କୋରାପୁଟ

ଜୟପୁରରେ ହେବ ସ୍ପୋର୍ଟସ ହଷ୍ଟେଲ: ମନ୍ତ୍ରୀ

ଜୟପୁର,୨୦ା୧୨( ନି.ପ୍ର.): ଜୟପୁର ଫୁଲବାଡ ନିକଟରେ ଇଣ୍ଟିଗ୍ରେଟେଡ ସ୍ପୋର୍ଟସ କମ୍ପ୍ଲେକ୍ସ କାର୍ଯ୍ୟ ମନ୍ଥର ଗତିରେ ଚାଲିଛି ା ସୋମବାର ଜୟପୁର ଗସ୍ତ ଅବସରରେ ରାଜ୍ୟ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା ଏହି ସ୍ପୋର୍ଟସ କମ୍ପ୍ଲେକ୍ସ, ଆଇଟି ପାର୍କ, ବିଜ୍ଞାନ କେନ୍ଦ୍ର ପରିର୍ଶନ କରିଛନ୍ତି…

୩ ଦିନ ପରେ ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ଆରମ୍ଭ

ପଟ୍ଟାଙ୍ଗି,୨୦।୧୨(ଡି.ଏନ୍‌.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମାଠାରୁ ୨କିମି ଦୂରରେ ଏକ ଗ୍ୟାସ ଟ୍ୟାଙ୍କର ଦୁର୍ଘଟଣା ଗ୍ରସ୍ତହୋଇ ପଡି ରହିଥିଲା। ଘଟଣାର ୩ ଦିନ ପରେ ଟ୍ୟାଙ୍କରରୁ ୯୭ ପ୍ରତଶତ ଗ୍ୟାସ କାଢିବା ପରେ ମଙ୍ଗଳବାର ସକାଳୁ ରାଜପଥରେ ଗାଡି…

ହକି ବିଶ୍ୱକପ୍‌ ପାଇଁ ଜାତୀୟ ସଙ୍ଗୀତ ଗାଇବେ କୋରାପୁଟର ନମିତା

ଭୁବନେଶ୍ୱର,୧୮ା୧୨(ବ୍ୟୁରୋ): ଆସନ୍ତା ବର୍ଷ ଜାନୁୟାରୀ ୧୩ରେ ହକି ବିଶ୍ୱକପ୍‌ ଓଡ଼ିଶାରେ ଆୟୋଜନ ହେଉଛି। ଏଥିପାଇଁ ଜାତୀୟ ସଙ୍ଗୀତ ରେକର୍ଡ କରିବେ ନମିତା ମେଲେକା। କୋରାପୁଟ ଜିଲାର ବନ୍ଧୁଗାଓଁ ବ୍ଲକ୍‌ ବାସିନ୍ଦା ନମିତା ଓଡ଼ିଆ, ହିନ୍ଦୀ ସହ ସ୍ଥାନୀୟ କୁଇ ଭାଷାରେ ଗୀତ…

ଜୟପୁରରେ ଲମ୍ଫି ଚିହ୍ନଟ

ଜୟପୁର,୧୫ା୧୨(ନି.ପ୍ର.): ରାଜସ୍ଥାନରେ ଲାମ୍ଫି ରୋଗ ବ୍ୟାପି ଲକ୍ଷ ଲକ୍ଷ ଗୋରୁଙ୍କ ମୃତ୍ୟୁ ହେଇଛି। ଏବେ କୋରାପୁଟ ଜିଲା ଜୟପୁରରେ ଗାଈଙ୍କଠାରେ ଲମ୍ଫି ରୋଗ ଚିହ୍ନଟ ହୋଇଛି। ଫଳରେ ଏହାକୁ ନେଇ ଜିଲାର ଗୋପାଳକଙ୍କ ମଧ୍ୟରେ ଭୟ ପ୍ରକାଶ ପାଇଛି। ଏହି ରୋଗ…

