ମାଲକାନଗିରି

ଧାରଣାରେ ବସିଥିବା ଅଙ୍ଗନଓ୍ବାଡି କର୍ମୀଙ୍କୁ ଭେଟିଲେ ସ୍ବତନ୍ତ୍ର ବିକାଶ ପରିଷଦ ଉପଦେଷ୍ଟା

ଚିତ୍ରକୋଣ୍ଡା,୧୪ା୧୨(ଡି.ଏନ୍‌.ଏ.): ସ୍ବତନ୍ତ୍ର ବିକାଶ ପରିଷଦ ରାଜ୍ୟ ଉପଦେଷ୍ଟା ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମ କରି ପ୍ରଦୀପ ମାଝି ବୁଧବାର ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ଗସ୍ତ କରିଥିଲେ। ଆଜି ଏହି ଗସ୍ତ ସମୟରେ ଚିତ୍ରକୋଣ୍ଡା ମୁଖ୍ୟ ରାସ୍ତାର ଏଚ୍‌ଡିଏଫ୍‌ସି…

ସେକ୍‌ ଜିଲାଲିଙ୍କୁ ପଳାତକ ଘୋଷଣା, ଗିରଫ ପରଓ୍ବାନା ଜାରି

ଚିତ୍ରକୋଣ୍ଡା,୧୩ା୧୨(ଡି.ଏନ.ଏ.): ବାରମ୍ବାର କୋର୍ଟ ନୋଟିସ୍‌କୁ ଅବମାନନା କରି ନିର୍ଦ୍ଧାରିତ ତାରିଖରେ କୋର୍ଟରେ ହାଜର ହେଉ ନ ଥିବାରୁ ମାଲକାନଗିରି ଜିଲା ଦୌରା ତଥା ସ୍ବତନ୍ତ୍ର ଜଜ୍‌ଙ୍କ ନିର୍ଦ୍ଦେଶରେ ମଙ୍ଗଳବାର ଚିତ୍ରକୋଣ୍ଡା ଏସ୍‌ଡିପିଓ ଆର୍ସେଲ କିସପୋଟାଙ୍କ ନେତୃତ୍ୱରେ ସେକ୍‌ ଜିଲାଲି (୨୪)ଙ୍କୁ ପଳାତକ…

ଯନ୍ତ୍ରୀ ଜାଣିନାହାନ୍ତି କାର୍ଯ୍ୟର ଅଟକଳ ମୂଲ୍ୟ

ମାଲକାନଗିରି,୧୨ା୧୨(ଡି.ଏନ.ଏ.): ମାଲକାନଗିରି ଜିଲା କାଲିମେଳା ବିଏଲକେ ଅନ୍ତର୍ଗତ ଏମପିଭି-୨୯ ଗ୍ରାମ ନିକଟସ୍ଥ ପୋଟେରୁ ଜଳସେଚନ ବିଭାଗର ଶାଖା କେନାଲରେ ନିର୍ମାଣାଧୀନ କଂକ୍ରିଟ କାମ ନିମ୍ନମାନର କରାଯାଉଥିବା ଅଭିଯୋଗ ହୋଇଛି। ଏଥିସହ ଏହି କାର୍ଯ୍ୟରେ ଶିଶୁ ଶ୍ରମିକ ନିୟୋଜିତ କରାଯାଇଥିବା କୁହାଯାଉଛି। ଏହି…

ବାଉଁଶ ବାଡ଼ରେ ତିଆରି ବିଦ୍ୟାଳୟରେ ଗଢ଼ା ହେଉଛି ଦେଶର ଭବିଷ୍ୟତ

ମାଲକାନଗିରି,୧୦।୧୨(ଡି.ଏନ.ଏ.): ମାଲକାନଗିରି ଜିଲାରେ ଏପରି ଅନେକ ବିଦ୍ୟାଳୟ ରହିଛି ଯେଉଁଠି ଏପର୍ଯ୍ୟନ୍ତ ପକ୍କା ଘରଟିଏ ନାହିଁ। ରାଜ୍ୟ ସରକାର ଜିଲାରେ ଶିକ୍ଷା ସହ ଅନେକ କ୍ଷେତ୍ରରେ ପରିବର୍ତନ ଆଣୁଥିବା ବେଳେ ପ୍ରଶାସନିକ ଅବହେଳା ଯୋଗୁ ଅନେକ ସ୍ଥାନରେ ମୌଳିକ ସୁବିଧା ଅପହଞ୍ଚ…

