ମାଲକାନଗିରି

ବର୍ଷେ ନ ପୂରୁଣୁ ଭୁଶୁଡ଼ିଲା ପୋଲ, ସମସ୍ୟାରେ ଗ୍ରାମବାସୀ

ମାଲକାନଗିରି,୧୪ା୨(ଡି.ଏନ୍‌.ଏ.):ମାଲକାନଗିରି ଜିଲାର ଉନ୍ନତି ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କରୁଥିଲେ ମଧ୍ୟ ତାହା ଜନସାଧାରଣଙ୍କ ସ୍ବାର୍ଥରେ ଲାଗିପାରୁନି। ତଳସ୍ତରରେ କେତେଜଣ ଅଧିକାରୀ ଓ କର୍ମଚାରୀ ଏଥିରେ ଅବହେଳା କରୁଥିବାରୁ ଯୋଜନା ଗୁଡ଼ିକର ସଫଳ ରୂପାୟନ ହୋଇପାରୁନି। ମାଲକାନଗିରି ଜିଲା ମାଥିଲି…

କ୍ରଶରରେ ପଥର ଉପରୁ ପଡି ଯୁବକ ମୃତ

ଚିତ୍ରକୋଣ୍ଡା,୧୧ା୨(ଡି.ଏନ.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଞ୍ଚଳର ହନ୍ତାଳଗୁଡ଼ାଠାରେ ଥିବା ଏକ କ୍ରଶରରେ କର୍ମଚାରୀ ଭାବରେ ଏମ. ଆଞ୍ଜି (୨୩) ନାମକ ଯୁବକ କାମ କରୁଥିଲେ। ସବୁଦିନ ପରି ସେ ଗୁରୁବାର କ୍ରସରରେ ଥିବା ଏକ ବଡ ପଥର ଉପରକୁ…

୧୨ କି.ମି. ଚାଲି ୬ ଗ୍ରାମର ସମସ୍ୟା ବୁଝିଲେ

ଚିତ୍ରକୋଣ୍ଡା,୧୧ା୨(ଡି.ଏନ.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକର ଦୁର୍ଗମ ଅଞ୍ଚଳରେ ଲୋକଙ୍କ ସମସ୍ୟା ସମାଧାନ କରି ସେମାନଙ୍କୁ ସରକାରଙ୍କ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦେବାକୁ କପାତୁଟି ସମିତିସଭ୍ୟ ନାଗେଶ ଖିଲ, ସରପଞ୍ଚ ଶୁକ୍ରି ହନ୍ତାଳଙ୍କ ସ୍ବାମୀ ପଦଲାମ ହନ୍ତାଳ ଏବଂ ଧରିତ୍ରୀ…

ଦୀର୍ଘ ସ୍ଥାୟିତ୍ୱ ଉପରେ ରହୁ ଗୁରୁତ୍ୱ

ମାଲକାନଗିରି,୬ା୨(ଡି.ଏନ୍‌.ଏ.):ମାଲକାନଗିରି ଜିଲା ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିରେ ସର୍ବଦା ରହିଛି। ଜିଲାର ଉନ୍ନତି ପାଇଁ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ତେବେ ଜିଲାରେ ପାନୀୟ ଜଳ ସମସ୍ୟା ଦୂର କରିବାକୁ ଗତମାସରେ ମୁଖ୍ୟମନ୍ତ୍ରୀ ମାଲକାନଗିରି ଜିଲାର କାଲିମେଳା ବ୍ଲକରେ ୨ଟି, ମାଲକାନଗିରି, ମାଥିଲି ବ୍ଲକରେ…

ରାତି ୧୨ ପରେ ଆପେ ଆପେ ଚାଲୁଛି ମୋଟରସାଇକେଲ: ରହସ୍ୟମୟୀ ଘଟଣାର ଭିଡିଓ ସିସିଟିଭିରେ କଏଦ

ଚିତ୍ରକୋଣ୍ଡା,୫।୨(ଡି.ଏନ୍‌.ଏ): ରାତି ପ୍ରାୟ ୧୨ଟା ପରେ ମୋଟରସାଇକେଲ ଆପେ ଆପେ ଚାଲୁଚି। ବିନା ଚାଳକରେ ମୋଟରସାଇକେଲଟି ଚାଲିବା ଯେତିକି ରହସ୍ୟମୟ, ସେତିକି ଆଶ୍ଚର୍ଯ୍ୟଜନକ। ଏଭଳି ଏକ ଅଦ୍ଭୁତ ଘଟଣା ଚିତ୍ରକୋଣ୍ଡା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଚିତ୍ରକୋଣ୍ଡା ସଦର ମହକୁମାସ୍ଥିତ ଦୈନିକ…

ଖାଲରେ ପଡ଼ି ଦୁଇ ଶିଶୁକନ୍ୟା ମୃତ

ଚିତ୍ରକୋଣ୍ଡା,୨ା୨(ଡି.ଏନ୍‌.ଏ.): ଖାଲକୁ ଖସି ଗୁରୁବାର ଦୁଇ ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଛି। ଏନେଇ ଚିତ୍ରକୋଣ୍ଡା ଉପଖଣ୍ଡ ମେଡିକାଲ ଡାକ୍ତର ଘୋଷଣା କରିଛନ୍ତି। ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ସ୍ଥାନୀୟ ଚିତ୍ରକୋଣ୍ଡା ଢେପ ସାହିରେ ଏପରି ଦୁଃଖଦାୟକ ଘଟଣା ଦେଖିବାକୁ ମିଳିଛି। ସୁଭଦ୍ରା କମାର(୪) ଏବଂ…

