ଚାକିରି କରେଇଦେବାକୁ କହି ଟଙ୍କା ଠକେଇ ଅଭିଯୋଗ
ନବରଙ୍ଗପୁର,୨୩|୧(ବି.ପ୍ର.) ଚାକିରି ଦେବା ନାଁରେ ଅର୍ଥ ଆଦାୟ। ଠକେଇର ଶିକାର ହୋଇଥିବା ଦେବକୀ ଜାନୀ (୨୦) ଓ ନିବେଦିତା ଭତରା ନବରଙ୍ଗପୁର ଥାନାର ଦ୍ୱାରସ୍ଥ ହୋଇଛନ୍ତି। କୋଡିଙ୍ଗା ଥାନା ଅଧୀନ ମିଥିଆ ଗାଁର ଦେବକୀ ଜାନୀ ଓ ଡାବୁଗାଁ ଥାନା ଅଧୀନ ଚାଯିଗୁଡା…
ସଫା ହେଉନି ବର୍ଜ୍ୟବସ୍ତୁ, ଆମିଷ ବଜାର ଦୁର୍ଗନ୍ଧମୟ
ରାଇଘର, ୨୩ା୧(ଡି.ଏନ୍.ଏ.) ନବରଙ୍ଗପୁର ଜିଲା ରାଇଘର ବ୍ଲକ ସଦର ମହକୁମାସ୍ଥିତ ଧଡ଼ରାପାରାରେ ଥିବା ଆମିଷ ବଜାର ଅବ୍ୟବସ୍ଥାରେ ପଡ଼ିରହିଛି। ଫଳରେ ଗ୍ରାହକ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି। ରାଇଘର ବ୍ଲକ କାର୍ଯ୍ୟାଳୟ ପଛପଟେ ରହିଥିବା ଧଡ଼ରାପାରାରେ ଆମିଷ ବଜାର…
ସରପଞ୍ଚ ପ୍ରାର୍ଥୀ ହେଲେ ଏମ୍ବିଏ ଛାତ୍ର
ଉମରକୋଟ, ୨୨।୧(ସ୍ବ.ପ୍ର.): ନବରଙ୍ଗପୁର ଜିଲାରେ ଜଣେ ଏମବିଏ ପଢୁଥିବା ଛାତ୍ର ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ସେ ହେଲେ ଉମରକୋଟ ବ୍ଲକ ରାଜପୁର ପଞ୍ଚାୟତର କ୍ରିଷ୍ଣା ପୂଜାରୀ (୨୩)। କ୍ରିଷ୍ଣା ଭୁବନେଶ୍ୱରର ଏକ ଘରୋଇ କଲେଜରେ ଏମ୍ବିଏ କରୁଛନ୍ତି। ସେ ଏବେ ରାଜପୁର…
ଟିକେଟ୍ ଫେରାଇଦେଲେ ବିଜେଡି ଜିଲା ସଭାନେତ୍ରୀ
ନବରଙ୍ଗପୁର,୨୧।୧(ବି.ପ୍ର.): ନବରଙ୍ଗପୁର ଜିଲା ବିଜେଡି ସଭାନେତ୍ରୀ ମଞ୍ଜୁଳା ମାଝି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ମିଳିଥିବା ଟିକେଟ୍ ଫେରାଇ ଦେଇଛନ୍ତି। ତାଙ୍କୁ ପଞ୍ଚାୟତ ନିର୍ବାଚନରେ ବିଜେଡି ପକ୍ଷରୁ ନବରଙ୍ଗପୁର ବ୍ଲକ ଜୋନ(ଖ) ପାଇଁ ଗୁରୁବାର ଟିକଟ ଦିଆଯାଇଥିଲା। ହେଲେ ଭୋଟର ତାଲିକାରେ…
ବିଦେଶ ଫେରନ୍ତା ସଫ୍ଟୱେର ଇଞ୍ଜିନିୟର ଦାଖଲ କଲେ ନାମାଙ୍କନପତ୍ର
ନବରଙ୍ଗପୁର,୨୧।୧(ବି.ପ୍ର.): ବିଦେଶ ଫେରନ୍ତା ସଫ୍ଟୱେର ଇଞ୍ଜିନିୟର ଜିଲା ପରିଷଦ ପ୍ରାର୍ଥୀ ଭାବେ ଶୁକ୍ରବାର ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେ ହେଲେ ଦିଗିସଲପା ଗ୍ରାମର ରତିକାନ୍ତ ପଣ୍ଡା। ରତିକାନ୍ତ ସଫ୍ଟୱେର ଇଞ୍ଜିନିୟର ଭାବେ କାନାଡ଼ାର ବିଭିନ୍ନ ନାମୀ କମ୍ପାନୀରେ ଚାକିରୀ କରୁଥିଲେ। ବର୍ତ୍ତମାନ…
ପ୍ରାର୍ଥୀ ଚୟନକୁ ନେଇ ଚାଲିଛି ଅଙ୍କକଷା
ନବରଙ୍ଗପୁର,୧୭।୧: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଗାଁ ରାଜନୀତି ସରଗରମ। ଏବେଠୁ ନେତା ଗଡ଼ ଜଗିବା ଆରମ୍ଭ କଲେଣି। ବିଶେଷ ଭାବେ ସମିତି ସଭ୍ୟ ଓ ଜିଲା ପରିଷଦ ସଭ୍ୟ ପଦ ଅକ୍ତିଆର କରି ଅଧ୍ୟକ୍ଷ ପଦ ଦଖଲ ପାଇଁ ଭାଜପା,…
ମୋବାଇଲ ବ୍ୟାଟେରି ଫାଟି ନାବାଳକ ଗୁରୁତର
