ମାଲକାନଗିରି

ଓଡ଼ିଆ ଶିକ୍ଷକଙ୍କ ଭାଷା ବୁଝୁନାହାନ୍ତି ପିଲା

ମାଥିଲି,୧୯ା୧୧(ଡି.ଏନ.ଏ.)- ଏବେ ସୁଦ୍ଧା ଲୋକଙ୍କ ନିକଟରେ ପହଞ୍ଚତ୍ପାରିନି ମୌଳିକ ସୁବିଧା। ଶିକ୍ଷା ବ୍ୟବସ୍ଥାର ବିକଳ ରୂପ ଦେଖିବାକୁ ମିଳିଛି ମାଲକାନଗିରି ଜିଲା ମାଥିଲି ବ୍ଲକରେ। ବ୍ଲକର କମାରପାଲି ପଞ୍ଚାୟତ ଅନ୍ତର୍ଗତ ସୋଡ଼ିଗୁଡ଼ା ଗ୍ରାମରେ ପ୍ରାଥମିକ ବିଦ୍ୟାଳୟ ରହିଛି ସତ, ମାତ୍ର ଏଠାରେ…

ଏଣିକି ଦୂର ହେବ ସରପଞ୍ଚଙ୍କ ଅସୁବିଧା

କୋରୁକୋଣ୍ଡା,୧୬ା୧୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ୧୨ଟି ପଞ୍ଚାୟତରେ ନୂତନ ଭାବେ ନିର୍ବାଚିତ ଜନପ୍ରତିନିଧି ତଥା ସରପଞ୍ଚମାନଙ୍କ ସହମତି ପ୍ରକ୍ରିୟାରେ ବୁଧବାର କାମବାଡ଼ା ସରପଞ୍ଚ ରମାକାନ୍ତ ମାଡକାମିଙ୍କୁ ସରପଞ୍ଚମାନଙ୍କ ସଭାପତି ଭାବେ ଚୟନ କରାଯାଇଥିବା ବେଳେ ତୁମୁସାପଲ୍ଲୀ ସରପଞ୍ଚ ଦେବା…

ଜୁମାଡଙ୍ଗକୁ ଫେରିଲେ ୧୬ ପରିବାର

ମାଲକାନଗିରି, ୧୫ା୧୧(ଡି.ଏନ.ଏ.): ଓଡିଶା ସୀମାନ୍ତ ଅଞ୍ଚଳରେ ଲୋକଙ୍କୁ ଆକୃଷ୍ଟ କରିବା ଲାଗି ଆନ୍ଧ୍ର ସରକାରଙ୍କ ପକ୍ଷରୁ ଭତ୍ତା, ଆଧାର କାର୍ଡ, ଭୋଟର କାର୍ଡ ପ୍ରଦାନ କରି ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଉଛି। ମାଲକାନଗିରି ଜିଲା ଚିତ୍ରକୋଣ୍ଡାରେ ଥିବା ସ୍ବାଭିମାନ ଅଞ୍ଚଳର ଧୁଳିପୂଟ…

ସଫଳ ମାଣ୍ଡିଆ ଚାଷୀ ସନା ଖରା

ମାଲକାନଗିରି,୧୪ା୧୧ (ଡି.ଏନ୍‌.ଏ): ରାଜ୍ୟ ସରକାର ଓଡିଶା ମିଲଟ୍‌ ମିଶନ ଜରିଆରେ ମାଣ୍ଡିଆ ଚାଷକୁ ଅଗ୍ରାଧିକାର ଦେଇ ଆସୁଛନ୍ତି। ମାଲକାନଗିରି ଜିଲାର ଚାଷୀମାନେ ପାହାଡ ପର୍ବତରେ ଜଙ୍ଗଲ ସଫା କରି ମାଣ୍ଡିଆ ଚାଷ କରୁଛନ୍ତି। ସେହିପରି ଜଣେ ସଫଳ ମାଣ୍ଡିଆ ଚାଷୀ ହେଲେ…

ଚାଉଳ,ଭତ୍ତା ପାଇପାରୁନାହାନ୍ତି ବାରେ

କୋରୁକୋଣ୍ଡା ୧୪ା୧୧ (ଡି.ଏନ.ଏ): ଗରିବ ଶ୍ରେଣୀର ହିତାଧିକାରଙ୍କ ପାଇଁ ସରକାର ବହୁ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ସେମାନେ କିପରି ସବୁ ସରକାରୀ ସୁବିଧା ପାଇବେ ବ୍ୟବସ୍ଥା କରୁଛନ୍ତି। ଏହା ସତ୍ୱେ କେତେକ ସରକାରୀ ନିୟମ ହିତାଧିକାରୀଙ୍କ ପାଇଁ କଣ୍ଟା ହୋଇଛି। ହିତାଧିକାରୀଙ୍କ…

ଜନସେବା କେନ୍ଦ୍ର ଖୋଲି ଠକେଇ: ବନ୍ଧାହେଲେ ଯୁବକ

ଚିତ୍ରକୋଣ୍ଡା,୧୩।୧୧: ଜନସେବା କେନ୍ଦ୍ର ଖୋଲି ଟଙ୍କା ଠକେଇ କରିବା ଅଭିଯୋଗରେ ଜଣେ ଯୁବକଙ୍କୁ ପୋଲିସ ଗିରଫ କରିଛି। ସେ ହେଲେ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଞ୍ଚଳ ଅଧୀନ ବଡ଼ ପଞ୍ଚାୟତ ଜାନବାଇ ଗ୍ରାମର ତରୁଣ ସାହା(୨୦)। ମିଳିଥିବା ସୂଚନା…