ଚାକିରିରୁ ଅବସର ନେବା ପରେ ଶରୀର ଦାନ କଲେ ଶିକ୍ଷକ

ମାଲକାନଗିରି,୩୧।୧(ଡି.ଏନ୍‌.ଏ.): ଚାକିରିରୁ ଅବସର ନେବା ଦିନ ରକ୍ତଦାନ ସହ ନିଜ ଶରୀର ଦାନ କରିଛନ୍ତି ଜଣେ ଶିକ୍ଷକ। ଶିକ୍ଷକଙ୍କ ଏପରି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି। ଏହା ସମାଜ ପାଇଁ ଏକ ଅନନ୍ୟ ଉଦାହରଣ ବୋଲି ଚର୍ଚ୍ଚା ହେଉଛି। ପିଲାଟି ଦିନରୁ…

ଖୋଲିଲା ଗାଡ଼ି ପାର୍କିଂ ଗେଟ୍‌ରୁ ତାଲା

ମାଲକାନଗିରି, ୩୧ା୧(ଡି.ଏନ.ଏ.): ମାଲକାନଗିରି ଜିଲା ସଦର ମହକୁମାର ସୁଭାଷ ବୋଷ ଛକ ନିକଟରେ ପୌର ପରିଷଦ ପକ୍ଷରୁ ଜନସାଧାରଣଙ୍କ ସୁବିଧା ପାଇଁ ଗାଡ଼ି ପାର୍କିଂ ଲାଗି ବ୍ୟବସ୍ଥା କରାଯାଇଥିଲା। ଏହାର ନିର୍ମାଣ କାର୍ଯ୍ୟ ସରିବା ସହ ଉଦ୍‌ଘାଟନ ମଧ୍ୟ ହୋଇସାରିଥିଲା। ଉଦ୍‌ଘାଟନ…

କାର୍ଯ୍ୟକ୍ଷମ ହୋଇପାରୁନି ନବନିର୍ମିତ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ

ମାଲକାନଗିରି, ୩୦ା୧(ଡି.ଏନ.ଏ.):ସରକାର ଜନସାଧାରଣଙ୍କ ସୁବିଧା ଲାଗି ବିଭିନ୍ନ ପଦକ୍ଷେପ ନେଉଛନ୍ତି। ସେମାନଙ୍କ ସୁବିଧା ପାଇଁ ବହୁ ଅର୍ଥ ବ୍ୟୟ କରି ବିଭିନ୍ନ କାର୍ଯ୍ୟାଳୟ ନିର୍ମାଣ କରୁଛନ୍ତି। ମାତ୍ର ଅନେକ କାର୍ଯ୍ୟାଳୟ ନିର୍ମାଣ ହେଉଥିଲେ ସୁଦ୍ଧା ସ୍ଥାନୀୟ ପ୍ରଶାସନର ଅବହେଳା ଯୋଗୁ ଏହା…

ଜାତୀୟ ପତାକାକୁ ଅସମ୍ମାନ, ଅପରାହ୍ନ ଯାଏ ତଳେ…

ମାଲକାନଗିରି,୨୬।୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ପାଙ୍ଗାମ ସରକାର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜାତୀୟ ପତାକାକୁ ଅସମ୍ମାନ କରାଯାଇଛି । ସ୍କୁଲରେ ଜାତୀୟ ପତାକା ଉତ୍ତୋଳନ ପରେ ପତାକାଟି ତଳକୁ ଖସି ଆସିଥିଲା । ତେବେ ଦାୟିତ୍ୱହୀନତା ଯୋଗୁ ଏଭଳି ଘଟିଥିବା ସାଧାରଣରେ ଚର୍ଚ୍ଚା…

ସ୍ବାଭିମାନ ଅଞ୍ଚଳରେ ଗଣତନ୍ତ୍ର ଦିବସ ପାଳନ କଲେ ପୋଲିସ ଉଚ୍ଚ ପଦାଧିକାରୀ

ମାଲକାନଗିରି,୨୬।୧(ଡି.ଏନ.ଏ.): ମାଲାକନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଞ୍ଚଳର ଜଡାମ୍ବ ଥାନାରେ ପୋଲିସ ଉଚ୍ଚ ପଦାଧିକାରୀମାନେ ଉପସ୍ଥିତ ରହି ଗୁରୁବାର ୭୪ତମ ଗଣତନ୍ତ୍ର ଦିବସ ପାଳନ କରିଛନ୍ତି। ଏଥିସହ ୨୦୨୦ ଜାନୁୟାରୀ ୨୫ରେ ଏହି ଅଞ୍ଚଳବାସୀ ମାଓ କବଳରୁ ମୁକ୍ତ ପାଇଥିବା…

ଆତ୍ମସମର୍ପଣ କଲେ ୩ ହାଡକୋର ମାଓବାଦୀ

ମାଲକାନଗିରି,୨୬।୧(ଡି.ଏନ.ଏ.): ମାଲକାନଗିରି ମୁଖ୍ୟ ପୋଲିସ କାର୍ଯ୍ୟାଳୟ ପରିସରରେ ତିନିଜଣ ହାଡକୋର ମାଓବାଦୀ ଗୁରୁବାର ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି। ଗୁଇନ୍ଦା ନିର୍ଦେଶକ ସଞ୍ଜୀବ କୁମାର ପଣ୍ଡା, ଅତିରିକ୍ତ ନିର୍ଦେଶକ ଅପରେଶନ ଅମିତାଭ ଠାକୁର, ଡିଆଇଜି ସ୍ବତନ୍ତ୍ର ଗୁଇନ୍ଦା ସଂସ୍ଥା ଅନିରଧ ସିଂ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?