ମାଲକାନଗିରି

କୋଣ୍ଡାଦୋରାଙ୍କୁ ତଫସିଲଭୁକ୍ତ ଜନଜାତିରେ ସାମିଲ ପାଇଁ ତଦନ୍ତ ପ୍ରକିୟା ଆରମ୍ଭ

ଚିତ୍ରକୋଣ୍ଡା,୧୯।୧(ଡି.ଏନ୍‌.ଏ.): ଦୀର୍ଘ ଦଶନ୍ଧି ଧରି ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅଧୀନ ନାଗଲୁରୁ, ପାପୁଲୁର ଏବଂ କୁରୁମାନୁର ପଞ୍ଚାୟତର ୧ ହଜାରରୁ ଊର୍ଦ୍ଧ୍ୱ କୋଣ୍ଡାଦୋରା ସମ୍ପ୍ରଦାୟ ତଫସିଲଭୁକ୍ତ ଜନଜାତିର ମାନ୍ୟତା ନେଇ ଦାବି କରିଆସୁଥିଲେ। ହେଲେ ତାଙ୍କୁ ନିରାଶ…

ବାଘ ଛାଲ ଜବତ, ୩ କୋର୍ଟ ଚାଲାଣ

ମାଲକାନଗିରି,୧୯ା୧(ଡି.ଏନ୍‌.ଏ.): ମାଲକାନଗିରି ବନଖଣ୍ଡ ଅନ୍ତର୍ଗତ ମୋଟୁ ବନାଞ୍ଚଳର ପୋଟେରୁକୋଲେଠାରେ ଏକ କଲରାପତରିଆ ବାଘ ଛାଲ ଜବତ ହୋଇଛି। ଏହି ଚମଡ଼ାର ଲମ୍ବର ପ୍ରାୟ ୧.୧୩ ମିଟର। ମୋଟୁ ବନାଞ୍ଚଳର ସମସ୍ତ ବନପାଳ, ବନରକ୍ଷୀଙ୍କ ସହଯୋଗ ଏବଂ ବନାଞ୍ଚଳ ଅଧିକାରୀ ରଶ୍ମୀରଞ୍ଜନ ସ୍ବାଇଁଙ୍କ…

ମାଲକାନଗିରି ହେବ ରାଜ୍ୟର ସର୍ବଶ୍ରେଷ୍ଠ ଜିଲା

ମାଲକାନଗିରି, ୧୬ା୧ (ଡି.ଏନ୍‌.ଏ.): ମାଲ୍ୟବନ୍ତ ମହୋତ୍ସବର ମୁଖ୍ୟ ଉତ୍ସବ ରବିବାର ମାଲକାନଗିରି ସଦରମହକୁମାରେ ଆରମ୍ଭ ହୋଇଛି। ପୂର୍ବାହ୍ନରେ ଆମାକୁଣ୍ଡରୁ ସଂଗ୍ରହ କରାଯାଇଥିବା ଜଳ ଜଗନ୍ନାଥ ମନ୍ଦିରରୁ ପୂଜାର୍ଚ୍ଚନା ପରେ ଏକ ଶୋଭାଯାତ୍ରାରେ ଡିଏନ୍‌କେ ଖେଳପଡିଆ ମୁଖ୍ୟ ମଣ୍ଡପକୁ ନିଆଯାଇଥିଲା। କଳସ ଶୋଭାଯାତ୍ରାରେ…

ଆଇଇଡି ବୋମା ବିସ୍ଫୋରଣରେ ଏଏସ୍‌ଆଇ ଗୁରୁତର

ମାଲକାନଗିରି, ୧୫।୧(ଡି.ଏନ.ଏ.): ଛତିଶଗଡ଼ରେ ମାଓବାଦୀଙ୍କ ଆଇଇଡି ବୋମା ବିସ୍ଫୋରଣରେ ଜଣେ ପୋଲିସ ଏଏସ୍‌ଆଇ ମହମ୍ମଦ ଅସଲମ ଗୁରୁତର ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ରାୟପୁର ପଠାଯାଇଛି। ଖବରରୁ ଜଣାପଡିଛି, ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲାର ପେଗଡାପଲ୍ଲି ସ୍ଥିତ ସିଆର୍‌ପିଏଫ୍‌…