ସ୍ବାଭିମାନ ଅଞ୍ଚଳରେ ଶିଶୁ ମୃତ୍ୟୁହାର ରୋକିବାକୁ ପ୍ରୟାସ

ଚିତ୍ରକୋଣ୍ଡା,୧୩।୧୧: ଓଡ଼ିଶାରେ ଶିଶୁ ମୃତ୍ୟୁର ଏକ ପ୍ରମୁଖ କାରଣ ହେଉଛି ନିମୋନିଆ। ଯାହା ମାଲକାନଗିରି ଜିଲାର ଅଧିକାଂଶ ସ୍ଥାନରେ ଦେଖିବାକୁ ମିଳୁଛି। ବିଗତ ଦିନରେ ଉକ୍ତ ଜିଲାରେ ମ୍ୟାଲେରିଆ ରୋକିବାକୁ ସ୍ବାସ୍ଥ୍ୟ ବିଭାଗକୁ ନାକେଦମ୍‌ ହେବାକୁ ପଡ଼ିଥିଲା। ବିଶେଷକରି ଚିତ୍ରକୋଣ୍ଡା ବିଛିନ୍ନାଞ୍ଚଳରେ…

ମୁଖ୍ୟ ସ୍ରୋତକୁ ଫେରିଲେ ୪୦୦ରୁ ଊର୍ଦ୍ଧ୍ୱ ମାଓବାଦୀ ସମର୍ଥକ: ପୋଡ଼ିଲେ ଡ୍ରେସ୍‌

ଚିତ୍ରକୋଣ୍ଡା,୫।୧୧: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ପାପରମେଟେଲା ପଞ୍ଚାୟତ ଲାଉଗୁଡ଼ାଠାରେ ୪୦୦ରୁ ଊର୍ଦ୍ଧ୍ୱ ମାଓବାଦୀ ସମର୍ଥକ ଶନିବାର ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି। ଏପରି କି ଅଗଷ୍ଟ ୨୨ରେ ଗୁରୁପ୍ରିୟାଠାରେ ୧୮୦ ଶିମିଳିଆ ଏବଂ ୫୦୦ରୁ ଊର୍ଦ୍ଧ୍ୱ ମାଓବାଦୀ…

ବଣ୍ଡା ଜନଜାତିର ଚଳଣି

ମାଲକାନଗିରି(ଦୁର୍ଯ୍ୟୋଧନ ପାତ୍ର): ଓଡ଼ିଶାର ବିଭିନ୍ନ ପାର୍ବତ୍ୟାଞ୍ଚଳରେ ବହୁ ସଂଖ୍ୟାରେ ଅନୁସୂଚିତ ଜନଜାତି ଆଦିବାସୀ ସମ୍ପ୍ରଦାୟ ଦୀର୍ଘ ବର୍ଷ ଧରି ବାସ କରି ଆସୁଛନ୍ତି। ଭାରତରେ ୮୨ ଆଦିବାସୀ ସମ୍ପ୍ରଦାୟ ଥିବାବେଳେ ଓଡ଼ିଶାରେ ୬୦ ପ୍ରକାର ଆଦିବାସୀ ଜନଜାତି ଦେଖିବାକୁ ମିଳିଥାଏ ।…

ବଣ୍ଡା ଜନଜାତିର ଚଳଣି

ମାଲକାନଗିରି: ଓଡ଼ିଶାର ବିଭିନ୍ନ ପାର୍ବତ୍ୟାଞ୍ଚଳରେ ବହୁ ସଂଖ୍ୟାରେ ଅନୁସୂଚିତ ଜନଜାତି ଆଦିବାସୀ ସମ୍ପ୍ରଦାୟ ଦୀର୍ଘ ବର୍ଷ ଧରି ବାସ କରି ଆସୁଛନ୍ତି। ଭାରତରେ ୮୨ ଆଦିବାସୀ ସମ୍ପ୍ରଦାୟ ଥିବାବେଳେ ଓଡ଼ିଶାରେ ୬୦ ପ୍ରକାର ଆଦିବାସୀ ଜନଜାତି ଦେଖିବାକୁ ମିଳିଥାଏ ା ସେମାନଙ୍କ…

୫୩ ମୃତବ୍ୟକ୍ତିଙ୍କ ନାମରେ ଉଠାଯାଉଥିଲା ଭତ୍ତା

କାଲିମେଳା,୪ା୧୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ପଡ଼ିଆ ବ୍ଲକରେ ବ୍ଲକସ୍ତରୀୟ ସାମାଜିକ ସମୀକ୍ଷା ତଥା ଜନଶୁଣାଣି ଶିବିର ପଞ୍ଚାୟତ ସମିତି ପଡ଼ିଆଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲାପାଳ ମହେଶ୍ୱର ନାୟକ, ବ୍ଲକ ଅଧ୍ୟକ୍ଷା ଯମୁନା ମୂଷାକ୍ଷୀ, ବିଡିଓ ରାମକୃଷ୍ଣ…

ନିଜକୁ ଗୁଳିକରି ଜୀବନ ହାରିଲେ ଯବାନ

ମାଲକାନଗିରି,୩।୧୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲାରେ ଗୁରୁବାର ଜଣେ ଯବାନ ନିଜ ରାଇଫଲରୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ସେ ହେଲେ କୋହକାମେଟା ପୋଲିସ ଷ୍ଟେସନରେ କାର୍ଯ୍ୟରତ ହେଡ କନଷ୍ଟେବଳ ଅରୁଣ ଉଇକେ। ସେ ଧମତାରୀ ଜିଲାର ସିହାୱା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?