ଟ୍ରକ୍‌-ବାଇକ୍‌ ଧକ୍କା: ଜଣେ ମୃତ

ଜୟପୁର, ୧୫ା୧୨ (ନି.ପ୍ର.): ଜୟପୁର ଦେଇ ଯାଇଥିବା ୨୬ ନଂ. ଜାତୀୟ ରାଜପଥର ଏୟାର ପୋର୍ଟ ଛକଠାରେ ଗୁରୁବାର ବାଇକ୍‌ ଓ ଟ୍ରକ୍‌ ଧକ୍କା ହୋଇଛି ା ଫଳରେ ଘଟଣାସ୍ଥଳରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି ା ମୃତକ ହେଲେ ଜୟପୁର…

ବୋରିଗୁମ୍ମା ବ୍ଳକରେ ବଢୁଛି ନବଜାତ ଶିଶୁ ମୃତ୍ୟୁ

ବୋରିଗୁମା,୧୫ା୧୨(ଡି.ଏନ.ଏ.): କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକରେ ନବଜାତ ଶିଶୁ ମୃତ୍ୟୁ ଘଟଣା ଦିନକୁ ଦିନ ବଢିବାରେ ଲାଗିଛି। ମାତୃ ଏବଂ ନବଜାତ ଜନ୍ମିତ ଶିଶୁ ଉପଯୁକ୍ତ ସେବା ନ ପାଇ ସେମାନଙ୍କ ମୃତ୍ୟୁ ଘଟୁଥିବା କୁହାଯାଉଛି। ସ୍ବାସ୍ଥ୍ୟ ବିଭାଗର ସଚେତନତା ଅଭାବ…

ଏଣିକି ୧ ନମ୍ବର ପ୍ଲାଟଫର୍ମରେ ରହିବ ହୀରାଖଣ୍ଡ

ଜୟପୁର,୧୪ା୧୨ (ନି.ପ୍ର.): ପୂର୍ବତଟ ରେଳବାଇର ଓ୍ବାଲଟିୟର ଡିଭିଜନ ଡିଆର୍‌ଏମ ଅନୁପ ଶତପଥୀ ଜଗଦଲପୁରରୁ ବିଶାଖାପାଟଣା ଗସ୍ତ ସମୟରେ ଜୟପୁର ରେଳ ଷ୍ଟେସନରେ ସମୀକ୍ଷା କରିଛନ୍ତି। ଡିଆରଏମଙ୍କ ଗସ୍ତ ସୂଚନା ପାଇ ଜୟପୁରର ବିଭିନ୍ନ ଅନୁଷ୍ଠାନ ତାଙ୍କୁ ଦାବିପତ୍ର ଦେଇଛନ୍ତି। ଆଗାମୀ ଦିନରେ…

ଆଦିବାସୀ ସଂସ୍କୃତି, ପରମ୍ପରାକୁ ବଞ୍ଚାଇ ରଖିଛନ୍ତି ଗଙ୍ଗାଧର, ମୁକ୍ତା

କୋରାପୁଟ,୧୩ା୧୨(ସ୍ବ.ପ୍ର.):ଆଜିର ଆଧୁନିକ ଯୁଗରେ ଲୋକେ ନିଜ କଳା, ସଂସ୍କୃତିକୁ ବଞ୍ଚାଇ ରଖିବାକୁ ସେତେଟା ଆଗଭର ହେଉ ନ ଥିବା ବେଳେ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ପେଟୁରୁ ପଞ୍ଚାୟତର ଦିବ୍ୟାଙ୍ଗ ଦମ୍ପତି ଗଙ୍ଗାଧର ଓ ମୁକ୍ତା ଏ କ୍ଷେତ୍ରରେ ଭିନ୍ନ ପରିଚୟ…

