କୋରାପୁଟ

ନିର୍ମାଣକୁ ବିତିଲାଣି ୪ ବର୍ଷ, ଖୋଲୁନି କଲ୍ୟାଣ ମଣ୍ଡପରୁ ତାଲା

ସୁନାବେଡା,୨୫।୪(ସ୍ବ.ପ୍ର.): ସାଧାରଣ ଲୋକଙ୍କ ସୁବିଧା ପାଇଁ ହାଲ ପ୍ରଶାସନ ବହୁ ଅର୍ଥ ଖର୍ଚ୍ଚ କରୁଛି। ମାତ୍ର ଲୋକେ ସେଥିରୁ ବିଶେଷ ଉପକୃତ ହେଉନାହାନ୍ତି। ଲୋକଙ୍କ ପାଇଁ ହାଲ ନିର୍ମାଣ କରିଥିବା ଏକ କଲ୍ୟାଣମଣ୍ଡପ ଲୋକଙ୍କ କାର୍ଯ୍ୟରେ ଲାଗି ନ ପାରି ଏବେ…

ବୈପାରିଗୁଡା ବ୍ଲକରେ ହେବ ମଡେଲ ଜଳ ବିଭାଜିକା ପ୍ରକଳ୍ପ

କୋରାପୁଟ,୨୪।୪(ସ୍ବ.ପ୍ର.): ଭାରତୀୟ ମୃତ୍ତିକା ଓ ଜଳ ସଂରକ୍ଷଣ ସଂସ୍ଥାନ (ଆଇସିଏଆର)ର ଜ୍ଞାନ କୌଶଳ ସହାୟତାରେ କୋରାପୁଟ ଜିଲା ବୈପାରିଗୁଡା ବ୍ଲକର ଜି. ମାଳିଗୁଡାଠାରେ ମଡେଲ ଜଳ ବିଭାଜିକା ପ୍ରକଳ୍ପ ନିର୍ମାଣ ହେବ। ରାଜ୍ୟ ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ନିର୍ଦ୍ଦେଶକ…

ମାସେ ହେଲା ଅନ୍ଧାରରେ ସମନ୍ବିତ ଶିଶୁ ବିକାଶ କାର୍ଯ୍ୟାଳୟ

ଦଶମନ୍ତପୁର,୨୪।୪(ଡି.ଏନ୍‌.ଏ.): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ସମନ୍ବିତ ଶିଶୁ ବିକାଶ କାର୍ଯ୍ୟାଳୟ ଏକ ମାସ ହେଲା ବିଦ୍ୟୁତ୍‌ ନ ଥାଇ ଅନ୍ଧାରରେ ରହିଛି। ବିଦ୍ୟୁତ ବିଲ୍‌ ବକେୟା ପଡ଼ିଥିବା ବାହାନାରେ ବିଭାଗୀୟ କର୍ମଚାରୀ ବିନା ନୋଟିସରେ କାର୍ଯ୍ୟାଳୟରେ କାହାକୁ ନ କହି…

ଜମି ଅଧିଗ୍ରହଣ ତ୍ୱରାନ୍ବିତ ଉପରେ ଗୁରୁତ୍ୱ

ମାଲକାନଗିରି/କୋରାପୁଟ/ଜୟପୁର,୨୩ା୪(ଡି.ଏନ୍‌.ଏ./ସ୍ବ.ପ୍ର./ନି.ପ୍ର.): ରେଳ, ଯୋଗାଯୋଗ ଓ ଇଲେକ୍‌ଟ୍ରୋନିକ୍ସ, ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଶୁକ୍ରବାର ଦିନିକିଆ କୋରାପୁଟ-ମାଲକାନଗିରି ଜିଲା ଗସ୍ତକରି ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ବିଶାଖାପାଟଣାରୁ ଏକ ସ୍ବତନ୍ତ୍ର ଟ୍ରେନ୍‌ ଯୋଗେ କୋରାପୁଟ ଷ୍ଟେଶନରେ ପହଞ୍ଚତ୍ବା ପରେ ତାଙ୍କୁ…

