ଜିଲାରେ ୫୨୩ ହେକ୍ଟର ଜମିରେ କଫି ଚାଷ ପାଇଁ କ୍ଷେତ୍ର ପ୍ରସ୍ତୁତ
କୋରାପୁଟ,୧୦।୭(ସ୍ବ.ପ୍ର.): କୋରାପୁଟ ଜିଲାରେ ବ୍ୟାପକ ହେବ କଫି ଚାଷ ା ଏନେଇ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ କୋରାପୁଟ ଜିଲା ପ୍ରଶାସନ ଏନେଇ ଉଦ୍ୟମ ଆରମ୍ଭ କରିଛି ା ଓଡିଶା ଜୀବିକା ମିଶନ, କଫି ଡେଭଲପମେଣ୍ଟଟ୍ରଷ୍ଟ, ଜିଲା ଜଳ ବିଭାଜିକା ପ୍ରକଳ୍ପ,...
ରେଲିକୁମ୍ଭାରେ ପାନୀୟଜଳ ସଙ୍କଟ
କୋରାପୁଟ,୧୦।୭(ସ୍ବ.ପ୍ର.): ପ୍ରତି ଘରକୁ ପାନୀୟ ଜଳ ଯୋଗାଇଦେବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନକରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁ ସରକାରଙ୍କ ସମସ୍ତ ଯୋଜନାରୁ ସୁଫଳ ଲୋକେ ପାଉନାହାନ୍ତି।...
ରାସ୍ତା ନିର୍ମାଣ କରି ରକ୍ଷଣାବେକ୍ଷଣ ଭୁଲିଯାଉଛି ବିଭାଗ
କୁନ୍ଦୁରା,୭।୭ (ଡି.ଏନ.ଏ.): କୋରାପୁଟ ଜିଲା କୁନ୍ଦୁରା ବ୍ଲକର ଡଙ୍ଗରପାଉଁଶିଠାରୁ ବେଢାପାଉଁଶି ଏବଂ ଡଙ୍ଗରପାଉଁଶି ଗ୍ରାମ୍ୟ ବ୍ୟାଙ୍କ ଛକଠାରୁ ଜିରାଗୁଡା ପର୍ଯ୍ୟନ୍ତ ନିର୍ମିତ ରାସ୍ତା ଶୋଚନୀୟ ହୋଇପଡିଛି। ଏନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ ଏହାର ରକ୍ଷଣାବେକ୍ଷଣ କିମ୍ବା ମରାମତି ହେଉନାହିଁ। ଫଳରେ...
ଗାଦବା ଆଦିବାସୀଙ୍କ କେରଙ୍ଗ ବୁଣା ଶାଢ଼ି କଳାକୁ ପୁନର୍ଜୀବିତ ପ୍ରୟାସ
କୋରାପୁଟ,୪ା୭(ସ୍ବ.ପ୍ର.): ଗାଦବା ଆଦିବାସୀଙ୍କ କେରଙ୍ଗ ବୁଣା ଶାଢୀ କଳାକୁ ପୁର୍ନଜୀବିତ କରିବା ଲାଗି ରବିବାର ଇନ୍ଟାକ ଓ କୋଟ୍ସ ପକ୍ଷରୁ ମିଳିତ କର୍ମଶାଳା ସ୍ଥାନୀୟ କୋଟସ ସଭାଗୃହ ପରିସରରେ ଅନୁଷ୍ଠିତ ହୋଇଯାଇଛି ା କେରଙ୍ଗ ଗଛର ବକଳରୁ ବୁଣାଯାଉଥିବା ଶାଢୀ ପ୍ରୟତଃ...
କୋରାପୁଟ ଜିଲାରେ ୪୭୫.୨ ମିମି ବର୍ଷା
କୋରାପୁଟ,୪ା୭(ସ୍ବ.ପ୍ର.): କୋରାପୁଟ ଜିଲାରେ ଲଘୁଚାପଜନିତ ଝିପି ଝିପି ବର୍ଷା ଜାରି ରହିଛି। ରବିବାର ଜିଲାରେ ୪୭୫.୨ ମିମି ବର୍ଷା ହୋଇଛି। ଜିଲାରେ ବୈପାରିଗୁଡା ବ୍ଲକରେ ସର୍ବାଧିକ ୯୩ ମିଲିମିଟର ବର୍ଷା ହୋଇଥିବା ବେଳେ ସେମିଳିଗୁଡାରେ ସର୍ବନିମ୍ନ ୨ମିମି ବର୍ଷା ହୋଇଥିବା ଜିଲା...
ମୀନାବଜାରରେ ଅଘଟଣ: ଡିସ୍କୋ ଚେୟାରରେ ବୁଲୁଥିବା ବେଳେ ଚାଲିଗଲା ନାବାଳିକାଙ୍କ ଜୀବନ
କୋଟପାଡ଼,୩ା୭(ଡି.ଏନ୍.ଏ.): କୋରାପୁଟ ଜ଼ିଲା କୋଟପାଡ଼ ଅଞ୍ଚଳରେ ରଥଯାତ୍ରା ପାଇଁ ପଡିଥିବା ମୀନାବଜାରରେ ଏକ ଅଘଟଣ ଘଟିଛି। ମ୍ୟାଜିକ ଡିସ୍କୋ ଚେୟାରରେ ବୁଲୁଥିବା ବେଳେ ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଛି। ସେ କୋଟପାଡ଼ ମିର୍ଗାନ ସାହିର ଏମ୍ଡି ୟାକୁବଙ୍କ ଝିଅ ଆଲଫିଆ...