୫ ବର୍ଷିଆ ମରାମତି ନାଁରେ ଚାଲିଛି ଲୁଟ୍‌

ମାଲକାନଗିରି, ୬।୧୨(ଡି.ଏନ.ଏ.):ମାଲକାନଗିରି ଜିଲା କାଲିମେଳା ମୁଖ୍ୟ ସଡକଠାରୁ କବାସିଗୁଡାକୁ ସଂଯୋଗ କରୁଥିବା ଗ୍ରାମ୍ୟ ସଡକର ୫ ବର୍ଷିଆ ମରାମତି ନଁାରେ ଲକ୍ଷାଧିକ ଟଙ୍କା ହେରଫେର କରାଯାଉଥିବା ଅଭିଯୋଗ ହୋଇଛି। କାର୍ଯ୍ୟର ନାମଫଳକରେ ଥିବା ସୂଚନା ଅନୁଯାୟୀ, ସମେନ୍ଦ୍ର ପ୍ରସାଦ ବିଶୋୟୀ ନାମକ…

ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କର୍ମଚାରୀଙ୍କୁ ଭେଟିଲେ ‘ଦମନ’ କଳାକାର

କୁଡୁମୁଲୁଗୁମ୍ମା,୫ା୧୨(ଡି.ଏନ.ଏ.):ଓଡ଼ିଶା ସରକାରଙ୍କ ପରିବାର ଓ ସ୍ବାସ୍ଥ୍ୟ କଲ୍ୟାଣ ବିଭାଗ ପକ୍ଷରୁ ନିର୍ମିତ ଦମନ ଚଳଚ୍ଚିତ୍ରର କଳାକାରମାନେ କୁଡୁମୁଲୁଗୁମ୍ମା ସ୍ବାସ୍ଥ୍ୟକେନ୍ଦ୍ରର କର୍ମଚାରୀଙ୍କୁ ଭେଟିଛନ୍ତି। ମ୍ୟାଲେରିଆ ନିରାକରଣ କାର୍ଯ୍ୟକ୍ରମ ‘ଦମନ’କୁ ଆଧାର କରି ମାଲକାନଗିରି ଜିଲାର ସ୍ବାଭିମାନ ଅଞ୍ଚଳ ଜଳଭଣ୍ଡାର ଆଖପାଖରେ ଏହି ଚଳଚ୍ଚିତ୍ର…

ପୋଲିସ ଏନ୍‌କାଉଣ୍ଟରରେ ୪ ମାଓବାଦୀ ମୃତ: ଜବତ ହେଲା ଆମେରିକାରେ ନିର୍ମିତ ଅସ୍ତ୍ରଶସ୍ତ୍ର

ମାଲକାନଗିରି,୪ା୧୨(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲା ପେର୍ମା ନିକଟରେ ହୋଇଥିବା ଏନକାଉଣ୍ଟରରେ ୪ଜଣ ମାଓବାଦୀ ନିହତ ହୋଇଛନ୍ତି। ସେମାନଙ୍କ ମୃତଦେହ ସହ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ଛତିଶଗଡ଼ ବିଜାପୁର ଜିଲା ପେର୍ମାଠାରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି…

ସ୍ବାସ୍ଥ୍ୟ ଅଧିକାରୀଙ୍କ ସହ ଦମନ ଚଳଚ୍ଚିତ୍ର ଦେଖିଲେ ଆଶାକର୍ମୀ

ଚିତ୍ରକୋଣ୍ଡା.୧।୧୨(ଡି.ଏନ୍‌.ଏ.): ମାଲକାନଗିରି ଜିଲା ପ୍ରଶାସନ ଉଦ୍ୟମରେ ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ୯ଟି ପଞ୍ଚାୟତ ଯଥା ବଡପଡା, ପାପରମେଟେଲା, ରାଲେଗ, ଧୂଳିପୁଟ, ଯୋଡ଼ାମ୍ବ, ପଣଷପୁଟ, ଅଣ୍ଡିରାପାଲି, ଯନ୍ତ୍ରୀ ଏବଂ ଗାଜୁଲୁମାମୁଡି ପଞ୍ଚାୟତର ଆଶାକର୍ମୀ ଦମନ ଚଳଚିତ୍ର ଦେଖିଛନ୍ତି। କିଛି ବର୍ଷ ତଳେ ମାଲକାନଗିରି…