ଡାବୁଗାଁ, ୧୭।୧(ଡି.ଏନ୍.ଏ.): ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଛେରାଗୁଡା ଗ୍ରାମରେ ମୋବାଇଲ ବ୍ୟାଟେରି ଫାଟି ବୈଦ୍ୟନାଥ ଭତ୍ରାଙ୍କ ପୁଅ ଅନନ୍ତ (୭) ଆହତ ହୋଇଛନ୍ତି। ନବରଙ୍ଗପୁର ଡାକ୍ତରଖାନାରେ ତାଙ୍କର ଚିକିତ୍ସା କରାଯାଇଥିଲା। ପରେ ତାଙ୍କୁ କୋରାପୁଟସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ…
ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ସଂରକ୍ଷିତ ଉମରକୋଟ ପୌର ପରିଷଦ ଅଧ୍ୟକ୍ଷ ପଦବୀ
ଉମରକୋଟ, ୧୬।୧(ସ୍ବ.ପ୍ର.) ଉମରକୋଟ ପୌର ପରିଷଦ ଅଧ୍ୟକ୍ଷ ପଦ ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଛି। ଏ ନେଇ ଶନିବାର ରାଜ୍ୟ ନିର୍ବାଚନ କମିଶନର ଘୋଷଣା କରିଛନ୍ତି। ସାଧାରଣ ଓ ଅନୁସୂଚିତ ଜାତିର ଆଶାୟୀଙ୍କ ମଧ୍ୟରେ ଏହାକୁ ନେଇ ଅସନ୍ତୋଷ ଦେଖାଦେଇଛି।…
ରାତି ହେଲେ ଗାଁକୁ ଆସୁଛି ଭାଲୁ, ମନ୍ଦିରରେ ପଶିଥିବାବେଳେ ଭିଡିଓ ଭାଇରାଲ
ନବରଙ୍ଗପୁର,୧୫।୧(ଡି.ଏନ୍.ଏ.): ଗ୍ରାମ ମନ୍ଦିର ପରିସରରେ ଭାଲୁ। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଦହଣା ଗ୍ରାମରେ ଥିବା ହନୁମାନ ମନ୍ଦିର ଓ ଶିବ ମନ୍ଦିର ପରିସରରେ। ମା’ ସହ ଦୁଇ ଛୁଆ ଭାଲୁ ବୁଲୁଥିବା ଗ୍ରାମବାସୀ…
କୁଆପଥର ମାଡ଼ରେ ଫସଲ ନଷ୍ଟ, ଚିନ୍ତାରେ ଚାଷୀ
ଉମରକୋଟ, ୧୩।୧(ସ୍ବ.ପ୍ର.) କୁଆପଥର ମାଡ଼ରେ କ୍ଷତିଗ୍ରସ୍ତ ହୋଇଛନ୍ତି ଚାଷୀ। ମୂର୍ତ୍ତୃମା ପଞ୍ଚାୟତରେ ୩୦ହେକ୍ଟର ମକାଚାଷରୁ ୧୨ ହେକ୍ଟର, ବକୋଦା, ଇନ୍ଦ୍ରପୁରୀ, ସ୍ବର୍ଣ୍ଣପୁରୀ, ଗୋଟିଗୁଡ଼ା,ଉମର ଗାଁରେ ହୋଇଥିବା ୩୫୦ ହେକ୍ଟର ମକାଚାଷରୁ ୧୬୦ହେକ୍ଟର ମକା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। କୁଆପଥର ବର୍ଷାରେ ହୋଇଥିବା କ୍ଷୟକ୍ଷତି…
ପୁଣି ଓଡ଼ିଶାମୁହାଁ ଛତିଶଗଡ଼ ହାତୀପଲ
ରାଇଘର, ୬।୧(ଡି.ଏନ୍.ଏ.): ଛତିଶଗଡ଼ରୁ ପୁଣି ହାତୀପଲ ଓଡ଼ିଶାମୁହାଁ ହୋଇଛନ୍ତି। ସେମାନଙ୍କୁ ରୋକିବାକୁ ରାଇଘର ବନ ବିଭାଗ ପ୍ରୟାସ ଚଳାଇଛି। ବନ ବିଭାଗ କର୍ମଚାରୀ ଲୋକଙ୍କୁ ସଚେତନ କରିବା ସହ ହାତୀମାନେ ଯେପରି ଓଡ଼ିଶା ସୀମାରେ ନ ପଶିବେ, ସେଥିଲାଗି ବିଭିନ୍ନ ପଦକ୍ଷେପ…
ପାଣିଟାଙ୍କିକୁ ଚଢିଲା ବେଳେ ଇଞ୍ଜିନିୟରଙ୍କୁ ଆକ୍ରମଣ କଲେ ମହୁମାଛି
ପାପଡ଼ାହାଣ୍ଡି,୨।୧(ଡି.ଏନ୍.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ମେଗା ଜଳସେଚନ ପ୍ରକଳ୍ପର ସାଇଡ ଇଞ୍ଜିନିୟର ସୁରଞ୍ଜନ ଦାସ ଓ ସୁଧାକର ବାବୁ ରବିବାର ମହୁମାଛି ଆକ୍ରମଣରେ ଗୁରୁତର ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ, କଣ୍ଟାସାରୁରେ ଚାଲିଥିବା ନବନିର୍ମିତ ପାଣିଟାଙ୍କି କାମ ତଦାରଖ ଲାଗି…
Archives