ଆଜିଠୁ କାମରେ ଯୋଗଦେବେ ସେବା ପେପର ମିଲ୍‌ ଶ୍ରମିକ

ଜୟପୁର, ୨୧।୪(ନି.ପ୍ର.): ଜୟପୁର ଡିଭିଜନର ଯୁଗ୍ମ ଶ୍ରମ କମିଶନରଙ୍କ ଅଧ୍ୟକ୍ଷତା ଏବଂ କୋରାପୁଟ ଡିଏଲ୍‌ଓଙ୍କ ଉପସ୍ଥିତିରେ ୟୁନିଟ୍‌ ସେବା କାଗଜକଳ ଶ୍ରମିକ କର୍ମଚାରୀ ସଂଘ ଓ ମ୍ୟାନେଜମେଣ୍ଟ ପ୍ରତିନିଧିଙ୍କ ଏକ ଯୁଗ୍ମ ବୈଠକ ଅନୁଷ୍ଠିତ ହୋଇଯାଇଛି। ମ୍ୟାନେଜମେଣ୍ଟ ପକ୍ଷରୁ ବେସିକ୍‌ ଡିଏ…

୧ ଲକ୍ଷ ୧୯ ହଜାର ଟଙ୍କାର କାଠ ଧରିଲା ଭିଜିଲାନ୍ସ

ଜୟପୁର/କୋରାପୁଟ, ୨୧।୪(ନି.ପ୍ର./ସ୍ବ.ପ୍ର.): ବେଆଇନ କାଠ ଚାଲାଣବେଳେ ଜୟପୁର ଭିଜିଲାନ୍ସ ଚଢାଉ କରିଛି। ଓଡିଶା ଛତିଶଗଡ ଫରେଷ୍ଟ ବାଉଣ୍ଡିର ଜୟପୁର ବନଖଣ୍ଡର କୋଟପାଡ ଫରେଷ୍ଟ ରେଞ୍ଜର ମାଲଚମାଲ ସଂରକ୍ଷିତ ଜଙ୍ଗଲେ ଚଢାଉ କରିଛି। କାଠକୁ ଚାଲାଣ କରିବା ନେଇ ଯୋଜନା କରିଥିବା ବେଳେ…

ପରିବହନ ବିଭାଗର ଚଢାଉ : ୬ ସ୍କୁଲ ବସ, ୪ ଅଟୋ ଉପରେ ୫ ଲକ୍ଷରୁ ଉର୍ଦ୍ଧ୍ୱ ଜୋରିମନା

କୋରାପୁଟ,୨୦।୪(ସ୍ବ.ପ୍ର): ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମା ପରେ କୋରାପୁଟ ଜିଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଜିଲାରେ କୋରାପୁଟ ଓ ସେମିଳିଗୁଡା ଅଞ୍ଚଳର ବିଭିନ୍ନ ସ୍ଥାନରେ ବେଆଇନ ଚଳାଚଳ କରୁଥିବା ବସ ଓ ଅଟୋ ଉପରେ ବୁଧବାର ଚଢାଉ କରାଯାଇଛି। ଚଢାଉରେ ସେମିଳିଗୁଡା…

ସ୍କୁଲ ବସ୍‌କୁ ୪ ଲକ୍ଷ ଫାଇନ୍‌

କୋରାପୁଟ,୨୦ା୪(ସ୍ବ.ପ୍ର.): ଫିଟ୍‌ନେସ୍‌ ଯାଞ୍ଚ ବେଳେ ବୁଧବାର ଏକ ସ୍କୁଲ ବସ୍‌କୁ ଜରିମାନା ହୋଇଛି। ଏହି ବସ୍‌ ଉପରେ ପରିବହନ ବିଭାଗ ୪ ଲକ୍ଷ ଫାଇନ୍‌ କାଟିଛି। ସେମିଳିଗୁଡ଼ାର ଏକ ଇଂଲିଶ ମିଡିୟମ ସ୍କୁଲ ବସ୍‌କୁ ଏହି ଫାଇନ ହୋଇଛି। ଟ୍ୟାକ୍ସ ପାଇଁ…