ଚନ୍ଦନକାଠ ସହ ୨ବେପାରୀଙ୍କୁ ଧରିଲା ବନବିଭାଗ

କୋରାପୁଟ,୧୨।୧୨(ସ୍ବ.ପ୍ର.): କୋରାପୁଟ ବନ ବିଭାଗ ପକ୍ଷରୁ ସଦର ବ୍ଲକର ବାରିଗୁଡା ଜଙ୍ଗଲରେ ଚଢାଉ କରାଯାଇ ୨୦ହଜାର ଟଙ୍କାର ଚନ୍ଦନକାଠ ସହ ୨ଜଣ ଚନ୍ଦନ ବେପାରୀଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରାଯାଇଛି। କୋରାପୁଟ ରେଞ୍ଜ ଅଧିକାରୀ ରୋହିତ କୁମାର ଏହି…

ଖୋଲା ଆକାଶ ତଳେ ଗଦା ହୋଇଛି ଧାନ

କୁନ୍ଦୁରା,୧୨ା୧୨(ଡି.ଏନ.ଏ.): ଚଳିତ ଖରିଫ ଋତୁ ପାଇଁ ଯେତେ ବିଳମ୍ବରେ ଧାନ ମଣ୍ଡିର ଶୁଭାରମ୍ଭ ହେବ ସେତିକି ଅଧିକ କ୍ଷୁଦ୍ର ଓ ମଧ୍ୟମବର୍ଗର ଚାଷୀ ଦଲାଲଙ୍କ ନିକଟରେ ଧାନ ବିକି ଅଭାବୀ ବିକ୍ରିର ଶିକାର ହେବେ ବୋଲି କୃଷକ କଲ୍ୟାଣ ମଞ୍ଚ ସମ୍ପାଦକ…

ପଟ୍ରଗୁଡ଼ାରେ ଝାଡାବାନ୍ତି: ଗୋଟିଏ ପରିବାରର ୮ ଆକ୍ରାନ୍ତ

ବୈପାରିଗୁଡା,୧୧ା୧୨ (ଡି.ଏନ୍‌.ଏ.): କୋରାପୁଟ ଜିଲା ବୈପାରିଗୁଡା ବ୍ଲକ ଦଶମନ୍ତପୁର ପଞ୍ଚାୟତ ପଟ୍ରଗୁଡ଼ା ଗ୍ରାମରେ ଝାଡାବାନ୍ତି ଦେଖାଦେଇଛି। ଏଥିରେ ଗୋଟିଏ ପରିବାରର ୮ଜଣ ଆକ୍ରାନ୍ତ ହୋଇଛନ୍ତି। ଆକ୍ରନ୍ତଙ୍କୁ ଚିକିତ୍ସା ପାଇଁ ବୈପାରିଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଆକ୍ରାନ୍ତଙ୍କ ମଧ୍ୟରେ ୨ଜଣ ଶିଶୁ…

ନିମ୍ନମାନର ରାସ୍ତା କାମକୁ ପୁଣି ବିରୋଧକଲେ ଗ୍ରାମବାସୀ

ଦଶମନ୍ତପୁର,୧୦ା୧୨ (ଡି.ଏନ୍‌.ଏ.): କୋରାପୁଟ ଜିଲା ଦଶମନ୍ତପୁରରେ ନିମ୍ନମାନର ରାସ୍ତା ନିର୍ମାଣକୁ ମୁର୍କାର ପଞ୍ଚାୟତ ଗାଦିଖାଲ ଗ୍ରାମବାସୀ ବିରୋଧ କରିଛନ୍ତି। ଦଶମନ୍ତପୁର ପଞ୍ଚାୟତ ବାଣୁଆଗୁଡା ପିଡବ୍ଲ୍ୟୁଡି ରାସ୍ତାରୁ ମୁଣ୍ଡାଝୋଲା ପର୍ଯ୍ୟନ୍ତ ରାସ୍ତା ନିର୍ମାଣରେ ଅନିୟମିତତା ହୋଇଛି। ୭ କି.ମି. ଦୂରତା ବିଶିଷ୍ଟ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?