ଏମ୍‌ଭି-୧୧୧ ପ୍ରଥମ, ସୋରିଷମାଳ ଦ୍ୱିତୀୟ,ସିନ୍ଧ୍ରିମାଳ ତୃତୀୟ

ମାଲକାନଗିରି,୧୪।୧(ଡି.ଏନ୍‌.ଏ.): ମାଲକାନଗିରି ଜିଲାର ଗଣପର୍ବ ମାଲ୍ୟବନ୍ତ ମହୋତ୍ସବ ଅବସରରେ ସତୀଗୁଡ଼ା ଜଳଭଣ୍ଡାରରେ ଶୁକ୍ରବାର ମତ୍ସ୍ୟଜୀବୀମାନଙ୍କୁ ନେଇ ନୌକା ଚାଳନା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହାକୁ ଜିଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରତ୍ନାକର ସାହୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।…

୧୭ କି.ମି. ଦୌଡ଼ିଲେ କୁନି ଧାବକ ରୁଦ୍ର

ମାଲକାନଗିରି,୧୩ା୧ (ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ମାଲ୍ୟବନ୍ତ ମହୋତ୍ସବ ଅବସରରେ ଜିଲା ସଂସ୍କୃତି ପରିଷଦ ଏବଂ ଜିଲା କ୍ରୀଡ଼ା ବିଭାଗ ପକ୍ଷରୁ ଗୁରୁବାର ଏକ ମିନି ମାରାଥନ (ଗଣଦୌଡ଼) ଆୟୋଜିତ ହୋଇଥିଲା। ଏଥିରେ ୬ ବର୍ଷର କୁନି ଧାବକ ରୁଦ୍ରପ୍ରସାଦ ସେଠୀ ୧୭…

ଉପାନ୍ତ ଅଞ୍ଚଳବାସୀ ଦେଖିଲେ ହକି ବିଶ୍ୱକପ୍‌ର ଉଦ୍‌ଘାଟନୀ ଉତ୍ସବ

ଚିତ୍ରକୋଣ୍ଡା,୧୧ା୧(ଡି.ଏନ୍‌.ଏ.): ବୁଧବାର ପୁରୁଷ ହକି ବିଶ୍ୱକପ୍‌ ୨୦୨୩ର ଉଦଘାଟନୀ ଉତ୍ସବ କଟକ ବାରବାଟୀ ଷ୍ଟାଡିୟମରୁ ସିଧାପ୍ରସାରଣ ହେଉଥିବାରୁ କେହି ଯେମିତି ବାଦ୍‌ ନ ପଡ଼ିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ପ୍ରତ୍ୟେକ ବ୍ଲକରେ ଏଲ୍‌ଇଡି/ଏଲ୍‌ସିଡିର ସୁବିଧା ଯୋଗାଇଛନ୍ତି। ଫଳରେ ଏହା ମାଧ୍ୟମରେ…

ମାଲ୍ୟବନ୍ତ ମହୋତ୍ସବରେ ଦୁଲୁକିଲା ଚିତ୍ରକୋଣ୍ଡା

ଚିତ୍ରକୋଣ୍ଡା,୧୧ା୧(ଡି.ଏନ୍‌.ଏ.): ମାଲକାନଗିରିର ସବୁଠାରୁ ବଡ଼ ତଥା ଗଣପର୍ବ ମାଲ୍ୟବନ୍ତ ମହୋତ୍ସବ ଚିତ୍ରକୋଣ୍ଡାରେ ବୁଧବାର ଆରମ୍ଭ ହୋଇଛି। ଏହି ଅବସରରେ ଏକ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ଜିଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲୁ, ଚିତ୍ରକୋଣ୍ଡା ବ୍ଲକ ଅଧ୍ୟକ୍ଷା ସୁଶ୍ରୀ…