ମିଥ୍ୟା ସତ୍ୟପାଠ ଅଭିଯୋଗ ଆଣିଲା ଏଏପି

ସୁନାବେଡା,୧୯ା୪(ସ୍ବ.ପ୍ର.): ଇତିମଧ୍ୟରେ ସୁନାବେଡା ପୌର ପରିଷଦ ନିର୍ବାଚନ ଶେଷ ହୋଇଛି। କାଉନସିଲରମାନେ ଦାୟିତ୍ୱ ଗ୍ରହଣ କରିଛନ୍ତି। ତେବେ ମାସେ ନ ପୂରୁଣୁ ଜଣେ କାଉନସିଲର ନିର୍ବାଚନ ବେଳେ ନିର୍ବାଚନ ଅଧିକାରୀଙ୍କ ନିକଟରେ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ଏଏପି ପକ୍ଷରୁ ଅଭିଯୋଗ…

ପାନ୍ଥିକା-ଏନ୍‌ଏଡି ରାସ୍ତା ଶୋଚନୀୟ

ସୁନାବେଡ଼ା,୧୭।୪(ସ୍ବ. ପ୍ର.): ଜନସାଧାରଣଙ୍କ ଗମନାଗମନର ସୁବିଧା ଲାଗି ରାଜ୍ୟ ସରକାର ପକ୍କା ରାସ୍ତା ନିର୍ମାଣ କରି ଏ ବାବଦରେ ବହୁ ଅର୍ଥ ବ୍ୟୟ କରୁଛନ୍ତି। ମାତ୍ର ରାସ୍ତା ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ଅଧିକାରୀଙ୍କ ଅବହେଳାରୁ ଅନେକ ସ୍ଥାନରେ ଅଳ୍ପଦିନରେ ନିର୍ମିତ ରାସ୍ତା…

ମୋବାଇଲ୍‌ ଗେମ୍‌ ପାଇଁ ନାବାଳକଙ୍କୁ ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତ ଲକି କୋର୍ଟ ଚାଲାଣ

କୋରାପୁଟ,୧୭।୪(ସ୍ବ.ପ୍ର.): କୋରାପୁଟ ଟାଉନ ଥାନା ଅଧୀନ ମସିପୁଟ ଗ୍ରାମରେ ମୋବାଇଲ୍‌ ଗେମ୍‌କୁ ନେଇ ଜଣେ ନାବାଳକକୁ ତାଙ୍କର ଦୁଇ ସାଙ୍ଗ ପଥରରେ ଛେଚି ହତ୍ୟା କରିବା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଲକି ମାଳୀ(୧୯)ଙ୍କୁ ଶନିବାର କୋର୍ଟ ଚାଲାଣ କରାଯାଇଛି। ସେହିପରି ଅନ୍ୟତମ…

ଜୀବିକା ପ୍ରକଳ୍ପକୁ ତ୍ୱରାନ୍ବିତ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,(ବ୍ୟୁରୋ)/ଜୟପୁର, ୧୬ା୪(ନି.ପ୍ର.): ମାଓବାଦୀ ଗଡ଼ ଭାବେ ପରିଚିତ କୋରାପୁଟ ଜିଲାର ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ବିଭିନ୍ନ ସ୍ଥାନ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଶୁକ୍ରବାର ପରିଦର୍ଶନ କରିଛନ୍ତି। ଗସ୍ତ ସମୟରେ ମୁଖ୍ୟ ଶାସନ ସଚିବ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଘୋଷିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?