ପ୍ରଶାସନର ଦୃଷ୍ଟି ଆଢୁଆଳରେ ଦୁଇ ଗାଁ

ଚିତ୍ରକୋଣ୍ଡା,୧ା୧୨(ଡି.ଏନ୍‌.ଏ.): ଓଡ଼ିଶା ଆନ୍ଧ୍ର ସୀମାନ୍ତ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ଧୂଳିପୁଟ ପଞ୍ଚାୟତ ଅନ୍ତର୍ଭୁକ୍ତ ଉପାନ୍ତ ଦୁର୍ଗମ ଇଲାକା ଜୁମଡାଙ୍ଗଠାରୁ ୭ କିଲୋମିଟର ପାହାଡ଼ି ଭିତରେ ଅବସ୍ଥିତ ଥିବା ଦୁଇଟି ଗାଁ କନ୍ଦୁଲପାଡୁ ଏବଂ ବାଙ୍ଗରାକୋଣ୍ଡା ପ୍ରଶାସନର ଦୃଷ୍ଟି ଆଢୁଆଳରେ…

ବିଭିନ୍ନ ସଙ୍ଗଠନ, କର୍ମଚାରୀଙ୍କ ଦାବିନେଇ ଅଡୁଆରେ ସରକାର

ମାଲକାନଗିରି,୩୦।୧୧(ଡି.ଏନ୍‌.ଏ.): ଆଉ ଗୋଟିଏ ବର୍ଷ ପରେ ରାଜ୍ୟରେ ହେବ ସାଧାରଣ ନିର୍ବାଚନ। ରାଜ୍ୟର ୧୪୭ ବିଧାନସଭା ଏବଂ ୨୧ଟି ଲୋକ ସଭା ଆସନ ପାଇଁ ନିର୍ବାଚନ ପୂର୍ବରୁ ସରକାର ବିଭିନ୍ନ ଜନହିତକର ଯୋଜନା କରି ଲୋକଙ୍କୁ ନିଜ ସପକ୍ଷରେ ନେବାକୁ ଉଦ୍ୟମ…

କଟାଗଲା ୪୫୦୦୦ ଗଞ୍ଜେଇ ଗଛ

ଚିତ୍ରକୋଣ୍ଡା,୨୬ା୧୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ପୋଲିସ,ପାପରମେଟେଲା ପୋଲିସ ଓ ଅବକାରୀ ବିଭାଗ ମିଳିତ ଆନୁକୂଲ୍ୟରେ ଡିଭିଏଫ୍‌ ସହଯୋଗରେ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ରାଲେଗଡ଼ା ପଞ୍ଚାୟତ ସାକୃବନ୍ଧା ଏବଂ ପଲଙ୍କରାଇ ଗ୍ରାମ ଅଞ୍ଚଳରେ ମିଳିତ ଭାବରେ ଚଢାଉ କରି ୩୮…

ପୁଣି ଯବାନ-ମାଓବାଦୀ ଗୁଳି ବିନିମୟ: ମହିଳା ମାଓବାଦୀଙ୍କ ସମେତ ୩ ମୃତ

କୋରୁକୋଣ୍ଡା,୨୬।୧୧(ଡି.ଏନ୍‌.ଏ.): ଛତିଶଗଡ଼ ବିଜାପୁର ଜିଲା ମିର୍ତୁର ନିକଟସ୍ଥ ପୋମରା ଜଙ୍ଗଲରେ ସୁରକ୍ଷା ବାହିନୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏନ୍‌କାଉଣ୍ଟରରେ ଜଣେ ମହିଳା ମାଓବାଦୀଙ୍କ ସମେତ ୩ ହାର୍ଡକୋର ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ବିଜାପୁର ଆଇଜି ସୁନ୍ଦର ରାଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?