ଆମ୍ମାକୁଣ୍ଡରୁ ସଂଗ୍ରହ ହେଲା ଜଳ

ମାଲକାନଗିରି/ଖଇରପୁଟ/କୁଡୁମୁଲୁଗୁମ୍ମା,୧୦।୧(ଡି.ଏନ.ଏ.): କରୋନା ମହାମାରୀ ପାଇଁ ଗତ ଦୁଇବର୍ଷ ଧରି ମାଲ୍ୟବନ୍ତ ମହୋତ୍ସବ ଅନୁଷ୍ଠିତ ହୋଇପାରି ନ ଥିବା ବେଳେ ଚଳିତ ବର୍ଷ ଏହି ମହୋତ୍ସବ ପାଇଁ ମାଲକାନଗିରି ଜିଲା ଉତ୍ସବ ମୁଖର ହୋଇଉଠିଛି। ସୋମବାର ମାଲ୍ୟବନ୍ତ ମହୋତ୍ସବ ଲାଗି ଖଇରପୁଟ ବ୍ଲକ…

ଶକ୍ତିଶାଳୀ ଆଇଇଡି ବୋମା ଜବତ

ମାଲକାନଗିରି, ୯ା୧(ଡି.ଏନ.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲାରେ କୋମ୍ବିଂ ଅପରେଶନ ବେଳେ ସୋମବାର ଯବାନମାନେ ଏକ ଶକ୍ତିଶାଳୀ ଆଇଇଡି ବୋମା ସହ କିଛି ମାଓବାଦୀ ପୋଷ୍ଟର ଜବତ କରିଛନ୍ତି। ନାରାୟଣପୁର ଜିଲାର ଗୋରା ଗ୍ରାମ ନିକଟ ଜଙ୍ଗଲରେ ସ୍ଥାନୀୟ…

ଚିତ୍ରକୋଣ୍ଡାରେ ବ୍ଲକସ୍ତରୀୟ ମାଲ୍ୟବନ୍ତ ମହୋତ୍ସବ ପାଇଁ ଚୂଡାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି

ଚିତ୍ରକୋଣ୍ଡା,୯।୧(ଡି.ଏନ.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡାରେ ୧୧ ତାରିଖରେ ବ୍ଲକ ସ୍ତରୀୟ ମାଲ୍ୟବନ୍ତ ମହୋତ୍ସବ ଅନୁଷ୍ଠିତ ହେବ l ଏଥିପାଇଁ ଚିତ୍ରକୋଣ୍ଡା ବ୍ଲକରେ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚିତ୍ରକୋଣ୍ଡା ବ୍ଲକ ବିଡ଼ିଓ ରଘୁନାଥ ମୁଣ୍ଡାରୀଙ୍କ ନେତୃତ୍ୱରେ ଏବଂ ବ୍ଲକ ଅଧ୍ୟକ୍ଷା…

ଗଞ୍ଜେଇ ଚାଷ ନଷ୍ଟ ବେଳେ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ

କୋରୁକୋଣ୍ଡା,୭ା୧(ଡି.ଏନ୍‌.ଏ.): ଗଞ୍ଜେଇ ଚାଷ ନଷ୍ଟ ବେଳେ ପୋଲିସକୁ ଶନିବାର ଆକ୍ରମଣ ହୋଇଛି। ସ୍ଥାନୀୟ ଲୋକଙ୍କ ଆକ୍ରମଣରେ ୩ ପୋଲିସ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି। ଏଥିରେ ଜଣେ ହୋମଗାର୍ଡଙ୍କୁ ମଧ୍ୟ ଗ୍ରାମବାସୀ ଅଟକ ରଖିଛନ୍ତି। ସୂଚନାନୁଯାୟୀ ଏସ୍‌ଡିପିଓଙ୍କ ନେତୃତ୍ୱରେ ମାଲକାନଗିରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?