ଆନ୍ଧ୍ର ଦଖଲରେ କୋରାପୁଟର ତୁରୁକୁ
କୋରାପୁଟ,୧ା୭(ସ୍ବ.ପ୍ର. ): କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଳକର କୋଟିଆକୁ ଆନ୍ଧ୍ର ନିଜର ବୋଲି ଦର୍ଶାଇବାକୁ ଉଦ୍ୟମ ଜାରି ରଖିଛି। ଏହାକୁ ନେଇ ଓଡ଼ିଶା ସୁପ୍ରିମକୋର୍ଟ ଦ୍ୱାରସ୍ଥ ହୋଇଛି। ମାମଲା ବିଚାରାଧୀନ ଥିବା ବେଳେ ଆନ୍ଧ୍ର କୋଟିଆରେ ବିଭିନ୍ନ ସମୟରେ ପଶି...
ସର୍ବଭାରତୀୟ ଆଇଏଫ୍ଏସ୍ ପରୀକ୍ଷାରେ କୋରାପୁଟର କେ. ନାଗାରାଜୁ
କୋରାପୁଟ,୩୦।୬(ସ୍ବ.ପ୍ର.): ସର୍ବଭାରତୀୟ ଆଇଏଫ୍ଏସ୍ (ଇଣ୍ଡିଆନ ଫରେଷ୍ଟ ସର୍ଭିସ) ପରୀକ୍ଷାରେ କୋରାପୁଟର ପୁଅ କେ. ନାଗାରାଜୁ(୨୯)ଙ୍କୁ ସଫଳତା ମିଳିଛି। ସେ ୪୦ତମ ର଼୍ୟାଙ୍କରେ ରହି କୋରାପୁଟ ଜିଲା ପାଇଁ ଗୌରବ ଆଣିଛନ୍ତି। ୨୦୨୧ ଆଇଏଫ୍ଏସ୍ ପରୀକ୍ଷାର ଚୂଡାନ୍ତ ଫଳ ମଙ୍ଗଳବାର ପ୍ରକାଶ ପରେ...
ଜାତୀୟ ରାଜପଥ ପାର୍ଶ୍ୱରୁ ଜବରଦଖଲ ଉଚ୍ଛେଦ
ଜୟପୁର, ୩୦।୬ (ନି.ପ୍ର.): ଜୟପୁର ଦେଇ ଯାଇଥିବା ୩୨୬ ନଂ ଜାତୀୟ ରାଜପଥ ପାର୍ଶ୍ୱରୁ ବୁଧବାର ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ କରାଯାଇଛି ା ଗାନ୍ଧୀଛକଠାରୁ ଗ୍ଲୋକାଲ ହସ୍ପିଟାଲ ଯାଏ ଉଚ୍ଛେଦ ଜାରି ରହିଛି ା ରାସ୍ତାର ଉଭୟ ପଟେ ଥିବା...
ଦେଢ଼ବର୍ଷ ବିତିଲାଣି ମିଳିନି ଆବାସ ଯୋଜନାର ବୋନସ ଟଙ୍କା
ଜୟପୁର, ୩୦।୬ (ନି.ପ୍ର.): ଜୟପୁର ବ୍ଲକ ଅନ୍ତର୍ଗତ ରଣ୍ଡାପାଲ୍ଲି ପଞ୍ଚାୟତ ରାମଗଡ କଲୋନୀର ୨୨ଜଣ ହିତାଧିକାରୀ ଆବାସ ଯୋଜନାର ବୋନସ ଟଙ୍କା ଦେବାକୁ ଦାବି କରି ବୁଧବାର ଉପଜିଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ। ଏନେଇ ଏକ ଦାବିପତ୍ର ଉପ ଜିଲାପାଳଙ୍କ ଅନୁପସ୍ଥିତିରେ ଆସିଷ୍ଟାଣ୍ଟ...
ଦ୍ୱିତୀୟ ବିବାହ ହୋଇ ପ୍ରଥମ ସ୍ତ୍ରୀଙ୍କୁ ନିର୍ଯାତନା
ଜୟପୁର,୨୮ା୬ (ନି.ପ୍ର.): ଦ୍ୱିତୀୟ ସ୍ତ୍ରୀ ଗ୍ରହଣ କରି ସ୍ବାମୀ ପ୍ରଥମ ସ୍ତ୍ରୀଙ୍କୁ ନିର୍ଯାତନା ଦେଉଥିବା ନେଇ ମହିଳା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ, ସୁନାବେଡାର ଅଞ୍ଜୁ ଖରା ୧୩ ବର୍ଷ ତଳେ ମନୋଜ ଖରାଙ୍କୁ ବିବାହ କରିଥିଲେ। ହେଲେ...
ଶାବର ଶ୍ରୀକ୍ଷେତ୍ରରୁ ପୁରୀକୁ ଚାଲିବ ସ୍ବତନ୍ତ୍ର ଟ୍ରେନ
କୋରାପୁଟ,୨୮ା୬(ସ୍ବ.ପ୍ର.): ଜୁଲାଇ ୧ରେ ପୁରୀରେ ହେବାକୁ ଥିବା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ନିମନ୍ତେ କୋରାପୁଟ ଶାବର ଶ୍ରୀକ୍ଷେତ୍ରରୁ ପୁରୀ ଶ୍ରୀକ୍ଷେତ୍ର ଧାମକୁ ପୂର୍ବତଟ ରେଳପଥ ପକ୍ଷରୁ ଗୋଟିଏ ସ୍ବତନ୍ତ୍ର ଏକ୍ସପ୍ରେସ ଟ୍ରେନ ଚାଲିବ ବୋଲି କୋରାପୁଟ ଷ୍ଟେଶନ ମ୍ୟାନେଜର ନନ୍ଦକିଶୋର...
Archives


