଫା ଦାବି ନେଇ ବୁଧବାରଠାରୁ କଂଗ୍ରେସ ଅନିର୍ଦ୍ଦିଷ୍ଟ କାଳ ଧାରଣା ଦେଇଥିଲା। ଗୁରୁବାର ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ସେଠାରେ ପହଞ୍ଚତ୍ଥିଲେ। ସେ କଂଗ୍ରେସ ନେତା ଓ କର୍ମଚାରୀମାନଙ୍କ ସହ ଧାରଣା…
ଝରିଗାଁ ବିଧାୟକଙ୍କ ନାମରେ ଯୌନ ନିର୍ଯାତନା ଅଭିଯୋଗ
ନବରଙ୍ଗପୁର/ଉମରକୋଟ, ୪ା୫(ବି.ପ୍ର./ସ୍ବ.ପ୍ର.): ନବରଙ୍ଗପୁର ଜିଲା ଝରିଗାଁ ବିଜେଡି ବିଧାୟକ ପ୍ରକାଶ ମାଝିଙ୍କ ନାମରେ ଜଣେ ଯୁବତୀ ଯୌନ ନିର୍ଯାତନା ଓ ହତ୍ୟା ଧମକ ଦେବା ଅଭିଯୋଗ ଆଣିଛନ୍ତି। ପୀଡ଼ିତା ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ କରିବା ସତ୍ତ୍ୱେ ପୋଲିସ ଏତଲା ଗ୍ରହଣ…
ଆନ୍ତର୍ଜାତିକ ଶ୍ରମିକ ଦିବସରେ ମିଳିଲା ଲେବର କାର୍ଡ, ସହାୟତା
ନବରଙ୍ଗପୁର,୧।୫(ବି.ପ୍ର.): ଜିଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲା ଜଜ୍ ସଞ୍ଜୀବ ଦୁବେଙ୍କ ନିର୍ଦ୍ଦେଶ କ୍ରମେ ଜିଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଓ ଜିଲା ପ୍ରଶାସନ ନବରଙ୍ଗପୁର ମିଳିତ ଆନୁକୂଲ୍ୟରେ ସିଦ୍ଧ ଭୈରବୀ କଲ୍ୟାଣ ମଣ୍ଡପଠାରେ ଆନ୍ତର୍ଜାତିକ ଶ୍ରମିକ…
ଖରା ସାଙ୍ଗକୁ ବଢୁଛି ଅଘୋଷିତ ବିଦ୍ୟୁତ୍କାଟ, ଲୋକେ ଅତିଷ୍ଠ
ଉମରକୋଟ, ୨୫।୪(ସ୍ବ.ପ୍ର.): ବଢ଼ିଲାଣି ତାତି। ନବରଙ୍ଗପୁର ଜିଲା ଉମରକୋଟରେ ଏବେ ତାପମାତ୍ରା ୩୫ରୁ ୪୨ ଡିଗ୍ରୀ ରହୁଛି। ଏହା ମଧ୍ୟରେ ବୋଝ ଉପରେ ନଳିତା ବିଡା ଭଳି କାର୍ଯ୍ୟ କରୁଛି ବିଦ୍ୟୁତ୍ ବିଭାଗ। ଅଘୋଷିତ ବିଦ୍ୟୁତ୍ କାଟ ଯୋଗୁ ଲୋକେ ଅତିଷ୍ଠ…
ଚାବି ପଏଣ୍ଟ ଉପରେ ପ୍ଲେଟ ଦେବାକୁ ଦାବି
ରାଇଘର,୨୫।୪(ଡି.ଏନ୍.ଏ.)-ନବରଙ୍ଗପୁର ଜିଲା ରାଇଘର ବ୍ଲକ ସଦର ମହକୁମାରେ ପାନୀୟ ଜଳ ଯୋଗାଣ ତରଫରୁ ସପ୍ଲାଇ କରାଯାଉଥିବା ପାଣି ଚାବି ପଏଣ୍ଟ ଉପରେ ପ୍ଲେଟ ଦେବାକୁ ଦାବି ହୋଇଛି। ପାଇପ୍ ଲାଇନ କନେକ୍ସନ କରାଯାଇ ପାଣି ଦିଆଯାଉଛି। କୋଦଭାଟା ରାସ୍ତା ପାର୍ଶ୍ୱରେ ଗୋଟାଏ…
ବେଲୁନ ବିକିବାକୁ ଯାଇ ଫେରିନି ପୁଅ
ପାପଡ଼ାହାଣ୍ଡି,୨୪।୪(ଡି.ଏନ୍.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ଥାନା ଅଧୀନ ସାନବାର୍ଲି ଗ୍ରାମର ଜଣେ ନାବାଳକ ୩ ଦିନ ହେଲା ନିଖୋଜ ଅଛନ୍ତି। ଏ ନେଇ ମଇଦଲପୁର ଫାଣ୍ଡିରେ ବାପା ପରମାନନ୍ଦ ହରିଜନ ଲିଖିତ ଅଭିଯୋଗ କରିଛନ୍ତି। ସୂଚନା ଅନୁଯାୟୀ, ପରମାନନ୍ଦଙ୍କ ସାନ ପୁଅ…
ଡାକ୍ତର ଅଭାବ, ପ୍ରକଳ୍ପ କାମ ବିଳମ୍ବ ଦେଖି ବିଗିଡ଼ିଲେ ମନ୍ତ୍ରୀ
ଉମରକୋଟ, ୨୧।୪(ସ୍ବ.ପ୍ର.): କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ରାଷ୍ଟ୍ର ମନ୍ତ୍ରୀ ଶୋଭା କାରାଣ୍ଡୁଜେ ୨ଦିନିଆ ନବରଙ୍ଗପୁର ଜିଲା ଗସ୍ତରେ ଆସିଛନ୍ତି। ବୁଧବାର ସେ ଉମରକୋଟରେ ପହଞ୍ଚତ୍ବା ପରେ ଜିଲା ପ୍ରଶାସନ ପକ୍ଷରୁ ତାଙ୍କୁ ସ୍ବାଗତ କରାଯାଇଥିଲ। ନବରଙ୍ଗପୁର ଜିଲାପାଳ ଡ.…
ଦାବି ପୂରଣ ନ ହେବା ଯାଏ ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ
ଡାବୁଗାଁ, ୨୧।୪ (ଡି.ଏନ୍.ଏ.): ରାଜ୍ୟ ଓଡ଼ିଶା ଡ୍ରାଇଭର ମହାସଂଘ ଡାକରାରେ ଡାବୁଗାଁ ଶାଖା ତରଫରୁ ସଂଘ କାର୍ଯ୍ୟାଳୟ ସମ୍ମୁଖରେ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ବୁଧବାର ଆରମ୍ଭ ହୋଇଛି। ମଙ୍ଗଳବାର ଏହି ଆନ୍ଦୋଳନ ସମ୍ପର୍କରେ ସଂଘ ପକ୍ଷରୁ ଡାବୁଗାଁ ଥାନାରେ ସୂଚନା ଦିଆଯାଇଥିଲା।…

