ବୁଧବାର ଚିଲିକାରେ ପକ୍ଷୀ ଗଣନା

ବାଲୁଗାଁ,୩।୧(ଡି.ଏନ୍‌.ଏ.): ନିଳାମ୍ବୁ ଚିଲିକାରେ ବୁଧବାର ଶୀତକାଳୀନ ପକ୍ଷୀ ଗଣନା କରାଯିବ। ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଏହି ଗଣନା ଜାରି ରହିବ। ଏ ନେଇ ମଙ୍ଗଳବାର ସିଡିଏ ପରିସରରେ ପକ୍ଷୀ ଗଣନାକାରୀଙ୍କୁ ତାଲିମ ଦିଆଯାଇଛି। ବାଲୁଗାଁ ବଡ଼କୁଳ ସ୍ଥିତ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ(ସିଡିଏ) ଆଦ୍ରଭୂମି ପରୀକ୍ଷଣ କେନ୍ଦ୍ର ପରିସରରେ ପକ୍ଷୀ ବିଶେଷଜ୍ଞମାନେ ଗଣନାକାରୀଙ୍କୁ ପ୍ରଶିକ୍ଷଣ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗିିବା ଘଟଣାରେ ସନ୍ଦିଗ୍ଧଙ୍କୁ ଜେରା

ପୁରୀ ଅଫିସ,୬।୪: ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗିିବା ଘଟଣାରେ ଅଟକ ସନ୍ଦିଗ୍ଧକୁ ଜେରା କରୁଛି ପୋଲିସ। ସିସିଟିଭି ଆଧାରରେ ସନ୍ଦିଗ୍ଧଙ୍କୁ ପଚରାଉଚରା କରାଯାଉଛି। ସନ୍ଦିଗ୍ଧଜଣଙ୍କ କେବଳ...

ଅଗଷ୍ଟ ୧୫ରେ କାରାଗାରରୁ ମୁକୁଳିବେ ୬ କଏଦୀ

ବ୍ରହ୍ମପୁର ଅଫିସ,୧୩ା୮: ରାଜ୍ୟ ଆଇନ ବିଭାଗ ଚିଠି ନମ୍ବର ୮୯୫୧ କ୍ରମେ ବ୍ରହ୍ମପୁର ମଣ୍ଡଳକାରାଗାରରେ ସଜା କାଟୁଥିବା ୬ କଏଦୀଙ୍କୁ ଅଗଷ୍ଟ ୧୫ରେ ଜେଲରୁ ଛଡ଼ାଯିବ।...

ଖଣି ପ୍ରଭାବିତଙ୍କ ଦାବିକୁ ଅଣଦେଖା

ଯୋଡ଼ା, ୩୦।୮(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡ଼ା ବ୍ଲକରେ କାର୍ଯ୍ୟକ୍ଷମ ଟାଟାଷ୍ଟିଲ ଲଙ୍ଗ ପ୍ରଡକ୍ଟ କମ୍ପାନୀ ୨୮ନଂ. ଜିଲା ପରିଷଦ ଜୋନ୍‌ ଅଧୀନ ୫ ପଞ୍ଚାୟତର ବାସିନ୍ଦାଙ୍କ...

ନିର୍ବାଚନ ଲଢ଼ିବେ ଦୁଇ ଯାଆ

ଧାମନଗର, ୨୩|୧ (ଡି.ଏନ.ଏ)  ଭଦ୍ରକ ଜିଲା ଧାମନଗର ବ୍ଲକ ଦୋବଲ ୧୧ ନଂ. ଜିଲା ପରିଷଦ ଜୋନ୍‌ ପାଇଁ ପ୍ରାର୍ଥୀ ହୋଇଛନ୍ତି ଦୁଇ ଯାଆ। ଏହି ଜୋନ୍‌...

ଏମ୍‌ଜିଏନ୍‌ଆର୍‌ଜିଏସ୍‌ରେ ଆରମ୍ଭ ହେଲା କାମ

ଦାରିଙ୍ଗବାଡ଼ି,୧୮।୪(ଡି.ଏନ.ଏ)- କରୋନା ଯୋଗୁ ଶ୍ରମିକମାନେ ବିଶେଷ କ୍ଷତିଗ୍ରସ୍ତ ହୋଇଛନ୍ତି। ସେମାନଙ୍କୁ ରୋଜଗାରକ୍ଷମ ଏବଂ ବ୍ଲକର ବିଭିନ୍ନ ପଞ୍ଚାୟତରେ ଉନ୍ନୟନ କାର୍ଯ୍ୟ ତ୍ୱରାନ୍ନିତ କରିବାକୁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ କାମ...

କରୋନା ଆକ୍ରାନ୍ତରେ ଅର୍ଦ୍ଧଶତକ ଟପିଲା ପୁରୀ ଜିଲା

ପୁରୀ ଅଫିସ, ୧୩।୫: ପୁରୀ ଜିଲାରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଶନିବାର ପୁଣି ୧୭ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା...

ମୁଖ୍ୟ ରାସ୍ତାରୁ ଉଠିଲା ପିଚୁ

କେନ୍ଦୁଝର, ୧୭ା୩ (ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟାଳୟ ରାସ୍ତାର ମରାମତି ପାଇଁ ବହୁ ଅର୍ଥ ଖର୍ଚ୍ଚ କରାଯାଉଥିଲେ ହେଁ ଉପଯୁକ୍ତ ତଦାରଖ ଅଭାବରୁ ନିମ୍ନମାନର କାମ...

କରୋନା ସଚେତନ ଲାଗି ସାଇକେଲ୍‌ରେ ଭୁବନେଶ୍ବର-ପୁରୀ

ସାକ୍ଷୀଗୋପାଳ,୨୬।୨(ଡି.ଏନ୍‌.ଏ): ସୁସ୍ଥ ସମାଜ ଗଠନ ଲାଗି ସଚେତନତା ଅଭିଯାନରେ ସାଇକେଲ୍‌ରେ ଭୁବନେଶ୍ବର ପୁରୀ ବାହାରିଥିବା ଫିଟ୍‌ ଇଣ୍ଡିଆ ସିଇକ୍ଲୋଥନ ଟିମ୍‌ର ଯୁବକମାନଙ୍କୁ ବୁଧବାର ସାକ୍ଷୀଗୋପାଳ ମନ୍ଦିରରେ...

Advertisement
Archives

Model This Week